ଆଜିର ରାଶିଫଳ

ଆଜିର ରାଶିଫଳ

ରାଶିଫଳ

ମେଷ: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମ୍ମାନ ପାଇବେ। ବ୍ୟବସାୟୀଙ୍କୁ ନୂଆ ଅର୍ଡର୍ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ଭରପୂର ରହିବ

ବୃଷ: ମଉଜମସ୍ତି ପାଇଁ ଭଲ ସୁଯୋଗ ମିଳିବ। ପ୍ରିୟଜନଙ୍କ ସହଯୋଗ ପାଇବେ। ଛାତ୍ରଙ୍କୁ ପରୀକ୍ଷା ସ˚ପର୍କରେ ଭଲ ଖବର ମିଳିବ

ମିଥୁନ: ଆପଣ ନିଜକୁ ସୁରକ୍ଷିତ ଅନୁଭବ କରିବେ। ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ବେପାରରେ ଧନଲାଭ ହେବ। ପ୍ରେମିକାଙ୍କୁ ମନ କଥା କହିବେ

କର୍କଟ: ବ୍ୟବସାୟରେ ନୂଆ ପ୍ରୟାସ କରିବେ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ମହିଳାମାନଙ୍କୁ ଖୁସି ଖବର ମିଳିବ

ସି˚ହ: ସକାରାତ୍ମକ ଚିନ୍ତାରେ ଭରି ରହିବେ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ସମାଜରେ ଆପଣଙ୍କ ସ୍ଥିତି ଭଲ ରହିବ। ବ୍ୟବସାୟରେ ନୂଆ ସୁଯୋଗ ପାଇବେ

କନ୍ୟା: ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ଆର୍ଥିକ ମାମଲାରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ

ତୁଳା: ଆପଣଙ୍କ ଆଚରଣ ଅନ୍ୟମାନଙ୍କୁ ଆକର୍ଷିତ କରିବ। ନୂଆ ଚାକିରି ମିଳିବାର ଯୋଗ ରହିଛି। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ

ବିଛା: ପରିବାରରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ପୂର୍ବରୁ କରିଥିବା ପରିଶ୍ରମର ଲାଭ ପାଇବେ। ଅନ୍ତରଙ୍ଗ ବନ୍ଧୁଙ୍କ ଠାରୁ ଉପହାର ପାଇବେ

ଧନୁ: ସ୍ବାସ୍ଥ୍ୟ ଭଲ ରହିବ। ସାହସିକ ନିଷ୍ପତ୍ତି ବଳରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଖୁସି ଖବର ପାଇବେ

ମକର: ନିଜ କାମରେ ଅଧିକ ପରିଶ୍ରମ କରନ୍ତୁ, ସଫଳତା ପାଇବେ। ଅନ୍ୟମାନଙ୍କ ମାମଲାରେ ଅନାବଶ୍ୟକ ଦଖଲ ଦିଅନ୍ତୁ ନାହିଁ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ

କୁମ୍ଭ: ଆପଣଙ୍କର ଆତ୍ମବିଶ୍ବାସ ବଜାୟ ରହିବ। ଆଶା ପୂରଣ ପାଇଁ ସୁଯୋଗ ପାଇବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶ˚ସା କରିବେ

ମୀନ: ବ୍ୟବସାୟରେ ଲାଭ ପାଇବେ। ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରିବେ। ଅଫିସରେ ନୂଆ କାମର ଦାୟିତ୍ବ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ