>
Tuesday, March 31, 2020
ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କାଟଙ୍କା ଫେରିଲା 

ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କା

ShareTweetPin47shares#ୟେସ୍_ବ୍ୟାଙ୍କରୁ_ଫେରିଲା_ଶ୍ରୀଜଗନ୍ନାଥଙ୍କ_୧୫୬_କୋଟି           ପୁରୀ   (କମଳାକାନ୍ତ ମିଶ୍ର) ୟେସ୍ ବ୍ୟାଙ୍କରେ ଜମା ଥିବା ମହାପ୍ରଭୁ ଜଗନ୍ନାଥଙ୍କ ବକେୟା ଜମା ଟଙ୍କା ଫେରିଛି । ସୋମବାର ଦିନ ମାଚ୍ୟୁରିଟି ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୟେସ୍ ବ୍ୟାଙ୍କ ପକ୍ଷରୁ ସୁଧମୂଳ ସମେତ ୧୫୬ କୋଟି ଟଙ୍କା ଶ୍ରୀମନ୍ଦିରର ଏସବିଆଇ ଜମା ଖାତାରେ ଜମା କରାଯାଇଛି । ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସ୍ଥାୟୀ ଜମା ବାବଦକୁ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ଟଙ୍କା ଶ୍ରୀମନ୍ଦିର ଏସବିଆଇ […]

ତୃତୀୟ ପର୍ଯ୍ୟାୟ ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିଲା

ତୃତୀୟ ପର୍ଯ୍ୟାୟ ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିଲା

ShareTweetPin47shares#ତୃତୀୟ_ପର୍ଯ୍ୟାୟ_ରଥ_କାଠ_ଶ୍ରୀକ୍ଷେତ୍ରରେ_ପହଞ୍ଚିଲା        ପୁରୀ : (କମଳାକାନ୍ତ ମିଶ୍ର)  ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସୋମବାର ଦିନ ତୃତୀୟ ପର୍ଯ୍ୟାୟ ରଥ କାଠ ଶ୍ରୀକ୍ଷେତ୍ରରେ ପହଂଚିଛି । ୨୧ ଖଣ୍ଡ ବିଭିନ୍ନ ସାଇଜ୍ ର କାଠ ଦଶପଲ୍ଲାରୁ ଟ୍ରକ୍ ଯୋଗେ ପୁରୀକୁ ଆସିଛି । ଏହି ୨୧ ଖଣ୍ଡ କାଠ ମଧ୍ୟରୁ ୨୦ ଫୁଟିଆ ଅସନ କାଠ ୯ ଖଣ୍ଡ, ୧୨ ଫୁଟିଆ ଅସନ କାଠ ୬ ଖଣ୍ଡ ଓ ୨୦ ଫୁଟିଆ ଧଉରା କାଠ ୬ ଖଣ୍ଡ ରହିଛି । […]

Recent News