କାହିଁକି କାମ କଲାନି ବିଜେପି ଚାଣକ୍ୟଙ୍କ ଗୋଟି ଚାଳନା

ନୂଆଦିଲ୍ଲୀ :  ପ୍ରଶ୍ନ ଉଠୁଛି କାହିଁକି କେଜରିୱାଲଙ୍କ ବିରୋଧରେ ସରକାରୀ ବିରୋଧୀ ହାୱା କାମ କଲାନି। କାହିଁକି ବିଜେପିର ଚାଣକ୍ୟଙ୍କ ଗୋଟି ଚାଳନା ଫେଲ୍‌ ମାରିଗଲା। ଆଉ ଲଗାତର ୧୫ ବର୍ଷ ଧରି ଦିଲ୍ଲୀରେ ଶାସନ କରିଥିବା କଂଗ୍ରେସ ଏବେ କେମିତି ଆତ୍ମସମର୍ପଣ କରିଦେଲା। ଏମିତିକି ଦଳ ଗୋଟିଏ ବି ଆସନ ଜିତିପାରିଲାନି। ଦିନ ୧୨ଟା ପର୍ଯ୍ୟନ୍ତ ବିଜେପି ଦିଲ୍ଲୀ ମୁଖ୍ୟ ମନୋଜ ତିୱାରୀ କହୁଥିଲେ କିଛି ଗୋଟେ ଓଲଟପାଲଟ ହେବ  ଏବଂ ନିର୍ବାଚନରେ ବିଜୟୀ ହେବ […]

Continue Reading

ଭାଲେଣ୍ଟାଇନ୍ ଡେ’ରେ କେଜିରିଓ୍ବାଲା ନେବେ ଶପଥ…

ନୂଆଦିଲ୍ଲୀ : ପ୍ରେମ ଦିବସରେ ଶପଥ ନେବେ କେଜିରିଓ୍ବାଲା। ଦିଲ୍ଲୀ ବିଧାନସଭା ନିର୍ବାଚନର ବାଜିମାତ କଲା ଆପ୍। ଦିଲ୍ଲୀର ଜନତା ପୁଣିଥରେ କେଜ୍ରିଓ୍ବାଲଙ୍କୁ ଗାଦିରେ ବସାଇଛନ୍ତି। ଆମ ଆଦମୀ ପାର୍ଟି ବହୁମତ ହାସଲ ଦିଲ୍ଲୀରେ ବିଜୟର ବାନା ଉଡ଼ାଇଛି। ତେବେ କେଜ୍ରିଓ୍ବାଲ ଆସନ୍ତା ୧୪ ତାରିଖ ବା ଭାଲେଣ୍ଟାଇନ୍ ଡେ’ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। କେଜ୍ରିଓ୍ବାଲଙ୍କ ପାଇଁ ଏହି ଫେବୃଆରୀ ୧୪ ତାରିଖ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ୩ ଥର କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ […]

Continue Reading

ଦିଲ୍ଲୀରେ ପୁଣି ଆପ୍‌ ସରକାର

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଆପ୍‌ ସରକାର ।୬୨ ଟି ଆସନ ସହ ନିରଙ୍କୁଶ  ସଂଖ୍ୟା ଗରିଷ୍ଠତା ହାସଲ କରି ଦିଲ୍ଲୀ ଗାଦି ପୁଣି ଦଖଲ  କରିଛନ୍ତି କେଜ୍ରିୱାଲ୍‌ଙ୍କ ଟିମ୍‌ । ଦଳ ଦଳ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ବିଜେପି ମୁଖ୍ୟମନ୍ତ୍ରୀ , ମୋଦି ଓ ଅମିତ୍‌ ଶାହାଙ୍କ ଘନ ଘନ ନିର୍ବାଚନ ପ୍ରଚାର ସତ୍ବେ ଦିଲ୍ଲୀ ଆସନ ହାସଲ କରିପାରି ନାହିଁ ବିଜେପି । କଂଗ୍ରେସ ଗତ ଥର ଭଳି ଏଥର ଖାତା ଖୋଲି ପାରିନାହିଁ […]

Continue Reading

ଏକଜିଟ୍ ପୋଲ୍ : ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଉଁ ଦଳକୁ ମିଳିବ କେତେ ଆସନ

ନୂଆଦିଲ୍ଲୀ:  ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ କ’ଣ ହେବ ତାହାକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ବଢିଥିବାବେଳେ ଆସିଛି ବୁଥ ବାହୁଡା ମତ | ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ପ୍ରକାଶିତ ଏକଜିଟ ପୋଲ ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ ଆଦମୀ ପାର୍ଟି ପୁଣି ଥରେ କ୍ଷମତାକୁ ଫେରିବାର ସମ୍ଭାବନା ଦେଖାଦେଇଛି |ଗଣମାଧ୍ୟମ ସଂସ୍ଥା ଟାଇମ୍ସ ନାଓ , ରିପବ୍ଲିକ୍‌ ଟିଭି, ନ୍ୟୁ-ଏକ୍ସ, ଇଣ୍ଡିଆ ଟିଭି, ଜନ୍‌ କି ବାତ୍‌, ଟିଭି ୯ ଭାରତବର୍ଷ […]

Continue Reading

ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଭୋଟ୍‌ ଆରମ୍ଭ

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ଶନିବାର ସକାଳ ୮ଟା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀର ୭୦ଟି ବିଧାନସଭା ଆସନ ନିମନ୍ତେ ୧୩, ୭୫୧ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି। ସନ୍ଧ୍ୟା ୬ଟା ଯାଏଁ ଏହି ସବୁ ବୁଥ୍‌ଗୁଡ଼ିକରେ ଭୋଟ୍‌ ଗ୍ରହଣ ଚାଲିବ। ଏଥିରେ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।ଦିଲ୍ଲୀ ନିର୍ବାଚନରେ ରେକର୍ଡସଂଖ୍ୟକ ଭୋଟ୍‌ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି: ଦିଲ୍ଲୀବାସୀଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍‌ ଦିଅନ୍ତୁ, ବିଶେଷତଃ, […]

Continue Reading

କଂଗ୍ରେସଭବନରେ ଯୁଦ୍ଧ ପରିସ୍ଥିତି – ଜଗିଲେ ବାଉନସର

ଭୁବନେଶ୍ୱର : କଂଗ୍ରେସଭବନରେ ଯୁଦ୍ଧ ପରିସ୍ଥିତି । ଜଗିଲେ ବାଉନସର। ନିରଞ୍ଜନ ହଟାଅ, ମୋକିମ ଜିନ୍ଦାବାଦରେ କମ୍ପିଲା କଂଗ୍ରେସ ଭବନ। କଂଗ୍ରେସ ଭବନରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ନିର୍ବାଚନ ପରବର୍ତ୍ତୀ ଜିଲ୍ଲାଓ୍ବାରୀ ସମୀକ୍ଷା ବୈଠକ ନେଉଥିବାବେଳେ  ବୈଠକ ଭିତରେ  ଏବଂ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ କର୍ମୀ । ଆଜି ସମୀକ୍ଷା ବୈଠକରେ କଟକ ସିଟି , ଖୋର୍ଦ୍ଧା, ଭୁବନେଶ୍ବର ସଙ୍ଗଠିନିକ ସ୍ଥିତି ଆଜି ଆଲେଚନା ହେଉଥିଲା । କଟକ ସିଟିର ସଙ୍ଗଠନ ନେଇ ଆଲୋଚନା […]

Continue Reading

ସମୀର ମହାନ୍ତି ବିଜେପିର ନୂଆ ରାଜ୍ୟ ସଭାପତି

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି। ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ରାଜ୍ୟ ସଭାପତି ଭାବେ ସମୀରଙ୍କ ନାଁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ସେ ଆସନ୍ତା ୩ ବର୍ଷ ପାଇଁ ସଭାପତି ପଦରେ ରହିବେ। ଆଜି ଏକମାତ୍ର ପ୍ରାର୍ଥୀ ଭାବେ ଶ୍ରୀ ମହାନ୍ତି ରାଜ୍ୟ ବିଜେପି ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି […]

Continue Reading

ଆମେରିକା-ଇରାନ ବିବାଦରେ ଭାରତର ଭୂମିକା

ସଂପ୍ରତି ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ବିବାଦୀୟ ସ୍ଥିତି ସମଗ୍ର ବିଶ୍ୱରେ ଏକ ଜଟିଳ ଅବସ୍ଥା ସୃଷ୍ଟି କରିଛି । ଏହି ବିବାଦରେ ଭାରତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି । କାରଣ ଭାରତର ଅମେରିକା ସହିତ ଅ ।ର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ରହିଥିବା ବେଳେ ସେପଟେ ଇରାନ ସହିତ ପୁରାତନ ସାଂସ୍କୃତିକ, ସାମାଜିକ,ଆର୍ଥିକ ଏବଂ ବାଣିଜ୍ୟିକ ସମ୍ପର୍କ ରହିଛି । ୧୪ ଅଗଷ୍ଟ ୧୯୪୭ ପୂର୍ବପଯର୍ୟନ୍ତ ଇରାନ ଭାରତର ପଡୋଶୀ ଥିଲା । […]

Continue Reading

ଆଗାମୀ ଦଶକରେ ଭାରତୀୟ ରାଜନୀତିରେ ନିର୍ଣ୍ଣାୟକ ଭୂମିକା ନେବେ,କହ୍ନେୟା କୁମାର ଓ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: କହ୍ନେୟା କୁମାର ଓ ପ୍ରଶାନ୍ତ କିଶୋରଙ୍କୁ ବିଶ୍ୱର ଟପ-୨୦ ନିର୍ଣ୍ଣାୟକ ଲୋକଙ୍କ ତାଲିକାରେ ସ୍ଥାନ ଦେଇଛି ଅନ୍ତର୍ଜାତୀୟ  ପତ୍ରିକା ଫୋର୍ବସ   | କହ୍ନେୟାଙ୍କୁ ୧୨ତମ ସ୍ଥାନ ମିଳିଥିବା ବେଳେ ପ୍ରଶାନ୍ତ କିଶୋରଙ୍କୁ ୧୬ତମ ସ୍ଥାନ ମିଳିଛି | ଫୋର୍ବସ ଜେଏନୟୁ ଛାତ୍ର ସଂଘର ପୂର୍ବତନ ସଭାପତି କହ୍ନେୟା କୁମାର ଓ ଜେଡିୟୁର ରଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋରଙ୍କୁ ଆଗାମୀ ଦଶକର ନିର୍ଣ୍ଣାୟକ ଚେହେରା ଭାବେ ଅଭିହିତ କରିଛି | ଫୋର୍ବସ ପକ୍ଷରୁ କୁହାଯାଇଛି ଯେ […]

Continue Reading