ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କାଟଙ୍କା ଫେରିଲା 

ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କା

#ୟେସ୍_ବ୍ୟାଙ୍କରୁ_ଫେରିଲା_ଶ୍ରୀଜଗନ୍ନାଥଙ୍କ_୧୫୬_କୋଟି           ପୁରୀ   (କମଳାକାନ୍ତ ମିଶ୍ର) ୟେସ୍ ବ୍ୟାଙ୍କରେ ଜମା ଥିବା ମହାପ୍ରଭୁ ଜଗନ୍ନାଥଙ୍କ ବକେୟା ଜମା ଟଙ୍କା ଫେରିଛି । ସୋମବାର ଦିନ ମାଚ୍ୟୁରିଟି ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୟେସ୍ ବ୍ୟାଙ୍କ ପକ୍ଷରୁ ସୁଧମୂଳ ସମେତ ୧୫୬ କୋଟି ଟଙ୍କା ଶ୍ରୀମନ୍ଦିରର ଏସବିଆଇ ଜମା ଖାତାରେ ଜମା କରାଯାଇଛି । ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସ୍ଥାୟୀ ଜମା ବାବଦକୁ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ଟଙ୍କା ଶ୍ରୀମନ୍ଦିର ଏସବିଆଇ […]

Continue Reading
ତୃତୀୟ ପର୍ଯ୍ୟାୟ ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିଲା

ତୃତୀୟ ପର୍ଯ୍ୟାୟ ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିଲା

#ତୃତୀୟ_ପର୍ଯ୍ୟାୟ_ରଥ_କାଠ_ଶ୍ରୀକ୍ଷେତ୍ରରେ_ପହଞ୍ଚିଲା        ପୁରୀ : (କମଳାକାନ୍ତ ମିଶ୍ର)  ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ସୋମବାର ଦିନ ତୃତୀୟ ପର୍ଯ୍ୟାୟ ରଥ କାଠ ଶ୍ରୀକ୍ଷେତ୍ରରେ ପହଂଚିଛି । ୨୧ ଖଣ୍ଡ ବିଭିନ୍ନ ସାଇଜ୍ ର କାଠ ଦଶପଲ୍ଲାରୁ ଟ୍ରକ୍ ଯୋଗେ ପୁରୀକୁ ଆସିଛି । ଏହି ୨୧ ଖଣ୍ଡ କାଠ ମଧ୍ୟରୁ ୨୦ ଫୁଟିଆ ଅସନ କାଠ ୯ ଖଣ୍ଡ, ୧୨ ଫୁଟିଆ ଅସନ କାଠ ୬ ଖଣ୍ଡ ଓ ୨୦ ଫୁଟିଆ ଧଉରା କାଠ ୬ ଖଣ୍ଡ ରହିଛି । […]

Continue Reading
କଟକଣାକୁ ଉଲ୍ଲଙ୍ଘନ କରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଯୁକ୍ତି ପରୀକ୍ଷା

କଟକଣାକୁ ଉଲ୍ଲଙ୍ଘନ କରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଯୁକ୍ତି ପରୀକ୍ଷା

#କଟକଣାକୁ_ଉଲ୍ଲଙ୍ଘନ_କରି_ସ୍ୱାସ୍ଥ୍ୟ_ବିଭାଗ_ତରଫରୁ_ନିଯୁକ୍ତି_ପରୀକ୍ଷା      କେନ୍ଦ୍ରାପଡା  : ( ମହମ୍ମଦ ଏଲିୟାସ ) ଲକ ଡାଉନ କଟକଣା କୁ ମାନିବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନ ସାଧାରଣଙ୍କୁ ସଚେତନ କରାଯାଉଛିା ଏହାକୁ କଡାକଡି ପାଳନ ପାଇଁ ବାରମ୍ବାର ପ୍ରଚାର କରାଯାଇ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ କଟକଣା ଲାଗୁ କରାଯାଇଥିବା ବେଳେ ନିଜେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଖୋଲା ଖୋଲି ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଛି । ଗହଳିକୁ ଏଡାଇବା ଓ ଗୋଟିଏ ସ୍ଥାନରେ […]

Continue Reading
ଦୈନିକ ଆସୁଛି ଫସିଥିବା ଲୋକଙ୍କ ୪୦୦ରୁ ଅଧିକ ଫୋନ

ଦୈନିକ ଆସୁଛି ଫସିଥିବା ଲୋକଙ୍କ ୪୦୦ରୁ ଅଧିକ ଫୋନ

#ଦୈନିକ_ଆସୁଛି_ଫସିଥିବା_ଲୋକଙ୍କ_୪୦୦ରୁ_ଅଧିକ_ଫୋନ           କେନ୍ଦ୍ରାପଡା : (ମହମ୍ମଦ ଏଲିୟାସ ) କରୋନା ଲକଡାଉନ କଟକଣା ଲାଗୁହେବା ପରେ ଅନ୍ୟ ରାଜ୍ୟରେ ଥିବା କେନ୍ଦ୍ରାପଡା ବାସିନ୍ଦାଙ୍କ ସମସ୍ୟା ବଢିବାରେ ଲାଗିଛି । ଅନ୍ୟ ରାଜ୍ୟରେ ଫସି ରହିଥିବା ଏହି ଲୋକମାନେ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ପାଇଁ ଫୋନ ମାଧ୍ୟମରେ ନିବେଦନ କରୁଥିବା ଜଣା ପଡିଛି । ଦୈନିକ ପ୍ରାୟ ୪୦୦ ରୁ ଉଦ୍ଧ୍ୱର୍ ଫୋନ କଲ ଜିଲ୍ଲା କାର୍ଯ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ କୁ ଆସୁଥିବା ଜିଲ୍ଲାପାଳ ସମର୍ଥ ବର୍ମା […]

Continue Reading
ପୋଲିସକୁ ଆକ୍ରମଣ କରି ୩ ଗିରଫ

ପୋଲିସକୁ ଆକ୍ରମଣ କରି ୩ ଗିରଫ

#ପୋଲିସକୁ_ଆକ୍ରମଣ_କରି_୩_ଗିରଫ        ବ୍ରହ୍ମପୁର : ଗୋଟିଏ ପଟେ ସମଗ୍ର ବିଶ୍ୱ କରୋନା ଭଳି ମହାମାରୀ ସହ ଲଢୁ ଥିବା ବେଳେ ଦିନ କୁ ଦିନ ଏହା ଦ୍ୱାରା ଆକ୍ରାନ୍ତ ଓ ମୃତ ଙ୍କ ସଂଖ୍ୟା  ମଧ୍ୟ ବୃଦ୍ଧିପାଇଛି।ତେବେ ଏଭଳି ପରିସ୍ଥିତି ଏହାକୁ ନିୟନ୍ତ୍ରଣ କରିବାପାଇଁ ଭାରତ ଲକ ଡାଉନ ରେ ଥିବା ବେଳେ ଡାକ୍ତର ଓ ପୋଲିସ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଛି।ନିଜ ଜୀବନ କୁ ପାଣି ଛଡେଇ ଲୋକଙ୍କ ସେବା ରେ ଲାଗି ପଡି […]

Continue Reading
ଦଣ୍ଡୁଆ ମାନଙ୍କୁ ତାଗିଦ୍ କଲେ ତହସିଲଦାର

ଦଣ୍ଡୁଆ ମାନଙ୍କୁ ତାଗିଦ୍ କଲେ ତହସିଲଦାର

#ଦଣ୍ଡୁଆ_ମାନଙ୍କୁ_ତାଗିଦ୍_କଲେ_ତହସିଲଦାର      ଗଞ୍ଜାମ : କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ଯ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିସ୍ଥଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ ର ନୂଆଗାଁ ସ୍ଥିତ ମା ଦଣ୍ଡକାଳି ଙ୍କ କିଛି ଭକ୍ତ ମା ଙ୍କ ପୂଜାର୍ଚ୍ଚନା ନିମେନ୍ତ ନିକଟସ୍ଥ ପୋଖରି କୁ ଆସି ପୂଜାର୍ଚ୍ଚନା କରୁଥିବା ସମୟରେ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ସମେତ କୋଦଳା ଥାନା ର […]

Continue Reading
ପ୍ରଧାନ ଶିକ୍ଷକଙ୍କ ମନମାନି ,ବିଦ୍ୟାଳୟ ପରିସର ରେ ଅଭିଭାବକ ମେଳି

ପ୍ରଧାନ ଶିକ୍ଷକଙ୍କ ମନମାନି ,ବିଦ୍ୟାଳୟ ପରିସର ରେ ଅଭିଭାବକ   ମେଳି

#ପ୍ରଧାନ_ଶିକ୍ଷକଙ୍କ_ମନମାନି             କୋଦଳା :   ବିଶ୍ୱ ମହାମାରୀ କରୋନା ଭାଇରସ କୁ ନେଇ ଦେଶବାସୀ ଭୟ ରେ ଥରହର । ଏହାକୁ ନେଇ ସାରା ଦେଶ କୁ ପ୍ରଧାନମନ୍ତ୍ରୀ ତାଲ।ବନ୍ଦ ଭଳି ଗୁରୁତ୍ଵ ପୂର୍ଣ ନିଷ୍ପତି ନେଇ ଜନସାଧାରଣଙ୍କୁ ଘରୁ ନ ବାହାରିବା ପାଇଁ ପ୍ରତ୍ୟେକ ପରିବାର କୁ ଶପଥ ପାଠ କରାଇଛନ୍ତି । ଅଙ୍ଗନବାଡି ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ସେମାନଙ୍କ ଖାଦ୍ୟ ବାବଦ କୁ ଶୁଖିଲା ଖାଦ୍ୟ ବା ଟୋକେନ ଦେବାକୁ ବ୍ୟବସ୍ଥା କରିଛନ୍ତି […]

Continue Reading
ଅସହାୟ ଙ୍କୁ ଖାଦ୍ୟ ପରସିଲା କୋଦଳା ଏନଏସି

ଅସହାୟ ଙ୍କୁ ଖାଦ୍ୟ ପରସିଲା କୋଦଳା ଏନଏସି

#ଅସହାୟଙ୍କୁ_ଖାଦ୍ୟ_ପରସିଲା_କୋଦଳା_ଏନଏସି                କୋଦଳା  :      ମହାମାରୀ କରୋନା ପାଇଁ ଲକଡାଉନ ଥିବାବେଳେ ବହୁ ଅସହାୟ ବ୍ୟକ୍ତି ଭିକାରି ଓ ନିଃସହାୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଇବା ପିଇବା ନାହିଁ ।ଏହାକୁ ନେଇ ଜିଲ୍ଲାପ୍ରଶାସନର ନିର୍ଦ୍ଦେଶ କ୍ରମେ କୋଦଳା ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ତତ୍ଵାବଧାନ ରେ କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର କୁମାର ବେହେରା ଙ୍କ ଉପସ୍ଥିତି ରେ କୋଦଳା ଖଲାଡିସାହି ମାଁ ଭଗବତୀ ସ୍ୱୟଂ […]

Continue Reading
କାର୍ଯ୍ୟରେ ଅବହେଳା ପାଇଁ ଏବିଡିଓ ନିଲମ୍ବିତ, ସିଡିପିଓଙ୍କୁ କାରଣ ଦର୍ଶାଅ ନୋଟିସ୍

କାର୍ଯ୍ୟରେ ଅବହେଳା ପାଇଁ ଏବିଡିଓ ନିଲମ୍ବିତ, ସିଡିପିଓଙ୍କୁ କାରଣ ଦର୍ଶାଅ ନୋଟିସ୍

#କାର୍ଯ୍ୟରେ_ଅବହେଳା_କରି_ଏବିଡିଓ_ନିଲମ୍ବିତ           ଯାଜପୁର   :  (ବିଶ୍ବଜିତ ରଣା) ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା କାର୍ଯ୍ୟରେ ଅବହେଳା ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଅଧିକାରୀ ଅନୁପସ୍ଥିତ ଥିବା ନଜରକୁ ଆସିଥିଲା। ତେଣୁ ତାଙ୍କୁ ଆଜି କାରଣ ଦର୍ଶାଓ ନୋଟିସ କରାଯାଇଛି। ଏଥି ସହିତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଗସ୍ତ ସମୟରେ ଧର୍ମଶାଳା ଓ ଯାଜପୁର ସିଡିପିଓଙ୍କ ଅନୁପସ୍ଥିତି ଯୋଗୁ ତାଙ୍କୁ କାରଣ […]

Continue Reading
ତିନି ମାସର ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ

ତିନି ମାସର ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ

#ତିନି_ମାସର_ବାର୍ଦ୍ଧକ୍ୟ_ଭତ୍ତା_ବଣ୍ଟନ      କାଶୀପୁର ( କୈଳାଶ ବାଗ ) କାଶୀପୁର ବ୍ଲକ ମାଇଁକଞ୍ଚ ପଞ୍ଚାୟତ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରବିବାର ବାର୍ଦ୍ଧକ୍ୟ ଭତ୍ତା ୩ ମାସର ୨୦୦୦ ଟଙ୍କା ଲେଖାଏଁ ଦିଆଯାଇଛି ।

Continue Reading