ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ବିଜୟଙ୍କ ଅନ୍ତିମ ସଂସ୍କାର

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ବିଜୟଙ୍କ ଅନ୍ତିମ ସଂସ୍କାର

#ରାଷ୍ଟ୍ରୀୟ_ମର୍ଯ୍ୟାଦା_ସହ_ହେବ_ବିଜୟଙ୍କ_ଅନ୍ତିମ_ସଂସ୍କାର         ଭୁବନେଶ୍ବର  :   ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ବିଜୟଙ୍କ ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଅନ୍ତିମ ସଂସ୍କାର ନିମନ୍ତେ ନିର୍ଦେଶ ଦେଇଛନ୍ତି ।୧୯୫୦ ମସିହାରେ କେନ୍ଦ୍ରାପଡ଼ାର ପଣ୍ଡିରିରେ ଜନ୍ମ ହୋଇଥିଲେ ଓ ବାରିପଦାରେ ବଢ଼ିଥିଲେ ବିଜୟ।୧୯୭୭ରେ ‘ଚିଲିକା ତୀରେ’ ଚଳଚ୍ଚିତ୍ରରୁ […]

Continue Reading
ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତି ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତି ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

#ଓଡ଼ିଆ_ଚଳଚ୍ଚିତ୍ର_ଜଗତର_କିମ୍ବଦନ୍ତି_ଅଭିନେତା_ବିଜୟ_ମହାନ୍ତିଙ୍କ_ପରଲୋକ       ଭୁବନେଶ୍ବର :    ଓଡିଆ ଚଳଚିତ୍ର ଜଗତର କିମ୍ବଦନ୍ତି ଅଭିନେତା ବିଜୟ ମହାନ୍ତି ଆଉ ନାହାନ୍ତି। ଓଡ଼ିଆ ଦର୍ଶକଙ୍କୁ ଦୀର୍ଘ ପାଞ୍ଚ ଦଶକ ଧରି ନିଜ ଅଭିନୟର ମାୟାରେ ବାନ୍ଧି ରଖିଥିବା ସେହି ଅପ୍ରତିନ୍ଦ୍ବନ୍ଦ୍ବୀ ଅଭିନେତାଙ୍କର  ସୋମବାର ସଂଧ୍ୟାରେ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ  ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହେବାରୁ ତାଙ୍କୁ ସୋମବାର ସଂଧ୍ୟାରେ ଭୁବନେଶ୍ୱରସ୍ଥିତ କେୟାର ହସପିଟାଲରେ ଭର୍ତ୍ତି କରାଯାଇଥିଲା। […]

Continue Reading
ବିଗ୍ ବିଙ୍କ ପରେ ପୁଅ ଅଭିଷେକ କରୋନା ସଂକ୍ରମିତ

ବିଗ୍ ବିଙ୍କ ପରେ ପୁଅ ଅଭିଷେକ କରୋନା ସଂକ୍ରମିତ

#ଅଭିଷେକ_କରୋନା_ସଂକ୍ରମିତ      ମୁମ୍ବାଇ :  ଅମିତାଭଙ୍କ  କରୋନା ପଜିଟିଭ୍ ଆସିବା ପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ପିତା ଅମିତାଭ କରୋନା ପଜିଟିଭ ଆସିବା ପରେ ୪୪ ବର୍ଷୀୟ ଅଭିଷେକ ବଚ୍ଚନଙ୍କ କରୋନା ପରୀକ୍ଷା କରାଯାଇଥିଲା। ସମଗ୍ର ବଚ୍ଚନ ପରିବାର ଏବଂ ସେମାନଙ୍କ କର୍ମଚାରୀଙ୍କୁ ପରୀକ୍ଷା କରାଯାଇଥିଲା, ଏହା ପରେ ଅଭିଷେକ ବର୍ତ୍ତମାନ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଅଭିଷେକଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଷେକ ଟ୍ବିଟ୍ କରି […]

Continue Reading
କରୋନା ଆକ୍ରାନ୍ତ ହେଲେ ଅମିତାଭ

କରୋନା ଆକ୍ରାନ୍ତ ହେଲେ ଅମିତାଭ

#କରୋନା_ଆକ୍ରାନ୍ତ_ହେଲେ_ଅମିତାଭ              ମୁମ୍ବାଇ :  ବିଗ୍ ବି ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାବ ନମୁନା ପରୀକ୍ଷାରେ କୋଭିଡ୍ ପଜିଟିଭ ବାହାରିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମିତାଭ ନିଜେ ଟୁଇଟ୍ କରି ଏହି ଖବର ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, “ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି.. ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛି … ଡାକ୍ତରଖାନା ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଉଛି …ମୋ ପରିବାରବର୍ଗ ଏବଂ […]

Continue Reading
ସୁଶାନ୍ତ ସିଂ ରାଜପୁତ ଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ

ସୁଶାନ୍ତ ସିଂ ରାଜପୁତ ଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ

#ସୁଶାନ୍ତ_ସିଂ_ରାଜପୁତଙ୍କ_ପାର୍ଥିବ_ଶରୀର_ପଞ୍ଚଭୂତରେ_ବିଲୀନ            ମୁମ୍ବାଇ  :  ଫିଲ୍ମ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାର୍ôଥବ ଶରୀରକୁ ସୋମବାର ଦିନ ଭିଲେ ପାର୍ଲରେ ଅବସ୍ଥିତ ସମାଜ ସେବା ଟ୍ରଷ୍ଟର ଶ୍ମଶାନରେ ଶବଦାହ କରାଯାଇଛି । ଏହି ଶବଦାହରେ ସୁଶାନ୍ତଙ୍କ ପିତା କୃଷ୍ଣକୁମାର ସିଂ, ଚଳଚ୍ଚିତ୍ର ଅଭିନେତା ବିବେକ ଓବରୋଇ, ଉଦିତ ନାରାୟଣ, ଶ୍ରଦ୍ଧା କପୁର ରାଜକୁମାର ରାଓଙ୍କ ସମେତ ପ୍ରାୟ ୨୫ ଜଣ ଲୋକ ଯୋଗ ଦେଇଥିଲେ । ଉଲ୍ଲେଖନୀୟ ଯେ ରବିବାର ଦିନ ସୁଶାନ୍ତ ସିଂ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ […]

Continue Reading
ଜୁଲାଇ ୨୪ ସୁଦ୍ଧା ଶେଷ ହେବ +୩ ପରୀକ୍ଷା

ଜୁଲାଇ ୨୪ ସୁଦ୍ଧା ଶେଷ ହେବ +୩ ପରୀକ୍ଷା

#ଜୁଲାଇ_୨୪_ସୁଦ୍ଧାଶେଷ ହେବ +୩ ଶେଷ ବର୍ଷ ପରୀକ୍ଷା         ଭୁବନେଶ୍ୱର  : ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା +୩ ମହା ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ର ୬ଷ୍ଠ ସେମିଷ୍ଟାରର (ଫାଇନାଲ୍) ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସେହିପରି ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ […]

Continue Reading
ଅଭିନେତା ଋଷି କାପୁରଙ୍କ ପରଲୋକ

ଅଭିନେତା ଋଷି କାପୁରଙ୍କ ପରଲୋକ

#ଅଭିନେତା_ଋଷି_କାପୁରଙ୍କ_ପରଲୋକ              ମୁମ୍ବାଇ  :   ବଲିଉଡ଼ର ଲୋକପ୍ରିୟ ଅଭିନେତା ଋଷି କାପୁରଙ୍କର ୬୭ ବର୍ଷରେ ପରଲୋକ ଘଟିଛି । ମହାନାୟକ ଅମିତାଭ ବଚ୍ଚନ ଋଷି କାପୁରଙ୍କର ମୃତ୍ୟୁର ସୂଚନା ଦେଇଛନ୍ତି । ଅମିତାଭ ବଚ୍ଚନ ଟୁଇଟ୍ କରି କହିଛନ୍ତି- ସେ ଚାଲିଯାଇଛନ୍ତି । ମୁଁ ବହୁତ ଭାଙ୍ଗିପଡ଼ିଛି । ବୁଧବାର ଦିନ ଋଷି କାପୁର ହଠାତ ଅସୁସ୍ଥ ହେବା କାରଣରୁ ତାଙ୍କୁ ମୁମ୍ବାଇର ସାର ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲର ଆଇସିୟୁରେ ଭର୍ତି କରାଯାଇଥିଲା । ଏ ବିଷୟରେ […]

Continue Reading
ପରଲୋକରେ ବଲିଉଡ଼ ଅଭିନେତା ଇରଫାନ ଖାନ

ପରଲୋକରେ ବଲିଉଡ଼ ଅଭିନେତା ଇରଫାନ ଖାନ

#ପରଲୋକରେ_ବଲିଉଡ଼_ଅଭିନେତା_ଇରଫାନ_ଖାନ             ମୁମ୍ବାଇ  : ବଲିଉଡ଼ ଅଭିନେତା ଇରଫାନ ଖାନଙ୍କର ୫୪ ବର୍ଷ ବୟସରେ ବୁଧବାର ଦିନ ଦେହାନ୍ତ ହୋଇଯାଇଛି । ସେ ଅନେକଦିନ ଧରି ନ୍ୟୁରୋଏଣ୍ଡ୍ରୋକ୍ରାଇନ ଟ୍ୟୁମର ରୋଗରେ ପୀଡ଼ିତ ଥିଲେ । ତାଙ୍କର ମୃତ୍ୟୁ ଖବର ଫିଲ୍ମ ନିର୍ମାତା ସୁଜିତ ସରକାର ସୋସିଆଲ ମିଡିଆରେ ଟୁଇଟ୍ କରି ଜଣାଇଛନ୍ତି । ସୁଜିତ ସରକାର ଟୁଇଟରେ ଲେଖିଛନ୍ତି ଯେ ମୋର ପ୍ରିୟ ଇରଫାନ, ଆପଣ ଲଢ଼ି ଆସିଲେ । ମୋତେ ଆପଣଙ୍କ ଉପରେ ଗର୍ବ ରହିବ… ଆମେ […]

Continue Reading
ଆଜିଠାରୁ ପୁଣି ଥରେ ଦୂରଦର୍ଶନରେ ପ୍ରସାରିତ ହେବ ରାମାୟଣ

ଆଜିଠାରୁ ପୁଣି ଥରେ ଦୂରଦର୍ଶନରେ ପ୍ରସାରିତ ହେବ ରାମାୟଣ

 #ପୁଣି_ଥରେ_ଦୂରଦର୍ଶନରେ_ପ୍ରସାରିତ_ହେବ_ରାମାୟଣ   ନୂଆଦିଲ୍ଲୀ : ପୁଣି ଥରେ ରାମାୟଣ ଦୂରଦର୍ଶନରେ ପ୍ରସାରିତ କରିବାକୁ ଜନସାଧାରଣଙ୍କ ଦାବି ପରେ ସରକାର ଏହି ଧାରାବାହିକକୁ ପ୍ରସାରଣ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଜାବଡେକର ଟୁଇଟ କରି କହିଛନ୍ତି ଯେ “ଜନସାଧାରଣଙ୍କ ଦାବି ଅନୁସାରେ ଶନିବାର (୨୮ ମାର୍ଚ )ରୁ ରାମାୟଣର ପୁନଃ ପ୍ରସାରଣ ଦୂରଦର୍ଶନର ନ୍ୟାସନାଲ ଚାନେଲରେ ହେବ । ଏହାର ପ୍ରଥମ […]

Continue Reading