ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ

ବିଳମ୍ବରେ ଓଡିଶା ଛୁଇଁବ ମୌସୁମୀ

#ବିଳମ୍ବରେ_ଓଡିଶା_ଛୁଇଁବ_ମୌସୁମୀ        ନୂଆଦିଲ୍ଲୀ  : ଚଳିତବର୍ଷ ମୌସୁମୀ ସ୍ୱାଭାବିକ ରହିବ । ଆସନ୍ତା ଜୁନରୁ ସ୍ୱାଭାବିକ ଭାବେ ମୌସୁମୀ ବର୍ଷା ହେବ । ତେବେ ଓଡିଶାକୁ ମୌସୁମୀ ଆସିବାକୁ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜୁନ୍ ୧୩ରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ଚଳିତ ବର୍ଷ ବର୍ଷାର ପରିମାଣ ୯୬%ରୁ ୧୦୪% ମଧ୍ୟରେ ରହିବ ବୋଲି ଶ୍ରୀ ମହାପାତ୍ର ଏକ […]

Continue Reading

ମା’ଙ୍କ ନାଁ ସହିତ ଜଡିତ ହୋଇଯାଇଛି ତାଙ୍କର ପ୍ରତ୍ୟକ୍ଷତା – ମା’ ବେଲେଈଶୁଣୀ

ମା’ ବେଲେଈଶୁଣୀ | ମା’ଙ୍କ ନାଁ ସହିତ ଜଡିତ ହୋଇଯାଇଛି ତାଙ୍କର ପ୍ରତ୍ୟକ୍ଷତା | ବିପଦରେ ପଡିଥିବା ଭକ୍ତ ମା’ଙ୍କ ନାମନେଇ ଶୁମରଣା କରିବା ମାତ୍ରେ ସତେ ଯେମିତି ମା’ଙ୍କ ଆବିର୍ଭାବହୋଇଯାଏ ବିପତ୍ତି ସ୍ଥଳରେ | ଆଉ ବିପଦ ଆପଣା ଛାଏଁ ଉଭେଇ ଯାଏ | ମା’ଙ୍କ ପ୍ରସିଦ୍ଧି ତାଙ୍କର ଆସ୍ଥାନ ସ୍ଥଳୀ ଅଝlଡ ଝାଡ଼ ଜଙ୍ଗଲରୁ ଦୂର ଦୂରାନ୍ତକୁ ଖ୍ୟାତ | ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକର ଗୋହିରାପଡା ଗ୍ରାମ ନିକଟସ୍ଥ ଗୋଇସିଙ୍ଗ ପାହାଡ଼ ର […]

Continue Reading
ମା’ ମାଉଲିଙ୍କ ଯାତ୍ରାରେ ଅଦ୍ଭୁତ ପରମ୍ପରା,ମାନସିକ ପୂରଣ ହେଲେ ଭକ୍ତ ଖାଆାନ୍ତି ଚାବୁକ ମାଡ

ମା’ ମାଉଲିଙ୍କ ଯାତ୍ରାରେ ଅଦ୍ଭୁତ ପରମ୍ପରା,ମାନସିକ ପୂରଣ ହେଲେ ଭକ୍ତ ଖାଆାନ୍ତି ଚାବୁକ ମାଡ

#ମାନସିକ_ପୂରଣ_ହେଲେ_ଭକ୍ତ_ଖାଆାନ୍ତି_ଚାବୁକ_ମାଡ     ମାଲକାନଗିରି :  ମନସ୍କାମନା ପୂରଣ ନିମନ୍ତେ ବହୁ ଦେବାଦେବୀଙ୍କ ନିକଟରେ ମାନସିକ କରିଥାନ୍ତି ଶ୍ରଦ୍ଧାଳୁ। ହେଲେ ଏପରି ଏକ ପୀଠ ମାଲକାନଗିରି ଜିଲ୍ଲାରେ ଅଛି, ଯେଉଁଠି  ମାନସିକ ପୂରଣ ହେବା ପରେ ପୂଜକଙ୍କଠାରୁ ଖାଇବାକୁ ପଡ଼େ ଚାବୁକ ପାହାର ।  ଶରୀରକୁ କଷ୍ଟ ହେବା ସତ୍ତ୍ୱେ ମାନସିକଧାରୀ ଏହାର କୌଣସି ପ୍ରତିବାଦ କରିନଥାନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରକୋଣ୍ଡା ଅଞ୍ଚଳର ମା’ ମାଉଲିଙ୍କ ଯାତ୍ରାରେ । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ମା’ […]

Continue Reading
କୋଣାର୍କ ଜଗମୋହନରେ ଥିବା ୧୧୭ ବର୍ଷ ତଳର ବାଲି ୧୨ ଫୁଟ୍ ଦବି ଯାଇଛି

କୋଣାର୍କ ଜଗମୋହନରେ ଥିବା ୧୧୭ ବର୍ଷ ତଳର ବାଲି ୧୨ ଫୁଟ୍ ଦବି ଯାଇଛି

#କୋଣାର୍କ_ଜଗମୋହନରେ_ଥିବା_୧୧୭_ବର୍ଷ_ତଳର_ବାଲି_୧୨_ଫୁଟ୍_ଦବି_ଯାଇଛି   ଭୁବନେଶ୍ୱର : ସାରା ବିଶ୍ୱକୁ ଐତିହ୍ୟ ଓ ସ୍ଥାପତ୍ୟ କୀର୍ତିରାଜିର ଝଲକ ଦେଖାଇ ଆସୁଥିବା ଏହି ୮୦୦ ବର୍ଷ ପୁରୁଣା କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥାୟିତ୍ୱ ଉପରେ ବିପଦର ବାଦଲ ଛାଇ ରହିଛି । ୧୧୭ ବର୍ଷ ତଳୁ ବାଲିର ଆଧାର ଉପରେ ଛିଡ଼ା ହୋଇଛି ଏହି ମନ୍ଦିରର ଜଗମୋହନ । ଆଉ ଏହି ବାଲି ଏବେ ୧୨ ଫୁଟ ପର୍ଯ୍ୟନ୍ତ ଦବି ଯାଇଥିବା ଆଶଙ୍କା କରାଯାଉଛି । ବାଲି କାଢ଼ି ସ୍ଥାପତ୍ୟକୁ ସୁରକ୍ଷିତ ରଖିବା […]

Continue Reading
ଜାତୀୟ ଉଦ୍ୟାନ ଭିତରକନିକାର ନୈସର୍ଗିକ ଶୋଭା

ଜାତୀୟ ଉଦ୍ୟାନ ଭିତରକନିକାର ନୈସର୍ଗିକ ଶୋଭା

#ଜାତୀୟ_ଉଦ୍ୟାନ_ଭିତରକନିକାର_ନୈସର୍ଗିକ_ଶୋଭା    : ଓଡ଼ିଶାର ଯେଉଁ କେତେକ ପର୍ଯ୍ୟଟନ ସ୍ଥଳ ବିଶ୍ୱ ପ୍ରସିଦ୍ଧିଲାଭ କରିଛି ସେଥି ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଉଦ୍ୟାନ ଅନ୍ୟତମ । ଯାହାର ନୈସର୍ଗିକ ଶୋଭା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ହେନ୍ତାଳବଣ, ବଉଳା କୁମ୍ଭୀର, ହରିଣ ଓ ବନ୍ୟଜନ୍ତୁଙ୍କୁ ଦେଖିବା ପାଇଁ  ପ୍ରତିବର୍ଷ ଭିତରକନିକାକୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଦେଶ ବିଦେଶରୁ ଆସିଥାନ୍ତି । ଭିତରକନିକା ୧୯୭୫ ମସିହାରୁ ଅଭୟ୍ୟାରଣ୍ୟ  ଓ ୧୯୮୮ରୁ ଜାତୀୟ ଉଦ୍ୟାନ ମାନ୍ୟତା ପାଇବା ପରେ […]

Continue Reading
ହୁକିଟୋଲାରେ ହେବ ଫ୍ଲୋଟିଂ ଜେଟି

ହୁକିଟୋଲାରେ ହେବ ଫ୍ଲୋଟିଂ ଜେଟି

#ହୁକିଟୋଲାରେ_ହେବ_ଫ୍ଲୋଟିଂ_ଜେଟି  ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲାର ଅନ୍ୟତମ ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ ହୁକିଟୋଲାରେ ଚଳିତ ବର୍ଷ ଗୋଟିଏ ଫ୍ଲୋଟିଂ ଜେଟି ନିର୍ମାଣ କରାଯିବ। ଆଜି ବିଧାନସଭାର ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ହୁକିଟୋଲାର ଉନ୍ନତି ସମ୍ପର୍କିତ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥି‌େଲ, ହୁକିଟୋଲାରେ ଥିବା ପୁରୁଣା ବ୍ରିଟିସ୍ ସମୟର କୋଠାକୁ ବିଶ୍ବବ୍ୟାଙ୍କ ଅନୁଦାନରେ ଆଇସିଜେଡ୍‌ଏମ୍‌ପି ମାଧ୍ୟମରେ ୧ କୋଟି ୩ ଲକ୍ଷ ଟଙ୍କା ବ୍ୟୟ […]

Continue Reading
Sand art on ‘Maha Shiv Ratri’

Sand art on ‘Maha Shiv Ratri’

#sand_art_on_‘Maha_Shiv_Ratri’  Puri : On the auspicious occasion of Maha Shiv Ratri,  International  Sand Artist Mr. Manas Kumar Sahoo seeks the blessings of Lord Shiva through his Sand Art on the Golden Sea Beach, near Lighthouse, Baliapanda, Puri. Mr.Manas has created a sand sculpture of Lord Shiva which is 15 ft wide &  has used 15 […]

Continue Reading
ସ୍କଟଲାଣ୍ଡର ଜନଶୂନ୍ୟ ଦ୍ବୀପ

ସ୍କଟଲାଣ୍ଡର ଜନଶୂନ୍ୟ ଦ୍ବୀପ

#ସ୍କଟଲାଣ୍ଡର_ଜନଶୂନ୍ୟ_ଦ୍ବୀପ     ଭ୍ରମଣପ୍ରିୟ ଲୋକେ ସାଧାରଣତଃ ଦ୍ବୀପ ପରି ନିରୋଳା ସ୍ଥାନକୁ ଯିବାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ଏହା ପଛର ପ୍ରମୁଖ କାରଣ ହେଲା ଏଠାକାର ପ୍ରାକୃତିକ ସୌନ୍ଦର୍ୟ୍ୟ। ଏକ ସର୍ବେକ୍ଷଣରୁ ପ୍ରକାଶିତ ଯେ ପର୍ୟ୍ୟଟକମାନେ ପାଶ୍ଚାତ୍ୟ ରାଷ୍ଟ୍ର ଭ୍ରମଣ କରିବା ପରିବର୍ତ୍ତେ ଦ୍ବୀପକୁ ଅଧିକ ଯାତ୍ରା କରୁଥିବାର ଜଣାପଡ଼ିଛି। ଦ୍ବୀପର ଲୋକପ୍ରିୟତା ଶୀର୍ଷ ସ୍ଥାନରେ ଥିବା ସତ୍ତ୍ବେ ସ୍କଟଲାଣ୍ଡର ଏକ ଦ୍ବୀପ ଗତ ୭୮ବର୍ଷ ହେଲା ଜନଶୂନ୍ୟ ହୋଇପଡ଼ିଛି। ଦ୍ବୀପଟିର ନାମ ହେଉଛି ଗୁଇନାଇ। ୧୬୦୦ ଶତାବ୍ଦୀବେଳକୁ […]

Continue Reading

ଆଉ ଶୁଭୁନାହିଁ ପରଜାଙ୍କ ପାରମ୍ପରିକ ବାଦ୍ୟ ‘ଡୁଡୁଙ୍ଗା’ର ସ୍ବର

#ଆଉ_ଶୁଭୁନାହିଁ_ପରଜାଙ୍କ_ପାରମ୍ପରିକ_ବାଦ୍ୟ_ଡୁଡୁଙ୍ଗାର_ସ୍ବର  କୋରାପୁଟ : ଦିନ ଥିଲା, ଡୁଡୁଙ୍ଗାର ତାଳେ ତାଳେ ଆଦିବାସୀ ଧାଙ୍ଗଡାଧାଙ୍ଗଡିମାନେ ନାଚୁଥିଲେ। ଜାନି, ଯାତରାରେ କୋରାପୁଟର ଗାଁ ଗାଁରେ ଶୁଭୁଥିଲା ଏହି ପାରମ୍ପରିକ ବାଦ୍ୟର ସ୍ୱର। କିନ୍ତୁ ଯୁଗ ବଦଳିବା ସହ ଏଥିରେ ଲାଗିଛି ଆଧୁନି ଝୁଙ୍କ। ଆଦିବାସୀ ଯୁବକଯୁବତୀମାନେ ଏବେ ଡିଜେ ଓ ମାଇକ ଲଗାଇ ନାଚୁଥିଲାବେଳେ ହଜି ଯିବାକୁ ବସିଛି ଡୁଡୁଙ୍ଗା। ତଥାପି ଏହାକୁ ଛାଡି ପାରି ନାହାନ୍ତି ଚଣ୍ତାଳ। କୋରାପୁଟ ଜିଲ୍ଲା ସଦର ବ୍ଲକ ଉମୁରି ଗ୍ରାମର ଚଣ୍ଡାଳ ଜାନୀ […]

Continue Reading

ଭିନ୍ନ ଏକ ପରମ୍ପରା- ମାଘ ମଣ୍ଡେଇ

#ଭିନ୍ନ_ଏକ_ପରମ୍ପରା_ମାଘ_ମଣ୍ଡେଇ  ନବରଙ୍ଗପୁର : ଆଦିବାସୀ ଲୋକ ମାନେ ପ୍ରକୃତିର ଉପାସକ । ବର୍ଷ ତମାମ କଷ୍ଟ ସହି ଫସଲ ଉତ୍ପାଦନ କରୁଥିଲେ ମଧ୍ୟ ସେହି ଫସଲକୁ ଗ୍ରାମଦେବତୀ ହିଁ ସୁରକ୍ଷା ଦେଇଥାନ୍ତି ବୋଲି ସେମାନଙ୍କ ବିଶ୍ବାସ ।ତେଣୁ ଫସଲ ଅମଳ ପରେ ଫସଲକୁ ନୈବେଦ୍ୟ ଆକାରରେ ଗ୍ରାମଦେବତୀଙ୍କ ନିକଟରେ ପୂଜା କରାଯାଏ । ଏହି ଅବଦାନ ପାଇଁ ଉପାସନାର ପର୍ବ ହେଉଛି ମାଘ ମଣ୍ଡେଇ । ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡ଼ାରେ ଆଦିବାସୀଙ୍କ ଏହି ସ୍ବତନ୍ତ୍ର ପୂଜାରେ ରହିଛି […]

Continue Reading