ଶେଷରେ ୭ ବର୍ଷ ପରେ ନିର୍ଭୟାଙ୍କୁ ମିଳିଲା ନ୍ୟାୟ, ଫାଶୀ ଖୁଣ୍ଟରେ ଝୁଲିଲେ ଚାରି ଅପରାଧି

୨୦ମାର୍ଚ୍ଚରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ

#୨୦_ମାର୍ଚ୍ଚରେ_ଫାଶୀ_ଖୁଣ୍ଟରେ_ଝୁଲିବେ_ନିର୍ଭୟା_ଦୋଷୀ     ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀମାନଙ୍କ ପାଇଁ ଆଉ ଥରେ ଡେଥ ଓ୍ଵାରେଣ୍ଟ ବା ମୃତ୍ୟୁ ପରଓ୍ଵାନା ଜାରି ହୋଇଛି । ସେମାନଙ୍କୁ ମାର୍ଚ୍ଚ ୨୦ ତାରିଖରେ ଫାଶୀ ଦିଆଯିବ ବୋଲି ଦିଲ୍ଲୀର ଏକ କୋର୍ଟ ଡେଥ ଓ୍ଵାରେଣ୍ଟ ଜାରି କରିଛନ୍ତି । ସେମାନଙ୍କୁ ସକାଳ ୫ଟା ୩୦ ମିନିଟରେ ଫାଶୀ ଦିଆଯିବ । ପୂର୍ବରୁ ତିନି ଥର ସେମାନଙ୍କ ପାଇଁ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ତାହା ଶେଷ ମୂହୂର୍ତ୍ତରେ ବାତିଲ ହୋଇଥିଲା […]

Continue Reading
ଦୋଷୀଙ୍କ ଓକିଲ ଏପି ସିଂହଙ୍କୁ ଭର୍ତ୍ସନା କରି ଅଦାଲତ କହିଲେ, ‘ନିଆଁ ସହିତ ଖେଳୁଛ! ଏହାକୁ ବନ୍ଦ କର’

ଦୋଷୀଙ୍କ ଓକିଲ ଏପି ସିଂହଙ୍କୁ ଭର୍ତ୍ସନା କରି ଅଦାଲତ କହିଲେ, ‘ନିଆଁ ସହିତ ଖେଳୁଛ! ଏହାକୁ ବନ୍ଦ କର’…

#ଦୋଷୀଙ୍କ_ଓକିଲଙ୍କୁ ଭର୍ତ୍ସନା କଲେ ଅଦାଲତ   ନୂଆଦିଲ୍ଲୀ: ଦିଲ୍ଲୀର ପଟିଆଲା ହାଉସ୍‌ ଅଦାଲତର ଅତିରିକ୍ତ ଦୌରା ଜଜ୍‌ ଧର୍ମେନ୍ଦ୍ର ରାନା ଆଜି ଭରପୂର ଅଦାଲତରେ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଅପରାଧୀଙ୍କ ପାଇଁ ମାମଲା ଲଢ଼ୁଥିବା ଓକିଲ ଏ ପି ସିଂହଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ତୃତୀୟ ଥର, ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରୀତା ପାଇଁ ମାର୍ଚ୍ଚ ୩, ସକାଳ ୬ଟା ସମୟ ଧାର୍ଯ୍ୟ କରି ଜାରି ହୋଇଥିବା ‘ମୃତ୍ୟୁ ପରଓ୍ଵାନା’ (ଡେଥ୍‌ ଓ୍ଵାରେଣ୍ଟ) ଉପରେ […]

Continue Reading
ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ

ପୁଣି ଟଳିଲା ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ

#ପୁଣି_ଟଳିଲା_ନିର୍ଭୟା_ଦୋଷୀଙ୍କ_ଫାଶୀ_ତାରିଖ     ନୂଆଦିଲ୍ଲୀ: ପୁଣି ଟଳିଲା ଫାଶୀ ତାରିଖ। ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ଆସନ୍ତାକାଲି ଫାଶୀ ଲାଗି ଜାରି ହୋଇଥିବା ମୃତ୍ୟୁ ପରୱାନ‌ା ଉପରେ ରୋକ୍ ଲାଗିଛି। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ପୂର୍ବରୁ ମାର୍ଚ୍ଚ ୩ ତାରିଖରେ  ୪ ଦୋଷୀ ମୁକେଶ କୁମାର ସିଂହ (୩୨), ପଓ୍ଵନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ଠାକୁର (୩୧)ଙ୍କ ଫାଶୀ ଲାଗି ଜାରି କରିଥିବା ଡେଥ୍ ୱାରେଣ୍ଟ ବା […]

Continue Reading
ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କେରଳର ପାଦ୍ରୀଙ୍କୁ ବହିଷ୍କାର କଲେ ପୋପ୍‌

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କେରଳର ପାଦ୍ରୀଙ୍କୁ ବହିଷ୍କାର କଲେ ପୋପ୍‌

#ପାଦ୍ରୀଙ୍କୁ_ବହିଷ୍କାର_କଲେ_ପୋପ୍‌   କୋଚି : ଦୁଷ୍କର୍ମ ଅଭିଯୁକ୍ତ କେରଳର ସାଇରୋ ମାଲାବାର ଚର୍ଚ୍ଚର ପାଦ୍ରୀ ରବିନ ଓ୍ଵାଡ଼ାକୁମଚେରୀଙ୍କୁ ପୋପ୍‌ ଫ୍ରାନସିସ୍‌ ପାଦ୍ରୀ ପଦରୁ ବହିଷ୍କାର (ଡିଫ୍ରକଡ୍‌) କରିଛନ୍ତି । ଏହାସହିତ ତାଙ୍କର ସବୁପ୍ରକାରର ଅଧିକାର କାଢିନିଆଯାଇଛି । କେରଳର ମାନାନଥାଓ୍ଵାଡ଼ି ଡାଇଓସେସ (ଖ୍ରୀଷ୍ଟିଆନ ଜିଲ୍ଲା)ର ଜଣେ ୧୬ ବର୍ଷୀୟ ନାବାଳିକାକୁ ଗର୍ଭବତୀ କରିବା ଅଭିଯୋଗରେ ସେ ଏବେ ଜେଲଦଣ୍ଡ ଭୋଗୁଛନ୍ତି । ଏକ ମିଶନାରୀ ସ୍କୁଲରେ ପଢାଉଥିବା ରବିନ ୨୦୧୬ରେ ନିଜର ଜଣେ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା […]

Continue Reading
ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ

ନିଶା ଦେଇ ନାବାଳିକାଙ୍କୁ ଦୁଷ୍କର୍ମ

#ନିଶା_ଦେଇ_ନାବାଳିକାଙ୍କୁ_ଦୁଷ୍କର୍ମ   ଯୋଡା : ଯୋଡା ପୌରପାଳିକାର ଜଣେ ନାବାଳିକକୁ ସପ୍ତାହକାଳ ବଳାତ୍କାର ହୋଇଛି। ଅଭିଯୁକ୍ତମାନେ ତାଙ୍କୁ ଅପହରଣ କରିନେବା ପରେ ଗୋପନ ସ୍ଥାନରେ ଅଟକ ରଖି ବଳାତ୍କାର କରିଛନ୍ତି। ସେମାନେ ନାବାଳିକାଙ୍କୁ ନିଶା ଔଷଧ ଦେଇ ବଳାତ୍କାର କରିଥିଲେ। ପରେ ଶୁକ୍ରବାର ସନ୍ଧ୍ୟାରେ ଯୋଡା ବସ୍ ଷ୍ଟାଣ୍ଡରେ ଅଚେତ ଅବସ୍ଥାରେ ଫିଙ୍ଗି ଦେଇ ପଳାଇଥିଲେ। କିଛି ଲୋକ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ। ଏବେ ନାବାଳିକା ଗୁରୁତର ଅବସ୍ଥାରେ ଟାଟାର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି। ଅବସ୍ଥା […]

Continue Reading
ଦିଲ୍ଲୀ ଦଙ୍ଗା : ତାହିର ହୁସେନକୁ ନିଲମ୍ବିତ କଲା ଆପ୍‌

ଦିଲ୍ଲୀ ଦଙ୍ଗା : ତାହିର ହୁସେନକୁ ନିଲମ୍ବିତ କଲା ଆପ୍‌

 #ତାହିର_ହୁସେନକୁ_ନିଲମ୍ବିତ_କଲା_ଆପ୍‌      ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗାରେ ସଂପୃକ୍ତି ଥିବା ଅଭିଯୋଗରେ ତାହିର ହୁସେନ ନାଁରେ ମାମଲା ରୁଜ୍ଜୁ ହେବା ପରେ ତାଙ୍କୁ ଦଳରୁ ନିଲମ୍ବିତ କରିଛି ଆମ ଆଦମି ପାର୍ଟି (ଆପ) । ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଏହି ନିଲମ୍ବନ ବଳବତ୍ତର ରହିବ ବୋଲି ଦଳ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି । କିଛି ସମୟ ପୂର୍ବରୁ ତାହିର ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜ୍ଜୁ କରିଥିଲା । ଦିଲ୍ଲୀର ଦୟାଲପୁର […]

Continue Reading
ହାତଗଣ୍ଠି ପଡ଼ିବା ପୂର୍ବରୁ ବରକୁ ଉଠାଇ ନେଲା ପୁଲିସ

ହାତଗଣ୍ଠି ପଡ଼ିବା ପୂର୍ବରୁ ବରକୁ ଉଠାଇ ନେଲା ପୁଲିସ

#ହାତଗଣ୍ଠି_ପଡ଼ିବା_ପୂର୍ବରୁ_ବରକୁ_ଉଠାଇ_ନେଲା_ପୁଲିସ    କଟକ : ବାହାଘର ପାଇଁ ବେଦୀ ରେଡି। ପୂରୋହିତ ବି ମନ୍ତ୍ର ଉଚ୍ଚାରଣ ଆରମ୍ଭ କରିଥିଲେ। ଜନ୍ମ ଜନ୍ମର ସାଥୀ ହେବା ପାଇଁ କେବଳ ଅପେକ୍ଷା ଥିଲା ହାତଗଣ୍ଠି ପଡିବାକୁ। ହଠାତ ସବୁକିଛି ଠପ୍‌ ହୋଇଗଲା। ଆଉ ବେଦୀରୁ ବରକୁ ଉଠାଇ ନେଲା ପୁଲିସ। ଆଜି ଏପରି ଘଟଣା କଟକରେ ଘଟିଛି। ଅଭିଯୋଗ ହେଉଛି, ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରୁଥିବାରୁ ବରକୁ ପୁଲିସ ଉଠାଇ ନେଇଛି। ମହାନଦୀ ବିହାର ଅଞ୍ଚଳର ପ୍ରିୟ […]

Continue Reading
ବାପାକୁ ପିିଟି ପିଟି ମାରିଲା ପୁଅ

ବାପାକୁ ପିିଟି ପିଟି ମାରିଲା ପୁଅ

#ବାପାକୁ_ପିିଟି_ପିଟି_ମାରିଲା_ପୁଅ  ଭୁବନେଶ୍ୱର : ବାପାକୁ ପିଟି ପିଟି ମାରିଲା ପୁଅ। ଏଭଳି ଏକ ହୃଦୟବିଦାକର ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ଶୈଳଶ୍ରୀବିହାର ଅଞ୍ଚଳରେ। ପାରିପାରିକ କଳହରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ବାପାକୁ ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ପୁଅକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ଶୈଳଶ୍ରୀବିହାରର ସାହୁ କଲୋନୀରେ ଘଟିଥିବା ଏହି ହତ୍ୟାକାଣ୍ଡ ସେଠାରେ ଆଲୋଡନ ସୃଷ୍ଟି କରିଛି। ପୁଲିସ ଅଭିଯୁକ୍ତକୁୁ ଗିରଫ କରିବା ସହ ମୃତଦେହ ଜବତ କରି ଘଟଣାର ତଦନ୍ତ […]

Continue Reading
ଦିଲ୍ଲୀ ସିଏଏ ହିଂସା: ମୃତ୍ୟୁ ସଂଖ୍ୟା ୨୭, କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ସିଏଏ ହିଂସା: ମୃତ୍ୟୁ ସଂଖ୍ୟା ୨୭, କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ଅରବିନ୍ଦ କେଜ୍ରିଓ୍ଵାଲ

#ଦିଲ୍ଲୀ_ସିଏଏ_ହିଂସା:_ମୃତ୍ୟୁ_ସଂଖ୍ୟା_୨୭   ନୂଆଦିଲ୍ଲୀ: ଉତ୍ତର ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବ୍ୟାପିଥିବା ହିଂସାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି। ବିଭିନ୍ନ ହସ୍ପିଟାଲରେ ୧୮୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସୋମବାର ଠାରୁ ଆରମ୍ଭ ହୋଇଥିବା ଉପଦ୍ରବ ବୁଧବାର ମଧ୍ୟ ଜାରି ରହିଛି। ବର୍ତ୍ତମାନ ଦିଲ୍ଲୀର ଅବସ୍ଥା ଉତ୍ତେଜନାପୂର୍ଣ୍ଣ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି। ସେ ଉତ୍ତର-ପୂର୍ବ ଡିସିପି କାର୍ଯ୍ୟଳୟରେ ପହଞ୍ଚିଛନ୍ତି। ସେହିପରି ଦିଲ୍ଲୀ […]

Continue Reading
ଘରେ ପଶି ୧୦୦ ଗ୍ରାମ ସୁନା, ବିଦେଶୀ ମୁଦ୍ରା ସହ ୭ ଲକ୍ଷ ଟଙ୍କା ଲୁଟ

ଘରେ ପଶି ୧୦୦ ଗ୍ରାମ ସୁନା, ବିଦେଶୀ ମୁଦ୍ରା ସହ ୭ ଲକ୍ଷ ଟଙ୍କା ଲୁଟ

#ଘରେ_ପଶି_୧୦୦_ଗ୍ରାମ_ସୁନା,_ବିଦେଶୀ_ମୁଦ୍ରା_ସହ_୭_ଲକ୍ଷ_ଟଙ୍କା_ଲୁଟ   ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ରାତି ବଡ଼ ଧରଣର ଡକାୟତି ଅଭିଯୋଗ ହୋଇଛି। ନନ୍ଦନକାନନ ଥନା ଅନ୍ତର୍ଗତ ରଘୁନାଥପୁରସ୍ଥିତ ସିଏସ୍‌ଏସ୍‌ ହୋମସ୍‌ ଆପାର୍ଟମେଂଟରେ ଏହି ଡକାୟତି ହୋଇଥିବା ଜଣାଯାଇଛି। ଦୁର୍ବୃତ୍ତମାନେ ମଧ୍ୟ ରାତ୍ରିରେ ଘରେ ପଶି ୧୦୦ ଗ୍ରାମର ସୁନା ଅଳଙ୍କାର, ପ୍ରାୟ ଅଧକିଲୋ ରୂପା ଗହଣା, ପ୍ରାୟ ୭ ଲଷ ଟଙ୍କା, ବିଦେଶୀ ମୁଦ୍ରା ଲୁଟ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହେବା ପରେ ପୁଲିସର ଛାନ୍‌ଭିନ୍‌ ଆରମ୍ଭ କରିଥିବା ଜଣାଯାଇଛି।   ସୂଚନା […]

Continue Reading