#ବିଶାଖାପାଟଣା_କେମିକାଲ୍_ପ୍ଲାଣ୍ଟ୍‌ରେ_ବିଷାକ୍ତ_ଗ୍ୟାସ୍_ଲିକ୍_୧୧_ମୃତ            

ବିଶାଖାପାଟଣା କେମିକାଲ୍ ପ୍ଲାଣ୍ଟ୍‌ରେ ବିଷାକ୍ତ ଗ୍ୟାସ୍ ଲିକ୍ ୧୧ ମୃତ

#ବିଶାଖାପାଟଣା_କେମିକାଲ୍_ପ୍ଲାଣ୍ଟ୍‌ରେ_ବିଷାକ୍ତ_ଗ୍ୟାସ୍_ଲିକ୍_୧୧_ମୃତ                ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ଅନ୍ତର୍ଗତ ଆରଆର ଭେଙ୍କଟପୂରମରେ ଥିବା ଏକ କେମିକାଲ ପ୍ଲାଣ୍ଟ୍‌ରେ ଏଲଜି ପଲିମରରୁ ଗୁରୁବାର ଭୋର ସମୟରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୫ ହଜାରରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି।୩୦୦ଙ୍କ ଅବସ୍ଥା ଗୁରୁତର ରହିଛି। ଗ୍ୟାସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ବିଷାକ୍ତ ଷ୍ଟିରେନ ଗ୍ୟାସ ରଖାଯାଇଥିବା ଟାଙ୍କିର ଭଲବ ଖରାପ ହୋଇଯାଇଥିବାରୁ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: ବାଦ ବିବାଦ ଠାରୁ ଦୂରେଇ ରହନ୍ତୁ। କାର୍ୟ୍ୟ କ୍ଷେତ୍ରରେ ସମସ୍ୟା ଆସିପାରେ। ଇ˚ଜିନିୟରଙ୍କୁ ବଡ଼ ସୁଯୋଗ ମିଳିପାରେ। ବୃଷ: ଧର୍ମକର୍ମ କରନ୍ତୁ, ଆପଣଙ୍କୁ ଲାଭ ମିଳିବ। ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିବେ। ମିଥୁନ: ବୃତ୍ତି ନେଇ ନୂଆ ପ୍ରସ୍ତାବ ମିଳିପାରେ। ବ୍ୟବସାୟରେ ବିନିୟୋଗ ଲାଭପ୍ରଦ ହେବ। ଦାମ୍ପତ୍ୟ ଜୀବନ ଉତ୍ତମ ରହିବ। କର୍କଟ: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହେବ। ଖାସ୍ ବ୍ୟକ୍ତିଙ୍କ ଠାରୁ […]

Continue Reading
ଗୋଟିଏ ଦିନରେ ୭ କରୋନା ପଜିଟିଭ୍ , ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ କୁ ବୃଦ୍ଧି

ଗୋଟିଏ ଦିନରେ ୭ କରୋନା ପଜିଟିଭ୍ , ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ କୁ ବୃଦ୍ଧି

#ଗୋଟିଏ_ଦିନରେ_୭_କରୋନା_ପଜିଟିଭ୍           ଭୁବନେଶ୍ୱର    :  ରାଜ୍ୟରେ ବୁଧବାର ଦିନ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସକାଳେ ରାଜ୍ୟରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟାରେ ଆଉ ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସକାଳେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ଝାରସୁଗୁଡା , ଦେବଗଡ , କେନ୍ଦୁଝରଓ ଭୁବନେଶ୍ୱରର । ଏଥିସହ କରୋନା ଆଉ ୩ ଟି ଜିଲ୍ଲାରେ ପହଂଚିଛି । ସେହିପରି ଅପରାହ୍ନରେ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତ […]

Continue Reading
ଆଜିର ରାଶିଫଳ

ଆଜିର ରାଶିଫଳ

ମେଷ: କୌଣସି ସକରାତ୍ମକ ସୂଚନା ମିଳିପାରେ। ସାମାଜିକ କାର୍ଯ୍ୟରେ ଅଧିକ ସମୟ ଦେବେ। ନୂଆ କାରବାରରେ ପୁଞ୍ଜି ଲଗାଇବା ପାଇଁ ବିଚାର କରିବେ। ବୃଷ: ଆର୍ଥିକ ପ୍ରଗତି ଲାଗି ଭଲ ଦିନଟିଏ। ନିଜ କାମରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବେ। କେହି ଆପଣଙ୍କର ନୂଆ ବନ୍ଧୁ ହୋଇପାରନ୍ତି। ମିଥୁନ: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ପରିବାରର ସ୍ନେହ ଓ ସହଯୋଗ ପାଇବେ। ବନ୍ଧୁ ସହିତ ଲାଗିରହିଥିବା ମତଭେଦ ଦୂର ହେବ। କର୍କଟ: ଆତ୍ମସମୀକ୍ଷାରେ ସମୟ ବିତିବ। […]

Continue Reading
ସହରାଞ୍ଚଳରେ ଗରିବଙ୍କ ପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ତିନି ଜୋନରେ ଭାଗ ହେଲା ରାଜଧାନୀ, ୬ ବରିଷ୍ଠ ଆଇଏଏସ୍ଙ୍କୁ ଦିଆଗଲା ଦାୟୀତ୍ତ୍ବ

#ତିନି_ଜୋନରେ_ଭାଗ_ହେଲା_ରାଜଧାନୀ          ଭୁବନେଶ୍ୱର, : ଭୁବନେଶ୍ୱରରେ କରୋନା ମାମଲା ବଢୁଥିବା କାରଣରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଭୁବନେଶ୍ୱର ମହାନଗର ନିଗମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ରାଜ୍ୟ ସରକାର ଭୁବନେଶ୍ୱରକୁ ତିନୋଟି ଜୋନରେ ବିଭକ୍ତ କରି ପ୍ରତ୍ୟେକ ଜୋନ ପାଇଁ ଦୁଇ- ଦୁଇ ଜଣ ବରିଷ୍ଠ ଅଧିକାରୀ ଏପରି ଛଅ ଜଣଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ନର୍ଥ ଜୋନ ପାଇଁ ଏସସିଏସଟି ଉନ୍ନୟନ ସଚିବ […]

Continue Reading
ଗରିବ ପରିବାରକୁ ମାସ୍କ ବାଣ୍ଟିଲେ କୁକୁଡାଖଣ୍ଡି ତହସିଲଦାର

ଗରିବ ପରିବାରକୁ ମାସ୍କ ବାଣ୍ଟିଲେ କୁକୁଡାଖଣ୍ଡି ତହସିଲଦାର

#ଗରିବ_ପରିବାରକୁ_ମାସ୍କ_ବାଣ୍ଟିଲେ_କୁକୁଡାଖଣ୍ଡି-ତହସିଲଦାର       କୁକୁଡାଖଣ୍ଡି   : କୁକୁଡାଖଣ୍ଡି ବ୍ଲକର ଆଙ୍କୁଶପୁର ଏବଂ ଏହାର ଆଖପାଖ ଗ୍ରାମ ଗୁଡିକରେ ବୁଲି ବୁଲି ମାସ୍କ ବାଣ୍ଟିଲେ ତହସିଲଦାର। ଗରିବ ପରିବାର ମାନଙ୍କୁ ବ୍ରହ୍ମପୁର ଉପ-ଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବଙ୍କ ନିର୍ଦ୍ଦେଶ କ୍ରମେ କୁକୁଡାଖଣ୍ଡି ତହସିଲଦାର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ମାସ୍କ ବାଣ୍ଟିଥିଲେ I ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଟି ତିଆରି କରିଥିବା ପ୍ରାୟ ଦୁଇଶହ ମାସ୍କ କୋଡିଏ ଟଙ୍କା ଲେଖାଏଁ ମୂଲ୍ୟରେ କିଣି ସାଧାରଣରେ ଏକ ପ୍ରକାର ସଚେତନ କରିଥିଲେ ପ୍ରଶାସନିକ […]

Continue Reading
ମାସ୍କ ପିନ୍ଧିବା ଜରୁରୀ : ଜିଲ୍ଲାପାଳ

ମାସ୍କ ପିନ୍ଧିବା ଜରୁରୀ : ଜିଲ୍ଲାପାଳ

#ମାସ୍କ_ପିନ୍ଧିବା_ଜରୁରୀ_ଜିଲ୍ଲାପାଳ     ଯାଜପୁର  :  ଜିଲ୍ଳାର ପ୍ରତ୍ୟେକ ବ୍ୟକ୍ତି କାମରେ ଯେବେବି ବାହାରକୁ ଆସୁଛନ୍ତି ନିଶ୍ଚିତ ଭାବେ ମାସ୍କ ପରିଧାନ କରିବାକୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ଆସନ୍ତା ୯ ତାରିଖ ସକାଳ ୭ଘଟିକା ଠାରୁ ଏହି ମାସ୍କ ଅଭିଯାନ ଆରମ୍ଭ ହେବ । ପ୍ରଶାସନ ବତ୍ତର୍ମାନ ସାମାଜିକ ଦୂରତା, ଜନଗହଳି ହ୍ରାସ, ଗାଡ଼ିଚାଳନ ବନ୍ଦ ଓ ଗାଡି ଜବତ […]

Continue Reading
କରୋନା ମୁକାବିଲା ଦିନିକିଆ କ୍ରିକେଟ୍ ମ୍ୟାଚ୍ ନୁହେଁ

ପ୍ରଶାସନ କରିବ ପ୍ରଥମ କରୋନା ମୃତକଙ୍କ ଅନ୍ତିମ ସଂସ୍କାର

#ପ୍ରଶାସନ_କରିବ_ପ୍ରଥମ_କରୋନା_ମୃତକଙ୍କ_ଅନ୍ତିମ_ସଂସ୍କାର           ଭୁବନେଶ୍ୱର   : କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ କରାଯିବ କରୋନା ସଂକ୍ରମଣରେ ମୃତ ରାଜ୍ୟର ପ୍ରଥମ ରୋଗୀଙ୍କର ଶବ ସତ୍କାର  । ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏମ୍ସରେ ପ୍ରାଣ ହରାଇଥିବା ରାଜ୍ୟର ପ୍ରଥମ କରୋନା ସଂକ୍ରମିତଙ୍କ ଶବ ରାଜ୍ୟ ସରକାରଙ୍କୁ ମିଳିବାପରେ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଆଧାରରେ ଅନ୍ତିମ ସଂସ୍କାର କରାଯିବ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି। ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବାଗଚୀ କହିଛନ୍ତି […]

Continue Reading
ଯାଜପୁର ଥାନା ଅଧିକାରୀଙ୍କ ଦ୍ୱାରା ଗରିବଙ୍କୁ ଖାଦ୍ୟ ବଣ୍ଟନ

ଯାଜପୁର ଥାନା ଅଧିକାରୀଙ୍କ ଦ୍ୱାରା ଗରିବଙ୍କୁ ଖାଦ୍ୟ ବଣ୍ଟନ

 #ଥାନା_ଅଧିକାରୀଙ୍କ_ଦ୍ୱାରା_ଗରିବଙ୍କୁ_ଖାଦ୍ୟ_ବଣ୍ଟନ          ଯାଜପୁର  :  (ବିଶ୍ବଜିତ ରଣା )  ବର୍ତ୍ତମାନ ସାରା ବିଶ୍ୱରେ ମହାପ୍ରଳୟଙ୍କାରୀ କରୋନା ରୋଗ ବ୍ୟାପୁଥିବା ବେଳେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖବାକୁ ମିଳୁଛି । ଏହି କରୋନା ମହାମାରୀରେ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ଏହାକୁ ସମ୍ମୁଖୀନ ହେବାପାଇଁ ବହୁ ଚେଷ୍ଟା ଜାରି ରହିଛି । ଏହି କରୋନା ରୋଗ ବ୍ୟାପିବା ଦ୍ୱାରା ସାରା ଭାରତ ବର୍ଷରେ ଲକ୍ଡାଉନ୍ ଚାଲିଥିବା ବେଳେ ଖଟିଖିଆ, ଦିନମଜୁରିଆ ଓ ବହୁ ଗରିବଲୋକ ଖାଦ୍ୟ, ରହିବା […]

Continue Reading