ରେକର୍ଡ :୨୪ ଘଂଟାରେ ଦେଶରେ ୩୨୯୬୫ ଆକ୍ରାନ୍ତ ୬୦୬ ଜଣଙ୍କର ମୃତ୍ୟୁ

ରେକର୍ଡ :୨୪ ଘଂଟାରେ ଦେଶରେ ୩୨୯୬୫ ଆକ୍ରାନ୍ତ ୬୦୬ ଜଣଙ୍କର ମୃତ୍ୟୁ

ଦେଶ -ବିଦେଶ ବଡ ଖବର

#ରେକର୍ଡ_୨୪_ଘଂଟାରେ_ଦେଶରେ_୩୨୯୬୫_ଆକ୍ରାନ୍ତ       ନୂଆଦିଲ୍ଲୀ  : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩୨୯୬୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହା ସହିତ କରୋନା ମାମଲା ସଂଖ୍ୟା ୯୬୮୮୭୬ କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟା ମଧ୍ୟରେ ୬୦୬ ଜଣଙ୍କର ମୃତ୍ୟୁ ଘଟିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ବର୍ତମାନ ୩୩୧୧୪୬ ସକ୍ରିୟ ରୋଗୀ ଅଛନ୍ତି । ଏଥି ସହିତ ବର୍ତମାନ ସୁଦ୍ଧା ୨୪୯୧୫ ମୃତ୍ୟୁବରଣ କରିଛନ୍ତି । ଦେଶରେ ମୋଟ ୬୧୨୮୧୫ ରୋଗୀ ସୁସ୍ଥ ହୋଇ ସାରିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।