ଅନଲକ୍-୨ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର, ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର

ଅନଲକ୍-୨ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର, ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର

#ଅନଲକ୍-୨_ଗାଇଡଲାଇନ_ଜାରି         ନୂଆଦିଲ୍ଲୀ    :   ସୋମବାରବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ-୨ ନେଇ ନୂତନ ଗାଇଡଲାଇନ ଜାରି କରାଯାଇଛି।  ଜୁଲାଇ ୧ରୁ ସମଗ୍ର ଦେଶରେ ଅନଲକ-୨ କାର୍ଯ୍ୟକାରୀ ହେବ ବୋଲି ଘୋଷଣା ହୋଇଛି । ଏହି ସମୟରେ ରାତି ୧୦ରୁ ସକାଳା ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ଓ ଗାଡ଼ିଗୁଡ଼ିକୁ ଏହି ସମୟରେ ଯିବା ଆସିବାର ସୁବିଧା ମିଳିବ। କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ […]

Continue Reading
‘ପ୍ରତିଷେଧକ ଟିକା ନ ବାହାରିବା ପର୍ଯ୍ୟନ୍ତ ସାମାଜିକ ଦୂରତା ବଜାୟ ରଖନ୍ତୁ, ମାସ୍କ୍‌ ପିନ୍ଧନ୍ତୁ’

‘ପ୍ରତିଷେଧକ ଟିକା ନ ବାହାରିବା ପର୍ଯ୍ୟନ୍ତ ସାମାଜିକ ଦୂରତା ବଜାୟ ରଖନ୍ତୁ, ମାସ୍କ୍‌ ପିନ୍ଧନ୍ତୁ’

#ପ୍ରତିଷେଧକ_ଟିକା_ନ_ବାହାରିବା_ପର୍ଯ୍ୟନ୍ତ_ସାମାଜିକ_ଦୂରତା_ବଜାୟ_ରଖନ୍ତୁ,_ମାସ୍କ୍‌_ପିନ୍ଧନ୍ତୁ             ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆତ୍ମନିର୍ଭର ଉତ୍ତର ପ୍ରଦେଶ ରୋଜଗାର ଅଭିଯାନ’ର ଶୁଭାରମ୍ଭ  କରିଛନ୍ତି । ଉତ୍ତର ପ୍ରଦେଶର ୩୧ଟି ଜିଲ୍ଲା ପ୍ରୟାଗରାଜ, ବାରାଣସୀ, ରାଏବରେଲି, ଅଯୋଧ୍ୟା, ଦେଓରିଆ, ଆମେଠି, ଗାଜିପୁର, ସିଦ୍ଧାର୍ଥନଗର, ଗୋଣ୍ଡା, ମହାରାଜଗଞ୍ଜ, ବରାଇଚ, ବଳରାମପୁର, ଜଉନପୁର, ହାର୍ଦୋଇ, ଆଜମଗଡ଼, ବସ୍ତି, ଗୋରଖପୁର, ସୁଲତାନପୁର, କୁଶିନଗର, ସନ୍ଥ କବୀର ନଗର, ବଣ୍ଡା, ଅମ୍ବେଦକର ନଗର, ସୀତାପୁର, ପ୍ରତାପଗଡ଼, ଲକ୍ଷ୍ମୀପୁର ଖେରି, ଉନ୍ନାଓ, ଶ୍ରାବସ୍ତି, ଫତେପୁର, ମିର୍ଜାପୁର, ଜଲାଉନ୍ ଏବଂ କୌସାମ୍ବି ଆଦି […]

Continue Reading
ଭକ୍ତଙ୍କ ଡାକ ଶୁଣିଲେ ମହାପ୍ରଭୁ ,କଡା କଟକଣା ମଧ୍ୟରେ ଭକ୍ତଶୂନ୍ୟ ରଥ ଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

ଭକ୍ତଙ୍କ ଡାକ ଶୁଣିଲେ ମହାପ୍ରଭୁ ,କଡା କଟକଣା ମଧ୍ୟରେ ଭକ୍ତଶୂନ୍ୟ ରଥ ଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

#ଭକ୍ତଶୂନ୍ୟ_ରଥ_ଯାତ୍ରା_ପାଇଁ_ସୁପ୍ରିମକୋର୍ଟଙ୍କ_ଅନୁମତି         ନୂଆ ଦିଲ୍ଲୀ    : ଚଳିତ ବର୍ଷ କେବଳ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ଶ୍ରଜଗନ୍ନାଥଙ୍କର ରଥଯାତ୍ରାର ଆୟୋଜନ କରିବାକୁ ଦେଶର ସୁପ୍ରିମ୍ କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି । ଫଳରେ ଚଳିତ ବର୍ଷ କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ପୁରୀରେ ରଥଯାତ୍ରାର ଆୟୋଜନ ହେବ ନାହିଁ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହାର ଅବସାନ ଘଟିଛି । ଏହି ମମଲାର ଚୂଡ଼ାନ୍ତ ରାୟ ଶୁଣାଇ ମୁଖ୍ୟବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେ […]

Continue Reading
ବାହାରିଲା କରୋନା ଓୌଷଧ ବଟିକା ମୂଲ୍ୟ ୧୦୩

ବାହାରିଲା କରୋନା ଓୌଷଧ ବଟିକା ମୂଲ୍ୟ ୧୦୩

#ବାହାରିଲା_କରୋନା_ଓୌଷଧ_ବଟିକା_ମୂଲ୍ୟ_୧୦୩         ନୂଆଦିଲ୍ଲୀ : ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ  କରୋନା ଭୂତାଣୁ ଚିକିତ୍ସା ପାଇଁ ଏକ ଔଷଧ ପ୍ରସ୍ତୁତ କରିଛି। ଶନିବାର ଗ୍ଲେନମାର୍କ କମ୍ପାନୀ  ଏ ସଂପର୍କରେ ସୂଚନା ଦେଇଛି। ଗ୍ଲେନମାର୍କ କହିଛି ଯେ ଫାବିଫ୍ଲୁ ବ୍ରାଣ୍ଡ ନାମରେ ଆଣ୍ଟି ଭାଇରାଲ୍ ଔଷଧ ଫାଭିପିରାଭିର  କମ୍ପାନୀ ପ୍ରସ୍ତୁତ କରିଛି।  କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସି) ଏହି ଔଷଧ ଉତ୍ପାଦନ ତଥା ବଜାରକୁ ଆଣିବା ପାଇଁ ଅନୁମୋଦନ ଦେଇଛି । କମ୍ପାନୀ କହିଛି […]

Continue Reading
ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

#ଗରିବ_କଲ୍ୟାଣ_ରୋଜଗାର_ଅଭିଯାନର_ଶୁଭାରମ୍ଭ           ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗରିବ କଲ୍ୟାଣ ରୋଜଗାର ଅଭିଯାନର ଶୁଭାରମ୍ଭ କରିଛନ୍ତି । କୋଭିଡ-୧୯ ବୈଶ୍ୱିକ ମହାମାରୀ ଯୋଗୁଁ କ୍ଷତିଗ୍ରସ୍ତ ହୋଇ ନିଜ ଗ୍ରାମକୁ ଫେରିଥିବା ପ୍ରବାସୀ ଶ୍ରମିକମାନଙ୍କୁ ଏହା ସେମାନଙ୍କ ନିଜ ଗ୍ରାମ ନିକଟରେ ଜୀବିକା ସୁଯୋଗ ଯୋଗାଇବ । ବିହାର ରାଜ୍ୟର ଖଗରିଆ ଜିଲ୍ଲା ବେଲଦାଉ ବ୍ଲକର ତେଲିହାର ଗ୍ରାମରୁ ଭିଡିଓ କନଫରେନ୍ସ ଦ୍ୱାରା ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ଏଥିରେ ବିହାର ମୁଖ୍ୟମନ୍ତ୍ରୀଙ୍କ ସମେତ ୬ଟି […]

Continue Reading
ଭାରତରେ କୋଭିଡ-୧୯ ମୁକାବିଲା ପାଇଁ ଏଆଇଆଇବି ସହ ୭୫୦ ନିୟୁତ ଡଲାର ମୂଲ୍ୟର ଚୁକ୍ତି ସ୍ୱାକ୍ଷରିତ

ଭାରତରେ କୋଭିଡ-୧୯ ମୁକାବିଲା ପାଇଁ ଏଆଇଆଇବି ସହ ୭୫୦ ନିୟୁତ ଡଲାର ମୂଲ୍ୟର ଚୁକ୍ତି ସ୍ୱାକ୍ଷରିତ

#ଭାରତରେ_କୋଭିଡ-୧୯_ମୁକାବିଲା_ପାଇଁ_ଚୁକ୍ତି          ନୂଆଦିଲ୍ଲୀ  : ଭାରତ ସରକାର ଏବଂ ଏସିଆନ ଭିତିଭୂମି ବିକାଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ ଆଜି ୭୫୦ ନିୟୁତ ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । “କୋଭିଡ-୧୯ ସକ୍ରିୟ ମୁକାବିଲା ଏବଂ ବ୍ୟୟ ସହାୟତା କାର୍ଯ୍ୟକ୍ରମ” ନାମକ ଏହି ଚୁକ୍ତିରେ ମିଳିବାକୁ ଥିବା ଅର୍ଥ କୋଭିଡ-୧୯ ମହାମାରୀର ପ୍ରତିକୂଳ ପ୍ରଭାବ କାରଣରୁ ପ୍ରଭାବିତ ହୋଇଥିବା ଗରିବ ଏବଂ ଦୁର୍ବଳ ପରିବାରଙ୍କୁ ସହାୟତା ପ୍ରଦାନ କରିବାରେ ବିନିଯୋଗ କରାଯିବ । ଏଆଇଆଇବି ପକ୍ଷରୁ […]

Continue Reading
ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ : କରୋନା ପରୀକ୍ଷଣର ସର୍ବାଧିକ ମୂଲ୍ୟ ସ୍ଥିର କରୁ କେନ୍ଦ୍ର

ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ : କରୋନା ପରୀକ୍ଷଣର ସର୍ବାଧିକ ମୂଲ୍ୟ ସ୍ଥିର କରୁ କେନ୍ଦ୍ର

#କରୋନା_ପରୀକ୍ଷଣର_ସର୍ବାଧିକ_ମୂଲ୍ୟ_ସ୍ଥିର_କରୁ_କେନ୍ଦ୍ର             ନୂଆଦିଲ୍ଲୀ   : କରୋନା ପରୀକ୍ଷଣର ସର୍ବାଧିକ ମୂଲ୍ୟ ସ୍ଥିର କରିବାକୁ ଏବଂ ଏହି ରୋଗରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମୃତଦେହକୁ ସମ୍ମାନର ସହ ଡାକ୍ତରଖାନାରେ ରଖିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟମାନେ ଚାହିଁଲେ କେନ୍ଦ୍ର ଅପେକ୍ଷା କମ୍ ମୂଲ୍ୟ ରଖିପାରିବେ । କୋର୍ଟ କହିଛନ୍ତି ଯେ କରୋନା ରୋଗୀଙ୍କ ୱାର୍ଡରେ ସିସିଟିଭି କ୍ୟାମେରା ଲଗାଯିବା ଉଚିତ । ସେହିପରି ସମସ୍ତ ରାଜ୍ୟରେ ରୋଗୀ ଭର୍ତି ହେବାଏବଂ ଡିସଚାର୍ଜ କରିବାର ସମାନ ନୀତି ରଖିବାକୁ […]

Continue Reading
ସିନ୍ଧିଆ , ସୋଲାଙ୍କି ଓ ଦିଗବିଜୟ ରାଜ୍ୟସଭାକୁ ନିର୍ବାଚିତ

ସିନ୍ଧିଆ , ସୋଲାଙ୍କି ଓ ଦିଗବିଜୟ ରାଜ୍ୟସଭାକୁ ନିର୍ବାଚିତ

#ସିନ୍ଧିଆ_ସୋଲାଙ୍କି_ଓ_ଦିଗବିଜୟ_ରାଜ୍ୟସଭାକୁ_ନିର୍ବାଚିତ           ଭୋପାଳ  : ମଧ୍ୟପ୍ରଦେଶରୁ ରାଜ୍ୟସଭା ପାଇଁ ତିନୋଟି ପଦବୀ ପୂରଣ ପାଇଁ ଶୁକ୍ରବାର ଦିନ ଭୋପାଳର ବିଧାନସଭା ଭବନର ସେଣ୍ଟ୍ରାଲ ହଲରେ ମତଦାନ ଅନୁଷ୍ଠିତ ହୋଇଥିଲା ଏବଂ ସନ୍ଧ୍ୟାରେ ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା କରାଯାଇଥିଲା । ଏହି ତିନୋଟି ଆସନରେ ଦୁଇ ବିଜେପି ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ସୁମର ସିଂ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂଙ୍କୁ ବିଜେତା ଘୋଷିତ କରାଯାଇଛି ।

Continue Reading
ପ୍ରତିରକ୍ଷା ମନ୍ତ୍ରୀ ୨୪ରେ ଯିବେ ମସ୍କୋ , ଚୀନ ନେତାଙ୍କୁ ଭେଟିବେ ନାହିଁ

ପ୍ରତିରକ୍ଷା ମନ୍ତ୍ରୀ ୨୪ରେ ଯିବେ ମସ୍କୋ , ଚୀନ ନେତାଙ୍କୁ ଭେଟିବେ ନାହିଁ

#ପ୍ରତିରକ୍ଷା_ମନ୍ତ୍ରୀ_୨୪ରେ_ଯିବେ_ମସ୍କୋ        ନୂଆଦିଲ୍ଲୀ :  ୨୪ ଜୁନ୍ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୫ ତମ ବିଜୟ ଦିବସ ପରେଡରେ ଯୋଗଦେବା ପାଇଁ ମସ୍କୋ ଯିବେ । ସେ ସେଠାରେ ରୁଷର ବରିଷ୍ଠ ନେତୃବୃନ୍ଦ ତଥା ଅନ୍ୟ ଦେଶର ନେତାମାନଙ୍କୁ ଭେଟିବେ କିନ୍ତୁ ଚୀନ୍?ର ନେତା ମାନଙ୍କୁ ଭେଟିବେ ନାହିଁ । ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରତିରକ୍ଷା ସଚିବ ଅଜୟ କୁମାର ଏବଂ ତିନିଜଣ ସଶସ୍ତ୍ର ବାହିନୀର ଜଣେ ବରିଷ୍ଠ […]

Continue Reading
ସୌରଭ ଗାଙ୍ଗୁଲିଙ୍କ ଭାଉଜ ଓ ମା କରୋନା ସଂକ୍ରମିତ

ସୌରଭ ଗାଙ୍ଗୁଲିଙ୍କ ଭାଉଜ ଓ ମା କରୋନା ସଂକ୍ରମିତ

#ସୌରଭ_ଗାଙ୍ଗୁଲିଙ୍କ_ଭାଉଜ_ଓ_ମା_କରୋନା_ସଂକ୍ରମିତ        କୋଲକାତା  : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଭାଉଜ ଏବଂ ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂତ୍ରରୁ ପ୍ରକାଶ ଯେ, ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲିଙ୍କ ପତ୍ନୀ କରୋନାଭାଇରସ୍ ପଜିଟିଭ୍ ବୋଲି ଜଣାପଡିଛି । ଏହା ପରେ ତାଙ୍କ ମାଆଙ୍କ ଜାଂଚ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ପୂର୍ବରୁ ଉଭୟ ଥଣ୍ଡା କାଶ ଏବଂ ଜ୍ୱର […]

Continue Reading