ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: କାର୍ଯ୍ୟାନୁଷ୍ଠାନ ସମୟ ଉପଯୋଗୀ ହେବ। ପଡ଼ୋଶୀ ଓ ବନ୍ଧୁଙ୍କ ସହାୟତା ପାଇଁ ସାହସ ବୃଦ୍ଧି ପାଇବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ କାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ। ସୁସମ୍ବାଦ ମିଳିବ। ବୃଷ: ଅଧ୍ୟୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ। ମିଥୁନ: ପରିଶ୍ରମର ମୂଲ୍ୟ ମିଳିବ। କେ​‌େ​‌ତକ କ୍ଷେତ୍ରରେ […]

Continue Reading
କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ         ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଛି । ଚଳିତ ବର୍ଷ ସଠିକ ସମୟରେ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୱେବସାଇଟରେ ସୂଚନା ଦିଆଯାଇଛି ସାଧାରଣତଃ ଜୁନ୍‌ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ। କିନ୍ତୁ ଚଳିତ ଥର ବାତ୍ୟା ‘ଅମ୍ପନ୍‌’ ଯୋଗୁ ମୌସୁମୀ ବାୟୁ […]

Continue Reading
ଧାନ ସମେତ ୧୪ଟି ଖରିଫ ଫସଲ ସହାୟକ ମୂଲ୍ୟ ବୃଦ୍ଧି

ଧାନ ସମେତ ୧୪ଟି ଖରିଫ ଫସଲ ସହାୟକ ମୂଲ୍ୟ ବୃଦ୍ଧି

#ଧାନ_ସମେତ_୧୪ଟି_ଖରିଫ_ଫସଲ_ସହାୟକ-ମୂଲ୍ୟ_ବୃଦ୍ଧି      ନୂଆଦିଲ୍ଲୀ : ଧାନ ସମେତ ୧୪ଟି ଖରିଫ ଫସଲ ସହାୟକ ମୂଲ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି  । ଏହି ଫସଲଗୁଡ଼ିକର ସହାୟକ ମୂଲ୍ୟ ୫୦%ରୁ ୮୩% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି ।ଶ୍ରୀ ତୋମାର କହିଛନ୍ତି ଯେ ଧାନର ସହାୟକ ମୂଲ୍ୟ  କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଗହମ, ବାଜରା ପରି ଅନ୍ୟ ଫସଲର ସହାୟକ ମୂଲ୍ୟ […]

Continue Reading
୧୮ ରାଜ୍ୟସଭା ଆସନ ପାଇଁ ଜୁନ ୧୯ରେ ନିର୍ବାଚନ

୧୮ ରାଜ୍ୟସଭା ଆସନ ପାଇଁ ଜୁନ ୧୯ରେ ନିର୍ବାଚନ

#୧୮_ରାଜ୍ୟସଭା_ଆସନ_ପାଇଁ_ଜୁନ_୧୯ରେ_ନିର୍ବାଚନ         ନୂଆଦିଲ୍ଲୀ : କରୋନା ଜନିତ ଲକଡାଉନ ଯୋଗୁ ହୋଇପାରି ନଥିବା ରାଜ୍ୟସଭା ନିର୍ବାଚନ ଜୁନ ୧୯ ତାରିଖରେ ହେବ ବୋଲି ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି। ଖାଲିଥିବା ୧୮ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୬ରେ ନିର୍ବାଚନ ହେବାକୁ ଥିବା ବେଳେ କଟକଣା ପାଇଁ ବନ୍ଦ ରହିଥିଲା। ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟରେ ୪ଟି ଲେଖାଏଁ ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୩ଟି ଲେଖାଏଁ ଆସନରେ […]

Continue Reading
ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

#ସୁସ୍ଥ_ହେଲେ_୧୧୯_କରୋନା_ଆକ୍ରାନ୍ତ          ଭୁବନେଶ୍ୱର  : – ଓଡ଼ିଶାରେ ଚିକିତ୍ସାଧୀନ ଥିବା୧୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୋମବାର ଦିନ ୧୨ ଟି ଜିଲ୍ଲାରୁ ସୁସ୍ଥ ହୋଇଥିବା ୧୧୯ ଜଣଙ୍କ ମଧ୍ୟରୁ ୬୦ ଜଣ ଯାଜପୁର, ୧୩ ଜଣ କଟକ, ୧୨ ଜଣ କେନ୍ଦ୍ରାପଡା, ୯ ଜଣ ଗଜପତି, ୬ ଜଣ ନୟାଗଡ଼, ୫ ଜଣ ସୁନ୍ଦରଗଡ଼, ବାଲେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ୩ ଜଣ ଲେଖାଏଁ , ଗଞ୍ଜାମ ଓ ବଲାଙ୍ଗୀରରେ ୨ ଜଣ ଲେଖାଏଁ […]

Continue Reading
ଓଡ଼ିଶାରେ ଲକଡାଉନ ଜୁନ୍ ୩୦ ପର୍ଯ୍ୟନ୍ତ ଜାରି ରହିବ -ମୁଖ୍ୟ ଶାସନ ସଚିବ

ଓଡ଼ିଶାରେ ଲକଡାଉନ ଜୁନ୍ ୩୦ ପର୍ଯ୍ୟନ୍ତ ଜାରି ରହିବ -ମୁଖ୍ୟ ଶାସନ ସଚିବ

#ଓଡ଼ିଶାରେ_ଲକଡାଉନ_ଜୁନ୍_୩୦_ପର୍ଯ୍ୟନ୍ତ_ଜାରି_ରହିବ         ଭୁବନେଶ୍ୱର  : ଓଡ଼ିଶାରେ ମହାମାରୀ କରୋନା ବ୍ୟାପ୍ତିକୁ ପ୍ରତିରୋଧ କରିବା ନିମନ୍ତେ ରାଜ୍ୟ ସରକାର ଲକ୍-ଡାଉନ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଗୀତ ଗୋବିନ୍ଦ ଭବନରୁ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ଦୂରଦର୍ଶୀ ପଦକ୍ଷେପ ଯୋଗୁ ରାଜ୍ୟ କୋଭିଡ଼-୧୯ ନିୟନ୍ତ୍ରଣରେ ଭଲ ସ୍ଥିତିରେ ଅଛି । ଜୁନ୍ ମାସଟି ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଣେତୁ ଆମକୁ […]

Continue Reading
ଟାଟାକୁ ୫୧ ଶତକଡ଼ା ସେସୁର ଅଂଶଧନ ହସ୍ତାନ୍ତର

ଟାଟାକୁ ୫୧ ଶତକଡ଼ା ସେସୁର ଅଂଶଧନ ହସ୍ତାନ୍ତର

#ଟାଟାକୁ_୫୧_ଶତକଡ଼ା_ସେସୁର_ଅଂଶଧନ_ହସ୍ତାନ୍ତର          ଭୁବନେଶ୍ୱର   :  ଆଜିଠାରୁ ସେସୁ ଟାଟା ପାୱାର କମ୍ପାନୀ ଅଧିନକୁ ଯାଇଛି । ଏଥି ନେଇ ସେସୁ ଏବଂ ଟାଟା ପାୱାର କମ୍ପାନୀ ମଧ୍ୟରେ ବିଧିବଦ୍ଧ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି । ଚୁକ୍ତି ଅନୁଯାୟୀ ସେସୁର ୫୧ ପ୍ରତିଶତ ଅଂଶଧନ ଟାଟାକୁ ହସ୍ତାନ୍ତର ହେବ ଏବଂ ଏହା ଟାଟା ପାୱାର ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିଃ ନାମରେ ନାମିତ ହେବ । ଏହି ନୂତନ କମ୍ପାନୀର ପରିଚାଳନା ନିମନ୍ତେ ୯ ଜଣିଆ ବୋର୍ଡ଼ ଅଫ୍ […]

Continue Reading
ବିଶ୍ୱ ଦୁଗ୍ଧ ଦିବସରେ ଦାବୀ : ଦୁଗ୍ଧଚାଷୀଙ୍କୁ କ୍ଷତିପୂରଣ ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ବିଶ୍ୱ ଦୁଗ୍ଧ ଦିବସରେ ଦାବୀ : ଦୁଗ୍ଧଚାଷୀଙ୍କୁ କ୍ଷତିପୂରଣ ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

 #ଦୁଗ୍ଧଚାଷୀଙ୍କୁ_କ୍ଷତିପୂରଣ_ପ୍ୟାକେଜ_ପାଇଁ_ମୁଖ୍ୟମନ୍ତ୍ରୀଙ୍କୁ_ପତ୍ର     ଭୁବନେଶ୍ୱର  : ‘ବିଶ୍ୱ ଦୁଗ୍ଧ ଦିବସ’ ଜୁନ୍ ପହିଲାରେ କରୋନା ସଂକ୍ରମଣ କ୍ଷତିଗ୍ରସ୍ତ ଦୁଗ୍ଧଚାଷୀଙ୍କୁ କ୍ଷତିପୂରଣ ଦେବା ଓ ଗୋ-ଖାଦ୍ୟ ଦରକୁ ନିୟନ୍ତ୍ରିତ କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରିଛି । ମହାସଂଘର ଅଧ୍ୟକ୍ଷ ରବି ବେହେରାଙ୍କ ସମେତ ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ ପ୍ରମୁଖଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ଏକ ପତ୍ରରେ ଦର୍ଶାଯାଇଛି ଯେ ‘ଲକ୍ ଡାଉନ୍’ ସମୟରେ କୃଷିମନ୍ତ୍ରୀ ଡଃ ଅରୁଣ ସାହୁ ଚାଷୀମାନଙ୍କୁ ପ୍ରତିଶ୍ରୁତି […]

Continue Reading
୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ ଡାଉନ୍

୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ ଡାଉନ୍

#୧୧_ଜିଲ୍ଲାରେ_ସପ୍ତାହକୁ_୨_ଦିନ_ସଟ୍_ଡାଉନ               ନ୍ଭୁବନେଶ୍ୱର   : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ କଡା କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏହି ପରିପ୍ରେକ୍ଷୀରେ ଅଧିକ ସଂକ୍ରମଣ ହୋଇଥିବା ୧୧ ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍ ଡାଉନ୍ କରାଯିବ । ୧୧ ଟି ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, କଟକ, ଜଗତସିଂହପୁର, ଯାଜପୁର ଓ ବାଲେଶ୍ୱର ରେ ସପ୍ତାହାର ଶନିବାର ଓ ରବିବାର ୨ ଦିନ ସଟ୍ […]

Continue Reading
ଜୁଲାଇ ୩୧ ଯାଏଁ ସ୍କୁଲ , କଲେଜ ବନ୍ଦ

ଜୁଲାଇ ୩୧ ଯାଏଁ ସ୍କୁଲ , କଲେଜ ବନ୍ଦ

#ଜୁଲାଇ_୩୧_ଯାଏଁ_ସ୍କୁଲ_କଲେଜ_ବନ୍ଦ       ଭୁବନେଶ୍ୱର   : ଆସନ୍ତା ଜୁଲାଇ ୩୧ ତାରିଖ ଯାଏଁ ରାଜ୍ୟରେ କୌଣସି ସ୍କୁଲ୍, କଲେଜ ଓ କୋଚିଙ୍ଗ୍ ସେଣ୍ଟର୍ ଖୋଲିବ ନାହିଁ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହି ନି୍ପତି ରାଜ୍ୟ ସରକାର । ସେହିପରି ଜୁନ୍ ୩୦ ଯାଏଁ କୌଣସି ସପିଙ୍ଗ୍ କମ୍ପେ୍ଲକ୍ସ୍ ଖୋଲିପାରିବ ନାହିଁ । ଏଥିସହ ଜୁନ୍ ୩୦ ଯାଏଁ କେଣସି ସିନେମା ହଲ୍, ଜିମ୍ ଓ ସୁଇମିଙ୍ଗ୍ ପୁଲ୍ ମଧ୍ୟ ଖୋଲି ପାରିବ ନାହିଁ […]

Continue Reading