ଭୋପାଳରେ ଗର୍ଜିଲେ ଜ୍ୟୋତିରାଦିତ୍ୟ

ଭୋପାଳରେ ଗର୍ଜିଲେ ଜ୍ୟୋତିରାଦିତ୍ୟ

#ଭୋପାଳରେ_ଗର୍ଜିଲେ_ଜ୍ୟୋତିରାଦିତ୍ୟ   ଭୋପାଳ :   ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ଭୋପାଳ ଗସ୍ତ କରିଥିଲେ। ଏହାସହ ସେ କାର୍ଯ୍ୟକର୍ତାଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ ଶିବରାଜ ସିଂ ଚୌହାନଙ୍କୁ ପ୍ରଶଂସା କରିବା ସହ କେବେ ହେଲେ କ୍ଲାନ୍ତ ହୋଇନଥିବା ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ସିନ୍ଧିଆ କହିଥିଲେ ଯେ, ସେ ଯେଉଁ ପରିବାର ସହ ୨୦ ବର୍ଷ ବିତାଇଥିଲେ ତାହାକୁ ସେ ଛାଡିଛନ୍ତି। କିଛି ଲୋକଙ୍କ ଲକ୍ଷ୍ୟ […]

Continue Reading
ଅଧିବେଶନ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା

ଅଧିବେଶନ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା

#ଅଧିବେଶନ_ଆରମ୍ଭରୁ_ଗୃହରେ_ହଙ୍ଗାମା     ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ୍ ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଙ୍ଗାମା। ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଛନ୍ତି କଂଗ୍ରେସ ବିଧାୟକ। ଗୃହ ଆରମ୍ଭ ହେବା ପରେ ପରେ ହିଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ସୁର ରାଉତରାୟ, ମହମ୍ମଦ ମୋକିମ୍‌ଙ୍କ ସମେତ ଅନ୍ୟ କଂଗ୍ରେସ ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ୟେସ୍ ବ୍ୟାଙ୍କ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ।ଜଗନ୍ନାଥଙ୍କ ଟଙ୍କା ଖାଇଲା କିଏ ସ୍ଲୋଗାନ୍ ଦେଇ ବିରୋଧୀ […]

Continue Reading
ନାମାଙ୍କନ ପତ୍ର ଭରିଲେ ୪ ରାଜ୍ୟସଭା ପ୍ରାର୍ଥୀ

ନାମାଙ୍କନ ପତ୍ର ଭରିଲେ ୪ ରାଜ୍ୟସଭା ପ୍ରାର୍ଥୀ

#ନାମାଙ୍କନ_ପତ୍ର_ଭରିଲେ_୪_ରାଜ୍ୟସଭା_ପ୍ରାର୍ଥୀ      ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ଲାଗି ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗହଣରେ ଆସି ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିଲେ। ଏମାନଙ୍କ ମଧ୍ୟରେ ବିଜେଡି ପ୍ରାର୍ଥୀ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ରହିଛନ୍ତି । ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେଡ଼ିର ୪ ଜଣଯାକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ୧୩ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ […]

Continue Reading
ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ଜ୍ୟୋତିରାଦିତ୍ୟ

ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ଜ୍ୟୋତିରାଦିତ୍ୟ

#ରାହୁଲ_ଗାନ୍ଧୀଙ୍କୁ ଭେଟିବାକୁ_ଚେଷ୍ଟା_କରିଥିଲେ_ଜ୍ୟୋତିରାଦିତ୍ୟ        ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କର ନିକଟତମ ବ୍ୟକ୍ତି ହୋଇଥିଲେ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେବା ପରେ ଏହା କହିଛନ୍ତି ତ୍ରିପୁରା ରାଜପରିବାରର ବ୍ୟକ୍ତି ତଥା ସିନ୍ଧିଆଙ୍କ ସମ୍ପର୍କୀୟ ପ୍ରଦ୍ୟୋତ ମଣିକ୍ୟ ଦେବର୍ମା। ନିକଟରେ କଂଗ୍ରେସରୁ ମଣିକ୍ୟ ମଧ୍ୟ ଇସ୍ତଫା ଦେଇଛନ୍ତି। “ମୁଁ ଜାଣେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମାସ ମାସ ଧରି ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଚେଷ୍ଟା କରୁଥିଲେ। ହେଲେ ରାହୁଲଙ୍କ […]

Continue Reading
ସାଂସଦ ସଙ୍ଗୀତା ସିଂହଦେଓଙ୍କୁ କଂଗ୍ରେସ ମହିଳା ସାଂସଦଙ୍କ ଆକ୍ରମଣ

ସାଂସଦ ସଙ୍ଗୀତା ସିଂହଦେଓଙ୍କୁ କଂଗ୍ରେସ ମହିଳା ସାଂସଦଙ୍କ ଆକ୍ରମଣ

#ସଙ୍ଗୀତା_ସିଂହଦେଓଙ୍କୁ_କଂଗ୍ରେସ_ସାଂସଦଙ୍କ-ଆକ୍ରମଣ   ନୂଆଦିଲ୍ଲୀ: ସଂସଦରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କଂଗ୍ରେସର ଦୁଇ ମହିଳା ସାଂସଦ ରାମ୍ୟା ହରିଦାସ ଓ ଜ୍ୟୋତି ମଣି ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ସଙ୍ଗୀତା । ସଙ୍ଗୀତାଙ୍କ ଅଭିଯୋଗ ଅନୁଯାୟୀ, ସଂସଦରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଚାଲିଥିବା ବେଳେ ତାଙ୍କ ପାଖକୁ କଂଗ୍ରେସର ଦୁଇ ସାଂସଦ ରମ୍ୟା ଓ ଜ୍ୟୋତି ଆସିବା ସହ ପ୍ରଥମେ ଟଣାଓଟରା […]

Continue Reading
ମହାରଥି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ

ମହାରଥି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀକୁ ମନୋନୀତ

#ମହାରଥି_ବିଜେଡି_ରାଜ୍ୟ_କାର୍ଯ୍ୟକାରିଣୀକୁ_ମନୋନୀତ  ପିପିଲି : ( ବିଜୟ କୁମାର ମହାପାତ୍ର ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସଭାପତି ଭାବେ ବୁଧବାର ଦିନ ୮ମଥର ପାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ କମିଟିକୁ ୮୦ଜଣ ମନୋନୀତ ହୋଇଛନ୍ତି ।ସେଥିରେ ଡେଲାଙ୍ଗ ପିପିଲି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୁର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ନାମ ସିରିଅଲ ୫୦ରେ ରହିଅଛି ।ଏହି ଖବର ଘୋଷଣା ହେବାପରେ ଡେଲାଙ୍ଗ ପିପିଲି ବିଜେଡି କର୍ମିଙ୍କ ମନରେ ଆନନ୍ଦ […]

Continue Reading
ନବୀନ ପୁଣି ବିଜେଡି ସଭାପତି

ନବୀନ ପୁଣି ବିଜେଡି ସଭାପତି

#ନବୀନ_ପୁଣି_ବିଜେଡି_ସଭାପତି   ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ହୋଇଛନ୍ତି ବିଜେଡି ସଭାପତି। ଏହାକୁ ମିଶାଇ ଅଷ୍ଟମ ଥର ପାଇଁ ବିଜେଡି ସଭାପତି ହୋଇଛନ୍ତି। ଆଜି ଭୁବନେଶ୍ୱରରେ ଦଳର ରାଜ୍ୟ ପରିଷଦ ବୈଠକରେ ଏହା ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର ତଥା ବିଧାୟକ ପ୍ରତାପ ଦେବ। ଏହା ସହିତ ଏହି ବୈଠକରେ ଦଳର ୮୦ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ବିଜେଡି ସଭାପତି ଭାବେ ତାଙ୍କ ନାଁ ଘୋଷଣା ହେବା ପରେ ଶ୍ରୀ […]

Continue Reading
ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍‌

ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ ସ୍ୱାଧିକାର ଭଙ୍ଗ ନୋଟିସ୍‌

#ଜଳ_ସଂପଦ_ମନ୍ତ୍ରୀ_ରଘୁନନ୍ଦନ_ଦାସଙ୍କ_ନାଁରେ_ସ୍ୱାଧିକାର_ଭଙ୍ଗ_ନୋଟିସ୍‌  ଭୁବନେଶ୍ୱର : ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ନାଁରେ ଆସିଛି ସ୍ୱାଧିକାର ଭଙ୍ଗ ନୋଟିସ୍‌। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ନୋଟିସ୍‌ ଆଣିଥିବା ବେଳେ ଏହା ଉପରେ ତର୍ଜମା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ତୁରେଇକେଲା ବ୍ଲକ୍‌ରେ ଜଳ ଯୋଗାଣ ନେଇ ଜଳ ସଂପଦ ମନ୍ତ୍ରୀ ଭିନ୍ନ ଭିନ୍ନ ତଥ୍ୟ ଦେଇଥିବାରୁ ସାଲୁଜା ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛନ୍ତି। ସେ କହିଛନ୍ତି, ମନ୍ତ୍ରୀ ତିନି ଥର ତିନି […]

Continue Reading

ବଦଳିଲା ବିଜେପିର କ୍ଷମତା ମାନଚିତ୍ର

ନୂଆଦିଲ୍ଲୀ : ଦେଶକୁ ୨୦୧୮ ମାର୍ଚ୍ଚ ସୁଦ୍ଧା ଗେରୁଆ ରଙ୍ଗରେ ରଙ୍ଗିନ କରିଥିବା ବିଜେପି ଏବେ ଧୀରେଧୀରେ କ୍ଷମତା ହରାଇବାରେ ଚାଲିଛି। କେବଳ ଯେ ବିଜେପି ବିଧାନସଭା ନିର୍ବାଚନରେ ହାରୁଛି ତା’ ନୁହେଁ ବରଂ ଭୋଟ ଭାଗ ମଧ୍ୟ ଦଳର ହ୍ରାସ ପାଉଛି। ୨୦୧୮ ମାର୍ଚ୍ଚ ମାସରୁ ଇତି ମଧ୍ୟରେ ବିଜେପି ୬ଟି ରାଜ୍ୟରେ କ୍ଷମତା ଦଖଲ କରିବାରେ ବିଫଳ ହୋଇଛି। ଦେଶର ୧୨ଟି ରାଜ୍ୟରେ ଅଣ ବିଜେପି ସରକାର ଥିବା ବେଳେ ୧୬ଟିରେ ଏନଡିଏ ସରକାର […]

Continue Reading

ଦିଲ୍ଲୀ ବିଧାନସଭା ନିର୍ବାଚନ : ଆପ ପାଇଲା ୬୨ଟି ଆସନ

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କର ଆମ୍‌ ଆଦମୀ ପାର୍ଟି (ଆପ୍‌) ପୁଣିଥରେ ନିଜର କରିସ୍ମା ଦେଖାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ହସ୍ତଗତ ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ୬୨ ଆସନରେ ଆପ୍‌ର ପ୍ରାର୍ଥୀମାନେ ବିଜୟ ଲାଭ କରି ସାରିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରାର୍ଥୀମାନେ ୮ଟି ଆସନରେ ବିଜୟ ଲାଭ କରିଛନ୍ତି | ୭୦ଟି ଆସନ ମଧ୍ୟରୁ ୬୨ଟି […]

Continue Reading