କଡକନାଥ କୁକୁଡା ଚାଷକୁ ବଂଚାଇବାକୁ ଚେଷ୍ଟା

କଡକନାଥ କୁକୁଡା ଚାଷକୁ ବଂଚାଇବାକୁ ଚେଷ୍ଟା

#କଡକନାଥ_କୁକୁଡା_ଚାଷକୁ_ବଂଚାଇବାକୁ_ଚେଷ୍ଟା       କନ୍ଧମାଳ   : ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଜାରୀ ହୋଇଥିବା ଲକଡାଉନ୍ ଓ ସଟଡାଉନ୍ ପାଇଁ ଅନେକ ରୋଜଗାର ହରାଇଛନ୍ତି । ଅନେକ ହତାଶ ବି ହୋଇପଡିଛନ୍ତି । କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଆରାବାକା ଗ୍ରାମର ସ୍ମିତାରାଣୀ ପଟ୍ଟନାୟକଙ୍କ ବି ସେହି ଅବସ୍ଥା । ସ୍ୱାମୀଙ୍କ ଚାକିରୀ ଚାଲିଯିବା ପରେ ସେ ଧୋ÷ର୍ଯ୍ୟ ନହରାଇ ଖୋଜିଥିଲେ ବଂଚିବାର ରାହା । ସ୍ୱାବଲମ୍ବୀ ହେବାକୁ ପ୍ରୟାସ କରିଥିଲେ ଏବଂ ସଫଳ ହୋଇଛନ୍ତି । ଏକ […]

Continue Reading
କୋଭିଡ୍-୧୯ ପରିସ୍ଥିତିରେ ଜୀବନ ଜୀବିକା ସୁରକ୍ଷା ଦିଗରେ କୃଷିର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି - କୃଷି ମନ୍ତ୍ରୀ

କୋଭିଡ୍-୧୯ ପରିସ୍ଥିତିରେ ଜୀବନ ଜୀବିକା ସୁରକ୍ଷା ଦିଗରେ କୃଷିର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି – କୃଷି ମନ୍ତ୍ରୀ

#କୃଷିର_ଗୁରୁତ୍ୱପୁର୍ଣ୍ଣ_ଭୂମିକା_ରହିଛି             ଭୁବନେଶ୍ୱର     :    କୋଭିଡ-୧୯ ଯୋଗୁ ସାରା ବିଶ୍ୱ ଏକ ଅସ୍ୱାଭାବିକ ପରିସ୍ଥିତି ଦେଇଗତି କରୁଥିବା ବେଳେ ଲୋକମାନଙ୍କର ଜୀବନ ଜୀବିକାର ସୁରକ୍ଷା ନିମନ୍ତେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଛି । ଏଥି ସହିତ ରାଜ୍ୟ ଏବଂ ଦେଶର ଅର୍ଥନୀତିକୁ ସୁଧାରିବା ସହିତ ଲୋକମାନଙ୍କ ଆୟବୃଦ୍ଧି ଦିଗରେ କୃଷି ଉଲ୍ଲେଖନୀୟ ଅବଦାନ କରିପାରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ […]

Continue Reading
ଇପିଏଫଓର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ , ବହୁସ୍ଥାନୀୟ ଦାବି ସମାଧାନ ସୁବିଧା ପ୍ରଚଳନ

ଇପିଏଫଓର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ , ବହୁସ୍ଥାନୀୟ ଦାବି ସମାଧାନ ସୁବିଧା ପ୍ରଚଳନ

#ଇପିଏଫଓର_ଗୁରୁତ୍ୱପୂର୍ଣ୍ଣ_ପଦକ୍ଷେପ               ନୂଆଦିଲ୍ଲୀ    :    ସାରା ଦେଶରେ ସେବା ପ୍ରଦାନର ଏକ ବ୍ୟବସ୍ଥିତ ମାନକ ସୁନିଶ୍ଚିତ କରିବା ତଥା କୋଭିଡ-୧୯ ମହାମାରୀ ସମୟରେ କର୍ମଚାରୀଙ୍କ ସଂଖ୍ୟାର ଅନୁକୂଳତମ ଉପଯୋଗ ଉଦ୍ଦେଶ୍ୟରେ ଇପିଏଫଓ ପକ୍ଷରୁ ବହୁସ୍ଥାନୀୟ ଦାବି ସମାଧାନ ସୁବିଧାର ଶୁଭାରମ୍ଭ କରାଯାଇଛି । ଏହା ଇପିଏଫଓର କାର୍ଯ୍ୟପ୍ରଣାଳୀରେ ଏକ ଯୁଗାନ୍ତକାରୀ ପରିବର୍ତନ ଆଣିପାରିବ । ଏହାଫଳରେ ଦେଶର ଯେକୌଣସି ସ୍ଥାନରେ ଥିବା ଆଂଚଳିକ କାର୍ଯ୍ୟାଳୟରେ ଅନଲାଇନ ଦାବିଗୁଡ଼ିକର ସମାଧାନ କରାଯାଇପାରିବ । […]

Continue Reading
ଆତ୍ମନିର୍ଭରଶୀଳ ଭାରତ ଅଭିଯାନ : କୃଷି କ୍ଷେତ୍ରକୁ ମିଳିବ୧ ଲକ୍ଷ କୋଟି

ଆତ୍ମନିର୍ଭରଶୀଳ ଭାରତ ଅଭିଯାନ : କୃଷି କ୍ଷେତ୍ରକୁ ମିଳିବ୧ ଲକ୍ଷ କୋଟି

#କୃଷି_କ୍ଷେତ୍ରକୁ_ମିଳିବ୧_ଲକ୍ଷ_କୋଟି         ନୂଆଦିଲ୍ଲୀ   :    ଆତ୍ମନିର୍ଭରଶୀଳ ଭାରତ ଅଭିଯାନର କୃଷି କ୍ଷେତ୍ରକୁ ମିଳିବ୧ ଲକ୍ଷ କୋଟି । ଶୁକ୍ରବାର ଅର୍ଥ ମନ୍ତ୍ରୀ ନିର୍ମଳା ସୀତା ରମଣ ତୃତୀୟ ଦିନରେ କେନ୍ଦ୍ର  କୃଷି ଓ ସହଯୋଗୀ କ୍ଷେତ୍ର ପାଇଁ ପ୍ୟାକେଜରେ ଥିବା ବ୍ୟବସ୍ଥା ସମ୍ପର୍କରେ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ  କହିଛନ୍ତି ଯେ ଗତ ୫ରୁ୬ ବର୍ଷ ମଧ୍ୟରେ ସରକାର କୃଷକଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଛନ୍ତି ଏବଂ ସେଥିରେ କୋଟି କୋଟି କୃଷକ ଲାଭବାନ ହୋଇଛନ୍ତି। […]

Continue Reading
ଲକ ଡାଉନ ନିୟମକୁ ଫୁ... ଅକ୍ଷୟ ତୃତୀୟାରେ ସୁନା ବିକିଲେ ଗହଣା ବ୍ୟବସାୟୀ

ଲକ ଡାଉନ ନିୟମକୁ ଫୁ… ଅକ୍ଷୟ ତୃତୀୟାରେ ସୁନା ବିକିଲେ ଗହଣା ବ୍ୟବସାୟୀ

 #ଅକ୍ଷୟ_ତୃତୀୟାରେ_ସୁନା_ବିକିଲେ_ଗହଣା_ବ୍ୟବସାୟୀ           ବାରିପଦା  :  କରୋନା ଓ ଲକ୍ ଡ଼ାଉନକୁ ନେଇ କଷ୍ଟ ମଧ୍ୟରେ କେତେକ ବ୍ୟବସାୟୀମାନଙ୍କ ସହିତ ଗ୍ରାହକମାନେ ରହିଥିଲେ । ଓଡ଼ିଶା ସହିତ ଦେଶବ୍ୟାପି କୋହଳ ହେଲା କଟକଣା । ସବୁ ଦୋକାନ ଖୋଲିବାକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ଗ୍ରୀନ ସିଗନାଲ ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସର୍ତ୍ତମୂଳକ ଅନୁମତି ମିଳିଛି । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ କେଉଁ ଅଞ୍ଚଳଗୁଡ଼ିକରେ କେଉଁ ଦୋକାନ […]

Continue Reading
ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ପ୍ରିମିୟମ ଦେୟ ମିଆଦ ମେ ୧୫ ଯାଏ ବଢିଲା

ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ପ୍ରିମିୟମ ଦେୟ ମିଆଦ ମେ ୧୫ ଯାଏ ବଢିଲା

#ସ୍ୱାସ୍ଥ୍ୟ_ଓ_ମୋଟରଯାନ_ବୀମା_ପ୍ରିମିୟମ_ଦେୟ_ମିଆଦ_ବଢିଲା           ନୂଆଦିଲ୍ଲୀ :  କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବାରୁ ବୀମା ପଲିସିଧାରୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ପ୍ରିମିୟମ ଦେୟ ଓ ପଲିସି ନବୀକରଣ ମିଆଦକୁ ଆସନ୍ତା ମେ ୧୫ ଯାଏ ବଢାଇ ଦେଇଛନ୍ତି । ଏହି ମର୍ମରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ପଲିସିଧାରୀଙ୍କର ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ମିଆଦ ପୂରି ଯାଇଛି […]

Continue Reading

ସେନସେକ୍ସ ୨୪୭୬ ପଏଣ୍ଟ ବଢିଲା

#ସେନସେକ୍ସ_୨୪୭୬_ପଏଣ୍ଟ_ବଢିଲା      ମୁମ୍ବାଇ : ଷ୍ଟକ ବଜାରରେ ଉତ୍ସାହ । ଭାରତୀୟ ଷ୍ଟକ ବଜାରରେ ମଙ୍ଗଳବାରଦିନ ଉତ୍ସାହର ଦିନ । ଉଭୟ ସେନସେକ୍ସ ଓ ନିଫଟୀ ବୃଦ୍ଧି ସହ ବନ୍ଦ ହୋଇଛନ୍ତି ।କାରବାର ଶେଷ ବେଳକୁ ସେନସେକ୍ସ ୨୪୭୬ ପଏଣ୍ଟ ବୃଦ୍ଧି ସହ ୩୦୦୬୭ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି  ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟି  କାରବାର ଶେଷରେ ୭୦୮ ପଏଣ୍ଟ ବୃଦ୍ଧି ସହ ୮୭୯୨ ପଏଣ୍ଟରେ ବନ୍ଦ ହୋଇଛି । ଏତଦ୍ ବ୍ୟତିତ ଏନଏସଇରେ ବ୍ୟାଙ୍କିଙ୍ଗ୍ ଓ […]

Continue Reading
କୋଭିଡ୍-୧୯ ମୁକାବିଲା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ୫୦୦ କୋଟିର ସହାୟତା ପ୍ରଦାନ

କୋଭିଡ୍-୧୯ ମୁକାବିଲା ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ୫୦୦ କୋଟିର ସହାୟତା ପ୍ରଦାନ

#ଆଦିତ୍ୟ_ବିର୍ଲା_ଗ୍ରୁପ୍_ପକ୍ଷରୁ_୫୦୦_କୋଟିର_କରୋନା_ସହାୟତା         ଭୁବନେଶ୍ୱର : ଏକ ଶତାବ୍ଦୀରୁ ଅଧିକ ସମୟ ଧରି ସମାଜ ପାଇଁ କାର୍ଯ୍ୟ କରିବା ସହିତ ଆଦିତ୍ୟ ବିର୍ଲା ଗ୍ରୁପ୍ ଜଡ଼ିତ ରହିଛି । କୋଭିଡ୍-୧୯ ବ୍ୟାପିବା ଦେଶ ପାଇଁ ବର୍ତ୍ତମାନ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏହି ବିଶ୍ୱ ମହାମାରୀ ବିରୋଧରେ ସରକାର କରୁଥିବା ଲଢ଼େଇକୁ ସହାୟତା କରିବା ପାଇଁ ଏବଂ ଦେଶର ଏହିି ଉଦ୍ୟମରେ କର୍ପୋରେଟ୍ ନାଗରିକମାନଙ୍କୁ ଯୋଗ ଦେବା ଲାଗି ଏକ ସୁଦୃଢ଼ ଓ ନିର୍ଦିଷ୍ଟ ପଦକ୍ଷେପର ଆବଶ୍ୟକତା ପାଇଁ […]

Continue Reading

ପୂର୍ବ ତଟ ରେଳପଥ ପକ୍ଷରୁ ଅତ୍ୟାବଶ୍ୟକୀୟ ପଦାର୍ଥ ପରିବହନ

#ପୂର୍ବତଟ_ରେଳପଥ_ପକ୍ଷରୁ_ଅତ୍ୟାବଶ୍ୟକୀୟ_ସାମଗ୍ରୀ_ପରିବହନ       ଭୁବନେଶ୍ୱର   :   ଦେଶରେ କୋଭିନ୍-୧୯ ସଂକ୍ରମଣ ତଥା ୨୧ ଦିନିଆ ତାଲାବନ୍ଦ ସତ୍ୱେ ଦେଶସାରା ପରିଲକ୍ଷିତ ହୋଇଥିବା ଖାଦ୍ୟାଭାବକୁ ଦୂର କରିବାର ଆହ୍ୱାନକୁ ରେଳ ମନ୍ତ୍ରଣାଳୟ ଗୁରୁତ୍ୱର ସହ ଗ୍ରହଣ କରି ଅତ୍ୟାବଶ୍ୟକୀୟ ପଦାର୍ଥର ପରିବହନ ଦେଶସାରା କରିବାକୁ ନିଶ୍ଚିତ କରିଛି । ଭାରତୀୟ ରେଳପଥ, ଅତ୍ୟାବଶ୍ୟକୀୟ ପଦାର୍ଥ ଯଥା ଖାଦ୍ୟଶସ୍ୟ, ପେଟ୍ରୋଲିୟମ୍ ଉତ୍ପାଦ, କୋଇଲା, ଫଳ, ପରିବା, ଦୁଗ୍ଧ, ଜାଳେଣୀ ତେଲ, ଚିନି ଓ ଲୁଣ ଇତ୍ୟାଦି ପରିବହନ କରୁଛି । ୨୧ ଦିନ […]

Continue Reading
୧ ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

୧ ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

#ବ୍ୟୟ_ମଂଜୁରୀ_ବିଲ୍_ପାରିତ        ଭୁବନେଶ୍ୱର  :  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର  ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧ ଲକ୍ଷ ୫୫ ହଜାର ୯୬୩ କୋଟି ୨୬ ଲକ୍ଷ ୮୧ ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରିଥିଲେ । ଆଲୋଚନା ପରେ ଏହି ବିଲ୍ ଗୃହର ଅନୁମୋଦନ ଲାଭ କରିଥିଲା । ଏହା ପରେ ବାଚସ୍ପତି  ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ । ସୋମବାର ପୂର୍ବାହ୍ନ ୧୦ଟା […]

Continue Reading