ବିଧାୟକ ହୋଇ ମଧ୍ୟ ଧାନ ବିଲରେ ଖଟୁଛନ୍ତି ପ୍ରୀତମ ପାଢ଼ୀ

ବିଧାୟକ ହୋଇ ମଧ୍ୟ ଧାନ ବିଲରେ ଖଟୁଛନ୍ତି ପ୍ରୀତମ ପାଢ଼ୀ

#ବିଧାୟକ_ହୋଇ_ମଧ୍ୟ_ଧାନ_ବିଲରେ_ଖଟୁଛନ୍ତି_ପ୍ରୀତମ_ପାଢ଼ୀ         କୋରାପୁଟ  : (ନିରଜ ଶତପଥୀ) ସାରା ବିଶ୍ୱ ରେ ମହାମାରୀ କରୋନା ବିରୁଦ୍ଧରେ ଲଢେଇ ଚାଲିଥିବାବେଳେ, ଘରେ ରୁହ ସୁସ୍ଥ ରୁହ କୁ ନେଇ ବିଭିନ୍ନ ସ୍ତରରେ ସଚେତନତା ଚାଲିଛି। ଏପରି ସମୟରେ ପଟାଙ୍ଗି ନିର୍ବାଚନ ମଣ୍ଡଳୀର ଆଦିବାସୀ ବିଧାୟକ ପ୍ରୀତମ ପାଢ଼ୀ ନିଜ ଗ୍ରାମ ପାକଝଲା ର ଚାଷ ଜମିରେ ନିଜକୁ ନିୟୋଜିତ କରିଛନ୍ତି। ଚାଷୀ ପରିବାରରେ ଜନ୍ମିତ ହୋଇ ନିଜର କୌଳିକ ବୃତ୍ତି ରେ ନିଜକୁ ନିୟୋଜିତ କରିଛନ୍ତି ପ୍ରୀତମ। କୋଡ଼ି ଓ […]

Continue Reading
ଅନାସ୍ଥା ପ୍ରସ୍ଥାବରେ ସେମିଳିଗୁଡା ବ୍ଲକ ଅଧ୍ୟକ୍ଷ ପରାଜିତ

ଅନାସ୍ଥା ପ୍ରସ୍ଥାବରେ ସେମିଳିଗୁଡା ବ୍ଲକ ଅଧ୍ୟକ୍ଷ ପରାଜିତ

#ଅନାସ୍ଥା_ପ୍ରସ୍ଥାବରେ_ସେମିଳିଗୁଡା_ବ୍ଲକ_ଅଧ୍ୟକ୍ଷ_ପରାଜିତ   କୋରାପୁଟ- (ନିରଜ ଶତପଥୀ)  ସେମିଳିଗୁଡା ବ୍ଲକ ଅଧ୍ୟକ୍ଷ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ଥାବର ଭୋଟ ଗଣତିରେ ଅଧ୍ୟକ୍ଷ ଦିନେଶ ଖରା ପରାଜିତ।  ସେମିଳିଗୁଡା ବ୍ଲକ ସଭାଗୃହରେ କଡା ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ଭୋଟ ଗଣତିରେ  ଅଧ୍ୟକ୍ଷ ବିରୁଦ୍ଧରେ ୨୫ଟି ଭୋଟ ମିଳିଛି। ଭୋଟ ପଡିଥିଲା ୨୫ ଟି ଏବଂ ସମସ୍ତ ଭୋଟ ବିରୁଦ୍ଧରେ ପଡିଛି। ଗତ ୨୦୧୯ ନଭେମ୍ବର ମାସ 6 ତାରିଖରେ ଅନାସ୍ଥା ପ୍ରସ୍ଥାବ ଉପରେ ମତଦାନ କରା ଯାଇଥିଲା।  ପରବର୍ତ୍ତି ସମୟରେ ଅଧ୍ୟକ୍ଷ […]

Continue Reading
ତୀର୍ଥଯାତ୍ରାରେ ଗଲେ ହେଲେ ୮ ମାସ ହେଲା ଫେରି ନାହାନ୍ତି ବୁଦ୍ରା କାଳିଆ

ତୀର୍ଥଯାତ୍ରାରେ ଗଲେ ହେଲେ ୮ ମାସ ହେଲା ଫେରି ନାହାନ୍ତି ବୁଦ୍ରା କାଳିଆ

#୮_ମାସ_ହେଲା_ଫେରି_ନାହାନ୍ତି_ବୁଦ୍ରା_କାଳିଆ    କୋରାପୁଟ- (ନିରଜ ଶତପଥୀ) ପଟାଙ୍ଗି ବ୍ଲକ ଅନ୍ତର୍ଗତ ଚମ୍ପାଖେନ୍ଦା ଗ୍ରାମର ବୁଦ୍ରା କାଳିଆ ନାୟକ ନାମକ ଜଣେ ବରିଷ୍ଠ ନାଗରିକ ପ୍ରଶାସନ ଦ୍ୱାରା  ଆୟୋଜିତ ତୀର୍ଥ ଯାତ୍ରାରେ ଅନ୍ୟ ମାନଙ୍କ ସହିତ ଗତ ଫେବୃଆରୀ ମାସ ୨୮ ତାରିଖରେ ତିରୁପତି ଯାତ୍ରା କରିଥିଲେ। ତିରୁପତି ରେ ବୁଦ୍ରା କେଉଁଆଡ଼େ ନିଖୋଜ ହୋଇ ଯାଇଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରା ଯାଇଛି। ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ଖୋଜ ଖବର […]

Continue Reading
ଥାନା ଅଧିକାରୀଙ୍କ ମୁଣ୍ଡରେ ରିଭଲଭର ଲଗାଇଲେ ପଦସ୍ଥ ଅଧିକାରୀ

ଥାନା ଅଧିକାରୀଙ୍କ ମୁଣ୍ଡରେ ରିଭଲଭର ଲଗାଇଲେ ପଦସ୍ଥ ଅଧିକାରୀ

#ଥାନା_ଅଧିକାରୀଙ୍କ_ମୁଣ୍ଡରେ_ରିଭଲଭର    କୋରାପୁଟ: (ନିରଜ ଶତପଥୀ)  ଜଣେ ଥାନା ଅଧିକାରୀଙ୍କ ମୁଣ୍ଡରେ ରିଭଲଭର ଲଗାଯାଇଛି। ପୁଣି ଲଗାଇଛନ୍ତି ସେହି ପୁଲିସ ବିଭାଗର ଜଣେ ପଦସ୍ଥ ଅଧିକାରୀ। କକ୍ କରି ଟ୍ରିଗର ଚିପି ଦେବାକୁ ବି ଉଦ୍ୟମ କରିଛନ୍ତି। ଆଉ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଥାନା ଅଧିକାରୀ। ଏହାକୁ ନେଇ ଏବେ କୋରାପୁଟ ପୁଲିସରେ ହଲଚଲ ଖେଳି ଯାଇଛି। ପୁଲିସ ବିଭାଗରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ବି ହେଉଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କେହି […]

Continue Reading
କୋଲାବ ଜଳଭଣ୍ଡାରରେ ବୁଡ଼ି ୩ କଲେଜ ଛାତ୍ରଙ୍କ ମୃତ୍ୟୁ

କୋଲାବ ଜଳଭଣ୍ଡାରରେ ବୁଡ଼ି ୩ କଲେଜ ଛାତ୍ରଙ୍କ ମୃତ୍ୟୁ

#ଜଳଭଣ୍ଡାରରେ_ବୁଡ଼ି_୩_କଲେଜ_ଛାତ୍ରଙ୍କ_ମୃତ୍ୟୁ     କୋରାପୁଟ : (ନିରଜ ଶତପଥୀ) କୋରାପୁଟ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କୋରାପୁଟ ଜିଲ୍ଲାର କୋଲାବ ଜଳଭଣ୍ଡାରେ ବୁଡ଼ି ୩ କଲେଜ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ସରକାରୀ ମହାବିଦ୍ୟାଳୟର ୩ ଜଣ ଛାତ୍ର ଏବଂ ୪ଜଣ ଛାତ୍ରୀ ଜଣେ ବନ୍ଧୁଙ୍କ ଜନ୍ମଦିନ ଭୋଜି କରିବାକୁ ଯାଇଥିଲେ। ସେମାନେ କୋଲାବ ଡ୍ୟାମକୁ ବୁଲିବାକୁ ବୁଲି ଯିବା ସହ ୩ ଜଣ ଗାଧୋଇବାକୁ ବାହାରିଥିଲେ। ଏହି ସମୟରେ ଦୁର୍ଘଟଣା […]

Continue Reading
କୋଟିଆ ରେ ସାପ୍ତାହିକ ହାଟ ବନ୍ଦ

 କୋଟିଆ ରେ ସାପ୍ତାହିକ ହାଟ ବନ୍ଦ

#କୋଟିଆ_ରେ_ସାପ୍ତାହିକ_ହାଟ_ବନ୍ଦ  କୋରାପୁଟ-(ନିରଜ ଶତପଥୀ)-   ପଟାଙ୍ଗି ବ୍ଲକ ଅଧିନସ୍ତ ବିବାଦୀୟ କୋଟିଆ ପଂଚାୟତ ବାସୀଙ୍କୁ ଓଡିଶା ମୁହାଁ କରିବା ଲକ୍ଷରେ କୋଟିଆ ଠାରେ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ରେ ୨୦୧୮ ମସିହା ମାର୍ଚ୍ଚ ମାସ ୨୧ ତାରିଖରେ ବୁଧବାର ଦିନ ସାପ୍ତାହିକ ହାଟର ଶୁଭ ଉଦ୍ଘାଟନ କରା ଯାଇଥିଲା। ତେବେ ଉଦ୍ଘାଟନ ର ଦୁଇ ବର୍ଷ ନ ପୁରୁଣୁ ଏବେ ଏହି ହାଟ ବନ୍ଦ ହୋଇ ଯାଇଛି। ସାପ୍ତାହିକ ହାଟ ବନ୍ଦ ହୋଇ ଦୀର୍ଘ ୩ […]

Continue Reading
କୋଟିଆରେ_ଆନ୍ଧ୍ର_ଦେଉଛି_ଭତ୍ତା 

କୋଟିଆରେ ଆନ୍ଧ୍ର ଦେଉଛି ଭତ୍ତା

#କୋଟିଆରେ_ଆନ୍ଧ୍ର_ଦେଉଛି_ଭତ୍ତା  କୋରାପୁଟ-(ନିରଜ ଶତପଥୀ)-  ବିବାଦୀୟ କୋଟିଆକୁ ନେଇ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବାବେଳେ, କେତେବେଳେ ଓଡିଶା ତ କେତେବେଳେ ଆନ୍ଧ୍ର କୋଟିଆବାସୀଙ୍କୁ ନିଜ ଆଡକୁ ଆଣିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଏବେ ଓଡିଶା ପକ୍ଷରୁ ରାସ୍ତା କାମ ଚାଲିଥିବାବେଳେ ଆନ୍ଧ୍ର ପକ୍ଷରୁ ଭତା ବଣ୍ଟନ କରା ଯାଇଛି। ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ର ପକ୍ଷରୁ 40 ଜଣଙ୍କୁ 2ହଜାର ୨୫୦ ଟଙ୍କା ଲେଖାଏଁ ଭତା ବଣ୍ଟନ କରାଯାଇଥିବାବେଳେ ଆଗାମୀ ଦିନରେ ୧୦୦ […]

Continue Reading

ନନ୍ଦପୁର ଏସଡିପିଓଙ୍କ ଦାଦାଗିରି : କଥା ନ ମାନିବାରୁ ଜଣେ ଲୋକକୁ ନିସ୍ତୁକ ମାଡ

କୋରାପୁଟ 🙁 ନିରଜ ଶତପଥି )ଏକ ଜମିଜମା ମାମଲାକୁ କେନ୍ଦ୍ର କରି ଜଣେ ଲୋକଙ୍କୁ ନିର୍ଧୁମ ପିଟିଛନ୍ତି ନନ୍ଦପୁର ଏସଡିପିଓ ତପନ ମହାନନ୍ଦ। ଏଥିରେ ତାଙ୍କର ଗୋଡ, ହାତ ଫୁଲିଟିବା ସହ ତାଙ୍କୁ କୋରାପୁଟ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିନେଇ ମାଡ ଖାଇଥିବା ଲୋକଙ୍କ ପରିବାର ପକ୍ଷରୁ ଆଜି କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କ ପାଖରେ ଲିଖିତ ଅଭିଯୋଗ ହେବା ପରେ ଆରମ୍ଭ ହୋଇଛି ତଦନ୍ତ। ଅତିରିକ୍ତ ଏସପି ଘଟଣାର ତଦନ୍ତ କରୁଥିଲା ବେଳେ […]

Continue Reading

ଭାରରେ ବୁହା ହୋଇ ନଦୀ ପାର ହେଲେ ଗର୍ଭବତୀ

କୋରାପୁଟ : ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣା ଦୂର ହେଉନି। ଗାଁକୁ ରାସ୍ତା ନ ଥିବାରୁ ରବିବାର ଜଣେ ଗର୍ଭବତୀ ଭାରରେ ବୁହା ହୋଇ ନଦୀ ପାର ହୋଇ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଏମିତି ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଘାଟଗୁଡା ଗ୍ରାମରେ। ଏହି ଗ୍ରାମର ଧବେନ ମୁଦୁଲିଙ୍କ ଗର୍ଭ ଯନ୍ତ୍ରଣା ହେବାରୁ  ଲୋକମାନେ ଏକ ଭାରରେ ତାଙ୍କୁ ବୋହି ମୁରାନ ନଦୀ ପାର କରିଥିଲେ। ପରେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେ […]

Continue Reading

ମୁରାନ ଡ୍ୟାମ ଉ‌ପରେ ପୋଲ ନିର୍ମାଣ ପାଇଁ ବିଧାୟକଙ୍କ ଦାବି

କୋରାପୁଟ : (ନିରଜ ଶତପଥୀ ) ଦଶମନ୍ତପୁର ବ୍ଲକର ଗିର୍ଲିଗୁମ୍ମାରୁ ଦୁଆରଶୁଣି ପଞ୍ଚାୟତକୁ ସଂ‌ଯୋଗ କରିବା ପାଇଁ ମୁରାନ ଡ୍ୟାମ ଉପରେ ଏକ ଉଚ୍ଚ ସ୍ତରୀୟ ପୋଲ ନିର୍ମାଣ ପାଇଁ ଦାବି ଦୋହରାଇଛନ୍ତି ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଜାନୀ। ଏଥିନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ନିଜ ନିର୍ବାଚନମଣ୍ଡଳୀର ୩ଟି ପ୍ରମୁଖ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ମାଗିଥିଲାବେଳେ ବିଧାୟକ ଏହାକୁ ଗୁରୁତ୍ବ ଦେଇଛନ୍ତି। ଏହା ଲକ୍ଷ୍ମୀପୁର ନିର୍ବାଚନମଣ୍ଡଳୀକୁ ବୋରିଗୁମ୍ମା, ଜୟପୁର, ନବରଙ୍ଗପୁର ଓ […]

Continue Reading