ଦୁଇ ପୁଅଙ୍କ ମାଡ଼ରେ ବାପା ମୃତ,ମା’ ଗୁରୁତର

ଦୁଇ ପୁଅଙ୍କ ମାଡ଼ରେ ବାପା ମୃତ,ମା’ ଗୁରୁତର

#ଦୁଇ_ପୁଅଙ୍କ_ମାଡ଼ରେ_ବାପା_ମୃତ_ମାଆ_ଗୁରୁତର           ପୋଲସରା    :   ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମର  ବଡ଼ ସାହିରେ ଶନିବାର ଦିନ ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପା ଓ ମାଆ ସହିତ ପୁଅମାନଙ୍କ ମଧ୍ୟରେ ଥିବା ପ୍ରେମ, ସ୍ନେହ ଓ ଶ୍ରଦ୍ଧାରେ ଲାଗିଛି କଳଙ୍କ। ଦୁଇ ପୁଅଙ୍କ ମାଡ଼ରେ ବାପା ଅଭିମନ୍ୟୁ ପ୍ରଧାନ ମୃତ୍ୟୁ ବରଣ କରିଥିବା ବେଳେ ଜନ୍ମଦାତ୍ରୀ ମା’  ଅପସରା ପ୍ରଧାନ ଗୁରୁତର ଅବସ୍ଥାରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ […]

Continue Reading
ଚୋରା ଚାଲାଣ ହେଉଥିବା ୨୦୦୦ ଲିଟର କିରୋସିନ ଜବତ କଲେ ଗ୍ରାମବାସୀ

ଚୋରା ଚାଲାଣ ହେଉଥିବା ୨୦୦୦ ଲିଟର କିରୋସିନ ଜବତ କଲେ ଗ୍ରାମବାସୀ

#୨୦୦୦_ଲିଟର_କିରୋସିନ_ଜବତକଲେ_ଗ୍ରାମବାସୀ              ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ତେନ୍ତୁଳିବେଳରି ନଗରପଡ଼ାରେ କିରୋସିନ ଚୋରା ଚାଲାଣ ବେଳେ ଗ୍ାମବାସୀ ୨୦୦୦ଲିଟର ଧରିଛନ୍ତି। ଜିଲ୍ଲାରେ କିଛି ଦିନ ହେବ କିରୋସିନ ଚୋରା ଚାଲାଣ ହେଉଥିବାରଅଭିଯୋଗ ଶୁଣିବାକୁ ମିଳୁଥିଲା। ହେଲେ ଗତ ରାତିରେ ଅନ୍ଧାରର ସୁଯୋଗ ନେଇ ଚୋରା ଚାଲାଣ କରାଯାଉଥିବା ବେଳେ ଗ୍ରାମବାସୀଙ୍କ ନଜରରେ ଧରାପଡିଛି। ଏକ ଗାଡ଼ିରେ ୮ ଟା ବ୍ୟାରେଲ ଓ ୩ ଟି ଜାରରେ ପାଖାପାଖି ୨୦୦୦ ଲିଟର କିରୋସିନ ପଡିଛି । ଏତେ ପରିମାଣରେ […]

Continue Reading
୨୦ ଲକ୍ଷ ଟଙ୍କାର ଚୋରା ସିଗାରେଟ ଜବତ

୨୦ ଲକ୍ଷ ଟଙ୍କାର ଚୋରା ସିଗାରେଟ ଜବତ

#୨୦_ଲକ୍ଷ_ଟଙ୍କାର_ଚୋରା_ସିଗାରେଟ_ଜବତ      ରାୟଗଡା  : ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ସହରରେ ପୋଲିସ ଚଢାଉ କରି  ପ୍ରାୟ ୨୦ ଲକ୍ଷ ଟଙ୍କାର ଚୋରା ସିଗାରେଟ ଜବତ  କରିଛି। ଘଟଣାରୁ ପ୍ରକାଶ ଯେ,  କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡ଼ା ଥାନା ଆଇଆଇସି ରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ନେତୃତ୍ବରେ ଏକ ପୁଲିସ୍ ଟିମ୍   ସହରରେ ଥିବା ଜନୈକ ବ୍ୟବସାୟୀଙ୍କ ଗୋଦାମରେ ଚଢାଉ କରିଥିଲା। ସେଠାରୁ ୩୧ ବସ୍ତା ଚୋରା ସିଗାରେଟ ଜବତ ହୋଇଥିବା ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ୨୦ ଲକ୍ଷ ଟଙ୍କା […]

Continue Reading
କ୍ଷୀର ବ୍ୟବସାୟୀ ହତ୍ୟା ଘଟଣାରେ ମାଷ୍ଟର୍ ମାଇଣ୍ଡ ସହ ଦୁଇ ଅଭିଯୁକ୍ତ ଗିରଫ

କ୍ଷୀର ବ୍ୟବସାୟୀ ହତ୍ୟା ଘଟଣାରେ ମାଷ୍ଟର୍ ମାଇଣ୍ଡ ସହ ଦୁଇ ଅଭିଯୁକ୍ତ ଗିରଫ

#ମାଷ୍ଟର୍_ମାଇଣ୍ଡ_ସହ_ଦୁଇ_ଅଭିଯୁକ୍ତ_ଗିରଫ                 ବ୍ରହ୍ମପୁର : ଗତ ୧୩ ତାରିଖ ରାତିରେ ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣା ଅଞ୍ଚଳରେ ଘଟିଥିବା ହତ୍ୟା ଘଟଣାରେ ପୋଲିସକୁ ମିଳିଛି ସଫଳତା । ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି  ପିନାକ ମିଶ୍ର ଦେଇଥିବା ସୂଚନା ଅନୁଯାୟୀ, କ୍ଷୀର ବ୍ୟବସାୟୀ ଲମ୍ବୋଦୋର ମୁନିଙ୍କ ହତ୍ୟା ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ସହଯୋଗୀ ଫେରାର ଅଛନ୍ତି । ଗିରଫ ତିନି ଅଭିଯୁକ୍ତ ହେଲେ ରୂପେଶ୍ […]

Continue Reading
ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଅପମିଶ୍ରିତ ମଦପୋଚ ନଷ୍ଟ

ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଅପମିଶ୍ରିତ ମଦପୋଚ ନଷ୍ଟ

 #ବିପୁଳ_ପରିମାଣର_ଅପମିଶ୍ରିତ_ମଦପୋଚ_ନଷ୍ଟ         ଦିଗପହଣ୍ଡି   :  ଗଞ୍ଜାମ ଜିଲ୍ଲାପାଳ  ବିଜୟ ଅମୃତା କୁଲାଙ୍ଗେ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଦିଗପହଣ୍ଡି ଅବକାରୀ ଉପନିରୀକ୍ଷକ ଅଭିରାମ ସାହୁଙ୍କ ତତ୍ତ୍ୱାବଧାନରେ ସଦଳବଳେ ଗଞ୍ଜାମ – ଗଜପତି ଜିଲା ସୀମାନ୍ତ ଦୁର୍ଗମ ଜଙ୍ଗଲରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଅପମିଶ୍ରିତ ମଦପୋଚ ନଷ୍ଟ କରାଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ଶୁକ୍ରବାର ଭୋରରୁ ପାଟପୁର ଥାନା ଅନ୍ତର୍ଗତ ବିଚ୍ଛାପଟା ଓ ଜୁଆଣପଲ୍ଲୀ ଅଧିନସ୍ଥ ଦୁର୍ଗମ ଜଙ୍ଗଲ ଅଞ୍ଚଳରେ […]

Continue Reading
ଏସଟିଏଫ୍ ଜବତ କଲା ୧୨ କେଜିରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର

ଏସଟିଏଫ୍ ଜବତ କଲା ୧୨ କେଜିରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର

#ଏସଟିଏଫ୍_ଜବତ_କଲା_୧୨_କେଜିରୁ_ଉର୍ଦ୍ଧ୍ୱ_ବ୍ରାଉନ_ସୁଗାର          ଭୁବନେଶ୍ୱର : ଚଳିତ ବର୍ଷ ଏସଟିଏଫ୍ ୧୨ କେଜିରୁ ଉଦ୍ଧ୍ୱର୍ ବ୍ରାଉନ ସୁଗାର ଜବତ କରିଛି ବୋଲି ଡିଜିପି ପ୍ରକାଶ କରିଛନ୍ତି । ଅତୀତରେ ଏତେ ପରିମାଣରେ ବ୍ରାଉନସୁଗାର ଜବତ କରାଯାଇନାହିଁ । ରସୁଲଗଡ଼ ଅଂଚଳରୁ ୪ କେଜି ୪୮୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏ ସମ୍ପର୍କରେ ୩ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ କ୍ୱିକ୍ ଆକ୍ସନ ଟିମ୍ ଏବଂ ଜଟଣୀ ପୋଲିସ ଏହି ବ୍ରାଉନସୁଗାର କାରବାର ଅଭିଯୋଗରେ ଅନ୍ୟ […]

Continue Reading
#ଡାହାଣୀ_ସନ୍ଦେହରେ_ମାଇଁର_ମୁଣ୍ଡରୁ_ଗଣ୍ଡିକୁ_କାଟି_ଅଲଗା_କଲା_ଭଣଜା  

ଡାହାଣୀ ସନ୍ଦେହରେ ମାଇଁର ମୁଣ୍ଡରୁ ଗଣ୍ଡିକୁ କାଟି ଅଲଗା କଲା ଭଣଜା

#ଡାହାଣୀ_ସନ୍ଦେହରେ_ମାଇଁର_ମୁଣ୍ଡରୁ_ଗଣ୍ଡିକୁ_କାଟି_ଅଲଗା_କଲା_ଭଣଜା       ବାରିପଦା     :   (ଆଶିଷ କୁମାର ଦେ) ଡାହାଣୀ ସନ୍ଦେହରେ ମାଇଁ ର ମୁଣ୍ଡ ରୁ ଗଣ୍ଡି କୁ କାଟି ଅଲଗା କଲା ଭଣଜା ।ଏଭଳି ଏକ ସମ୍ବେଦନଶୀଳ ତଥା ଲୋମହର୍ଷଣ ଘଟଣା ଘଟିଛି ଖୁଣ୍ଟା ଥାନା ଅଧୀନ କରକଚିଆ ଗ୍ରାମରେ । ସୂଚନା ମୁତାବକ କରକଚିଆ ଗ୍ରାମର କନ୍ଦା ସିଂଙ୍କ ପୁଅ ବୁଧରାମ ଓରଫ ଶୁକୁରା (୨୮) ର ୪ ବର୍ଷର ଝିଅ ଅସୁସ୍ଥତା କାରଣରୁ ଏକ ସପ୍ତାହ ପୂର୍ବେ ମୃତ୍ୟୁବରଣ କରିଥିବା ବେଳେ ସମ୍ପର୍କୀୟ […]

Continue Reading
ଟିକ୍ ଟକ୍ ଉପରେ ନିୟନ୍ତ୍ରଣ ପାଇଁ ହାଇକୋର୍ଟଙ୍କ ରାୟ

ଟିକ୍ ଟକ୍ ଉପରେ ନିୟନ୍ତ୍ରଣ ପାଇଁ ହାଇକୋର୍ଟଙ୍କ ରାୟ

#ଟିକ୍_ଟକ୍_ଉପରେ_ନିୟନ୍ତ୍ରଣ_ପାଇଁ_ହାଇକୋର୍ଟଙ୍କ_ରାୟ             କଟକ: ଏକ ଗୁରୁତ୍ବ ପୂର୍ଣ୍ଣ ରାୟ କ୍ରମେ ‘ଟିକ୍ ଟକ୍’କୁ  ନିୟନ୍ତ୍ରଣ କରାଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ଅନେକ ସମୟରେ ସଂସ୍କୃତି ଅପକ୍ଷୟର ସୂଚକ ହେଉଥିବା ତଥା ଯୌନଚିତ୍ର ପ୍ରସାରଣ ବୃଦ୍ଧି କରୁଥିବା ‘ଟିକ୍ ଟକ୍’ ମୋବାଇଲ ଆପ୍‌ର କିଶୋରଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିବାରୁ ରୋକିବା ପାଇଁ ଯଥାର୍ଥ ଭାବେ ଏହାକୁ ନିୟନ୍ତ୍ରିତ କରିବା ଉଚିତ ବୋଲି ଏହି ରାୟରେ କୁହାଯାଇଛି। ଟିକ୍ ଟକ୍ ଯୋଗୁଁ ଏକ ଆତ୍ମହତ୍ୟା ହୋଇଥିବା ଅଭିଯୋଗରେ ଗିରଫ […]

Continue Reading
ଶେଷରେ ୭ ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ, ଫାଶୀ ଖୁଣ୍ଟରେ ଝୁଲିଲେ ଚାରି ଅପରାଧି

ଶେଷରେ ୭ ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ, ଫାଶୀ ଖୁଣ୍ଟରେ ଝୁଲିଲେ ଚାରି ଅପରାଧି

#ଶେଷରେ_ନିର୍ଭୟାଙ୍କୁ_ନ୍ୟାୟ_ମିଳିଲା    ନୂଆଦିଲ୍ଲୀ  : ଶେଷରେ ୭ ବର୍ଷ ପରେ ନିର୍ଭୟାଙ୍କୁ ମିଳିଛି ନ୍ୟାୟ  । ଫାଶୀ ଖୁଣ୍ଟରେ ଝୁଲିଲେ ଚାରି ଅପରାଧି। ସାତ ବର୍ଷ ପୂର୍ବେ ସମଗ୍ର ଦେଶକୁ ମର୍ମାହତ କରିଥିବା ନିର୍ଭୟା ଘଟଣାର ଚାରି ଦୋଷୀଙ୍କୁ ଶେଷରେ ଦଣ୍ଡ ମିଳିଛି । ଦୀର୍ଘ ସାତ ବର୍ଷ ତିନି ମାସର ପ୍ରତୀକ୍ଷା ପରେ ନିର୍ଭୟା ଓ ତାଙ୍କ ପରିଜନଙ୍କୁ ନ୍ୟାୟ ମିଳିଛି । ଫାଶୀ ଦେବାର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଜାରି ଆଇନର ଜଟିଳତା ପରେ ବି […]

Continue Reading
ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ

 ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ପୁଣି ଆରମ୍ଭ ହେଲା ପ୍ରସ୍ତୁତି

 #ନିର୍ଭୟା_ଦୋଷୀଙ୍କୁ_ଫାଶୀ_ଦେବା_ପାଇଁ_ପୁଣି_ଆରମ୍ଭ_ହେଲା_ପ୍ରସ୍ତୁତି   ନୂଆଦିଲ୍ଲୀ  : ନିର୍ଭୟାର ଚାରି ଦୋଷୀଙ୍କୁ ଫାଶୀ ଫନ୍ଦାରେ ଚଢାଇବା ଲାଗି ପ୍ରକ୍ରିୟା ବୁଧବାର ସକାଳୁ ଆରମ୍ଭ ହୋଇଛି । ଘାତକ ପବନଙ୍କୁ ଆଜି ତିହାର ଜେଲ୍ ନମ୍ବର ୩ରେ ସ୍ଥିତ ଫାଶୀ ଘର ପରିଦର୍ଶନ କରାଯାଇଛି । ଏହି ସମୟରେ ଘାତକ ପବନ ଡମି ଫାଶୀର ପରୀକ୍ଷଣ କରିଛି । ଏହା ସହିତ ସମସ୍ତ ଆଇନଗତ ପ୍ରକ୍ରିୟାର ପାଳନ କରାଯାଇଛି, ଯାହା ଫାଶୀ ସମୟରେ କରାଯାଏ । ଜେଲ୍ ପ୍ରଶାସନ ଅନୁସାରେ ମାର୍ଚ୍ଚ ୨୦ […]

Continue Reading