ରାୟଗଡା ଜିଲ୍ଲାରେ ୧୫୬ ନମୁନା ପରୀକ୍ଷଣ,୧୫୫ ନେଗେଟିଭ୍

ରାୟଗଡା ଜିଲ୍ଲାରେ ୧୫୬ ନମୁନା ପରୀକ୍ଷଣ,୧୫୫ ନେଗେଟିଭ୍

ଓଡିଶା ଜିଲ୍ଲା ରାଜ୍ୟ ରାୟଗଡା
#ରାୟଗଡା_ଜିଲ୍ଲାରେ_୧୫୬_ନମୁନା_ପରୀକ୍ଷଣ_୧୫୫_ନେଗେଟିଭ୍               ରାୟଗଡ଼ା (ଗୁରୁ ପ୍ରସାଦ ସାହୁ)  ରାୟଗଡା  ଜିଲ୍ଲା ପ୍ରଶାସନ  ପୋଲିସ ବିଭାଗ ଓ ରାୟଗଡା ଜିଲ୍ଲା ଗଣ ମାଧ୍ୟମ ଯଥା ଟିଭି ଓ ସୋସିଆଲ ମିଡ଼ିଆ ଙ୍କ ଅକ୍ଲାନ୍ତ ପରିଶ୍ରମ ରେ ଜିଲ୍ଲା ବାସୀ ସଚେତନତା ର ଶୀର୍ଷ  ପହଞ୍ଚି ବା ସହ କରୋନା ପରି ଭୟଙ୍କର ରୋଗ ଠାରୁ ନିଜକୁ ସୁରକ୍ଷିତ ର  ହିବା ସହ ରାୟଗଡା ଜିଲ୍ଲା କୁ ସୁରକ୍ଷା ବଳୟରେ ରଖିବା ରେ ସାରା ଓଡ଼ିଶାରେ ପ୍ରଥମ ସ୍ଥାନ ରେ ପଦାର୍ପଣ କରିବାରେ ସକ୍ଷମ ହୋଇଛି। ରାୟଗଡା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ପ୍ରତ୍ୟେକ ଦିନ ବିଭିନ୍ନ ରୋଗୀ ଆସିଥାନ୍ତି, ଆଜିକା ଦିନରେ କୋରୋନା ରୋଗ ର ଭୟ କୁ ଦୃଷ୍ଟିରେ ଆଗରେ ରଖି କିଛି ରୋଗୀ ଥଣ୍ଡା ଓ କାଶ ଓ ଜ ହୋଇଥିଲେ ମଧ୍ୟ ରାୟଗଡା ମୁଖ୍ୟ ଚିକିତ୍ସାଳୟ ଉକ୍ତ ରୋଗୀଙ୍କ ନମୁନା ସଂଗ୍ରହ କରି 6 ଗୋଟି ପର୍ଯୟରେ 156 ଗୋଟି ନମୁନା ପରୀକ୍ଷଣ ପାଇଁ ଭୁବନେଶ୍ବର ପଠା ବଯାଇଥିଲା ସେଥି ମଧ୍ୟରୁ 155 ଗୋଟି ର ନମୁନା ପରୀକ୍ଷାରେ nagative ଆସିଥିବା କଥା ରାୟଗଡା ମୁଖ୍ୟ ଚିକିତ୍ସା ଅଧିକାରୀ ଗଣ ମାଧ୍ୟମ କୁ ଜଣାଇ ଛନ୍ତି।