ଟିକିରି ସଙ୍ଗରୋଧ ଗୃହରୁ ୧୬ ଅନ୍ତେ ବାସୀ ଘରକୁ ଫେରିଲେ

ଟିକିରି ସଙ୍ଗରୋଧ ଗୃହରୁ ୧୬ ଅନ୍ତେ ବାସୀ ଘରକୁ ଫେରିଲେ

#ଟିକିରି_ସଙ୍ଗରୋଧ_ଗୃହରୁ_୧୬_ଅନ୍ତେବାସୀ_ଘରକୁ_ଫେରିଲେ              କାଶୀପୁର( କୈଳାଶ ବାଗ ) କାଶୀପୁର ବ୍ଲକ ଟିକିରି ହାଇସ୍କୁଲର ସଙ୍ଗରୋଧ ଗୃହରେ ଥିବା ଅନ୍ତେବାସୀ  ନିଜ ନିଜର ଘରକୁ ଫେରିଯାଇ ଥିବା ଜଣାଯାଇଛି। ନବରଙ୍ଗପୁର ଜିଲ୍ଲାର ୧୧ ଜଣ ସହିତ ଆନ୍ଧ୍ର ପ୍ରଦେଶର ୬ ଜଣଙ୍କ ମଧ୍ୟରୁ ୫ ଜଣ ସଙ୍ଗରୋଧ ଗୃହ ରେ ରହିଥିଲେ । ରାୟଗଡା ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲ କାଶୀପୁର ବିଡିଓ ସୁଧାକର ରାଉତ ଏବିଡିଓ ବଳରାମ ପାତ୍ର ତହସିଲଦାର ଶରତ ଶବର ଟିକିରି ଥାନା […]

Continue Reading
କାଳ ବୈଶାଖୀ: ଶଙ୍କରଡା ପଞ୍ଚାୟତରେ ବ୍ୟାପକ କ୍ଷୟ କ୍ଷତି

କାଳ ବୈଶାଖୀ: ଶଙ୍କରଡା ପଞ୍ଚାୟତରେ ବ୍ୟାପକ କ୍ଷୟ କ୍ଷତି

#କାଳ_ବୈଶାଖୀ_ଯୋଗୁଁ_ଶଙ୍କରଡା_ପଞ୍ଚାୟତରେ_ବ୍ୟାପକ_କ୍ଷୟ_କ୍ଷତି       କାଶୀପୁର ( କୈଳାଶ ବାଗ ) କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତରେ ସୋମବାର କାଳ ବୈଶାଖୀର ପ୍ରଭାବରେ ବିଭିନ୍ନ ଗ୍ରାମର ୫୦ ରୁ ଅଧିକ ଘର ଭାଙ୍ଗି ଥିବାର ଜଣା ପଡିଛି।  ଗତ କାଲି ଅପରାହ୍ନରେ ଜୋରରେ ବର୍ଷା ପବନ ହେବାରୁ ଶଙ୍କରଡା ପଞ୍ଚାୟତ ସଦର ସହିତ କରଝୋଲା ଲେଲିପୁଟ , ବୋରିଗୁମା, ପଞ୍ଚାଳି, ପୁଞ୍ଜିଗୁମା , ପଣଷପଦର , ଗ୍ରାମରୁ ୫୦ ରୁ ଅଧିକ ଘରର ଆଜ ବେଷ୍ଟ୍ ସିଟ୍ ମାନ ପବନରେ ଉଡି […]

Continue Reading
୮ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପୁଲିସ

୮ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖିଲା ପୁଲିସ

#୮_ଶ୍ରମିକଙ୍କୁ_କ୍ୱାରେଣ୍ଟାଇନରେ_ରଖିଲା_ପୁଲିସ      ରାୟଗଡ଼ା: ଭୋର୍ ୩ଟାରୁ କୋରାପୁଟ ଜିଲ୍ଲା ଦାମନଯୋଡ଼ିରୁ ବାହାରିଥିଲେ ଗାଁ ଅଭିମୁଖେ। ସକାଳେ ଟାଉନ୍ ଥାନା ପୁଲିସ୍ ହାବୁଡ଼ରେ ପଡ଼ିଲେ। ପଚରା ଉଚରା ପରେ ମେଡ଼ିକାଲ୍ ନେଇ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପରେ ୮ ଶ୍ରମିକଙ୍କୁ କ୍ୱାରେଣ୍ଟାଇନରେ ରଖିଛି ଜିଲ୍ଲା ପୁଲିସ। ସମସ୍ତ ଶ୍ରମିକଙ୍କ ଘର ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ। ଦାମନଯୋଡ଼ି ଅଞ୍ଚଳରେ ବିଭିନ୍ନ କାମଧନ୍ଧାରେ ମୁତୟନ ଥିବା ଏହି ଶ୍ରମିକମାନେ ଲକଡାଉନ୍ ଯୋଗୁ ଫସି ରହିଥିଲେ। ଦୀର୍ଘ ୧ ମାସ ହେଲା ବହୁ ଅସୁବିଧାର ସମ୍ମୁଖୀନ […]

Continue Reading
କ୍ବାରେଣ୍ଟାଇନ କେନ୍ଦ୍ରରୁ ରାତି ଅଧରେ ଝରକା ତାଡ଼ି୧୯ ଶ୍ରମିକ ପଳାଇଲେ

କ୍ବାରେଣ୍ଟାଇନ କେନ୍ଦ୍ରରୁ ରାତି ଅଧରେ ଝରକା ତାଡ଼ି୧୯ ଶ୍ରମିକ ପଳାଇଲେ

#କ୍ବାରେଣ୍ଟାଇନ_କେନ୍ଦ୍ରରୁ_୧୯_ଶ୍ରମିକ_ପଳାଇଲେ          ରାୟଗଡ଼ା : ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା ଆଶ୍ରୟସ୍ଥଳୀରୁ ଗତକାଲି ବିଳମ୍ବିତ ରାତିରେ ୧୯ଜଣ ଶ୍ରମିକ ଚମ୍ପଟ ମାରିଛନ୍ତି। ସେମାନଙ୍କ ମଧ୍ୟରେ ୧୭ଜଣ ପଞ୍ଜାବ ଓ ୨ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। କ୍ଲଷ୍ଟର୍‌ ଦାୟିତ୍ବରେ ଥିବା ଶିକ୍ଷକ ଏନେଇ ଶେଷଖାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଖବର ପାଇ ପିଏ ଆଇଟିଡିଏ ଟୁକୁ ବାରିକ, ବିଡିଓ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହ ଚରଣ ପଟ୍ଟନାୟକ ଆଶ୍ରୟସ୍ଥଳୀରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। […]

Continue Reading
୧ ତାରିଖରୁ ଫଶି ରହିଛନ୍ତି ଦାଦନ ଶ୍ରମିକ

୧ ତାରିଖରୁ ଫଶି ରହିଛନ୍ତି ଦାଦନ ଶ୍ରମିକ

 #ଫଶି_ରହିଛନ୍ତି_ଦାଦନ_ଶ୍ରମିକ   କଶୀପୁର ( କୈଳାଶ ବାଗ ) କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫଶି ରହିଛନ୍ତି ୧୭ ଦାଦନ ଶ୍ରମିକ । ଶ୍ରମିକ ମାନେ ହେଲେ ନବରଙ୍ଗପୁରର ୧୧ ଜଣ,ଆନ୍ଧ୍ର ପ୍ରଦେଶର  ୫ ଓ ଝାଡଖଣ୍ଡ ର ଜଣେ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ଟିକିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଫଶି ରହି ଥିବା ଏହି ୧୭ ଜଣ ଶ୍ରମିକଙ୍କୁ ରନ୍ଦା ଖାଦ୍ୟ ଦିଆଯାଉଛି। […]

Continue Reading
କୋରୋନା ମୁକାବିଲା ସମୀକ୍ଷା ପାଇଁ ରାୟଗଡାରେ ଦକ୍ଷିଣାଞ୍ଚଳ ଡି ଆଇ ଜି

କୋରୋନା ମୁକାବିଲା ସମୀକ୍ଷା ପାଇଁ ରାୟଗଡାରେ ଦକ୍ଷିଣାଞ୍ଚଳ ଡି ଆଇ ଜି

#କୋରୋନା_ମୁକାବିଲା_ସମୀକ୍ଷା_ପାଇଁ_ରାୟଗଡାରେ_ଦକ୍ଷିଣାଞ୍ଚଳ_ଡିଆଇଜି         ରାୟଗଡା : (ଗୁରୁ ପ୍ରସାଦ ସାହୁ) ରାୟଗଡା ଜିଲ୍ଲା ରେ ପୋଲିସ ପ୍ରଶାସନ କୋରୋନାର ପ୍ରତିକାର ଓ ଜିଲ୍ଲା ବାସୀଙ୍କୁ  ଆଇନ ଶୃଙ୍ଖଳା  କିପରି ଯୋଗାଇ ଦେଉଛି ତାହା ସମୀକ୍ଷା କରିବା ପାଇଁ ଦକ୍ଷିଣାଞ୍ଚଳ  ଡି.ଆଇ .ଜି  ସଫିନ ଅହମ୍ମଦ ରାୟଗଡା ଦିନିକିଆ ଗସ୍ତରେ ଆସିଥିଲେ। ଏହି ଗସ୍ତରେ ସେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ମୁଖ୍ୟ ଅଞ୍ଚଳ ରାୟଗଡା ଆରକ୍ଷୀ ଅଧୀକ୍ଷକ  ଶ୍ରବଣ ଭିବେକ କୁମାରଙ୍କ ସହ ବୁଲି ଦେଖିଥିଲେ। ରାୟଗଡା ଜିଲ୍ଲାରେ ଆଇନ ଶୃଂଖଳା […]

Continue Reading
ମୁମ୍ବାଇରେ ରହୁ ଥିବା ରାୟଗଡାର ଶ୍ରମିକଙ୍କୁ ସହାୟତାର ହାତ ବଢାଇଲେ ସାଂସଦ ସପ୍ତଗିରି

ମୁମ୍ବାଇରେ ରହୁ ଥିବା ରାୟଗଡାର ଶ୍ରମିକଙ୍କୁ ସହାୟତାର ହାତ ବଢାଇଲେ ସାଂସଦ ସପ୍ତଗିରି

#ସହାୟତାର_ହାତ_ବଢାଇଲେ_ସାଂସଦ_ସପ୍ତଗିରି           ରାୟଗଡ଼ା : (ଗୁରୁ ପ୍ରସାଦ ସାହୁ)  ରାୟଗଡା ତଥା ଅବିଭକ୍ତ କୋରାପୁଟର ଯୁବ ସାଂସଦଙ୍କ ଅଉ ଏକ ଗୁରୁତ୍ୱ ପୂର୍ଣ ଭୂମିକା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ। ଏହି ଯୁବକ କୋରାପୁଟ ନିର୍ବାଚନ ମଣ୍ଡଳୀ ର ସାଂସଦ ରୂପେ ଦାଇତ୍ୱ ନେବା ପର ଦିନ ଠାରୁ ନିଜ ନିର୍ବାଚନ ମଣ୍ଡଳୀ ରେ କିଛିନା କିଛି ନୂତନ କାର୍ଯ୍ୟ  କରିବା ପାଇଁ ଉଦ୍ୟମ କରି ଆସିଛନ୍ତି।  କରୋନାକୁ ମୁକାବିଲା ପାଇଁ ଓଡ଼ିଶାର ପ୍ରଥମ ସାଂସଦ ମୁଖ୍ୟମନ୍ତ୍ରୀ ରିଲିଫ […]

Continue Reading
ରାୟଗଡା ଜିଲ୍ଲାରେ ୧୫୬ ନମୁନା ପରୀକ୍ଷଣ,୧୫୫ ନେଗେଟିଭ୍

ରାୟଗଡା ଜିଲ୍ଲାରେ ୧୫୬ ନମୁନା ପରୀକ୍ଷଣ,୧୫୫ ନେଗେଟିଭ୍

#ରାୟଗଡା_ଜିଲ୍ଲାରେ_୧୫୬_ନମୁନା_ପରୀକ୍ଷଣ_୧୫୫_ନେଗେଟିଭ୍               ରାୟଗଡ଼ା (ଗୁରୁ ପ୍ରସାଦ ସାହୁ)  ରାୟଗଡା  ଜିଲ୍ଲା ପ୍ରଶାସନ  ପୋଲିସ ବିଭାଗ ଓ ରାୟଗଡା ଜିଲ୍ଲା ଗଣ ମାଧ୍ୟମ ଯଥା ଟିଭି ଓ ସୋସିଆଲ ମିଡ଼ିଆ ଙ୍କ ଅକ୍ଲାନ୍ତ ପରିଶ୍ରମ ରେ ଜିଲ୍ଲା ବାସୀ ସଚେତନତା ର ଶୀର୍ଷ  ପହଞ୍ଚି ବା ସହ କରୋନା ପରି ଭୟଙ୍କର ରୋଗ ଠାରୁ ନିଜକୁ ସୁରକ୍ଷିତ ର  ହିବା ସହ ରାୟଗଡା ଜିଲ୍ଲା କୁ ସୁରକ୍ଷା ବଳୟରେ ରଖିବା ରେ ସାରା ଓଡ଼ିଶାରେ ପ୍ରଥମ ସ୍ଥାନ […]

Continue Reading
ମାନବିକତା କଣ ଏହି କୁନି ଝିଅ ଠାରୁ ଶିଖିବା କଥା

ମାନବିକତା କଣ ଏହି କୁନି ଝିଅ ଠାରୁ ଶିଖିବା କଥା

#ମାନବିକତା_କଣ_ଏହି_କୁନି_ଝିଅ-ଠାରୁ_ଶିଖିବା_କଥା       ରାୟଗଡା (ଗୁରୁ ପ୍ରସାଦ ସାହୁ)  ସାରା ପୃଥିବୀ କରୋନା ପରି ଭୟାନକ ରୋଗ ଠାରୁ କିପରି ନିଜକୁ ଦୂରରେ ରଖିପାରିବ ସେଥି ପାଇଁ ଚିନ୍ତିତ ହୋଇ ରହିଛନ୍ତି। ଭାରତ ବର୍ଷର ସମସ୍ତ ରାଜ୍ୟ ଲକ ଡାଉନ କରି ସମସ୍ତ ଭାରତ ବାସୀ ବାହାରକୁ ନ ବାହାରି ଘରେ ତାଲା ବନ୍ଦ କରି ନିଜ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରୁଛନ୍ତି ।  ବର୍ତ୍ତମାନ ସ୍ଥିତିରେ ଓଡିଶାର ଅର୍ଥନୀତି ନିମ୍ନ ଆଡକୁ କ୍ଷିପ୍ର ଗତିରେ ଯାଉଛି। […]

Continue Reading
ଜିଲ୍ଲାପାଳଙ୍କ ତାଗିଦ ପରେ ଅବକାରୀ ବିଭାଗର ତତ୍ପରତା

ଜିଲ୍ଲାପାଳଙ୍କ ତାଗିଦ ପରେ ଅବକାରୀ ବିଭାଗର ତତ୍ପରତା

#ଜିଲ୍ଲାପାଳଙ୍କ_ତାଗିଦ_ପରେ_ଅବକାରୀ_ବିଭାଗର_ତତ୍ପରତା      ରାୟଗଡା (ଗୁରୁ ପ୍ରସାଦ ସାହୁ)  ଗତ କିଛି ଦିନ ଧରି ରାୟଗଡା ଜିଲ୍ଲା କରୋନା ପାଇଁ ଲକ ଡାଉନ ହୋଇଛି। ଏଭଳି ପରିସ୍ଥିତିରେ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ଥିବା ରୁ ଏହି ବନ୍ଦର ଫାଇଦା ଉଠାଇ  ଚୋରା ମଦ ବେପାରୀ ମାନେ ଚଳ ଚଞ୍ଚଳ ହୋଇ   ଚୋରା ମଦ ତିଆରି କରି ବିକ୍ରି କରୁଥିବା ଓ ବିକ୍ରି ସ୍ଥଳରେ ମଦୁଆଙ୍କ ଭିଡ଼ ଜମୁଥିବା ଖବର ଜିଲ୍ଲାପାଳଙ୍କ ଦୃଷ୍ଟିକୁ  ଆସିଥିଲା।  ଜିଲାପାଳ ଅବକାରୀ […]

Continue Reading