ଚାଷୀଙ୍କ ପାଇଁ ଫସଲ ଋଣ ପୁନଃପରିଶୋଧ ଅବଧି ବୃଦ୍ଧି ଘୋଷଣା କଲେ ସରକାର

ଚାଷୀଙ୍କ ପାଇଁ ଫସଲ ଋଣ ପୁନଃପରିଶୋଧ ଅବଧି ବୃଦ୍ଧି ଘୋଷଣା କଲେ ସରକାର

#ଫସଲ_ଋଣ_ପୁନଃପରିଶୋଧ_ଅବଧି_ବୃଦ୍ଧି_ଘୋଷଣା_କଲେ_ସରକାର               ନୂଆଦିଲ୍ଳୀ :  କୋଭିଡ-୧୯ ଲକଡାଉନ କାରଣରୁ ଚାଷୀମାନେ ବ୍ୟାଙ୍କରୁ ନେଇଥିବା ସ୍ୱଳ୍ପକାଳିନ ଫସଲ ଋଣ ପୁନଃପରିଶୋଧ ଅବଧିକୁ ଘୁଂଚାଇ ଦେଇଛନ୍ତି କେନ୍ଦ୍ର ସରକାର । ୩୧ ମେ ୨୦୨୦ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକୁ ୨ପ୍ରତିଶତ ସୁଧ ଛାଡ଼ ଏବଂ ଚାଷୀଙ୍କୁ ୩ ପ୍ରତିଶତ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ଦେୟର ଅବଧି ବୃଦ୍ଧି ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବ୍ୟାଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଫସଲ ଋଣ […]

Continue Reading
୨୦୨୦ ପାଇଁ ଆନୁମାନିକ ଅଭିବୃଦ୍ଧି ହାର ହ୍ରାସ କରି ୨.୫% ମୁଡିଜ୍

୨୦୨୦ ପାଇଁ ଆନୁମାନିକ ଅଭିବୃଦ୍ଧି ହାର ହ୍ରାସ କରି ୨.୫% କଲା ମୁଡିଜ୍

 #ଆନୁମାନିକ_ଅଭିବୃଦ୍ଧି_ହାର_ହ୍ରାସ_କଲା_ମୁଡିଜ୍       ନୂଆଦିଲ୍ଲୀ  : ଗ୍ଲୋବାଲ କ୍ରେଡିଟ୍ ରେଟିଙ୍ଗ ଏଜେନ୍ସି ମୁଡିଜ୍ ଇନଭେଷ୍ଟର୍ସ ସର୍ଭିସ ୨୦୨୦ରେ ନିଜର ପ୍ରଥମ ଆନୁମାନିକ ବିକାଶ ହାରକୁ ହ୍ରାସ କରି ୨.୫ ପ୍ରତିଶତ କରିଛି । ଉଲ୍ଲେଖନୀୟ ଏହା ପୂର୍ବରୁ ମୁଡିଜ୍ ଭାରତର ସକଳ ଘରୋଇ ଉତ୍ପାଦ (ଜିଡିପି) ୨୦୨୦ରେ ୫.୩ ରହିବ ବୋଲି ଅନୁମାନ କରିଥିଲା । ମୁଡିଜ୍ ଶୁକ୍ରବାର ଜାରି ରିପୋର୍ଟରେ କହିଛି ଯେ, କରୋନା ଭାଇରସ ମହାମାରୀ କାରଣରୁ ଦେଶ ଓ ବିଶ୍ବର ଅର୍ଥ ବ୍ୟବସ୍ଥା ଉପରେ ପଡିଥିବା […]

Continue Reading

ତିନି ମାସ ପାଇଁ ଦେବାକୁ ପଡ଼ିବ ନାହିଁ ଋଣ କିସ୍ତି

#ତିନି_ମାସ_ପାଇଁ_ଦେବାକୁ_ପଡ଼ିବ_ନାହିଁ_ଋଣ_କିସ୍ତି   ମୁମ୍ବାଇ : କରୋନା  ପାଇଁ ସାରା ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିବାବେଳେ ଦେଶର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଏକ ଜରୁରୀ ପଦକ୍ଷେପ ନିଆଯାଇ ବ୍ୟାଙ୍କ ଋଣ କିସ୍ତି ପରିଶୋଧ ସମୟକୁ ୩ ମାସ ପାଇଁ ସ୍ଥଗିତ ରଖାଯାଇଛି । ଅର୍ଥାତ ଋଣଦାତାମାନଙ୍କ ବ୍ୟାଙ୍କ ଖାତାରୁ ଇଏମଆଇ ୩ ମାସ ପାଇଁ କଟିବ ନାହିଁ ଓ ୩ ମାସ ପରେ […]

Continue Reading
କରୋନା ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

କରୋନା ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

#କରୋନା_ପାଇଁ_୧.୭୦_ଲକ୍ଷ_କୋଟିର_ରିଲିଫ_ପ୍ୟାକେଜ     ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ  ନିର୍ମଳା ସୀତାରମଣ ଗୁରୁବାର କରୋନା ଭୂତାଣୁ ବିରୋଧୀ ଲଢେଇରେ ଗରିବଙ୍କ ସହାୟତା ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସୀତାରମଣ କହିଥିଲେ ଯେ, ଦରିଦ୍ରରୁ ଦରିଦ୍ରତମ ଲୋକଙ୍କ ନିକଟରେ ଖାଦ୍ୟ ଓ ଅର୍ଥ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା […]

Continue Reading
ତେଲକୁ ନେଇ ଯୁଦ୍ଧ ବିଶ୍ୱ ପାଇଁ ବଡ଼ ବିପଦ

ତେଲକୁ ନେଇ ଯୁଦ୍ଧ ବିଶ୍ୱ ପାଇଁ ବଡ଼ ବିପଦ

#ତେଲକୁ_ନେଇ_ଯୁଦ୍ଧ_ବିଶ୍ୱ_ପାଇଁ_ବଡ଼_ବିପଦ          ତୈଳକୁ ନେଇ ରାଜନୀତି ବିଶ୍ୱସ୍ତରରେ ଯେଭଳି ବଢିବାରେ ଲାଗିଛି ତାହା ସମଗ୍ର ବିଶ୍ୱର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରୁଛି । ଏହି ରାଜନୀତି ଏବର ନୁହେଁ । କାଳେ କାଳେ ତୈଳକୁ ନେଇ ଆନ୍ତର୍ଜାତିକସ୍ତରରେ ରାଜନୀତି ହୋଇଆସିଛି । ବର୍ତ୍ତମାନ ଋଷ ଓ ସାଉଦିଆରବ ମଧ୍ୟରେ ଲାଗିଥିବା ତୈଳ ଯୁଦ୍ଧ ସମଗ୍ର ବିଶ୍ୱକୁ ଏକ ଘଡିସନ୍ଧି ମୂହୂର୍ତ୍ତ ଦେଇ ନେଉଛି । ଡିସେମ୍ବର ୨୦୧୬ରେ ଋଷ ଓ ସାଉଦିଆରବ ଭିଏନାରେ ୧୧ଟି ଅଣ ଓପେକ ଦେଶ […]

Continue Reading
ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ପ୍ରିମିୟମ ଦେୟ ମିଆଦ ମେ ୧୫ ଯାଏ ବଢିଲା

ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଲାଗିବନି ଫାଇନ୍‌

#ଅନ୍ୟ_ବ୍ୟାଙ୍କ_ଏଟିଏମ୍‌ରୁ_ଟଙ୍କା_ଉଠାଇଲେ_ଲାଗିବନି_ଫାଇନ୍‌      ନୂଆଦିଲ୍ଲୀ :  କରୋନା ତାର କାୟା ବିସ୍ତାର କରିଚାଲିଛି।  କରୋନା ମୁକାବିଲା କରିବା​‌ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ସରକାର ଲୋକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ  ପଦକ୍ଷେପ ମାନ ନେଉଛନ୍ତି। ଲକ୍ ଡାଉନ୍ ସମୟରେ କିପରି ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ବଡ ଘୋଷଣା କରିଛନ୍ତି । ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ ଏଥିପାଇଁ ଗ୍ରାହକଙ୍କୁ କୌଣସି […]

Continue Reading
ବ୍ୟାଙ୍କ ଶାଖା ଓ ଏଟିଏମରେ ପର୍ଯ୍ୟାପ୍ତ ନଗଦ ରଖିବାକୁ ନିର୍ଦ୍ଦେଶ

ବ୍ୟାଙ୍କ ଶାଖା ଓ ଏଟିଏମରେ ପର୍ଯ୍ୟାପ୍ତ ନଗଦ ରଖିବାକୁ ନିର୍ଦ୍ଦେଶ

#ବ୍ୟାଙ୍କ_ଶାଖା_ଓ_ଏଟିଏମରେ_ପର୍ଯ୍ୟାପ୍ତ_ନଗଦ_ରଖିବାକୁ_ନିର୍ଦ୍ଦେଶ  ଭୁବନେଶ୍ୱର   : କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ବ୍ୟାଙ୍କମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ଓ ଏଟିଏମ୍ଗୁଡ଼ିକରେ ମହଜୁଦ୍ ରଖିବାକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ ବ୍ୟାଙ୍କ ଶାଖା ଓ ଏଟିଏମରେ ଭବିଷ୍ୟତରେ ଯେପରି ନଗଦ ଟଙ୍କାର ଅଭାବ ପରିଲକ୍ଷିତ ନହୁଏ ତାହାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି ।

Continue Reading
ଖିଲାପି ଋଣ ଏସବିଆଇ ପାଇଁ ବିପଦ !

ଖିଲାପି ଋଣ ଏସବିଆଇ ପାଇଁ ବିପଦ !

#ଖିଲାପି_ଋଣ_ଏସବିଆଇ_ପାଇଁ_ବିପଦ     ନୂଆଦିଲ୍ଲୀ: ଦେଶର ବ୍ୟାଙ୍କିଂ କ୍ଷେତ୍ରରେ ବିଗତ କିଛି ବର୍ଷ ହେଲା ଏଭଳି ଏକ ସ୍ଥିତି ସୃଷ୍ଟି ହୋଇଛି ଯାହାଦ୍ୱାରା କି ବ୍ୟାଙ୍କରୁ ଋଣ ନେଇଥିବା ବଡ଼ ବଡ଼ ବ୍ୟବସାୟୀମାନେ ଋଣ ସୁଝିବା ବଦଳରେ ଦେଶ ଛାଡ଼ି ଚାଲିଯାଉଛନ୍ତି । ଏହାଛଡ଼ା ଅନ୍ୟ କେତେକ କାରଣରୁ ଋଣ ଅର୍ଥ ପ୍ରଦାନ କରାଯାଉନଥିବାରୁ ଅନାଦେୟ ଋଣର ମାତ୍ରା ବୃଦ୍ଧି ପାଇବା ସହିତ ଏହା ବ୍ୟାଙ୍କର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ଦୃଷ୍ଟିରେ ରଖି ସରକାର […]

Continue Reading
ବନ୍ଦ ହେବ ନାହିଁ ବିଏସଏନଏଲ 

 ବନ୍ଦ ହେବ ନାହିଁ  ବିଏସଏନଏଲ

 #ବନ୍ଦ_ହେବ_ନାହିଁ_ବିଏସଏନଏଲ    ନୂଆଦିଲ୍ଲୀ : କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ରାଷ୍ଟ୍ରାୟତ ଉଦ୍ୟୋଗ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ବନ୍ଦ ହେବ ନାହିଁ  ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି । ସେ କହିଛନ୍ତି ଯେ ଜନସେବା ଏବଂ ଯୋଗାଯୋଗର ସମଗ୍ର ବ୍ୟବସ୍ଥାରେ ବିଏସଏନଏଲ ଭଳି ଏକ ରାଷ୍ଟ୍ରାୟ ଉଦ୍ୟୋଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ‘ବନ୍ୟା, ଭୂକମ୍ପ ଇତ୍ୟାଦିରେ ଜନସେବା […]

Continue Reading
ଗଞ୍ଜାମରେ ବଢ଼ୁଛି କପା ଚାଷୀଙ୍କ ଦୁର୍ଦ୍ଦଶା

ଗଞ୍ଜାମରେ ବଢ଼ୁଛି କପା ଚାଷୀଙ୍କ ଦୁର୍ଦ୍ଦଶା

#ଗଞ୍ଜାମରେ_ବଢ଼ୁଛି_କପା_ଚାଷୀଙ୍କ_ଦୁର୍ଦ୍ଦଶା     ବ୍ରହ୍ମପୁର, (ଶାନ୍ତନୁ କୁମାର ରଣା): ଗଂଜାମ ଏକ ଜନବହୁଳ ଜିଲ୍ଲା ସହ ବିଭିନ୍ନ ସମସ୍ୟା ସହ ଜର୍ଜରିତ । ସାମାଜିକ, ଆର୍ଥିକ ତଥା ଅର୍ଥନୈତିକ ଅନଗ୍ରସରତା କାରଣରୁ ଏଠାକାର ମାନବ ସମ୍ବଳ ବାଧ୍ୟ ହୋଇ ସୁରାଟ, ମୁମ୍ବାଇ, ଚେନ୍ନାଇ, ହାଇଦ୍ରାବାଦ୍, କେରଳ, କୁଏତ୍, ଦୁବାଇରେ ନିଜର ଶ୍ରମ ବିନିଯୋଗ କରୁଛନ୍ତି । ଅବଶ୍ୟ ଦାଦନ ଦୁଃଖକୁ ପ୍ରଶମିତ କରିବା ପାଇଁ ସରକାର ଏଥି ନିମନ୍ତେ କିଛି ମାତ୍ରାରେ ସଫଳ ହୋଇଥିବା ବେଳେ ବହୁ ମାତ୍ରାରେ ବିଫଳତାର […]

Continue Reading