ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଲକ୍ଷ୍ୟ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଅଫିସ କାର୍ଯ୍ୟରେ ସହଯୋଗ ମିଳିବ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ଲାଭ ହୋଇପାରେ। ବୃଷ: ବ୍ୟବସାୟ ପାଇଁ ଦିନଟି ଭଲ। ସାହାଯ୍ୟ ବଳରେ କାର୍ଯ୍ୟ ପୂରା ହେବ। ଅଫିସରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ମିଥୁନ: ସମୟସୀମା ମଧ୍ୟରେ କାମ ସ˚ପୂର୍ଣ୍ଣ ହେବ। କାରବାରରେ ଲାଭ ହେବ। ଛାତ୍ରମାନେ ନୂଆ ଅଭିଯାନରେ ସାମିଲ ହୋଇପାରନ୍ତି। କର୍କଟ: ଅଫିସରେ କେବଳ ନିଜ କାମରେ ମନୋଯୋଗ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ। କାହାରିକୁ କିଛି ଦେବାର ଯୋଜନା କରିବେ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବୃଷ: କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ଜୀବନସାଥୀଙ୍କ ସହଯୋଗରେ ସବୁ କାମ ପୂରା ହେବ। ବ୍ୟବସାୟରେ ଲାଭ ମିଳିବ। ମିଥୁନ: ଧାର୍ମିକ କାର୍ଯ୍ୟ କରନ୍ତୁ, ସମସ୍ୟାର ସମାଧାନ ହୋଇଯିବ। ନୂଆ ଲୋକଙ୍କ ସହିତ ମିଶିବେ। ବ୍ୟବସାୟରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କର୍କଟ: ଆପଣ ସୁସ୍ଥ ଅନୁଭବ କରିବେ। ପ୍ରଭାବଶାଳୀ ଲୋକଙ୍କ […]

Continue Reading
ଏ ସପ୍ତାହର ରାଶିଫଳ

ଏ ସପ୍ତାହର ରାଶିଫଳ

ମେଷ  : ରବି ଓ ସୋମବାର: ଅର୍ଥ ଚିନ୍ତା ଦୂର େ ହବ। ମଙ୍ଗଳ, ବୁଧ ଓ ଗୁରୁବାର: ବୈବାହିକ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: ପତ୍ନୀଙ୍କ ସହଯୋଗ ପାଇବେ ଏବଂ ପଦୋନ୍ନତିର ସୁଯୋଗ। ବୃଷ  :  ରବି ଓ ସୋମବାର: ଆଗକୁ ବଢ଼ିବା ପାଇଁ ଭଲ ସମୟ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ପ୍ରଗତି ହେବ। ଶୁକ୍ର ଓ ଶନିବାର: ଧନ ପ୍ରାପ୍ତି ଏବଂ ସାହିତ୍ୟ ଆଦିରେ ରୁଚି ବଢ଼ିବ। ମିଥୁନ   […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ସବୁ କାମ ପୂରା ହେବ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ଶିକ୍ଷାରେ ଛାତ୍ରଙ୍କ ମନ ଲାଗିବ। ସ୍ବାସ୍ଥ୍ୟ ଭଲ ରହିବ। ବୃଷ: ପୁରୁଣା ଚିନ୍ତା ଭୁଲି ଆଗକୁ ବଢ଼ନ୍ତୁ। କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇପାରେ। କାରବାରରେ ନୂଆ ଚୁକ୍ତି କରିବେ। ମିଥୁନ: ଆପଣଙ୍କ ଧୢାନ ଆଧୢାତ୍ମିକ ଦିଗରେ ଲାଗି ରହିବ। ପୁରୁଣା ବନ୍ଧୁଙ୍କ ସହିତ ଆଲୋଚନା ଲାଭପ୍ରଦ ହୋଇପାରେ। ଛାତ୍ରମାନେ ପାଠପଢ଼ା ନେଇ ଗମ୍ଭୀର ହେବେ କର୍କଟ: […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଲକ୍ଷ୍ୟ ନିର୍ଦ୍ଧାରଣ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବୈବାହିକ ଜୀବନ ସୁଖଦ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ବୃଷ: ନିଜ ଉପରେ ଭରସା ରଖନ୍ତୁ, ସଫଳତା ପାଇବେ। ଅଫିସରେ କାର୍ଯ୍ୟ ହାଲୁକା ହେବ। କବିମାନେ ନୂଆ କବିତା ରଚନା କରିବେ। ମିଥୁନ: କୌଣସି କଥାକୁ ନେଇ ମନ ଅସ୍ଥିର ରହିପାରେ। ବିରୋଧୀଙ୍କ ପ୍ରତି ସତର୍କ ରହନ୍ତୁ। ରାଜନୀତିରେ ନେତୃତ୍ବ ବଜାୟ ରଖିବା ପାଇଁ ପରିଶ୍ରମ ବଢ଼ାଇବାକୁ ପଡ଼ିବ। କର୍କଟ: ଆପଣ ସତ୍ୟର ପଥରେ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଆପଣଙ୍କ ଯୋଜନାରେ ଅନ୍ୟମାନେ ସହମତ ହେବେ। ବ୍ୟବସାୟରେ ଅଚାନକ ଲାଭ ହୋଇପାରେ। ବହୁଦିନ ପରେ ପୁରୁଣା ବନ୍ଧୁଙ୍କ ସହ ବାର୍ତ୍ତାଳାପ ହେବ। ବୃଷ: ସକରାତ୍ମକ ପରିବର୍ତ୍ତନ ଦ୍ବାରା ଜୀବନ ସରଳ ହେବ। ଆଜି କରିଥିବା କାମରୁ ଭବିଷ୍ୟତ୍‍ରେ ଯଥେଷ୍ଟ ଲାଭ ପାଇବେ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ। ମିଥୁନ: ପରିବାର ସହିତ ଅଧିକ ସମୟ ବିତେଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। କୌଣସି ଅପରିଚିତଙ୍କ ଉପରେ ଭରସା କରନ୍ତୁ ନାହିଁ। କର୍କଟ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ। କୌଣସି କାର୍ଯ୍ୟ ସିଦ୍ଧିରେ ମିତ୍ରଙ୍କ ସହଯୋଗ ମିଳିବ। ଜମି କିଣିବା ପାଇଁ ଯୋଜନା କରିପାରନ୍ତି। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ବୃଷ: ନୂଆ କିଛି କରିବାକୁ ଆଗଭର ହେବେ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେବେ। ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ମିଥୁନ: ଦିନଟି ଆତ୍ମବିଶ୍ବାସଭରା ରହିବ। ପଡେ଼ାଶୀ ଆପଣଙ୍କ ଭଲ ବ୍ୟବହାରରେ ଖୁସି ହେବେ। ଛାତ୍ରଛାତ୍ରୀ ଅଧୢୟନରେ ମନୋନିବେଶ କରିବେ। କର୍କଟ: ନୂଆ ବ୍ୟବସାୟ ପାଇଁ ପ୍ରସ୍ତାବ। […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ବ୍ୟବସାୟ ଓ ଚାକିରିରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଜୀବନସାଥୀଙ୍କ କ୍ୟାରିଅରରେ ଉନ୍ନତି। ଦାଂପତ୍ୟ ଜୀବନରେ ଖୁସି। ବୃଷ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ଉତ୍ତମ ଚିନ୍ତା ମନରେ ଉଦ୍ରେକ ହେବ। ନୂଆ କାମ ପାଇଁ ଚୁକ୍ତିବଦ୍ଧ ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ପ୍ରଶ˚ସିତ ହେବେ। ମିଥୁନ: ତରବରିଆ ଭାବେ କୌଣସି କାମ କରନ୍ତୁନାହିଁ। ଆର୍ଥିକ ମାମଲାରେ ବାଧା ଉପୁଜିପାରେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। କର୍କଟ: କ୍ୟାରିଅରରେ ସଫଳତା ପାଇବେ। ନୂଆ ଲୋକଙ୍କ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ବନ୍ଧୁଙ୍କ ଠାରୁ ସାହାଯ୍ୟ-ସହଯୋଗ ପାଇବେ। ଅଫିସ କାମ ସ˚ପୂର୍ଣ୍ଣ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପରିବାରରେ ଖୁସି। ବୃଷ: ପୂଜା-ପାଠରେ ସମୟ ବିତିବ। ମନରେ ସକରାତ୍ମକ ବିଚାର। ବ୍ୟାବସାୟିକ ଉଦ୍ୟୋଗକୁ ବଢ଼ାଇବା ଲାଗି ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ। ମିଥୁନ: ଧୢାନ ଓ ଯୋଗାସନରେ ମନୋନିବେଶ। ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। କର୍କଟ: ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ। ଜୀବନସାଥୀଙ୍କ ସହିତ କୌଣସି ବିଶେଷ ବିଷୟରେ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଧାର୍ମିକ କାର୍ଯ୍ୟରେ ମନୋନିବେଶ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌-ଆଲୋଚନା। ବୃତ୍ତିଗତ କାର୍ଯ୍ୟରେ ନୂଆ ସୁଯୋଗ। ବ୍ୟବସାୟରେ ଉନ୍ନତି। ବୃଷ: ଅନ୍ୟ ସହିତ ଦୀର୍ଘଦିନର ତିକ୍ତତାର ପୂର୍ଣ୍ଣଛେଦ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ଜୀବନସାଥୀଙ୍କୁ ଉପହାର ଦେବେ। ମିଥୁନ: ସୁସ୍ଥ ଓ ସତେଜ ରହିବେ। ଲକ୍ଷ୍ୟ ହାସଲ ଲାଗି ନିର୍ଦ୍ଦିଷ୍ଟ ଯୋଜନା କରିବେ। ଭଲ ଲୋକଙ୍କ ସହାୟତାରେ ଧନଲାଭର ସୁଯୋଗ। କର୍କଟ: କାର୍ଯ୍ୟାଳୟରେ ଭଲ ସୁଯୋଗ ମିଳିବ। ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବେ। ଘରୋଇ […]

Continue Reading