ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ମେଡିକେଟେଡ ମଶାରୀ ବଣ୍ଟନ

ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ମେଡିକେଟେଡ ମଶାରୀ ବଣ୍ଟନ

#ମେଡିକେଟେଡ_ମଶାରୀ_ବଣ୍ଟନ      ରାୟଗଡା  : କୋଭିଡ ୧୯ ରେ ଯୋଦ୍ଧା ରୂପେ ରାୟଗଡା ଜିଲ୍ଲାରେ  ସିଆରପିଏଫ ଯବାନ ମାନେ ନିଜ କାର୍ଯ୍ୟ କୁ ସୁଚାରୁ ରୁପେ ସମ୍ପାଦନ କରି ଆସିଛନ୍ତି।  ସମସ୍ତଙ୍କ ଉଦ୍ୟମ ଫଳରେ ଆଜି ରାୟଗଡା ଜିଲ୍ଲା କୋଭିଡ ୧୯ ରୁ ମୁକ୍ତ ରହି ଏକ ସବୁଜ ଜିଲ୍ଲା ରୂପେ ନିଜର ସ୍ଥିତି ଜାହିର କରିପାରିଛି । ଜିଲ୍ଲାରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବରୁ ସିଆରପିଏଫ ଯବାନ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଜିଲ୍ଲାପାଳ ଓ ଜିଲ୍ଲା […]

Continue Reading
ଟିକିରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ

ଟିକିରିରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ

#ଟିକିରି_ବନ୍ଦେ_ଉତ୍କଳ_ଜନନୀ_ସଙ୍ଗୀତ_ଗାନ_କରାଯାଇଛି      କାଶୀପୁର( କୈଳାଶ ବାଗ ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ମୁଖ୍ୟ ରାସ୍ତା ରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଏହି ଲଢେଇରେ ପ୍ରମୁଖ ଭୂମିକା ତୁଲାଇ ଥିବା , ସମସ୍ତ ସ୍ବାସ୍ଥ୍ୟ କର୍ମୀ ,ଡାକ୍ତର , ପୁଲିସ୍ କର୍ମଚାରୀ ,ଆଶା ଦିଦି ସରପଞ୍ଚ ଅଙ୍ଗନଓ୍ବାଡି କର୍ମୀଙ୍କ  ମନୋବଳ ବୃଦ୍ଧି କରିବା ପାଇଁ ଶନିବାର ୫ . ୩୦ ସମୟରେ ସାମାଜିକ ଦୂରତା ରକ୍ଷାକରି ବନ୍ଦେ ଉତ୍କଳ ଜନନୀ ଗାନ କରା ଯାଇଥିଲା। ଏଥିରେ ସ୍ଥାନୀୟ […]

Continue Reading
ଦୁଇ ପ୍ରତିନିଧିଙ୍କୁ କୋଭିଡ-୧୯ ଯୋଦ୍ଧା ରୂପେ ମାନ ପତ୍ର ପ୍ରଦାନ

ଦୁଇ ପ୍ରତିନିଧିଙ୍କୁ କୋଭିଡ-୧୯ ଯୋଦ୍ଧା ରୂପେ ମାନ ପତ୍ର ପ୍ରଦାନ

#ଦୁଇ_ପ୍ରତିନିଧିଙ୍କୁ_କୋଭିଡ-୧୯_ଯୋଦ୍ଧା_ରୂପେ_ମାନ_ପତ୍ର_ପ୍ରଦାନ                  ରାୟଗଡା :      ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ଦୁଇ ଗଣ ମାଧ୍ୟମ ପ୍ରତିନିଧି  ଗୁରୁ ପ୍ରସାଦ ସାହୁ, ‘ସମ୍ବାଦ କଳିକା’ ଓ ଶିବ ପ୍ରସାଦ ପାଢ଼ୀ ‘ଓଡିଶା ସୂଚନା’  କୋରୋନା ପରି ଭୟଙ୍କର ପରିସ୍ଥିତି ରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଲଗାତର ଦୀର୍ଘ ୨ ମାସରୁ ଉର୍ଦ୍ଧ୍ବ କରୋନା ସମ୍ବନ୍ଧୀୟ ସଚେତନତା ର ଖବର ନିଜ ପତ୍ରିକା ଓ ସୋସିଆଲ ମିଡ଼ିଆରେ  ପରିବେଷଣ କରି ଆସିଛନ୍ତି। ଜିଲ୍ଲା ପ୍ରଶାସନ ଙ୍କ ସମସ୍ତ […]

Continue Reading
ଗୃହାବଦ୍ଧରେ ରହିଲେ ସାଂସଦ ସପ୍ତଗିରି

ଗୃହାବଦ୍ଧରେ ରହିଲେ ସାଂସଦ ସପ୍ତଗିରି

#ଗୃହାବଦ୍ଧରେ_ରହିଲେ_ସାଂସଦ_ସପ୍ତଗିରି     ରାୟଗଡ଼ା: ଦିଲ୍ଲୀରୁ ଫେରିବା ପରେ ୧୪ ଦିନ ଗୃହାବଦ୍ଧରେ ରହିଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା। ସ୍ବାସ୍ଥ୍ୟ ବିଭାଗ ଟିମ୍ ସାଂସଦଙ୍କ ଘରେ ପହଞ୍ଚି ଥର୍ମାଲ୍ ସ୍କ୍ରିନିଂ କରିବା ସହ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି। ପୌର ପରିଷଦ ପକ୍ଷରୁ ସାଂସଦଙ୍କ ଗୃହ ସମ୍ମୁଖରେ ହୋମ୍ କ୍ୱାରେଣ୍ଟାଇନ୍‌ ସୂଚନା ଫଳକ ଲଗାଯାଇଛି। ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ସାଂସଦ ଗୃହାବଦ୍ଧରେ ରହିବା ନେଇ ସୂଚନା ଫଳକରେ ଉଲ୍ଲେଖ ରହିଛି।ଲକଡାଉନ୍ ଯୋଗୁ ସଂସଦର ଗ୍ରୀଷ୍ମକାଳୀନ ଅଧିବେଶନ ସାରି […]

Continue Reading
ମାପ ଓ ଓଜନ ବିଭାଗ ପକ୍ଷରୁ ରାୟଗଡା ମାଛ ଓ ମାଂସ ଦୋକାନ ଚଢାଉ

ମାପ ଓ ଓଜନ ବିଭାଗ ପକ୍ଷରୁ ରାୟଗଡା ମାଛ ଓ ମାଂସ ଦୋକାନ ଚଢାଉ

#୨୦_ଠକ_ବ୍ୟବସାୟୀଙ୍କ_ଠାରୁ_୧୬୫୦୦_ଫାଇନ_ଜବତ                     ରାୟଗଡା  :    ରାୟଗଡା ଜିଲ୍ଲା ରେ ଦୀର୍ଘ ଦିନ ଧରି ମାଛ ଓ ମାଂସ ବ୍ୟବସାୟୀ ମାନେ ଓଜନରେ ଗ୍ରାହକଙ୍କ ଠାରୁ ଠକୁ ଥୁବା ଓ ଜ଼ିଲ୍ଲା ବାସୀ ଠକାମୀର ଶିକାର ହେଉଥିବା ଓ ଏନେଇ ଅନେକ ଥର ଅଭିଯୋଗ ହୋଇ ଥିବା ଶୁଣିବାକୁ ମିଳିଛି। ବୁଧବାର ସକାଳୁ ମାପ ଓଜନ ବିଭାଗ ଓ ଯୋଗାଣ ବିଭାଗ ର ମିଳିତ ଉଦ୍ୟମରେ  ଜି ସି ଡି ପଡିଆ ରେ ଖୋଲିଥିବା ମାଛ ମାଂସ ଦୋକାନ […]

Continue Reading
ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ତାମିଲନାଡୁରୁ ଫେରିଲେ ୮୫ ଓଡ଼ିଆ ଶ୍ରମିକ

ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ତାମିଲନାଡୁରୁ ଫେରିଲେ ୮୫ ଓଡ଼ିଆ ଶ୍ରମିକ

#ତାମିଲନାଡୁରୁ_ଫେରିଲେ_୮୫_ଓଡ଼ିଆ_ଶ୍ରମିକ         ରାୟଗଡା  : ଓଡgଶାର  ବିଭିନ୍ନ ଜିଲ୍ଲା ତଥା ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରିର କିଛି ଶ୍ରମିକ ସୁଦୁର ତାମିଲନାଡୁର ତିରିପୁର ଠାରେ  କାର୍ଯ୍ୟ କରି ଆସୁଥିଲେ। ବିଶ୍ଵ ବ୍ୟାପି କରୋନା ଲକ ଡାଉନ ହେବା ଦ୍ୱାରା ଏହି ଶ୍ରମିକମାଙ୍କୁ ରୋଜଗାର ପାଇଁ କାମ ମିଳିଲା ନାହିଁ ଓ ସେମାନଙ୍କ ପାଖରେ ଗଛିତ ଟଙ୍କା ସରିବା ଓ ସେମାନେ ଭୋକ ଉପବାସରେ ବଞ୍ଚିବାର ରାହା ହରାଇ ବସିଥିଲେ। ଓଡିଶା  ସରକାରଙ୍କୁ ଗୁହାରି କରିଥିଲେ। ରାଜ୍ୟ ସରକାର […]

Continue Reading
ବିଷମ କଟକରେ ଚୋରା ମଦ କାରବାର ବଢୁଛି

ବିଷମ କଟକରେ ଚୋରା ମଦ କାରବାର ବଢୁଛି

#ବିଷମ_କଟକରେ_ଚୋରା_ମଦ_କାରବାର_ବଢୁଛି       ରାୟଗଡା   : ରାୟଗଡା ଜିଲ୍ଲା ବିଷମ କଟକ ରେ ଥିବା ବିଦେଶୀ ମଦ ଦୋକାନ ସରକାର ନିୟମ କୁ ଖୁଲମ ଖୁଲା ଅଵମାନନା କରି ଥିବା ଓ  ସକାଳ ୭ ରେ ବେଧଡକ ମଦ ବିକ୍ରି କରୁଥିବା ଖବର ଚର୍ଚ୍ଚା ର ବିଷଞ ପାଲଟିଛି। ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ଉକ୍ତ ଦୋକାନ କୁ ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଲ କରିଛନ୍ତି। କିନ୍ତୁ ସେହି ଦୋକାନରେ […]

Continue Reading
ନା ମାନୁଛନ୍ତି ସାମାଜିକ ଦୂରତା ନା ମାନୁଛନ୍ତି ଟ୍ରାଫିକ ନିୟମ

ନା ମାନୁଛନ୍ତି ସାମାଜିକ ଦୂରତା ନା ମାନୁଛନ୍ତି ଟ୍ରାଫିକ ନିୟମ

#ନା_ମାନୁଛନ୍ତି_ସାମାଜିକ_ଦୂରତା_ନା_ମାନୁଛନ୍ତି_ଟ୍ରାଫିକ_ନିୟମ      କାଶୀପୁର( କୈଳାଶ ବାଗ ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଏବେ ଲକ ଡାଉନ ସାମାନ୍ୟ କୋହଳ ହେବା ଯୋଗୁଁ ଲୋକେ ନା ମାନୁଛନ୍ତି ସାମାଜିକ ଦୂରତା ନା ମାନୁଛନ୍ତି ଟ୍ରାଫିକ ନିୟମ । କରୋନା ସଂକ୍ରମଣର ପ୍ରତିରୋଧ ପାଇଁ ଦେଶକୁ ଲକ ଡାଉନ କରିବା ସହ ସାମାଜିକ ଦୂରତା ପାଳନ ଓ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି କିନ୍ତୁ ଟିକିରି ଶିଳ୍ପାଞ୍ଚଳ ଏରିଆ ହୋଇ ଥିବାରୁ ଏଠାରେ ଜନଗହଳି ହେଉଥିବା ଦେଖିବାକୁ […]

Continue Reading
କ୍ବାରେଣ୍ଟାଇନ କେନ୍ଦ୍ରରେ ଯୋଗାଭ୍ୟାସ

କ୍ବାରେଣ୍ଟାଇନ କେନ୍ଦ୍ରରେ ଯୋଗାଭ୍ୟାସ

#କ୍ବାରେଣ୍ଟାଇନ_କେନ୍ଦ୍ରରେ_ଯୋଗାଭ୍ୟାସ                ରାୟଗଡା  :       ରାୟଗଡା ଜିଲ୍ଲା ସମସ୍ତ ଆଶ୍ରମ ସ୍କୁଲ ଗୁଡିକରେ ପ୍ରବାସୀ ଓଡ଼ିଆ ଓ ଅନ୍ୟ ରାଜ୍ୟର ପ୍ରବାସୀ ମାନଙ୍କ ପାଇଁ  ଖୋଲାଯାଇଥିବା କ୍ବାରେଣ୍ଟାଇନ କେନ୍ଦ୍ରରେ  ଅଧିବାସୀ ମାନଙ୍କୁ ଯୋଗାଭ୍ୟାସ ଶିକ୍ଷା ହିଆଯାଉଛି।   ରାୟଗଡା ବ୍ଲକ ଅଧୀନରେ ଥିବା କୁଟୁଳି ଆଶ୍ରମ ଓ ତାଡମା ଆଶ୍ରମ ସ୍କୁଲ ଓ ଗୁଣୁପୁର ବ୍ଲକ ର ଡମ୍ବସରା ଆଶ୍ରମ ବିଦ୍ୟାଳୟରେ ରହୁଥିବା ପ୍ରବାସୀ ମାନେ କିପରି ନିଜର ଶରୀରକୁ   ରୋଗ ଦାଉରୁ […]

Continue Reading
ମହିଳା ସଶକ୍ତଣରେ ଉତ୍କଳ ଆଲୁମିନାର ପଦକ୍ଷେପ

ମହିଳା ସଶକ୍ତକରଣରେ ଉତ୍କଳ ଆଲୁମିନାର ପଦକ୍ଷେପ

#ମହିଳା_ସଶକ୍ତକରଣରେ_ଉତ୍କଳ_ଆଲୁମିନାର_ପଦକ୍ଷେପ                        କାଶୀପୁର ( କୈଳାଶ ବାଗ ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୋରାଗୁଡା ଉତ୍କଳ ଆଲୁମିନା ଇଣ୍ଟରନେସନାଲ୍ ଲିମିଟେଡ୍ କମ୍ପାନୀ ପକ୍ଷରୁ ମହିଳା ସଶକ୍ତ କରଣରେ କେତେକ ଗୁରୁତ୍ତ୍ବପୂର୍ଣ୍ଣ ପଦକ୍େଷପ ଗ୍ରହଣ କରଛି।  ଉତ୍କଳ ଆଲୁମିନା ବହୁ ବର୍ଷ ପୂର୍ବେ ଯେତେ ବେଳେ ଓଡିଶାର ରାୟଗଡା ଜିଲ୍ଲାର ଅପହଞ୍ଚି  କାଶୀପୁର ବ୍ଲକରେ ଆଦିତ୍ୟ  ବିର୍ଲା ଗ୍ରୁପ୍ ଏକ ଆଲୁମିନା ରିଫାଇନାରି ସ୍ଥାପନ କରିବାକୁ ଯାଉଥିଲା ତାହା ଦେଶର ଅନ୍ୟତମ ଅନୁନ୍ନତ ଆଦିବାସୀ ଅଞ୍ଚଳ ଭାବେପରିଗଣିତ […]

Continue Reading