ଅର୍ଦ୍ଧେନ୍ଦୁଙ୍କ ହାତଧରିଲେ ମହାରଥୀଙ୍କ ଝିଅ

ଅର୍ଦ୍ଧେନ୍ଦୁଙ୍କ ହାତଧରିଲେ ମହାରଥୀଙ୍କ ଝିଅ

#ଅର୍ଦ୍ଧେନ୍ଦୁଙ୍କ_ହାତଧରିଲେ_ମହାରଥୀଙ୍କ_ଝିଅ   ଭୁବନେଶ୍ୱର : ବୁଧବାର ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କୁ  ବୈଦିକ ରୀତିନୀତିରେ ବିବାହ କରିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ। ବରମୁଣ୍ଡା ପଡ଼ିଆରେ ମହାଆଡ଼ମ୍ବରରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି। ସିନେମା ଏବଂ ରାଜନୀତି ଜଗତର ଜଣାଶୁଣା ଚେହେରାମାନଙ୍କ ଗହଣରେ ଅର୍ଦ୍ଧେନ୍ଦୁ ଓ ପଲ୍ଳବୀଙ୍କ ହାତଗଣ୍ଠି ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଲ୍ଲବୀଙ୍କୁ ବିବାହ ଶୁଭେଚ୍ଛା ଜଣାଇବା ସହ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ।  ବରଯାତ୍ରୀରେ ଓଲିଉଡ୍‌ର ଜଣାଶୁଣା କଳାକାରମାନେ ସାମିଲ ହୋଇଥିବା ଦେଖିବାକୁ […]

Continue Reading
ରିୟଲ୍‌ମି ସ୍ମାର୍ଟଫୋନ୍‌ର ବ୍ରାଣ୍ଡ୍‌ ଆମ୍ବାସଡର୍‌ ହେଲେ ସଲ୍‌ମାନ

ରିୟଲ୍‌ମି ସ୍ମାର୍ଟଫୋନ୍‌ର ବ୍ରାଣ୍ଡ୍‌ ଆମ୍ବାସଡର୍‌ ହେଲେ ସଲ୍‌ମାନ

#ରିୟଲ୍‌ମି_ସ୍ମାର୍ଟଫୋନ୍‌ର_ବ୍ରାଣ୍ଡ୍‌_ଆମ୍ବାସଡର୍‌_ହେଲେ_ସଲ୍‌ମାନ   ମୁମ୍ବାଇ: ବଲିଉଡ୍‌ ‌ଷ୍ଟାର୍‌ ସଲମାନ ଖାନଙ୍କୁ ନିଜର ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ନିଯୁକ୍ତି ଦେଇଛି ସ୍ମାର୍ଟଫୋନ୍‌ ବ୍ରାଣ୍ଡ ରିୟଲ୍ ମି। ସଲମାନ ଆଗକୁ ରିୟଲ୍‌ମି୬ ଓ ରିୟଲ୍‌ମି ୬ ପ୍ରୋ ଫୋନ୍‌କୁ ସମର୍ଥନ କରିବେ ବୋଲି ସୂଚନା ରହିଛି। ସଲମାନଙ୍କୁ ନିଜର ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ପାଇ କମ୍ପାନିର ସିଇଓ ଏବଂ ଭାଇସ୍‌ ପ୍ରେସିଡେଣ୍ଟ୍‌ ଅଫ୍‌ ଇଣ୍ଡିଆ କହନ୍ତି, ‘ସଲମାନ ସମାଜର ବିଭିନ୍ନ ବିଭବର ଲୋକମାନଙ୍କ ସହ ଜଡ଼ିତ। ତାଙ୍କ ପରି ଜଣେ ନିଆରା ବ୍ୟକ୍ତିତ୍ବ […]

Continue Reading

ପୁଅର ସ୍ୱର୍ଣ୍ଣପଦକ ବିଜୟକୁ ନେଇ ଖୁସି ଜାହିର୍‌ କଲେ ଶାହାରୁଖ୍‌

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ୍‌ ଖାନ୍‌ ବର୍ତ୍ତମାନ ସମୟରେ ବହୁତ ଖୁସି ଅଛନ୍ତି। ଶାହାରୁଖ୍‌ଙ୍କ ଖୁସି ହେବାର କାରଣ ହେଉଛି ତାଙ୍କର ପୁଅ। ପୁଅ ଅବରାମ୍‌ ତାଇକ୍ୱାଣ୍ଡୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏକଥାତ ସମସ୍ତେ ଜାଣିଛନ୍ତି କି, ଶାହାରୁଖ ତାଙ୍କ ତିନି ସନ୍ତାନ ଆର୍ୟାନ୍‌, ସୁହାନା ଓ ଅବରାମ୍‌ଙ୍କୁ ବହୁତ ସମର୍ଥନ କରନ୍ତି। ଶାହାରୁଖ ପୁଅର ସ୍ୱର୍ଣ୍ଣପଦକ ବିଜୟକୁ ନେଇ ହୋଇଥିବା ଖୁସିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଶାହାରୁଖ୍‌ ସୋସିଆଲ ମଡିଆରେ ଅବରାମ୍‌ଙ୍କ ଏକ ଫଟୋ ସେୟାର […]

Continue Reading

ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ

ମୁମ୍ବାଇ: ପ୍ରତୀକ୍ଷାର ଅନ୍ତ ଘଟିଛି। ଅନେକ ଦିନରୁ ବଲିଉଡ୍ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିବା ବେଳେ କେବେ ଦୁହେଁ ବିବାହ କରିବେ, ସେହି ଦିନକୁ ଅନାଇ ବସିଥିଲେ ଦୁହିଁଙ୍କ ପ୍ରଶଂସକ। କିନ୍ତୁ ଏବେ ସେମାନଙ୍କର ଅପେକ୍ଷାର ଅନ୍ତ ଘଟିଥିବା ଭଳି ମନେ ହେଉଛି। ଦୁହେଁ ନିଜର ଫିଲ୍ମ ବ୍ରହ୍ମାସ୍ତ୍ର ରିଲିଜ୍ ହେବା ପରେ ପରେ ହିଁ ବିବାହ ବନ୍ଧନରେ ବାନ୍ଧି ହେବେ। ଏ ନେଇ ସ୍ପଷ୍ଟ […]

Continue Reading

ଅଭିନେତା ବିଜୟଙ୍କୁ ଆୟକର ବିଭାଗର ଜେରା, ୨ଟି ବାସଭବନରେ ଚଢାଉ

ଚେନ୍ନାଇ : ଆୟକର ବିଭାଗ ସ୍କାନରରେ ତାମିଲ ଅଭିନେତା ବିଜୟ। ସିନେମାରେ ଟ୍ଯାକ୍ସ ଚୋରି ଅଭିଯୋଗରେ ବାସଭବନ ସମେତ ଫିଲ୍ମ ସେଟରେ ଚଢାଉ କରିଛି ଆୟକର ବିଭାଗ। ସୂଚନାଯୋଗ୍ୟ ଯେ, ଏଜିଏସ ସିନେମା ଦ୍ବାରା ଟ୍ଯାକ୍ସ ଚୋରିର ଅଭିଯୋଗ ଆସିଥିଲା। ଆଯକର ବିଭାଗ ଏହାର ତଦନ୍ତ ଭାର ନେଇ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ତେବେ ଘଟଣାର ତଦନ୍ତୁ ସମୟରେ ଆୟକର ବିଭାଗ ତାମିଲ ଅଭିନେତା ବିଜୟଙ୍କୁ ପଚରାଉଚରା କରିଛି। ବିଜୟଙ୍କୁ ‘ମାଷ୍ଟର’ ଫିଲ୍ମ ସେଟ୍ […]

Continue Reading

ମଡେଲ ପ୍ରେମିକାଙ୍କୁ ବିବାହ କରିବେ ଆଦିତ୍ୟ ରଏ କପୁର!

ମୁମ୍ବାଇ: ଗତ ଦୁଇ ବର୍ଷ ମଧ୍ୟ‌ରେ ବଲିଉଡର ଅନେକ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି। କିଏ ପ୍ରେମ ବିବାହ କରିଛି ତ କିଏ ନିଜ ପରିବାର ଇଚ୍ଛାରେ ବିବାହ କରିଛନ୍ତି। ଏହି କ୍ରମରେ ଦୀପିକା-ରଣବୀର, ଅନୁଷ୍କା-ବିରାଟ, ପ୍ରିୟଙ୍କା-ନିକ୍ ଭଳି ଯୋଡ଼ି ବଲିଉଡକୁ ମିଳିଥିବା ବେଳେ ଏବେ ଆଉ ଜଣେ ବଲିଉଡ୍ ଅଭିନେତା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଜଣା ପଡ଼ିଛି। ‘ଆଶିକି-୨’ ପରେ ଲୋକପ୍ରିୟ ହୋଇଥିବା ଅଭିନେତା ଆଦିତ୍ୟ ରଏ କପୁର ଖୁବ୍ ଶୀଘ୍ର […]

Continue Reading

କରୋନା ଭାଇରସକୁ କାଉଣ୍ଟର କରିବା ପାଇଁ, ଚୀନରେ ପହଞ୍ଚିଲେ ରାକ୍ଷୀ ସାୱନ୍ତ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। ଅଭିନୟଠୁ ଅଧିକ ସେ ନିଜ କଣ୍ଟ୍ରୋଭର୍ସି ପାଇଁ ଚର୍ଚ୍ଚାରେ ରୁହନ୍ତି। ଏଥିପାଇଁ ସେ ବିବାଦୀୟ ଅଭିନେତ୍ରୀ ଭାବେ ପରିଚିତ। ବିବାହ ପରେ ସେ ଲଗାତାର ଦର୍ଶକଙ୍କ ଆଲୋଚନାର କାରଣ ହୋଇଛନ୍ତି। ରାକ୍ଷୀ ଆଜିକାଲି ନିଜର ପ୍ରତ୍ୟେକ ଜିନିଷ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ସେୟାର କରି ପ୍ରଶଂସକଙ୍କୁ ନିଜ ମନର କଥା କୁହନ୍ତି। ଯେଉଁଥିରୁ […]

Continue Reading

ମଦ ପିଇ ଚାପୁଡା ମାରିଥିଲେ ତାପସୀ ପନ୍ନୁ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ନିଜ ଅପକମିଂ ଫିଲ୍ମ ‘ଥପ୍ପଡ୍‌’କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଛି।  ଦର୍ଶକ ଫିଲ୍ମର କନ୍‌ସେପ୍ଟକୁ ବେଶ୍ ପସନ୍ଦ କରୁଛନ୍ତି। ଏହି ଫିଲ୍ମକୁ ନେଇ ଅଧିକାଂଶ ଲୋକେ ପଜିଟିଭ୍‌ ପ୍ରତିକ୍ରିୟା ଦେଉଛନ୍ତି। ଫିଲ୍ମରେ ତାପସୀଙ୍କ ବିପକ୍ଷରେ ପଭଲ ଗୁଲାଟି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସବୁଥର ଭଳି ଏହି ଚଳଚ୍ଚିତ୍ରରେ ମଧ୍ୟ ତାପସିଙ୍କର ଭିନ୍ନ ଅବତାର ଦେଖିବାକୁ ମିଳିବ। ଏହି ଫିଲ୍ମରେ ମହିଳାଙ୍କ […]

Continue Reading

ଅଦିତି ଇଣ୍ଟରନେଟ୍‌ରେ ଲଗାଇଛନ୍ତି ନିଆଁ

ମୁମ୍ବାଇ :  ବଲିଉଡରେ ଏବେ ବିଦେଶିନୀଙ୍କ ଆତଯାତ ବେଶି । ମଡେଲିଂ ଏବଂ ଟିଭି ପରଦାସହ ବିଗ୍‌ ସ୍କ୍ରିନ୍‌ରେ ବି  ଅନେକ ବେଶ୍‌ ଆକ୍ଟିଭ୍‌ । ଏମିତି ଜଣେ ମଡେଲ ଟର୍ଣ୍ଣଡ ଆକ୍ଟ୍ରେସ ଏବେ ସୋସିଆଲ ମିଡିରେ ପୁରା ଭାଇରାଲ । ତାଙ୍କ ପ୍ରଶଂସକ ଏତେ ଯେ, ସତେ ଯେମିତି ତାଙ୍କ ଫଟୋ ଆଉ ପୋଜ୍‌ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି ।ସେ ଭାରତୀୟ ନୁହନ୍ତି ନେପାଳର ବାସିନ୍ଦା । ମନୀଷା କୋଇରାଲାଙ୍କ ପରେ ବୋଧହୁଏ […]

Continue Reading

ଭିନ୍ନ ଲୁକରେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ :  ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ୍  ଗ୍ରାମୀ ଆଓ୍ବାର୍ଡ଼ସରେ ଖୁବ୍ ଚର୍ଚ୍ଚିତ ହୋଇଥିଲେ। ଦୁହେଁ ଭିନ୍ନ ଲୁକରେ ରବିବାର ରାତିରେ କାର୍ଯ୍ୟକ୍ରମକୁ ପହଞ୍ଚିଥିଲେ ଏବଂ ଅନେକ ଫଟୋ ଉଠାଇଥିଲେ। ଦେଖୁ ଦେଖୁ ଫଟୋ ଇଣ୍ଟରନେଟରେ ଭାଇରାଲ୍ ହୋଇଯାଇଥିଲା ଏବଂ ସମସ୍ତେ ପ୍ରିୟଙ୍କାଙ୍କ ରାଲ୍ଫ ଏଣ୍ଡ ରୁସୋ ଗାଉନ୍ ବିଷୟରେ ଆଲୋଚନା କରିଥିଲେ। ଏଥିପାଇଁ ସେ ଅନଲାଇନ୍ ଟ୍ରୋଲିଙ୍ଗର ଶିକାର ହୋଇଥିଲେ।ପ୍ରାୟ ସମସ୍ତ ଲୋକଙ୍କୁ ଆଉଟଫିଟ୍ ଏବଂ ପ୍ରିୟଙ୍କାଙ୍କ କନଫିଡେନ୍ସ ପସନ୍ଦ ଆସିଥିଲା କିନ୍ତୁ କେତେକ […]

Continue Reading