ଆନ୍ଧ୍ରର ଏ କି ଉଦାର ନୀତି ! ଓଡ଼ିଶାର ଦାଦନ ଶ୍ରମିକଙ୍କ ପାଇଁ ଦୟାନାହିଁ

ଆନ୍ଧ୍ରର ଏ କି ଉଦାର ନୀତି ! ଓଡ଼ିଶାର ଦାଦନ ଶ୍ରମିକଙ୍କ ପାଇଁ ଦୟାନାହିଁ

#ଆନ୍ଧ୍ରର_ଏ_କି_ଉଦାର_ନୀତି_ଓଡ଼ିଶାର_ଦାଦନ_ଶ୍ରମିକଙ୍କ_ପାଇଁ_ଦୟାନାହିଁ       ରାୟଗଡା   :   ରାୟଗଡା ସହର ପଡୋଶୀ ଆନ୍ଧ୍ରପ୍ରଦେଶର ଅତି ନିକଟ ତର। ରାୟଗଡା ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଆନ୍ଧ୍ର ସୀମାନ୍ତ ଅଞ୍ଚଳ। ଏହି ଜିଲ୍ଲା ରେ ଶତକଡା ୭୦ ଭାଗ ଆଦିବାସୀ ରହୁଥିବା ସ୍ଥଳେ  ଆନ୍ଧ୍ରପ୍ରଦେଶର ତେଲୁଗୁ ସମ୍ପ୍ରଦାୟର ୨୫ ଭାଗ ଓ ଓଡ଼ିଶାର ଅନ୍ୟ ଜିଲ୍ଲାର ୫ ଭାଗ ଲୋକ  ଏଠାରେ ବସ ବାସ କରୁଛନ୍ତି। ଏହି ଜିଲ୍ଲାର ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓ ମଧ୍ୟ  ଆନ୍ଧ୍ରପ୍ରଦେଶର ମୂଳ […]

Continue Reading
ବୃଦ୍ଧ ବୟସରେ ମଧ୍ୟ କରୋନା ସଚେତନତା ପାଇଁ ନୂତନ ପ୍ରୟାସ

ବୃଦ୍ଧ ବୟସରେ ମଧ୍ୟ କରୋନା ସଚେତନତା ପାଇଁ ନୂତନ ପ୍ରୟାସ

#ବୃଦ୍ଧ_ବୟସର_ମଧ୍ୟ_କରୋନା_ସଚେତନତା_ପାଇଁ_ନୂତନ_ପ୍ରୟାସ          ରାୟଗଡା  : ଜିଲ୍ଲା ରେ କରୋନା ସଚେତନତା ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାର  ଯୁବ ସମାଜ, ମହିଳା ସମାଜ ଏପରିକି ଦିବ୍ୟାଙ୍ଗ ଆଜି ରାଜରାସ୍ତା କୁ ଓହ୍ଲାଇଛନ୍ତି କୋରୋନା ସଚେତନତା ର ବାର୍ତ୍ତା ନେଇ।  ଏହି କରୋନା ରୋଗ ଠାରୁ କିପରି ଦୂରରେ ରହିବ ସେ ନେଇ ଜଣେ ବୃଦ୍ଧ ଆର ଏନ ତ୍ରିପାଠୀ ଏକ ନୂତନ ଚିନ୍ତଧାରା ଓ ନୂତନ ବେଶ ଓ ନୂତନ ଢଙ୍ଗରେ ନିଜ ଦେହରେ ସଚେତନତା […]

Continue Reading
କରୋନା ଯୁଦ୍ଧରେ ଯୋଦ୍ଧା ସାଜିଲେ ଭିନ୍ନକ୍ଷମ

କରୋନା ଯୁଦ୍ଧରେ ଯୋଦ୍ଧା ସାଜିଲେ ଭିନ୍ନକ୍ଷମ

#କରୋନା_ଯୁଦ୍ଧରେ_ଯୋଦ୍ଧା_ସାଜିଲେ_ଭିନ୍ନକ୍ଷମ        ରାୟଗଡା  : ସମଗ୍ର ବିଶ୍ବରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ହେଲେ ଏହାର ମୁକାବିଲା କରିବା ପାଇଁ ନୂଆ ନୂଆ ଯୋଦ୍ଧା ଆଗେଇ ଆସୁଛନ୍ତି।  କୋରୋନା ଯୁଦ୍ଧରେ ଆଜି ସାରା ଭାରତ ତଥା ପୃଥିବୀ ବାସୀ ଯୋଦ୍ଧା ରୂପେ ଦଣ୍ଡାୟ ମାନ । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ରାୟଗଡା ଜିଲ୍ଲା ରେ ଥିବା ଭିନ୍ନକ୍ଷମ ମଧ୍ୟ ସାହସର ସହ ଆଗେଇ ଆସିଛନ୍ତି। ଆଉ  ସେମାନେ ଏବେ କରୋନା ଯୁଦ୍ଧରେ ଯୋଦ୍ଧା ହୋଇ ସାମିଲ […]

Continue Reading
ସାମାଜିକ ଦୂରତା କୁ ବେଖାତିର୍

ସାମାଜିକ ଦୂରତା କୁ ବେଖାତିର୍

#ସାମାଜିକ_ଦୂରତାକୁ_ବେଖାତିର୍          କାଶୀପୁର ( କୈଳାଶ ବାଗ ) କାଶୀପୁର ବ୍ଲକ ଟିକିରି ପଞ୍ଚାୟତରେ ସାମାଜିକ ଦୂରତାକୁ ଲୋକେ ବେଖାତିର୍ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଶୁକ୍ରବାର ଟିକିରି ହାଟ ଏଠି ବିଭିନ୍ନ ଗ୍ରାମର ଲୋକେ ସପ୍ତାହକୁ ଥରେ ହାଟ କରିବାକୁ ଆସିଥାନ୍ତି କରୋନା ମହାମାରୀ ଦିନ କୁ ଦିନ ରାଜ୍ୟରେ ଉଗ୍ର ରୂପ ନେଉଥିବାର ଦେଖି ମଧ୍ୟ ଲୋକେ ସଚେତନ ହେଉନଥିବାରୁ  ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି । ପ୍ରଶାସନ ପକ୍ଷରୁ ଯେତେ ଲୋକଙ୍କୁ […]

Continue Reading
ଖସୁଛି ଜଳ ସ୍ତର , ସାଙ୍ଘାତିକ ଜଳ ସଙ୍କଟ ର ସମ୍ମୁଖୀନ ହେବେ ରାୟଗଡା ଜିଲ୍ଲା ବାସୀ

ଖସୁଛି ଜଳ ସ୍ତର , ସାଙ୍ଘାତିକ ଜଳ ସଙ୍କଟ ର ସମ୍ମୁଖୀନ ହେବେ ରାୟଗଡା ଜିଲ୍ଲା ବାସୀ

        #ସାଙ୍ଘାତିକ_ଜଳ_ସଙ୍କଟର_ସମ୍ମୁଖୀନ_ହେବେ_ରାୟଗଡା_ଜିଲ୍ଲା_ବାସୀ         ରାୟଗଡା    : ( ଗୁରୁ ପ୍ରସାଦ ସାହୁ )    ରାୟଗଡା ଜିଲ୍ଲାର ଚାରିପାଖ ଜଙ୍ଗଲ ଓ ପାହାଡ଼ ପର୍ବତ। ଏହି ଜିଲ୍ଲା ପାହାଡ଼ ଓ ପଥର ର ଉପରେ ଅବସ୍ଥାପିତ।  ଜିଲ୍ଲା ର ମାଟି ଉର୍ବର ସାଙ୍ଗକୁ  ଜିଲ୍ଲାର ବିଭିନ୍ନ ଭାଗରେ ଭରପୁର ଜଳ ସ୍ତର  ଥିଲା।  କେବେ ବି ଜଳ ସ୍ତର କମିବା ଜିଲ୍ଲା ବାସୀ ଜାଣି ନ ଥିଲେ । ରାୟଗଡ଼ା ଜିଲ୍ଲାର କୋଣ […]

Continue Reading
ଧସିଲା ପଥର ,ରେଳ କର୍ମଚାରୀ ସମେତ ୩ ଜଣଙ୍କ ମୃତ୍ୟୁ

ଧସିଲା ପଥର ,ରେଳ କର୍ମଚାରୀ ସମେତ ୩ ଜଣଙ୍କ ମୃତ୍ୟୁ

#ଧସିଲା_ପଥର_ରେଳ_କର୍ମଚାରୀ_ସମେତ_୩_ଜଣଙ୍କ_ମୃତ୍ୟୁ              ରାୟଗଡ଼ା : ( ଗୁରୁ ପ୍ରସାଦ ସାହୁ ) କୋରାପୁଟ-କିରୁଣ୍ଡୁଲ ରେଳ ଲାଇନର ବୋରା କେଭ ନିକଟରେ ଘଟିଛି ଦୁର୍ଘଟଣା। ରେଳ ଲାଇନରେ ପଥର ଧସିବା ଯୋଗୁ ଜଣେ ରେଳ କର୍ମଚାରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ କାତାରା ବିରା ସ୍ୱାମୀ (୫୪), ଚୁକା ସୁରୀ ବାବୁ (୪୫) ଓ ସୁରେଶ (୪୨)। ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସୁଙ୍ଗି ବ୍ୟାରୁକୁ କୋଟା ମେଡିକାଲରେ ଭର୍ତ୍ତି […]

Continue Reading
ଫେରିଥିବା ପ୍ରବାସୀଙ୍କୁ ସ୍ୱାଗତ କଲା ରାୟଗଡା ଜିଲ୍ଲା ପୋଲିସ

ଫେରିଥିବା ପ୍ରବାସୀଙ୍କୁ ସ୍ୱାଗତ କଲା ରାୟଗଡା ଜିଲ୍ଲା ପୋଲିସ

#ଫେରିଥିବା_ପ୍ରବାସୀଙ୍କୁ_ସ୍ୱାଗତ_କଲା_ରାୟଗଡା_ଜିଲ୍ଲା_ପୋଲିସ              ରାୟଗଡା   :   ରାୟଗଡା ଜିଲ୍ଲାର କିଛି ପ୍ରବାସୀ ସୁଦୂର ଆଲୁଭା ଠାରେ କରୋନା ଲକ ଡାଉନ ରେ ଦୀର୍ଘ ଦିନ ଧରି ଫସି ରହିଥିଲେ। ରାୟଗଡା ଜିଲ୍ଲା ପ୍ରଶାସନ ଓ ପୋଲିସ ସହାୟତାରେ ସେମାନେ ନିଜ ଜନ୍ମ ମାଟି ରାୟଗଡା ରେ ଟ୍ରେନ ମାଧ୍ୟମରେ ଆସି ଆଜଗୁଣୁପୁର ଠାରେ ପହଞ୍ଚିଛନ୍ତି। ସେମାନଙ୍କୁ ଜିଲ୍ଲା ପୋଲିସ ଦ୍ୱାରା ସ୍ୱାଗତ କରିବା ସହ ସେମାନଙ୍କର ପଞ୍ଜିକରଣ କରିବା ସହ ସେମାନଙ୍କ ସ୍ୱାସ୍ତ୍ୟ ର ଯାଞ୍ଚ କରିବା ପରେ […]

Continue Reading
E-ଶିକ୍ଷା ମାଧ୍ୟମରେ ଚାଲିଛି ଶିକ୍ଷାଦାନ ପ୍ରକ୍ରିୟା

E-ଶିକ୍ଷା ମାଧ୍ୟମରେ ଚାଲିଛି ଶିକ୍ଷାଦାନ ପ୍ରକ୍ରିୟା

#E-ଶିକ୍ଷା_ମାଧ୍ୟମରେ_ଚାଲିଛି_ଶିକ୍ଷାଦାନ_ପ୍ରକ୍ରିୟା            ରାୟଗଡା  :   ( ଗୁରୁ ପ୍ରସାଦ ସାହୁ ) ଶିକ୍ଷା ବର୍ଷର ପ୍ରାରମ୍ଭ ରେ ବିଦ୍ୟାର୍ଥିମାନଙ୍କ ପାଇଁ ଶିକ୍ଷା ଆହରଣ ଓ ଶିକ୍ଷକ ଓ ଶିକ୍ଷକଙ୍କ ଶିକ୍ଷା ଦାନ ପାଇଁ ବଡ ପ୍ରତିବନ୍ଧକ ସାଜିଛି କରୋନା । କରୋନାର ପ୍ରତିଷେଧକ ପନ୍ଥା କେବଳ ଏକ ମାତ୍ର ଲକ ଡାଉନ । ଘରେ ରହିବା ସହ ସ୍ଵଛତା ଅବଲମ୍ବନ କଲେ ହିଁ କରୋନା ର ମୁକାବିଲା କରିପାରିବ। ସେହି ଦୃଷ୍ଟିରୁ ସାରା ଭାରତ ଆଜି ଲକ ଡାଉନ […]

Continue Reading
ରାୟଗଡା, କରୋନା ମୁକ୍ତ ହେଲେ ଡେଙ୍ଗୁ ସ୍ଥିତି ସାଙ୍ଘାତିକ : ୪୯ ପଜିଟିଭ ,ଖୋଲିଲା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର

ରାୟଗଡା, କରୋନା ମୁକ୍ତ ହେଲେ ଡେଙ୍ଗୁ ସ୍ଥିତି ସାଙ୍ଘାତିକ : ୪୯ ପଜିଟିଭ ,ଖୋଲିଲା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର

#କରୋନା_ମୁକ୍ତ_ହେଲେ_ଡେଙ୍ଗୁ_ସ୍ଥିତି_ସାଙ୍ଘାତିକ            ରାୟଗଡ଼ା :  ( ଗୁରୁ ପ୍ରସାଦ ସାହୁ ) ସଂପ୍ରତି ରାଜ୍ୟରେ କରୋନା ସ୍ଥିତି  ଉତ୍କଟ ରୂପ ନେଇଥିବାବେଳେ ରାୟଗଡ଼ା ଜିଲ୍ଲା ଏଥିରୁ ମୁକ୍ତ ରହିବା ଆଶ୍ବସ୍ତିକର ହୋଇ ଥିବାବେଳେ ଜିଲ୍ଲାରେ ଡେଙ୍ଗୁ ସ୍ଥିତି ସାଂଙ୍ଘାତିକ ହୋଇଛି।  ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଏବେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଆଜିସୁଦ୍ଧା ଜିଲ୍ଲାର ୧୩୭ ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ସେଥିରୁ ୪୯ ନମୁନା ପଜିଟିଭ ବୋଲି […]

Continue Reading
ଫିନାଇଲ ପିଇ ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଫିନାଇଲ ପିଇ ସଙ୍ଗରୋଧ କେନ୍ଦ୍ରରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

#ସଙ୍ଗରୋଧ_କେନ୍ଦ୍ରରେ_ଯୁବକଙ୍କ_ଆତ୍ମହତ୍ୟା_ଉଦ୍ୟମ             ରାୟଗଡା:  (ଗୁରୁ ପ୍ରସାଦ ସାହୁ) ରାୟଗଡାର ଜିସିଡି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଗଞ୍ଜାମର ଜଗା ପାତ୍ର ବାଥରୁମରେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଜଗାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ତେବେ ଯୁବକ ଜଣକ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ତାହା ଜଣାପଡିନାହିଁ । ସୂଚନା ଯୋଗ୍ୟଯେ, ଏହା ପୂର୍ବରୁ ଏପ୍ରିଲ ୮ ତାରିଖରେ ମଧ୍ୟ ସୁନ୍ଦରଗଡ଼ର ଗୁରୁଣ୍ଡିଆ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଥିବା […]

Continue Reading