ଫେରିଥିବା ପ୍ରବାସୀଙ୍କୁ ସ୍ୱାଗତ କଲା ରାୟଗଡା ଜିଲ୍ଲା ପୋଲିସ

ଫେରିଥିବା ପ୍ରବାସୀଙ୍କୁ ସ୍ୱାଗତ କଲା ରାୟଗଡା ଜିଲ୍ଲା ପୋଲିସ

ଓଡିଶା ଜିଲ୍ଲା ରାୟଗଡା

#ଫେରିଥିବା_ପ୍ରବାସୀଙ୍କୁ_ସ୍ୱାଗତ_କଲା_ରାୟଗଡା_ଜିଲ୍ଲା_ପୋଲିସ              ରାୟଗଡା   :   ରାୟଗଡା ଜିଲ୍ଲାର କିଛି ପ୍ରବାସୀ ସୁଦୂର ଆଲୁଭା ଠାରେ କରୋନା ଲକ ଡାଉନ ରେ ଦୀର୍ଘ ଦିନ ଧରି ଫସି ରହିଥିଲେ। ରାୟଗଡା ଜିଲ୍ଲା ପ୍ରଶାସନ ଓ ପୋଲିସ ସହାୟତାରେ ସେମାନେ ନିଜ ଜନ୍ମ ମାଟି ରାୟଗଡା ରେ ଟ୍ରେନ ମାଧ୍ୟମରେ ଆସି ଆଜଗୁଣୁପୁର ଠାରେ ପହଞ୍ଚିଛନ୍ତି। ସେମାନଙ୍କୁ ଜିଲ୍ଲା ପୋଲିସ ଦ୍ୱାରା ସ୍ୱାଗତ କରିବା ସହ ସେମାନଙ୍କର ପଞ୍ଜିକରଣ କରିବା ସହ ସେମାନଙ୍କ ସ୍ୱାସ୍ତ୍ୟ ର ଯାଞ୍ଚ କରିବା ପରେ ନିଜ ନିଜ ଗ୍ରାମ ନିକଟରେ ଥିବା କ୍ବାରେଣ୍ଟାଇନ ରୁମରେ ଛାଡିଛନ୍ତି।ଏପରି ମହତ କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆରକ୍ଷୀ ୃଧିକ୍ଷକ ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ ର ହାତ ବଢ଼ାଇ ଛନ୍ତି।