୭ ଦିନ ପାଇଁ ରାୟଗଡ଼ାକୁ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ

୭ ଦିନ ପାଇଁ ରାୟଗଡ଼ାକୁ ସଟ୍‌ଡାଉନ୍‌ ଘୋଷଣା କଲେ ଜିଲ୍ଲାପାଳ

#ରାୟଗଡ଼ାକୁ_ସଟ୍‌ଡାଉନ୍‌_ଘୋଷଣା_କଲେ_ଜିଲ୍ଲାପାଳ      ରାୟଗଡ଼ା: ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସଚେତନତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି। ଆଜି ରାୟଗଡ଼ ଜିଲ୍ଲା‌ରେ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଳାକୁ ଏକ ସପ୍ତାହ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ଚିହ୍ନଟ ହୋଇଥିବା  ୯୬ ଜଣଙ୍କୁ ଜିଲ୍ଲା କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ରମାନଙ୍କରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ […]

Continue Reading
ଗଣମାଧ୍ୟମ ପ୍ରତିନିଧିଙ୍କ ଦୁଃଖ ବୁଝିବ କିଏ ?

ଗଣମାଧ୍ୟମ ପ୍ରତିନିଧିଙ୍କ ଦୁଃଖ ବୁଝିବ କିଏ ?

#ଗଣମାଧ୍ୟମ_ପ୍ରତିନିଧିଙ୍କ_ଦୁଃଖ_ବୁଝିବ_କିଏ         ରାୟଗଡ଼ା    :  ( ଗୁରୁ ପ୍ରସାଦ ସାହୁ ) ସାରା ଓଡିଶା  କରୋନା ମହାମାରୀ ରେ ଆକ୍ରାନ୍ତ। ଏହି ଭୟଙ୍କର ରୋଗ  ଅନ୍ତ ହେବାର ନା ଧରୁନି, ଦିନକୁ ଦିନ ବଢି ଚାଲିଛି। ସରକାର ଏହି କରୋନା ରୋଗ ସହ ଲଢ଼ି ଦେବାଳିଆ ଅବସ୍ଥା ରେ ଗତି କରୁଛନ୍ତି।  ରାଜ୍ୟ ସରକାର ନୂତନ ନିଯୁକ୍ତି କୁ ୨ ବର୍ଷ ପାଇଁ ସ୍ଥଗିତ ରଖିଛନ୍ତି  ।ରାଜ୍ୟ  ସରକାର ବିଭିନ୍ନ ନିୟମ ପ୍ରଣୟନ କରିଛନ୍ତି, ଚକ ଅଖ ବନ୍ଦ, […]

Continue Reading
୨୦ ଲକ୍ଷ ଟଙ୍କାର ଚୋରା ସିଗାରେଟ ଜବତ

୨୦ ଲକ୍ଷ ଟଙ୍କାର ଚୋରା ସିଗାରେଟ ଜବତ

#୨୦_ଲକ୍ଷ_ଟଙ୍କାର_ଚୋରା_ସିଗାରେଟ_ଜବତ      ରାୟଗଡା  : ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ସହରରେ ପୋଲିସ ଚଢାଉ କରି  ପ୍ରାୟ ୨୦ ଲକ୍ଷ ଟଙ୍କାର ଚୋରା ସିଗାରେଟ ଜବତ  କରିଛି। ଘଟଣାରୁ ପ୍ରକାଶ ଯେ,  କୌଣସି ସୂତ୍ରରୁ ଖବର ପାଇ ମୁନିଗୁଡ଼ା ଥାନା ଆଇଆଇସି ରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ନେତୃତ୍ବରେ ଏକ ପୁଲିସ୍ ଟିମ୍   ସହରରେ ଥିବା ଜନୈକ ବ୍ୟବସାୟୀଙ୍କ ଗୋଦାମରେ ଚଢାଉ କରିଥିଲା। ସେଠାରୁ ୩୧ ବସ୍ତା ଚୋରା ସିଗାରେଟ ଜବତ ହୋଇଥିବା ଜଣାପଡିଛି। ଏହାର ଆନୁମାନିକ ମୂଲ୍ୟ୨୦ ଲକ୍ଷ ଟଙ୍କା […]

Continue Reading
ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ସହିଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ସହିଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

#ସହିଦ_ଯବାନଙ୍କୁ_ଅଶ୍ରୁଳ_ଶ୍ରଦ୍ଧାଞ୍ଜଳି           ରାୟଗଡା   :    ରାୟଗଡା ଜିଲ୍ଲା ବ୍ଲକ ସଦର ମହକୁମା  ମୁନିଗୁଡାରେ ଆବାଳ ଵୃଦ୍ଧବନୀତା ଏକତ୍ରିତ ହୋଇ ଲକ୍ଷ୍ମଣନାୟକ ଛକ ଠାରେ ଲଦାଖର ଗଲୱାନା ଉପତ୍ୟକା ସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ ଏସି) ନିକଟରେ ସହିଦ୍ ହୋଇଥିବା ଦୁଇ ଓଡିଆ ଯଵାନଙ୍କ  ସମେତ ୨୦ ଜଣ ସହିଦ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହି ଉଦ୍ଦେଶ୍ୟରେ  ଲକ୍ଷ୍ମଣନାୟକ ପ୍ରତିମୂର୍ତ୍ତି ନିକଟରେ କ୍ୟାଣ୍ଡେଲ ଜାଳି  ସହିଦ୍ ଯଵାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ […]

Continue Reading
ରାୟଗଡ଼ାରେ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା

ରାୟଗଡ଼ାରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ୪କରୋନା ଆକ୍ରାନ୍ତ

#ରାୟଗଡ଼ାରେ_ସ୍ବାସ୍ଥ୍ୟକର୍ମୀଙ୍କ_ସମେତ_୪_କରୋନା              ରାୟଗଡ଼ା  : ( ଗୁରୁ ପ୍ରସାଦ ସାହୁ ) ରାଜ୍ୟରେ ଶେଷରେ କରୋନା ସଂକ୍ରମିତଙ୍କ ତାଲିକାରେ ସାମିଲ ହୋଇଥିବା ରାୟଗଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି କ୍ରମରେ  ଜିଲ୍ଲାରେ ଆଉ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୭ରେ ପହଞ୍ଚିଛି।  ୩ ଜଣ ଜିଲ୍ଲାର ପ୍ରଥମ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ […]

Continue Reading
ରାୟଗଡା ଜିଲ୍ଳାପାଳଙ୍କ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଓ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଅନୁଧ୍ୟାନ

ରାୟଗଡା ଜିଲ୍ଳାପାଳଙ୍କ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଓ କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର ଅନୁଧ୍ୟାନ  

#ଜିଲ୍ଳାପାଳଙ୍କ_ବିଭିନ୍ନ_ଉନ୍ନୟନ_ମୂଳକ_ପ୍ରକଳ୍ପ_ଓ_କୋଭିଡ_ସ୍ବାସ୍ଥ୍ୟ_କେନ୍ଦ୍ର_ଅନୁଧ୍ୟାନ          ରାୟଗଡ଼ା   :  ରାୟଗଡ଼ା ଜିଲ୍ଳାପାଳ  ପ୍ରମୋଦ କୁମାର ବେହେରା ଜିଲ୍ଲାରେ  ମହାମାରୀ କରୋନା ର ଦୃଢ଼ ମୁକାବିଲା କରିବା ସହ ଜିଲ୍ଲା ବାସୀ ତଥା ଚାଷୀ କିପରି ଆତ୍ମ ନିର୍ଭରଶୀଳ ହୋଇ ନିଜ ଜୀବିକା ଅର୍ଜନ କରିବେ ସେଥି ପ୍ରତି  ସଦା ସର୍ବଦା ତତ୍ପରତା ଦେଖାଇ ଆସିଛନ୍ତି । ମଙ୍ଗଳବାର ଜିଲ୍ଲାପାଳ ରାୟଗଡ଼ା ଜିଲ୍ଲାର ରାୟଗଡା ବ୍ଲକ ଓ କୋଲନାରା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ସ୍ଥାନୀୟ ଦେବଦଳା ଗ୍ରାମରେ ଥିବା ଆଦର୍ଶ […]

Continue Reading
ୟୁଏଲଆଇଏଲରେ ବିଶ୍ୱ ପରିବେଶ ଦିବସ ପାଳିତ

ୟୁଏଲଆଇଏଲରେ ବିଶ୍ୱ ପରିବେଶ ଦିବସ ପାଳିତ

#ୟୁଏଲଆଇଏଲରେ_ବିଶ୍ୱ_ପରିବେଶ_ଦିବସ_ପାଳିତ                 ଟିକିରି  : (କୈଳାଶ ବାଗ ) ପରିବେଶ ସୁରକ୍ଷା ଓ ନିରନ୍ତର ବିକାଶକୁ ନେଇ ସଚେତନତା ସୃଷ୍ଟି କରିବାର ଅଂଶ ସ୍ୱରୂପ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୦୨୦ ଜୁନ ୫ରେ ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଓ ବାପହିଲମାଲି ବକ୍ସାଇଟ ଖଣିରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ଚଳିତ ବର୍ଷ ଉତ୍ସବ ପାଳନରେ ବ୍ୟାପକ ବୃକ୍ଷରୋପକ୍ଷ ଅଭିଯାନ, ସଚେତନତା କାର୍ଯ୍ୟକ୍ରମ ଓ ପରିବେଶ ବିଷୟ ଉପରେ ପ୍ରତିଯୋଗିତା ଆୟୋଜନ […]

Continue Reading
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଶିକ୍ଷକ ଶିକ୍ଷାଧିକାରୀ ମାନଙ୍କ ୪୯,୭୮,୫୪୧ଦାନ

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଶିକ୍ଷକ ଶିକ୍ଷାଧିକାରୀ ମାନଙ୍କ ୪୯,୭୮,୫୪୧ଦାନ

#ମୁଖ୍ୟମନ୍ତ୍ରୀ_ରିଲିଫ_ଫଣ୍ଡକୁ_ଦାନ          ରାୟଗଡା   :  ରାୟଗଡା ଜିଲ୍ଲାରେ ବସ ବାସ କରୁଥିବା ସମସ୍ତ ଜନବାସୀ ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ମାନବିକତା ଭରପୁର ରହି ଆସିଛି ଓ ଠିକ ସମୟରେ ତାର ସଦୁପଯୋଗ କରି ଥିବା ଦେଖିବକୁ ମିଳିଛି । ଏହି ଜିଲ୍ଲାର ବିଭିନ୍ନ ସଂଗଠନ, ବ୍ୟବସାୟୀ, ସ୍ୱେଚ୍ଛାସେବୀ, ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଭିନ୍ନ ସରକାରୀ ବିଭାଗ ନିଜ ନିଜ ସାମର୍ଥ୍ୟନୁସାରେ କୋଭିଡ ୧୯ ର ମୁକାବିଲା ପାଇଁ ସ୍ୱ ହସ୍ତରେ ଖୁସି ଖୁସି ରେ ମୁଖ୍ୟମନ୍ତ୍ରୀ ରିଲିଫ […]

Continue Reading
ଚେଇଁ ଶୋଇଥିବା ପ୍ରଶାସନର ଭାଙ୍ଗିଲା ନିଦ

ଚେଇଁ ଶୋଇଥିବା ପ୍ରଶାସନର ଭାଙ୍ଗିଲା ନିଦ

#ଚେଇଁ_ଶୋଇଥିବା_ପ୍ରଶାସନର_ଭାଙ୍ଗିଲା_ନିଦ              ରାୟଗଡା :    ବୁଧବାର ରାୟଗଡାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ  ଶୋଇଥିବା ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଲା ଓ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଆରକେ ନଗର ଓ ଅଡୁଗୁଡା ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବରେ  ଘୋଷଣା କରାଯାଇଛି ।ଏହି ସବୁ ଅଞ୍ଚଳ ସଟଡାଉନ କରାଯାଇଛି ଓ  ସମସ୍ତ ପ୍ରକାର ଗମନା ଗମନ ଆଦିବନ୍ଦ  କରିଦିଆଯାଇଛି ।ଏହି ସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଵ। ପାଇଁ ଉପଜିଲ୍ଲାପାଳ  ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ […]

Continue Reading
ରାୟଗଡା ପୋଲିସର ସଫଳତା : ୧୧୭୦ କିଲୋ ଗଞ୍ଜେଇ ୭ ମୋବାଇଲ ଓ ୯ବାଇକ ଜବତ

ରାୟଗଡା ପୋଲିସର ସଫଳତା : ୧୧୭୦ କିଲୋ ଗଞ୍ଜେଇ ୭ ମୋବାଇଲ ଓ ୯ବାଇକ ଜବତ

#୧୧୭୦_କିଲୋ_ଗଞ୍ଜେଇ_୭_ମୋବାଇଲ_ଓ_୯_ବାଇକ_ଜବତ             ରାୟଗଡା/ପଦ୍ମପୁର : ରବିବାର ଦିନ ଗୁଡାରି ଥାନାର ଏସ.ଆଇ ପୁରୁଷୋତ୍ତମ ଜାନୀ ଥାନାର ଅନ୍ୟ କର୍ମଚାରୀ ମାନଙ୍କ ସହ ପାଟ୍ରୋଲିଂ କରୁଥିବା ସମୟରେ ଗୁଡାରି ଥାନା ଅଧିନସ୍ଥ ଖାରିଗୁଡାର ଏକ ଭାଲିଆ ତୋଟାରେ କିଛି ବ୍ୟକ୍ତି ଗଞ୍ଜେଇ ପ୍ୟାକିଙ୍ଗ କରୁଥିବା ଖବର ପାଇଥିଲେ ।ସଙ୍ଗେ ସଙ୍ଗେ ପୋଲିସ ଭାଲିଆ ତୋଟାରେ ଚଢ଼ାଉ କରିବା ସମୟରେ ତେର ଜଣବ୍ୟକ୍ତି ପଲିଥିନ ବ୍ୟାଗରେ ଗଞ୍ଜେଇ ଭରି କରୁଥିବା ଦେଖିବାକୁ ପାଇଥିଲେ । ପୋଲିସକୁ ଦେଖିବା ମାତ୍ରେ ଏହି ବ୍ୟକ୍ତି […]

Continue Reading