ଦଶରଥପୁର ବ୍ଲକ ଛଞ୍ଚିଣା ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଦଶରଥପୁର ବ୍ଲକ ଛଞ୍ଚିଣା ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ଓଡିଶା ଜିଲ୍ଲା ଯାଜପୁର ରାଜ୍ୟ
#ମୁଖ୍ୟମନ୍ତ୍ରୀଙ୍କ_ରିଲିଫ_ପାଣ୍ଠିକୁ_ଦାନ         ଯାଜପୁର : ଦଶରଥପୁର ବ୍ଲକ ଛଞ୍ଚିଣା ସରପଞ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ        ଯାଜପୁର : ( ବିଶ୍ବଜିତ ରଣା ) ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ  ଛଞ୍ଚିଣା ଗ୍ରା:ପ ର ସରପଞ୍ଚ ମାନସୀ ସାମଲ ଙ୍କ   ତରଫରୁ କରୋନା ମୁକାବିଲା ନିମନ୍ତେ ଜିଲ୍ଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣୀ ନାୟକ ଙ୍କୁ ୫୨ ହଜାର ଟଙ୍କା ଚେକ୍ ପ୍ରଦାନ କରିଛନ୍ତି ।ଏହି ମହାନ କାର୍ଯ୍ୟ ପାଇଁ ଦଶରଥପୁର ବ୍ଲକ ର ଛଞ୍ଚିଣା ଗ୍ରା:ପ ର ସରପଞ୍ଚ ଶ୍ରୀମତୀ ସାମଲ ଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରାଯାଇଛି ।