ସବୁ ହସ୍ପିଟାଲରେ ଡାକ୍ତର ନିଯୁକ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସବୁ ହସ୍ପିଟାଲରେ ଡାକ୍ତର ନିଯୁକ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

#ଡାକ୍ତର_ନିଯୁକ୍ତ_କରିବାକୁ_ହାଇକୋର୍ଟଙ୍କ_ନିର୍ଦ୍ଦେଶ             କଟକ   :    କରୋନା ମୁକାବିଲା ପାଇଁ ରାଜ୍ୟର ସବୁ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଏଥିସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଇଁ ସରକାର ଆବଶ୍ୟକ ସରଞ୍ଜାମ ଯୋଗାଇ ଦେବା ସହ ନିହାତି ଆବଶ୍ୟକ ନଥିଲେ କର୍ତବ୍ୟରତ ଡାକ୍ତରଙ୍କୁ ଛୁଟି ନ ଦେବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାଘାଟରେ ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କୁ ହଇରାଣ ନ କରିବାକୁ […]

Continue Reading
ଲକ୍ ଡାଉନ୍ ଉଲ୍ଲଂଘନ : ୧୫୦୦ ମାମଲା ରୁଜୁ , ୧୪୦୦ ଗିରଫ : ଡିଜିପି

ଲକ୍ ଡାଉନ୍ ଉଲ୍ଲଂଘନ : ୧୫୦୦ ମାମଲା ରୁଜୁ , ୧୪୦୦ ଗିରଫ : ଡିଜିପି

#ଲକ୍_ଡାଉନ୍_ଉଲ୍ଲଂଘନ_୧୪୦୦_ଗିରଫ           ଭୁବନେଶ୍ୱର   :   କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରୀ କରାଯାଇଛି । ସଂକ୍ରମଣ ଆଶଙ୍କା ଥିବା ବ୍ୟକ୍ତି ମାନଙ୍କୁ କ୍ୱାରେଂଟାଇନ୍ ରେ ରହିବାକୁ କୁହାଯାଇଛି । କ୍ୱାରେଂଟାଇନ୍ ପାଳନ ନକଲେ କେସ୍ କରାଯାଉଛି । ଏଭଳି ଭାବେ ୬୧ ଟା କେସ୍ କରାଯାଇଛି । ସେହିପରି ଲକ୍ ଡାଉନ୍ ଗାଇଡ୍ ଲାଇନ୍ ଉଲ୍ଲଂଘନ ପାଇଁ ୧୫୦୦ରୁ ଉଦ୍ଧ୍ୱର୍ କେସ୍ ରୁଜୁ କରାଯାଇଛି ଏବଂ ୧୪୦୦ ଜଣଙ୍କୁ ଗିରଫ କରାଯାଇଛି […]

Continue Reading
ଦ୍ୱିତୀୟ ପର୍ଯ୍ୟାୟରେ ୨୨୬୧ ଗ୍ରାମ ପଞ୍ଚାୟତ , ୮୦ ପୌରାଞ୍ଚଳରେ ନିରାଶ୍ରୟଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

ଦ୍ୱିତୀୟ ପର୍ଯ୍ୟାୟରେ ୨୨୬୧ ଗ୍ରାମ ପଞ୍ଚାୟତ , ୮୦ ପୌରାଞ୍ଚଳରେ ନିରାଶ୍ରୟଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

#୨୨୬୧_ଗ୍ରାମ_ପଞ୍ଚାୟତ_୮୦_ପୌରାଞ୍ଚଳରେ_ନିରାଶ୍ରୟଙ୍କୁ_ଦିଆଯାଉଛି_ରନ୍ଧା_ଖାଦ୍ୟ       ଭୁବନେଶ୍ୱର  : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ୨୨୬୧ଟି ଗ୍ରାମ ପଞ୍ଚାୟତରେ ୧,୨୫,୨୩୭ ଜଣ ଓ ୮୦ଟି ପୌରାଞ୍ଚଳରେ ୧୯,୮୮୬ ଜଣ ନିରାଶ୍ରୟ ଓ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ସେମାନେ ଏହି ରନ୍ଧାଖାଦ୍ୟ ଘରକୁ ନେଇପାରିବେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ବଳବତର ରହିବ ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ସେହିପରି ପୂର୍ବରୁ ରାଜ୍ୟକୁ ଫେରିଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲା ଯାଇଛି, ଯେଉଁଠାରେ […]

Continue Reading
ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କାଟଙ୍କା ଫେରିଲା 

ୟେସ୍ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ୧୫୬ କୋଟି ଟଙ୍କା

#ୟେସ୍_ବ୍ୟାଙ୍କରୁ_ଫେରିଲା_ଶ୍ରୀଜଗନ୍ନାଥଙ୍କ_୧୫୬_କୋଟି           ପୁରୀ   (କମଳାକାନ୍ତ ମିଶ୍ର) ୟେସ୍ ବ୍ୟାଙ୍କରେ ଜମା ଥିବା ମହାପ୍ରଭୁ ଜଗନ୍ନାଥଙ୍କ ବକେୟା ଜମା ଟଙ୍କା ଫେରିଛି । ସୋମବାର ଦିନ ମାଚ୍ୟୁରିଟି ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୟେସ୍ ବ୍ୟାଙ୍କ ପକ୍ଷରୁ ସୁଧମୂଳ ସମେତ ୧୫୬ କୋଟି ଟଙ୍କା ଶ୍ରୀମନ୍ଦିରର ଏସବିଆଇ ଜମା ଖାତାରେ ଜମା କରାଯାଇଛି । ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ସ୍ଥାୟୀ ଜମା ବାବଦକୁ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ଟଙ୍କା ଶ୍ରୀମନ୍ଦିର ଏସବିଆଇ […]

Continue Reading
ସ୍ୱତନ୍ତ୍ର କୋଭିଡ୍ -୧୯ ହସ୍ପିଟାଲରେ ମାଗଣାରେ ମିଳିବ ଚିକିତ୍ସା ସୁବିଧା

ସ୍ୱତନ୍ତ୍ର କୋଭିଡ୍ -୧୯ ହସ୍ପିଟାଲରେ ମାଗଣାରେ ମିଳିବ ଚିକିତ୍ସା ସୁବିଧା

#ମାଗଣାରେ_ମିଳିବ_ଚିକିତ୍ସା_ସୁବିଧା     ଭୁବନେଶ୍ୱର  : ରାଜ୍ୟ ସରକାର କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ଏ ପଦକ୍ଷେପକୁ ଦେଶବ୍ୟାପୀ ସ୍ୱାଗତ କରାଯାଇଛି । ଏହି ସ୍ୱତନ୍ତ୍ର ହସ୍ପିଟାଲ ପାଇଁ ରାଜ୍ୟସରକାର ବେସରକାରୀ ହସ୍ପିଟାଲ ମାନଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ହସ୍ପିଟାଲରେ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଆକ୍ରାନ୍ତ ବ୍ୟକ୍ତି ରହିବା ଓ ଖାଇବା ସହ ସମସ୍ତ ଚିକିତ୍ସା ସେବା ବିନା […]

Continue Reading
ନିୟମଭଙ୍ଗକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ନିୟମଭଙ୍ଗକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

#ଦୃଢ_କାର୍ଯ୍ୟାନୁଷ୍ଠାନ_ପାଇଁ_ମୁଖ୍ୟମନ୍ତ୍ରୀଙ୍କ_ନିର୍ଦ୍ଦେଶ      ଭୁବନେଶ୍ୱର  :   କରୋନା ମୁକାବିଲା ପାଇଁ ରାଜ୍ୟରେ ତାଲା ବନ୍ଦ ଜାରୀ ରହିଛି । ବହୁ ସଚେତନ ଜନସାଧାରଣ ଏହାକୁ ମାନୁଥିବା ବେଳେ କିଛି ଏହାର ପାଳନ କରୁନାହାନ୍ତି । ରାଜ୍ୟର ୯୦ % କୋଭିଡ୍ -୧୯ ନିର୍ଦ୍ଦେଶ ପାଳୁଛନ୍ତି । ୧୦ % ଏବେ ବି ବୁଝୁ ନାହାନ୍ତି । ସେମାନେ ଅନ୍ୟ ୯୦ %ଙ୍କ ପାଇଁ ବିପଦ ଆଣିପାନ୍ତି । ତେଣୁ ସେହିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ […]

Continue Reading
ପୂର୍ବ ତଟ ରେଳପଥ ପକ୍ଷରୁ ଅତ୍ୟାବଶ୍ୟକୀୟ ପଦାର୍ଥ ପରିବହନ

ପୂର୍ବ ତଟ ରେଳପଥ ପକ୍ଷରୁ ଅତ୍ୟାବଶ୍ୟକୀୟ ପଦାର୍ଥ ପରିବହନ

#ପୂର୍ବତଟ_ରେଳପଥ_ପକ୍ଷରୁ_ଅତ୍ୟାବଶ୍ୟକୀୟ_ସାମଗ୍ରୀ_ପରିବହନ       ଭୁବନେଶ୍ୱର   :   ଦେଶରେ କୋଭିନ୍-୧୯ ସଂକ୍ରମଣ ତଥା ୨୧ ଦିନିଆ ତାଲାବନ୍ଦ ସତ୍ୱେ ଦେଶସାରା ପରିଲକ୍ଷିତ ହୋଇଥିବା ଖାଦ୍ୟାଭାବକୁ ଦୂର କରିବାର ଆହ୍ୱାନକୁ ରେଳ ମନ୍ତ୍ରଣାଳୟ ଗୁରୁତ୍ୱର ସହ ଗ୍ରହଣ କରି ଅତ୍ୟାବଶ୍ୟକୀୟ ପଦାର୍ଥର ପରିବହନ ଦେଶସାରା କରିବାକୁ ନିଶ୍ଚିତ କରିଛି । ଭାରତୀୟ ରେଳପଥ, ଅତ୍ୟାବଶ୍ୟକୀୟ ପଦାର୍ଥ ଯଥା ଖାଦ୍ୟଶସ୍ୟ, ପେଟ୍ରୋଲିୟମ୍ ଉତ୍ପାଦ, କୋଇଲା, ଫଳ, ପରିବା, ଦୁଗ୍ଧ, ଜାଳେଣୀ ତେଲ, ଚିନି ଓ ଲୁଣ ଇତ୍ୟାଦି ପରିବହନ କରୁଛି । ୨୧ ଦିନ […]

Continue Reading
ଗାଡ଼ି ପାସ ଅନିର୍ଦ୍ଦିଷ୍ଟ କାଳ ଯାଏ ମାନ୍ୟ ରହିବ

ଗାଡ଼ି ପାସ ଅନିର୍ଦ୍ଦିଷ୍ଟ କାଳ ଯାଏ ମାନ୍ୟ ରହିବ

#ଗାଡ଼ି_ପାସ_ଅନିର୍ଦ୍ଦିଷ୍ଟ_କାଳ_ଯାଏ_ମାନ୍ୟ_ରହିବ         ଭୁବନେଶ୍ୱର  : କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲକ ଡାଉନ କାରଣରୁ କମିଶନରେଟ ପୋଲିସ ଦ୍ୱାରା ଜାରୀ କରା ଯାଇଥିବା ବାହନ ପାସ ଅନିର୍ଦିଷ୍ଟ କାଳ ଯାଏ ମାନ୍ୟ ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର-କଟକ କମିଶନରେଟ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ । ଶ୍ରୀ ଷଡଙ୍ଗୀ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୨୯ ମାର୍ଚ ଯାଏ ଜାରୀ କରା ଯାଇଥିବା ପାସ ଗୁଡିକୁ କୋଭିଡ-୧୯ […]

Continue Reading
#ବନ୍ଦ_ହେଲା_ଲିଙ୍ଗରାଜଙ୍କ_ରୁକୁଣା_ରଥ_ଯାତ୍ରା

ବନ୍ଦ ହେଲା ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା

#ବନ୍ଦ_ହେଲା_ଲିଙ୍ଗରାଜଙ୍କ_ରୁକୁଣା_ରଥ_ଯାତ୍ରା     ଭୁବନେଶ୍ୱର  : କରୋନା ଭାଇରସ୍‌ର ପ୍ରକୋପ ଓ  ଲକ୍‌ଡାଉନ୍‌ ଯୋଗୁଁ  ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥର ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥ ଯାତ୍ରା ହେବନି ବୋଲି ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ଏପ୍ରିଲ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରୁକୁଣା ରଥଯାତ୍ରା ସ୍ଥଗିତ ରଖିବାକୁ ଉଭୟ ମନ୍ଦିର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟଯେ, ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଭକ୍ତମାନଙ୍କ ମଧ୍ୟରେ ‘ପାପ ନାଶକ’ ବା ‘ପାପ ବିନାଶକାରୀ […]

Continue Reading
୧ ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

୧ ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

#ବ୍ୟୟ_ମଂଜୁରୀ_ବିଲ୍_ପାରିତ        ଭୁବନେଶ୍ୱର  :  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର  ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧ ଲକ୍ଷ ୫୫ ହଜାର ୯୬୩ କୋଟି ୨୬ ଲକ୍ଷ ୮୧ ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରିଥିଲେ । ଆଲୋଚନା ପରେ ଏହି ବିଲ୍ ଗୃହର ଅନୁମୋଦନ ଲାଭ କରିଥିଲା । ଏହା ପରେ ବାଚସ୍ପତି  ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ । ସୋମବାର ପୂର୍ବାହ୍ନ ୧୦ଟା […]

Continue Reading