ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଆପଣଙ୍କ ମନ ପ୍ରସନ୍ନ ରହିବ। କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ। ଆର୍ଥିକ ଚିନ୍ତା ସମାପ୍ତ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ ବୃଷ: ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ନୂଆ କାମ ଆରମ୍ଭ କରିପାରନ୍ତିି। ଛାତ୍ରଙ୍କର ସମସ୍ୟା ମିଳିତ ଅଧୢୟନରେ ସମାଧାନ ହେବ ମିଥୁନ: ଭାଇ ଭଉଣୀଙ୍କ ସହ ଏକମତ ହୋଇ କାମ କରନ୍ତୁ, ଉନ୍ନତି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ କର୍କଟ: ବ୍ୟବସାୟରେ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଉତ୍ତମ ଗୁଣଯୁକ୍ତ ନୀତିନିଷ୍ଠ ଓ ବିନୀତ ସ୍ବଭାବର ହେବେ। ଭେଦ ନୀତି ଗ୍ରହଣ କରିପାରନ୍ତି। ଚତୁର ଓ ଧନଯୁକ୍ତ ହେବେ। କଠିନ ଶ୍ରମ କରିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୁଯୋଗ ଅଛି। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ମିଥୁନ: ଶାନ୍ତ, ନିପୁଣ ଓ ମେଧାବୀ ହେବେ। ବିଦ୍ବାନ୍‌, ଜିତେନ୍ଦ୍ରିୟ ଓ ଦୟାଳୁ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ମନ ପ୍ରସନ୍ନ ରହିବ। କ୍ୟାରିୟରରେ ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। କାର୍ୟ୍ୟ ବ୍ୟସ୍ତତା ସତ୍ତ୍ବେ ମଉଜ ଲାଗି ସମୟ ବାହାର କରିନେବେ। ବୃଷ: ଆପଣଙ୍କ ଆଖପାଖରେ ସୁଖଦ ବାତାବରଣ ରହିବ। ଆପଣ ଯାହା ବି କାମ କରିବେ ଲାଭ ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ। ମିଥୁନ: ଭାଗ୍ୟ ଆପଣଙ୍କର ପରୀକ୍ଷା ନେଇପାରେ। ଚାକିରିରେ ନିଜର ସୁରକ୍ଷା ଓ ପ୍ରତିପତ୍ତି ବଜାୟ ରଖିବା ପାଇଁ ଆପଣଙ୍କୁ ନୂଆ ମାର୍ଗ ତିଆରି କରିବାକୁ ହେବ। କର୍କଟ: […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ଅଫିସରେ ନୂଆ କାମର ଦାୟିତ୍ବ ପାଇବେ। ଅନ୍ତରଙ୍ଗ ବନ୍ଧୁଙ୍କ ଘରକୁ ଯାଇପାରନ୍ତି। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ବୃଷ: ସାମାଜିକ କାର୍ୟ୍ୟରେ ସମୟ ବିତିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରଙ୍କୁ ପରୀକ୍ଷା ସମ୍ବନ୍ଧରେ ଶୁଭ ଖବର ମିଳିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ମିଥୁନ: ଆପଣଙ୍କର ନୂଆ ଶକ୍ତି ପ୍ରୟୋଗ କରନ୍ତୁ। ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହେବ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। କର୍କଟ: ପରିବାର ସହିତ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ବ୍ୟକ୍ତିଗତ କାମରେ ଭାଇ ଭଉଣୀଙ୍କ ସାହାଯ୍ୟ ପାଇବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ପ୍ରେମ ପାଇଁ ଦିନଟି ଉତ୍ତମ। ବୃଷ: ସ୍ବପ୍ନର ଦୁନିଆରେ ବିଚରଣ କରିବେ। ବେପାର ସ˚ପର୍କରେ ଭଲ ଖବର ପାଇବେ। କର୍ତ୍ତୃପକ୍ଷ ଆପଣଙ୍କ କାମ ପ୍ରତି ବହୁତ ଖୁସି ରହିବେ। ମିଥୁନ: ଆପଣଙ୍କର ଭଲ ବ୍ୟବହାର ବଳରେ ନୂଆ ଲକ୍ଷ୍ୟ ହାସଲ କରିନେବେ। ଶାସନରେ ଥିବା ଲୋକଙ୍କ ସହିତ ସହିତ ସ˚ପର୍କ ବଢ଼ିବ। ପରିବାରରେ ସୁଖ ଶାନ୍ତି ବଢ଼ିବ। କର୍କଟ: କର୍ମକ୍ଷେତ୍ରରେ ସଫଳତା […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମ୍ମାନ ପାଇବେ। ବ୍ୟବସାୟୀଙ୍କୁ ନୂଆ ଅର୍ଡର୍ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ଭରପୂର ରହିବ ବୃଷ: ମଉଜମସ୍ତି ପାଇଁ ଭଲ ସୁଯୋଗ ମିଳିବ। ପ୍ରିୟଜନଙ୍କ ସହଯୋଗ ପାଇବେ। ଛାତ୍ରଙ୍କୁ ପରୀକ୍ଷା ସ˚ପର୍କରେ ଭଲ ଖବର ମିଳିବ ମିଥୁନ: ଆପଣ ନିଜକୁ ସୁରକ୍ଷିତ ଅନୁଭବ କରିବେ। ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ବେପାରରେ ଧନଲାଭ ହେବ। ପ୍ରେମିକାଙ୍କୁ ମନ କଥା କହିବେ କର୍କଟ: ବ୍ୟବସାୟରେ ନୂଆ ପ୍ରୟାସ କରିବେ। ରାଜନୀତିରେ ଆଧିପତ୍ୟ […]

Continue Reading
ଏ ସପ୍ତାହର ରାଶିଫଳ

ଏ ସପ୍ତାହର ରାଶିଫଳ

ମେଷ :    ରବି ଓ ସୋମବାର: କ୍ୟାରିୟରରେ ଉତ୍ଥାନ, ପତନ ଆସିପାରେ। ମଙ୍ଗଳ ଓ ବୁଧବାର: ନୂଆ କୌଶଳ ଶିଖିବେ। ଗୁରୁ ଓ ଶୁକ୍ରବାର: ଜମାପୁଞ୍ଜି ବୃଦ୍ଧି ହେବ। ଶନିବାର: ବନ୍ଧୁତାର ସମ୍ବନ୍ଧ ମଜଭୁତ ହେବ। ବୃଷ :  ରବି ଓ ସୋମବାର: ଘରର ମାହୋଲ୍ ଭଲ ରହିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟ ଉପରେ ବିରୋଧୀଙ୍କ ନଜର ରହିବ। ଗୁରୁ ଓ ଶୁକ୍ରବାର: ସ˚ପର୍କରେ ଭାରସାମ୍ୟ ବଜାୟ ରହିବ। ଶନିବାର: ଧନଲାଭ ହେବ। ମିଥୁନ :  […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ରାଜନୀତି କ୍ଷେତ୍ରରେ ଥିବା ମହିଳାମାନଙ୍କୁ ଶୁଭଫଳ ମିଳିବ। ବ୍ୟବସାୟରେ ଆପଣ ବଡ଼ ଚୁକ୍ତିର ଅ˚ଶୀଦାର ହୋଇପାରନ୍ତି ବୃଷ: ନେତା ଆପଣଙ୍କୁ ବଡ଼ କାର୍ୟ୍ୟ ଅର୍ପଣ କରିବେ। ଚାକିରିରେ ସଫଳତା ପାଇବେ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ପ୍ରେମରେ ସଫଳତା ମିଳିବ ମିଥୁନ: ସୁନ୍ଦର କଳ୍ପନାରେ ବିଭୋର ରହିବେ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ଆହୁରି ସୁଖଦ ହେବ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟରେ ଲାଭ ହେବ କର୍କଟ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ମନରୁ ନକାରାତ୍ମକ ଚିନ୍ତା ବାହାର କରି ଦିଅନ୍ତୁ। ନିଜ କାମରେ ମନୋଯୋଗ ଦିଅନ୍ତୁ, ଲାଭ ହେବ। ଛାତ୍ରଙ୍କୁ ସହପାଠୀଙ୍କ ସାହାଯ୍ୟ ମିଳିବ। ବୃଷ: ଆପଣଙ୍କ ସ୍ବଭାବ ନେତାଙ୍କ ଭଳି ରହିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ହେବ। ପ୍ରେମ ସ˚ପର୍କରେ ମନୋକାମନା ପୂରା ହେବ। ମିଥୁନ: ଆପଣଙ୍କ ଦୃଷ୍ଟିକୋଣ ସୁଧାରବାଦୀ ରହିବ। ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟ ଲାଗି ନୂଆ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। କର୍କଟ: ବେପାର ବୃତ୍ତିରେ ମନ ଲାଗି […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: କର୍ମ ସାଧନ ଲାଗି ଭଲ ସୁଯୋଗ ଆସିବ। ସମାଜରେ ମାନ ସମ୍ମାନ ପାଇବେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ବୃଷ: କାମକୁ ଠିକ୍‌ ରୂପେ ନିର୍ବାହ କରି ସନ୍ତୋଷ ଅନୁଭବ କରିବେ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ମିଥୁନ: ପୂଜାପାଠରେ ସମୟ ବିତିବ। ନୂଆ ବିଚାର ଆର୍ଥିକ ପକ୍ଷ ଲାଗି ଲାଭଦାୟକ ହେବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ପାଇବେ। କର୍କଟ: ସାହସିକ ନିଷ୍ପତ୍ତି […]

Continue Reading