ବିଗ୍ ବିଙ୍କ ପରେ ପୁଅ ଅଭିଷେକ କରୋନା ସଂକ୍ରମିତ

ବିଗ୍ ବିଙ୍କ ପରେ ପୁଅ ଅଭିଷେକ କରୋନା ସଂକ୍ରମିତ

#ଅଭିଷେକ_କରୋନା_ସଂକ୍ରମିତ      ମୁମ୍ବାଇ :  ଅମିତାଭଙ୍କ  କରୋନା ପଜିଟିଭ୍ ଆସିବା ପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ପିତା ଅମିତାଭ କରୋନା ପଜିଟିଭ ଆସିବା ପରେ ୪୪ ବର୍ଷୀୟ ଅଭିଷେକ ବଚ୍ଚନଙ୍କ କରୋନା ପରୀକ୍ଷା କରାଯାଇଥିଲା। ସମଗ୍ର ବଚ୍ଚନ ପରିବାର ଏବଂ ସେମାନଙ୍କ କର୍ମଚାରୀଙ୍କୁ ପରୀକ୍ଷା କରାଯାଇଥିଲା, ଏହା ପରେ ଅଭିଷେକ ବର୍ତ୍ତମାନ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଅଭିଷେକଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଷେକ ଟ୍ବିଟ୍ କରି […]

Continue Reading
କୋଭିଡ-୧୯ ମହାମାରୀ ପ୍ରସ୍ତୁତି ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷାବୈଠକ

କୋଭିଡ-୧୯ ମହାମାରୀ ପ୍ରସ୍ତୁତି ଉପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷାବୈଠକ

#ପ୍ରଧାନମନ୍ତ୍ରୀଙ୍କ_ସମୀକ୍ଷା_ବୈଠକ         ନୂଆ ଦିଲ୍ଲୀ  : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି  ଦେଶରେ କୋଭିଡ-୧୯ ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ, ସଦସ୍ୟ, ନୀତି ଆୟୋଗ, କ୍ୟାବିନେଟ ସଚିବ ଏବଂ ଭାରତ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ଦେଶର ବିଭିନ୍ନ ଭାଗର ପରିସ୍ଥିତି ଏବଂ ରାଜ୍ୟଗୁଡିକର ପ୍ରସ୍ତୁତିକୁ ପ୍ରଧାନମନ୍ତ୍ରୀ ଅନୁଧ୍ୟାନ କରିଥିଲେ । ସର୍ବ ସାଧାରଣ ସ୍ଥାନରେ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ […]

Continue Reading
କରୋନା ଆକ୍ରାନ୍ତ ହେଲେ ଅମିତାଭ

କରୋନା ଆକ୍ରାନ୍ତ ହେଲେ ଅମିତାଭ

#କରୋନା_ଆକ୍ରାନ୍ତ_ହେଲେ_ଅମିତାଭ              ମୁମ୍ବାଇ :  ବିଗ୍ ବି ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାବ ନମୁନା ପରୀକ୍ଷାରେ କୋଭିଡ୍ ପଜିଟିଭ ବାହାରିବା ପରେ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅମିତାଭ ନିଜେ ଟୁଇଟ୍ କରି ଏହି ଖବର ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, “ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି.. ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛି … ଡାକ୍ତରଖାନା ପକ୍ଷରୁ ସରକାରଙ୍କୁ ସୂଚନା ଦିଆଯାଉଛି …ମୋ ପରିବାରବର୍ଗ ଏବଂ […]

Continue Reading
ପ୍ରଧାନମନ୍ତ୍ରୀ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ_ଟେଲିଫୋନ ଯୋଗେ ଆଲୋଚନା

ପ୍ରଧାନମନ୍ତ୍ରୀ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ_ଟେଲିଫୋନ ଯୋଗେ ଆଲୋଚନା

#ପ୍ରଧାନମନ୍ତ୍ରୀ_ଓ_ରୁଷ_ରାଷ୍ଟ୍ରପତିଙ୍କ_ମଧ୍ୟରେ_ଟେଲିଫୋନ_ଯୋଗେ_ଆଲୋଚନା     ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ମହାମହିମ ଭ୍ଲାଦିମିର ପୁତିନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବିଜୟର ୭୫ ବର୍ଷ ପୂର୍ତି ଅବସରରେ ପାଳନ କରାଯାଉଥିବା ସମାରୋହ ସଫଳତା ଏବଂ ରୁଷରେ ସାମ୍ବିଧାନିକ ସଂଶୋଧନ ଉପରେ ଭୋଟ୍ ର ସଫଳ ସମାପନ ଲାଗି ପ୍ରଧାନମନ୍ତ୍ରୀ ସହୃଦୟତାର ସହିତ ଅଭିନନ୍ଦନ ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ ୨୪ଜୁନ ୨୦୨୦ରେ ମସ୍କୋରେ ଆୟୋଜିତ ସାମରିକ ପରେଡରେ ଏକ ଭାରତୀୟ […]

Continue Reading
୮୦ କୋଟି ଲୋକଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ-ଡ଼ାଲି

୮୦ କୋଟି ଲୋକଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ-ଡ଼ାଲି

#୮୦_କୋଟି_ଲୋକଙ୍କୁ_ନଭେମ୍ବର_ପର୍ଯ୍ୟନ୍ତ_ମାଗଣା_ଚାଉଳ_ଡ଼ାଲି             ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲକ୍ଡ଼ାଉନ କାଳରେ ଗରିବ ଲୋକଙ୍କୁ ମାଗଣାରେ ଚାଉଳ ଓ ଡ଼ାଲି ଯୋଗାଇ ଦିଆଯାଉଛି । ଏହି ବ୍ୟବସ୍ଥା ଆସନ୍ତା ଦୀପାବଳି ଓ ଛଟ୍ ପର୍ଯ୍ୟନ୍ତ ଅର୍ଥାତ୍ ନଭେମ୍ବର ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ । ପ୍ରତ୍ୟେକ ଗରିବଙ୍କୁ ମାସିକ ୫ କିଲୋ ଚାଉଳ କିମ୍ବା ଗହମ ଓ ୧ କିଲୋ ଡ଼ାଲି ଯୋଗାଇ ଦିଆଯିବ । ଏଥିରେ ଦେଶର ୮୦ କୋଟି ଲୋକ ଉପକୃତ ହେବେ ବୋଲି […]

Continue Reading
୮୦ କୋଟି ଲୋକଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ଚାଉଳ-ଡ଼ାଲି

କରୋନା ସଂକ୍ରମଣକୁ ହାଲୁକା ଭାବରେ ଗ୍ରହଣ କରିବା ଉଚିତ ନୁହେଁ : ପ୍ରଧାନମନ୍ତ୍ରୀ

#କରୋନା_ସଂକ୍ରମଣକୁ_ହାଲୁକା_ଭାବରେ_ଗ୍ରହଣ_କରିବା_ଉଚିତ_ନୁହେଁ              ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ କୁ ନେଇ ମଙ୍ଗଳବାର ଷଷ୍ଠ ଥର ପାଇଁ ଦେଶବାସୀଙ୍କୁ ଉଦବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଦେଶରେ ମଙ୍ଗଳବାର ମଧ୍ୟରାତ୍ର ଠାରୁ ଅନଲକ-୨ ଲାଗୁ ହୋଇଥିବା ବେଳେ ଆଗକୁ ଅଧିକ ସତର୍କ ରହିବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ | ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କରୋନା ସଂକ୍ରମଣକୁ ହାଲୁକା ଭାବରେ ଗ୍ରହଣ କରିବା ଉଚିତ ନୁହେଁ ।  ସୋମବାର ସନ୍ଧ୍ୟାରେ ଅନ୍‌ଲକ୍-୨ର ମାର୍ଗଦର୍ଶିକା […]

Continue Reading
ମତ ବଦଳାଇଲା ପତଞ୍ଜଳି: କହିଲା କରୋନା ଭାଇରସ ପାଇଁ ଔଷଧ ତିଆରି କରି ନାହୁଁ

ମତ ବଦଳାଇଲା ପତଞ୍ଜଳି: କହିଲା କରୋନା ଭାଇରସ ପାଇଁ ଔଷଧ ତିଆରି କରି ନାହୁଁ

#କରୋନା_ଭାଇରସ_ପାଇଁ_ଔଷଧ_ତିଆରି_କରି_ନାହୁଁ        ନୂଆଦିଲ୍ଲୀ: ବିବାଦରେ ପତଞ୍ଜଳି ସଂସ୍ଥା । କରୋନାକୁ ନେଇ ଲୋକେ ଭୟଭିତ ଥିବା ବେଳେ, ଲୋକଙ୍କ ବିଶ୍ବାସ ସହିତ ଖେଳ ଖେଳିଛି ପତଞ୍ଜଳି । ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ‘ପତଞ୍ଜଳି କୋରୋନିଲ ଔଷଧ କରୋନା ଭାଇରସ ସଂକ୍ରମଣରୁ ମୁକ୍ତି ଦେବ ବୋଲି ’ ଦାବି କରିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ବାବା ରାମଦେବଙ୍କ ନାଁରେ ଅନେକ ସ୍ଥାନରେ ଏତଲା ରୁଜୁ ହୋଇଥିଲା । ଅନେକ ବିବାଦର ସାମ୍ନା କରିବା […]

Continue Reading
#ଦିଲ୍ଲୀରେ_ଖୋଲିବ_ଦେଶର_ପ୍ରଥମ_ପ୍ଲାଜମା_ହସ୍ପିଟାଲ   

ଦିଲ୍ଲୀରେ ଖୋଲିବ ଦେଶର ପ୍ରଥମ ପ୍ଲାଜମା ହସ୍ପିଟାଲ

#ଦିଲ୍ଲୀରେ_ଖୋଲିବ_ଦେଶର_ପ୍ରଥମ_ପ୍ଲାଜମା_ହସ୍ପିଟାଲ           ନୂଆଦିଲ୍ଲୀ  : ରୋଗୀଙ୍କୁ କରୋନା ଜୀବାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଖୁବ ଶୀଘ୍ର ଦିଲ୍ଲୀରେ ପ୍ଲାଜମା ବ୍ୟାଙ୍କ ଆରମ୍ଭ ହେବ । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ କିଛି ମାସ ପୂର୍ବେ ଆମେ ଏହାର ପରୀକ୍ଷା ଆରମ୍ଭ କରିଥିଲୁ, ଯାହାର ଫଳାଫଳ ଉତ୍ସାହଜନକ ଅଟେ । ତେଣୁ ସରକାର ଏକ ପ୍ଲାଜମା ବ୍ୟାଙ୍କ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । […]

Continue Reading
ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଟପିଲା

ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ଟପିଲା

#ବିଶ୍ୱରେ_କରୋନା_ମୃତ୍ୟୁ_ସଂଖ୍ୟା_୫_ଲକ୍ଷ_ଟପିଲା          ନୂଆଦିଲ୍ଲୀ    :     ବିଶ୍ୱରେ କରୋନା (କୋଭିଡ -୧୯) ରେ ମୃତ୍ୟୁ ସଂଖ୍ୟା ପାଂଚ ଲକ୍ଷ ଟପିଛି । ବର୍ତମାନ କରୋନା ଯୋଗୁଁ ମୃତକଙ୍କ ସଂଖ୍ୟା ୫,୦୧,୦୦୦ ରେ ପହଂଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦.୧ ନିୟୁତକୁ ବୃଦ୍ଧି ପାଇଛି ।ଗତ ସପ୍ତାହରେ ମୃତ୍ୟୁ ହାର ହ୍ରାସ ପାଇଥିବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆମେରିକା, ଭାରତ ଏବଂ ବ୍ରାଜିଲ ଭଳି ଦେଶରେ ରେକର୍ଡ ସଂଖ୍ୟା ତଥା ଏସିଆର କିଛି ଅଂଶରେ ନୂଆ ମାମଲା ହେବାର ଆଶଙ୍କା ପ୍ରକାଶ କରିଛନ୍ତି […]

Continue Reading
ଜୁଲାଇ ୨୭ ସୁଦ୍ଧା ଭାରତରେ ପହଞ୍ଚିବ ୬ଟି ରାଫେଲ ବିମାନ

ଜୁଲାଇ ୨୭ ସୁଦ୍ଧା ଭାରତରେ ପହଞ୍ଚିବ ୬ଟି ରାଫେଲ ବିମାନ

#ଜୁଲାଇ_୨୭_ସୁଦ୍ଧା_ଭାରତରେ_ପହଞ୍ଚିବ_୬ଟି_ରାଫେଲ_ବିମାନ            ନୂଆଦିଲ୍ଲୀ  : ଅତ୍ୟାଧୁନିକ ରାଫାଲ୍ ଯୁଦ୍ଧ ବିମାନର ପ୍ରଥମ ବ୍ୟାଚ୍ ରେ ଜୁଲାଇ ୨୭ ସୁଦ୍ଧା ୬ ଟି ବିମାନ ଭାରତରେ ପହଂଚିବ । ରାଫାଲ ବାୟୁସେନାରେ ସାମିଲ ହେବା ପରେ ଦକ୍ଷିଣ ଏସିଆରେ ଭାରତ ଏକ ‘ଗେମ୍ ଚେଞ୍ଜର’ ହୋଇପାରେ । କାରଣ ଏହି ଲଢୁଆ ବିମାନ ହେଉଛି ୪.୫ ଜେନେରେସନ୍ ମିଡିୟମ୍ ମଲ୍ଟିରୋଲ୍ ଏୟାରକ୍ରାଫ୍ଟ । ବର୍ତମାନ ଚୀନ୍ ସହିତ ପୂର୍ବ ଲଦାଖ ସୀମାରେ ଅଛି ଜାରି ରହିଥିବା ଉତେଜନା କାରଣରୁ ବାୟୁସେନା […]

Continue Reading