ସାମାଜିକ ଦୂରତା କୁ ବେଖାତିର୍

ସାମାଜିକ ଦୂରତା କୁ ବେଖାତିର୍

ଓଡିଶା ଜିଲ୍ଲା ରାୟଗଡା
#ସାମାଜିକ_ଦୂରତାକୁ_ବେଖାତିର୍          କାଶୀପୁର ( କୈଳାଶ ବାଗ ) କାଶୀପୁର ବ୍ଲକ ଟିକିରି ପଞ୍ଚାୟତରେ ସାମାଜିକ ଦୂରତାକୁ ଲୋକେ ବେଖାତିର୍ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଶୁକ୍ରବାର ଟିକିରି ହାଟ ଏଠି ବିଭିନ୍ନ ଗ୍ରାମର ଲୋକେ ସପ୍ତାହକୁ ଥରେ ହାଟ କରିବାକୁ ଆସିଥାନ୍ତି କରୋନା ମହାମାରୀ ଦିନ କୁ ଦିନ ରାଜ୍ୟରେ ଉଗ୍ର ରୂପ ନେଉଥିବାର ଦେଖି ମଧ୍ୟ ଲୋକେ ସଚେତନ ହେଉନଥିବାରୁ  ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି । ପ୍ରଶାସନ ପକ୍ଷରୁ ଯେତେ ଲୋକଙ୍କୁ ସଚେତନ କରାଇଲେ ମଧ୍ୟ ଲୋକେ ମାନୁନାହାନ୍ତି ଏହା ଆଗକୁ  କେଉଁ ରୁପ ନେବ ତାହା ଦେଖିବାକୁ ବାକି।