୧ ତାରିଖରୁ ଫଶି ରହିଛନ୍ତି ଦାଦନ ଶ୍ରମିକ

୧ ତାରିଖରୁ ଫଶି ରହିଛନ୍ତି ଦାଦନ ଶ୍ରମିକ

ଓଡିଶା ଜିଲ୍ଲା ରାୟଗଡା
 #ଫଶି_ରହିଛନ୍ତି_ଦାଦନ_ଶ୍ରମିକ   କଶୀପୁର ( କୈଳାଶ ବାଗ ) କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫଶି ରହିଛନ୍ତି ୧୭ ଦାଦନ ଶ୍ରମିକ । ଶ୍ରମିକ ମାନେ ହେଲେ ନବରଙ୍ଗପୁରର ୧୧ ଜଣ,ଆନ୍ଧ୍ର ପ୍ରଦେଶର  ୫ ଓ ଝାଡଖଣ୍ଡ ର ଜଣେ ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ ଟିକିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଫଶି ରହି ଥିବା ଏହି ୧୭ ଜଣ ଶ୍ରମିକଙ୍କୁ ରନ୍ଦା ଖାଦ୍ୟ ଦିଆଯାଉଛି। ଏହାଛଡା ଭିନ୍ନକ୍ଷମ ଓ ବିହାର ର  ଶ୍ରମିକ ମିଶି ୭୦ ଜଣଙ୍କୁ  ଖାଦ୍ୟ ଯୋଗେଇ ଦିଆଯାଉଛି ବୋଲି ଟିକିରି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ କୁମାରୀ ପିଡିକା  ଏବଂ ନୋଡାଲ୍ ଅଫିସର ଭୂବନୀ ଖସଲା ଓ ପିଡି ସୁନିଲ୍ ବ୍ରହ୍ମା ସୂଚନା ଦେଇଛନ୍ତି ।