ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: ରାଜନୀତି କ୍ଷେତ୍ରରେ ଥିବା ମହିଳାମାନଙ୍କୁ ଶୁଭଫଳ ମିଳିବ। ବ୍ୟବସାୟରେ ଆପଣ ବଡ଼ ଚୁକ୍ତିର ଅ˚ଶୀଦାର ହୋଇପାରନ୍ତି

ବୃଷ: ନେତା ଆପଣଙ୍କୁ ବଡ଼ କାର୍ୟ୍ୟ ଅର୍ପଣ କରିବେ। ଚାକିରିରେ ସଫଳତା ପାଇବେ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ପ୍ରେମରେ ସଫଳତା ମିଳିବ

ମିଥୁନ: ସୁନ୍ଦର କଳ୍ପନାରେ ବିଭୋର ରହିବେ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ଆହୁରି ସୁଖଦ ହେବ। ରାଜନୀତିରେ ସଫଳତା ପାଇବେ। ବ୍ୟବସାୟରେ ଲାଭ ହେବ

କର୍କଟ: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ଦାୟିତ୍ବପୂର୍ଣ୍ଣ କାମ ମିଳିପାରେ। କାରବାରରେ ବିସ୍ତାର ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ

ସି˚ହ: ସକାରାତ୍ମକ ଭାବନାରେ ରହନ୍ତୁ। ସ୍ଥଗିତ କାର୍ୟ୍ୟରେ ସଫଳତା ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବ୍ୟବସାୟ ଲାଗି ଭଲ ସୁଯୋଗ ମିଳିବ

କନ୍ୟା: ଦିନଟି ଆତ୍ମବିଶ୍ବାସ ଭରା ରହିବ। ସମାଜରେ ମାନ ପ୍ରତିଷ୍ଠା ବଜାୟ ରହିବ। ପୁଞ୍ଜିନିବେଶ ବିଷୟରେ ଭଲ ପରାମର୍ଶ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ

ତୁଳା: କ୍ୟାରିୟରରେ ସମ୍ବେଦନଶୀଳ ନିଷ୍ପତ୍ତି ନେବାକୁ ପଡ଼ିପାରେ। କାହାରିକୁ ଧାର ଦିଅନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନ ଦିଅନ୍ତୁ

ବିଛା: ନିଜକୁ ସୁସ୍ଥ ଅନୁଭବ କରିବେ। ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ଚେଷ୍ଟା କରିବେ। ବେପାର ବୃତ୍ତିରେ ଲାଭ ହେବ। ଦାମ୍ପତ୍ୟ ଜୀବନ ମଧୁର ରହିବ

ଧନୁ: ଆୟ ବୃଦ୍ଧି ପାଇଁ ଉଚିତ ସୁଯୋଗ ପାଇବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଅଫିସରେ ଆପଣଙ୍କୁ ସମସ୍ତଙ୍କର ସହଯୋଗ ମିଳିବ

ମକର: ଆପଣଙ୍କ ତର୍କ ଶକ୍ତିକୁ ଲୋକେ ପସନ୍ଦ କରିବେ। ଅଫିସରେ କୌଣସି ବଡ଼ ଚୁକ୍ତି ହୋଇପାରେ। ଛାତ୍ରଙ୍କୁ ଲେଖାପଢ଼ାରେ ଭଲ ଫଳ ମିଳିବ

କୁମ୍ଭ: ଧୈର୍ୟ୍ୟ ଧରି କାମ କରନ୍ତୁ, ସଫଳତାର ମାର୍ଗ ଖୋଲିବ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ କରିବେ

ମୀନ: ନୂଆ ବିଚାର ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରିବ। ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ। ପ୍ରିୟତମଙ୍କ ସହିତ ମିଶିବା ପାଇଁ ଭଲ ସମୟୟ