heartfelt condolence to the Young, Multi Talented Bollywood Actor Sushant Singh Rajput

heartfelt condolence to the Young, Multi Talented Bollywood Actor Sushant Singh Rajput

#heartfelt_condolence_to_Sushant_Singh_Rajput     Puri  :International Sand Artist based out in Puri,Odisha,  Shri Manas Kumar Sahoo through his Sand Animation has given his heartfelt condolence to the Young, Multi Talented  Bollywood Actor Sushant Singh Rajput. In his Sand Animation, Shri Manas, has created the picture of the famous Actor Sushant Singh Rajput who debuted in the Movie ‘Kai […]

Continue Reading
ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିହେଲା ଫୁଲୁରୀ ତେଲ

ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିହେଲା ଫୁଲୁରୀ ତେଲ

#ଶ୍ରୀଜୀଉଙ୍କ_ଶ୍ରୀଅଙ୍ଗରେ_ଲାଗିହେଲା_ଫୁଲୁରୀ_ତେଲ              ପୁରୀ  :   ଅଣସର ପଞ୍ଚମୀ ତିଥିରେ ଜ୍ୱରରେ ପୀଡ଼ିତ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି ହେବାର ପରମ୍ପରା ରହିଛି । ଏହା ମହାପ୍ରଭୁଙ୍କ ଏକ ଗୁପ୍ତ ସେବା ହୋଇଥିବାରୁ ଆଜି ସଂନ୍ଧ୍ୟାରେ ଓଡ଼ିଆ ମଠରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ଏହି ମହୌଷଧି ନିଆଯାଇଛି । ମେକାପ ମାନେ ତାହାକୁ ପତି ମହାପାତ୍ରଙ୍କୁ ଅର୍ପଣ କରିଛନ୍ତି । ଏହାପରେ ଶ୍ରୀଜୀଉମାନଙ୍କ ଠାରେ ଏହି ତେଲ ଲାଗି କରାଯାଇଛି । ନୀଳାଦ୍ରି ମହୋଦୟ ଶାସ୍ତ୍ରାନୁସାରେ […]

Continue Reading
କୋଭିଡ୍ ପ୍ରତିଶେଧକ ଔଷଧ ସେବନ କଲେ ସେବାୟତ

କୋଭିଡ୍ ପ୍ରତିଶେଧକ ଔଷଧ ସେବନ କଲେ ସେବାୟତ

#କୋଭିଡ୍_ପ୍ରତିଶେଧକ_ଔଷଧ_ସେବନ_କଲେ_ସେବାୟତ        ପୁରୀ : ରଥଯାତ୍ରାକୁ କରୋନା ମୁକ୍ତ କରିବା ପାଇଁ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଇତାପତି ସେବାୟତ, ଗରାବଡୁ, ସୁଆର ମହାସୁଆର, ବିଶ୍ୱକର୍ମା, ଭୋଇ ସେବାୟତମାନଙ୍କୁ କୋଭିଡ ଟେଷ୍ଟ କରିବା ସହ ଥର୍ମାଲ ସ୍କ୍ରିନିଂ କରାଯାଇଛି । ସ୍ନାନପୂର୍ଣ୍ଣମୀ ପାଇଁ ନିର୍ଦ୍ଦିଷ୍ଟ ସଂଖ୍ୟକ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ଶ୍ରୀଗୁଣ୍ଡିଚା ଯାତ୍ରାରେ ଅଧିକ ସେବାୟତଙ୍କ କୋଭିଡ୍ ଟେଷ୍ଟ କରିବା ପାଇଁ ପ୍ରଶାସନ ପକ୍ଷରୁ […]

Continue Reading
ପାରାଭାଡି କଳସ ନିର୍ମାଣରେ ବ୍ୟସ୍ତ ବିଶ୍ୱକର୍ମା ମହାରଣା

ପାରାଭାଡି କଳସ ନିର୍ମାଣରେ ବ୍ୟସ୍ତ ବିଶ୍ୱକର୍ମା ମହାରଣା

#ପାରାଭାଡି_କଳସ_ନିର୍ମାଣରେ_ବ୍ୟସ୍ତ_ବିଶ୍ୱକର୍ମା_ମହାରଣା         ପୁରୀ  : ଚଳିତମାସ ୨୩ ତାରିଖରେ ଶ୍ରୀଗୁଣ୍ଡିଚା ରଥଯାତ୍ରା । ଏହାକୁ ସ୍ନାନଯାତ୍ରା ପରି ସମାପନ କରିବା ପାଇଁ ପ୍ରଶାସନ ଅଂଟା ଭିଡିଛି । ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଥିବା ବେଳେ ସୋମବାର ଦିନ ଚିତ୍ରକର ସେବାୟତମାନେ ରଥରେ ରଙ୍ଗଦେବା ଆରମ୍ଭ କରିଛନ୍ତି । ରଥଖଳାରେ ବିଶ୍ୱକର୍ମା ମହାରଣାମାନେ ଭୂଇଁ ଉଠିବା ପରେ ପୋଟଳ ଓ କଳସ ନିର୍ମାଣରେ ବ୍ୟସ୍ତ ରହିଛନ୍ତି । ଦୋଳବେଦୀ କୋଣରେ ଅସ୍ଥାୟୀ କମାର ଶାଳରେ ରଥ ପାଇଁ […]

Continue Reading
୨୦ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଅଲାରନାଥ ମନ୍ଦିରରେ ୧୪୪ ଧାରା ଜାରୀ,ଭକ୍ତଙ୍କୁ ଦର୍ଶନ ମନା

୨୦ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଅଲାରନାଥ ମନ୍ଦିରରେ ୧୪୪ ଧାରା ଜାରୀ,ଭକ୍ତଙ୍କୁ ଦର୍ଶନ ମନା

#ଅଲାରନାଥ_ମନ୍ଦିରରେ_୧୪୪_ଧାରା_ଜାରୀ_ଭକ୍ତଙ୍କୁ_ଦର୍ଶନ_ମନା               ପୁରୀ   : ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ ପରେ ଶ୍ରୀଜୀଉମାନେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ଶ୍ରୀ ମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କ ଅଣସର ସେବା ତଥା ରାଜବୈଦ୍ୟଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଆର୍ୟୁର୍ବେଦିକ ଉପଚାର ଆରମ୍ଭ ହୋଇଥିବା ବେଳେ ଖାଲି ପଡିଛି ରତ୍ନ ସିଂହାସନ । ଶ୍ରୀଜୀଉମାନଙ୍କ ଆବର୍ତ୍ତମାନରେ ଶନିବାର ଠାରୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟି ଦିଅଁ । ଯାହାକି ପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳାଖେଳାର ଅନ୍ୟ ଏକ […]

Continue Reading
ଶ୍ରୀ ପତିତପାବନ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣିମା, ହାତୀବେଶରେ ଦର୍ଶନ ଦେଲେ ଶ୍ରୀ ପତିତପାବନ

ଶ୍ରୀ ପତିତପାବନ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣିମା, ହାତୀବେଶରେ ଦର୍ଶନ ଦେଲେ ଶ୍ରୀ ପତିତପାବନ

#ହାତୀବେଶରେ_ଦର୍ଶନ_ଦେଲେ_ଶ୍ରୀପତିତ_ପାବନ             ପିପିଲି : ( ବିଜୟ କୁମାର ମହାପାତ୍ର ) ପବିତ୍ର ଦେବସ୍ନାନ ପୁର୍ଣ୍ଣିମା ଅବସରରେ ପିପିଲି ଦର୍ଜିସାହି ଠାରେ ଥିବା ଶ୍ରୀପତିତପାବନ ମନ୍ଦିରରେ ଶ୍ରୀଜୀଉ ମାନଙ୍କ ଦେବସ୍ନାନ ନୀତି ସଂମ୍ପର୍ଣ୍ଣ ହୋଇ ପ୍ରଭୁ ହାତୀ ବେଶରେ ଦର୍ଶନ ଦେଇଛନ୍ତି । ପ୍ରାତଃ ସମୟରେ ମନ୍ଦିରରେ ମଙ୍ଗଳ ଆଳତୀ ସହିତ ହୋମ ପୂଜା ଅର୍ଚ୍ଚନା କରାଯାଇ ପରେ ଦ୍ୱାରପୂଜା,ଖେଚୁଡି ଭୋଗ,ପୁଷ୍ପାଞଳୀ ଦିଆଯାଇଥିଲା । ଭୋର  ସମୟରୁ ସ୍ନାନ ମଣ୍ଡପ ଶୋଧ କରାଯାଇ ପ୍ରତିଷ୍ଠା କରାଯାଇଥିଲା । ସେବାୟତମାନେ […]

Continue Reading
ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଉଦଘାଟିତ

ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଉଦଘାଟିତ

#ମାଇକ୍ରୋ_କମ୍ପୋଷ୍ଟ_ସେଣ୍ଟର_ଉଦଘାଟିତ     ପିପିଲି :  ( ବିଜୟ କୁମାର ମହାପାତ୍ର )ସ୍ୱଚ୍ଛ ଭାରତ ମିଶନର କଠିନ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନାରେ ସରକାରଙ୍କ ପକ୍ଷରୁ ପିପିଲି ଏନ୍ଏସିର ପିପିଲିଶାସନ ଠାରେ ୩୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରଥମ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟରର ତରଳ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟକୁ ଆଜି ବିଧାୟକ ପ୍ରଦୀପ କୁମାର ମହାରଥୀ ଫିତା କାଟି ଉଦ୍ଘାଟନ କରିଛନ୍ତି । ଏଠାରେ ଦୈନିକ ୩ଟନ ବର୍ଜ୍ୟବସ୍ତୁକୁ ପ୍ରୋସେସିଂ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଉଦ୍ଘାଟନ ଉତ୍ସବରେ ପିପିଲି […]

Continue Reading
ନଡିଆଗଛ ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ବିଧାୟକ

ନଡିଆଗଛ ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ବିଧାୟକ

#ଚାରା_ରୋପଣ_କାର୍ଯ୍ୟକ୍ରମ_ଶୁଭାରମ୍ଭ_କଲେ_ବିଧାୟକ                ପିପିଲି  :  ( ବିଜୟ କୁମାର ମହାପାତ୍ର ) ପିପିଲି ବ୍ଲକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୁର୍ବତନ କୃଷିମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥି କରୋନା ପାଇଁ ସାମାଜିକ ଦୁରତା ବଜାୟ ରଖିବା ସହିତ ମୁହଁରେ ମାସ୍କ ପିନ୍ଧି ଆନୁଷ୍ଠାନିକ ଭାବେ ତେଇସିପୁର ପଂଚାୟତର ପୋଡଙ୍ଗ ଗ୍ରାମର ସୁବଳ ପରିଡାଙ୍କ ବଗିଚାରେ ନଡିଆଗଛ ଚାରା ରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ପୁରୀ […]

Continue Reading
ସ୍ନାନ ମଣ୍ଡପରୁ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ସ୍ନାନ ମଣ୍ଡପରୁ ହାତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

#ହାତୀ_ବେଶରେ_ଦର୍ଶନ_ଦେଉଛନ୍ତି_ଶ୍ରୀଜୀଉ               ପୁରୀ  :     ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ବିଶ୍ୱବାସୀଙ୍କୁ ଧଳା ଓ କଳା ହାତୀବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି।  ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ସମ୍ପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି ।  ଆଜି ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଦିରସ୍ତ ଛେରାପହଁରା କରିବା ପରେ ଶ୍ରୀଜୀଉଙ୍କୁ ହାତୀବେଶରେ ସୁସଜ୍ଜିତ କରାଯାଇଥିଲା । ହାତୀବେଶରେ ସଜ୍ଜିତ ହୋଇ ଝଲସୁଛନ୍ତି ମହାପ୍ରଭୁ । […]

Continue Reading
ଆଜି ଦେବସ୍ନାନ ପୂର୍ଣ୍ଣିମା , ପୁରୀରେ ଲାଗୁ ହେଲା ୧୪୪ ଧାରା

ଆଜି ଦେବସ୍ନାନ ପୂର୍ଣ୍ଣିମା  ,  ପୁରୀରେ ଲାଗୁ ହେଲା ୧୪୪ ଧାରା

#ଆଜି_ଦେବସ୍ନାନ_ପୂର୍ଣ୍ଣିମା       ପୁରୀ :  ଶୁକ୍ରବାର ଜୁନ ୫ ତାରିଖରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହେବ । କୋଭିଡ୍-୧୯ ପରିପ୍ରେକ୍ଷୀରେ ଘୋଷିତ ଲକ୍ ଡାଉନ୍ ସମୟରେ ଏହା ଅନୁଷ୍ଠିତ ହେଉଥିବାରୁ ସରକାରଙ୍କ ମାର୍ଗଦର୍ଶିକା ନୀତିକାନ୍ତି ସମୟରେ ଅନୁପାଳନ କରାଯିବ । ମାର୍ଗଦର୍ଶିକା ଅନୁସାରେ ଧାର୍ମିକ ସ୍ଥଳକୁ ସର୍ବସାଧାରଣଙ୍କର ପ୍ରବେଶ ଅନୁମତି ନାହିଁ ଏବଂ ସର୍ବସାଧାରଣ ସ୍ଥାନରେ ୭ ଜଣରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ । ଏତଦ୍ବ୍ୟତୀତ ସାମାଜିକ ଦୂରତ୍ୱକୁ […]

Continue Reading