ଚାଷୀଙ୍କ ପାଇଁ ଫସଲ ଋଣ ପୁନଃପରିଶୋଧ ଅବଧି ବୃଦ୍ଧି ଘୋଷଣା କଲେ ସରକାର

ଚାଷୀଙ୍କ ପାଇଁ ଫସଲ ଋଣ ପୁନଃପରିଶୋଧ ଅବଧି ବୃଦ୍ଧି ଘୋଷଣା କଲେ ସରକାର

#ଫସଲ_ଋଣ_ପୁନଃପରିଶୋଧ_ଅବଧି_ବୃଦ୍ଧି_ଘୋଷଣା_କଲେ_ସରକାର               ନୂଆଦିଲ୍ଳୀ :  କୋଭିଡ-୧୯ ଲକଡାଉନ କାରଣରୁ ଚାଷୀମାନେ ବ୍ୟାଙ୍କରୁ ନେଇଥିବା ସ୍ୱଳ୍ପକାଳିନ ଫସଲ ଋଣ ପୁନଃପରିଶୋଧ ଅବଧିକୁ ଘୁଂଚାଇ ଦେଇଛନ୍ତି କେନ୍ଦ୍ର ସରକାର । ୩୧ ମେ ୨୦୨୦ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକୁ ୨ପ୍ରତିଶତ ସୁଧ ଛାଡ଼ ଏବଂ ଚାଷୀଙ୍କୁ ୩ ପ୍ରତିଶତ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ଦେୟର ଅବଧି ବୃଦ୍ଧି ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବ୍ୟାଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଫସଲ ଋଣ […]

Continue Reading
"ଲଡାଉନ ଅବଧି ଆଗକୁ ବଢାଇବାର କୌଣସିକ ଯୋଜନା ନାହିଁ "

“ଲକଡାଉନ ଅବଧି ଆଗକୁ ବଢାଇବାର କୌଣସି ଯୋଜନା ନାହିଁ “

#ଲକଡାଉନ_ଅବଧି_ଆଗକୁ_ବଢାଇବାର_କୌଣସି_ଯୋଜନା_ନାହିଁ                    ନୂଆଦିଲ୍ଲୀ      :      କରୋନାର ମୁକାବିଲା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଜାରି ରହିଛି । ହେଲେ  ଲକଡାଉନ ଅବଧି ଆଗକୁ ବଢାଇବାର କୌଣସି ଯୋଜନା ନାହିଁ ବୋଲି କ୍ୟାବିନେଟ୍ ସଚିବ ରାଜୀବ ଗୌବା ସୋମବାର କହିଛନ୍ତି  । ଦେଶବ୍ୟାପୀ ଲକଡାଉନକୁ ନେଇ ଲୋକଙ୍କ ମନରେ ଉଠୁଥିବା ଅନେକ ପ୍ରକାରର ପ୍ରଶ୍ନ ଓ ସାମାଜିକ ଗଣମାଧ୍ୟମରେ ଚାଲୁଥିବା ଖବରରେ ଏହା କୁହାଯାଉଛି ଯେ, ଲକଡାଉନ୍ ଅବଧି ଆହୁରି ବଢିପାରେ । ଏହାକୁ ନେଇ କ୍ୟାବିନେଟ୍ […]

Continue Reading
ସଂକଟ ସମୟରେ ଗରିବ ଓ ଦୁଃଖୀଙ୍କୁ ଖାଦ୍ୟ ଯୋଗାଇବାକୁ ଦେଶବାସୀଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

ସଂକଟ ସମୟରେ ଗରିବ ଓ ଦୁଃଖୀଙ୍କୁ ଖାଦ୍ୟ ଯୋଗାଇବାକୁ ଦେଶବାସୀଙ୍କୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

#ଗରିବ_ଓ_ଦୁଃଖୀଙ୍କୁ_ଖାଦ୍ୟ_ଯୋଗାଇବାକୁ_ନିବେଦନ_କଲେ_ପ୍ରଧାନମନ୍ତ୍ରୀ          ନୂଆଦିଲ୍ଲୀ  : କରୋନା ସଂକଟ ସମୟରେ ରଗରୀବ ଓ ଦୁଃଖୀଙ୍କୁ ଖାଦ୍ୟ ଯୋଗାଇବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ ମନ କି ବାତ କାର୍ଯ୍ୟକ୍ରମରେ ଏହି ଆହ୍ୱୂାନ କରିଛନ୍ତି । ସେ କହିଛନ୍ତି ଯେ କରୋନା ବିରୁଦ୍ଧରେ ଏଇ ଯୁଦ୍ଧ ଅଭୁତପୂର୍ବ ଏବଂ ଆହ୍ୱାନଭରା ମଧ୍ୟ । ଏଥିପାଇଁ ଏହି ସମୟରେ ଯେଉଁ ନିଷ୍ପତି ନିଆଯାଇଛି ତାହା ଦୁନିଆର ଇତିହାସରେ କେବେ ଦେଖାଯାଇନଥିଲା ବା ଶୁଣାଯାଇନଥିଲା – […]

Continue Reading
ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ, କହିଲେ କରୋନାକୁ ରୋକିବାକୁ ଆଉ କୌଣସି ବାଟ ନ ଥିଲା

ଦେଶବାସୀଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ, କହିଲେ କରୋନାକୁ ରୋକିବାକୁ ଆଉ କୌଣସି ବାଟ ନ ଥିଲା

#ଦେଶବାସୀଙ୍କୁ_କ୍ଷମା_ମାଗିଲେ_ପ୍ରଧାନମନ୍ତ୍ରୀ      ନୂଆଦିଲ୍ଲୀ   :   କରୋନା ସଂକ୍ରମଣକୁ ରୋକିବାକୁ ନେଇ ଲକ ଡାଉନ କରା ଯାଇଥିବାରୁ ଏହାକୁ ନେଇ ହୋଇଥିବା ଅସୁବିଧା ପାଇଁ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ ସେ ଏ ନେଇ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି । ଲକ ଡାଉନ ସେ କହିଛନ୍ତି ଯେ ସର୍ବପ୍ରଥମେ ମୁଁ ମୋର ସବୁ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ଆଜି ମୋର […]

Continue Reading
କୋଭିଡ-୧୯କୁ ରୋକିବାରେ ଆୟୁଷ ଚିକିତ୍ସକ ବଳିଷ୍ଠ ଭୂମିକା ତୁଲାଇପାରିବେ - ପ୍ରଧାନମନ୍ତ୍ରୀ

 କୋଭିଡ-୧୯କୁ ରୋକିବାରେ ଆୟୁଷ ଚିକିତ୍ସକ ବଳିଷ୍ଠ ଭୂମିକା ତୁଲାଇପାରିବେ – ପ୍ରଧାନମନ୍ତ୍ରୀ

#କୋଭିଡ_୧୯କୁ_ରୋକିବାରେ_ଆୟୁଷ_ଚିକିତ୍ସକ_ବଳିଷ୍ଠ_ଭୂମିକା_ତୁଲାଇପାରିବେ        ନୂଆଦିଲ୍ଲୀ   :   ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଏକ ଭିଡିଓ କନଫରେନ୍ସିଂ ଜରିଆରେ ଆୟୁଷ ଚିକିତ୍ସକଙ୍କ ସହ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶକୁ ସୁସ୍ଥ ରଖିବାରେ ଆୟୁଷର ଏକ ସୁଦୀର୍ଘ ପରମ୍ପରା ରହିଛି । କୋଭିଡ-୧୯କୁ ପ୍ରତିହତ କରିବା ଦିଗରେ ଆୟୁଷ କ୍ଷେତ୍ର ବହୁମୂଖୀ ଭୂମିକା ତୁଲାଇପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆୟୁଷ ଚିକିତ୍ସାର ପରିସର ସମଗ୍ର ଦେଶର କୋଣ ଅନୁକୋଣରେ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର […]

Continue Reading
ଚାଷୀଙ୍କ ପାଇଁ ଫସଲ ଋଣ ପୁନଃପରିଶୋଧ ଅବଧି ବୃଦ୍ଧି ଘୋଷଣା କଲେ ସରକାର

ଲକଡାଉନରୁ ବାଦ୍ ପଡିଲା କୃଷି

#ଲକଡାଉନରୁ_ବାଦ୍_ପଡିଲା_କୃଷି           ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ଦେଶବ୍ୟାପୀ ଲକଡାଉନ ଜାରି ହୋଇଛି । ତେବେ ଏହି କାରଣରୁ କୃଷି ଓ ଚାଷକାର୍ଯ୍ୟ ତଥା ଆନୁସଙ୍ଗିକ ସେବାରେ ନିୟୋଜିତ ଲୋକମାନେ ସମସ୍ୟା ଭୋଗିବାର ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକୁ ଲକଡାଉନରୁ ବାଦ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘୋଷଣା କରିଛନ୍ତି । ଯାହାଫଳରେ ଫସଲ କାଟିବାରେ କୌଣସି ବାଧା ଉତ୍ପନ୍ନ ହେବ ନାହିଁ । କେନ୍ଦ୍ର କୃଷି […]

Continue Reading
ସାମାଜିକ ଦୂରତା ବଜାୟ ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି

ସାମାଜିକ ଦୂରତା ବଜାୟ ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି

 #ସ୍ୱରାଷ୍ଟ୍ର_ମନ୍ତ୍ରଣାଳୟ_ପକ୍ଷରୁ_ମାର୍ଗଦର୍ଶିକା_ଜାରି      ନୂଆଦିଲ୍ଲୀ   :  କୋଭିଡ-୧୯ ଲକଡାଉନକୁ ଆଖି ଆଗରେ ରଖି ୨୧ ଦିନ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ ଲକଡାଉନ କାଳରେ ପ୍ରବାସୀ କୃଷି ଶ୍ରମିକ, ଶିଳ୍ପ ଶ୍ରମିକ ଏବଂ ଅସଂଗଠିତ କ୍ଷେତ୍ରର ଅନ୍ୟ ଶ୍ରମିକମାନଙ୍କୁ ଖାଦ୍ୟ ଏବଂ ଆଶ୍ରୟ ସହିତ ପର୍ଯ୍ୟାପ୍ତ ସହାୟତା ଯୋଗାଇ ଦେବା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କେନ୍ଦ୍ର ଗୃହ ସଚିବ ପତ୍ର ଲେଖିଛନ୍ତି । ସେହିପରି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ […]

Continue Reading
୨୦୨୦ ପାଇଁ ଆନୁମାନିକ ଅଭିବୃଦ୍ଧି ହାର ହ୍ରାସ କରି ୨.୫% ମୁଡିଜ୍

୨୦୨୦ ପାଇଁ ଆନୁମାନିକ ଅଭିବୃଦ୍ଧି ହାର ହ୍ରାସ କରି ୨.୫% କଲା ମୁଡିଜ୍

 #ଆନୁମାନିକ_ଅଭିବୃଦ୍ଧି_ହାର_ହ୍ରାସ_କଲା_ମୁଡିଜ୍       ନୂଆଦିଲ୍ଲୀ  : ଗ୍ଲୋବାଲ କ୍ରେଡିଟ୍ ରେଟିଙ୍ଗ ଏଜେନ୍ସି ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ ୨୦୨୦ରେ ନିଜର ପ୍ରଥମ ଆନୁମାନିକ ବିକାଶ ହାରକୁ ହ୍ରାସ କରି ୨.୫ ପ୍ରତିଶତ କରିଛି । ଉଲ୍ଲେଖନୀୟ ଏହା ପୂର୍ବରୁ ମୁଡିଜ୍ ଭାରତର ସକଳ ଘରୋଇ ଉତ୍ପାଦ (ଜିଡିପି) ୨୦୨୦ରେ ୫.୩ ରହିବ ବୋଲି ଅନୁମାନ କରିଥିଲା । ମୁଡିଜ୍ ଶୁକ୍ରବାର ଜାରି ରିପୋର୍ଟରେ କହିଛି ଯେ, କରୋନା ଭାଇରସ ମହାମାରୀ କାରଣରୁ ଦେଶ ଓ ବିଶ୍ବର ଅର୍ଥ ବ୍ୟବସ୍ଥା ଉପରେ ପଡିଥିବା […]

Continue Reading
କରୋନା ସଂକ୍ରମିତ ମାମଲାରେ ଆମେରିକା ଶୀର୍ଷରେ, ମୃତ୍ୟୁ ସଂଖ୍ୟା ଇଟାଲୀରେ ସର୍ବାଧିକ

କରୋନା ସଂକ୍ରମିତ ମାମଲାରେ ଆମେରିକା ଶୀର୍ଷରେ, ମୃତ୍ୟୁ ସଂଖ୍ୟା ଇଟାଲୀରେ ସର୍ବାଧିକ

#କରୋନା_ସଂକ୍ରମିତ_ମାମଲାରେ_ଆମେରିକା_ଶୀର୍ଷରେ     ଲସଏଞ୍ଜଲେସ  : ନ୍ୟୁୟର୍କ, ନ୍ୟୁଜର୍ସି, କାର୍ଲିଫର୍ଣ୍ଣିୟା ଓ ଲୁଜିୟାନା ସହିତ ଆମେରିକାରେ କରୋନା ଭାଇରସ କାରଣରୁ ସ୍ଥିତି ଦୟନୀୟ ହେବାରେ ଲାଗିଛି । ଆମେରିକାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୫ ହଜାର ନୂତନ ଘଟଣା ସାମ୍ନାକୁ ଆସିଛି, ଯାହା ଦୁନିଆରେ ଯେ କୌଣସି ଦେଶ ତୂଳନାରେ ସର୍ବାଧିକ ମାମଲା । ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ଘଟି ୮୨,୪୦୦ ଛୁଇଁଲାଣି । ଚୀନରେ କରୋନା ରୋଗୀ ସଂଖ୍ୟା ୮୧,୭୦୦ ରହିଛି […]

Continue Reading
ଦେଶରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୭୨୪ରେ ପହଂଚିଲା

ଦେଶରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୭୨୪ରେ ପହଂଚିଲା

#ଦେଶରେ_କରୋନା_ପଜିଟିଭ_ରୋଗୀଙ୍କ_ସଂଖ୍ୟା_୭୨୪         ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୭୨୪ରେ ପହଂଚିଛି । ଏଯାଏ କରୋନା କାରଣରୁ ଦେଶର ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୬ ଜଣ ଭଲ ହୋଇ ଘରକୁ ଫେରି ଅସାରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ବିଶ୍ୱ ସ୍ତରରେ ମହାମାରୀ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୨୨ ହଜାର ଅତିକ୍ରମ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ପାଂଚ […]

Continue Reading