ଏ ବର୍ଷ ଭଙ୍ଗା ହେବନି ତିନି ରଥ

ଏ ବର୍ଷ ଭଙ୍ଗା ହେବନି ତିନି ରଥ

#ଏ_ବର୍ଷ_ଭଙ୍ଗା_ହେବନି_ତିନି_ରଥ        ପୁରୀ : ଶ୍ରୀଜଗନ୍ନାଥ ବଲ୍ଳଭ ମଠ ସଂଗ୍ରହାଳୟରେ ରଖାଯିବ ତିନିରଥ। ବୁଧବାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ଖୁବ୍‌ଶୀଘ୍ର ଏକ ବୈଷୟିକ କମିଟି ଗଠନ କରାଯିବା ସହ ଭିତ୍ତିଭୂମି ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ପ୍ରକାଶ କରିଛନ୍ତି। ଜଗନ୍ନାଥ ବଲ୍ଲଭ ମଠରେ ସଂଗ୍ରହାଳୟ ପାଇଁ ପ୍ଲାନ ଅନୁମୋଦନ ହୋଇସାରିଥିବା ସେ ସୂଚନା ଦେଇଛନ୍ତି। ଆବଶ୍ୟକ ସ୍ଥଳେ ନଷ୍ଟ ହେଉଥିବା କାଠଗୁଡିକୁ ପରିବର୍ତ୍ତନ କରାଯିବ ବୋଲି […]

Continue Reading
ଖଣ୍ଡାଦେଖାଇ ୩ଲକ୍ଷ ଲୁଟ୍ ଅଭିଯୋଗ

ଖଣ୍ଡାଦେଖାଇ ୩ଲକ୍ଷ ଲୁଟ୍ ଅଭିଯୋଗ

#ଖଣ୍ଡାଦେଖାଇ_୩ଲକ୍ଷ_ଲୁଟ୍_ଅଭିଯୋଗ                 ପିପିଲି   : ( ବିଜୟ କୁମାର ମହାପାତ୍ର ) ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ୩୧୬ ନମ୍ବର ନିର୍ମଳାଛକ ନିକଟସ୍ଥ ମଧୁବନ ଢାବା ନିକଟରୁ ଏକ ତେଜରାତି ମସଲା କମ୍ପାନିର ଟାଟା ଏସି ଗାଡିରୁ ୩ଜଣ ଦୃର୍ବୁତ୍ତ ଖଣ୍ଡା ଦେଖାଇ ୩ଲକ୍ଷ ଟଙ୍କା ଲୁଟ କରି ନେଇଯାଇଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୁଚନାନୁଯାଇ ପୁରୀ ର ଏକ ତେଜରାତି ବିତରଣକାରୀ ସଂସ୍ଥା ପକ୍ଷରୁ ପିପିଲି ଓ ମଙ୍ଗଳପୁର ଅଂଚଳରେ ଥିବା ଗ୍ରୋସରୀ […]

Continue Reading
ଚାଷ ଜମିରେ ଶିବଲିଙ୍ଗ

ଚାଷ ଜମିରେ ଶିବଲିଙ୍ଗ

#ଚାଷ_ଜମିରେ_ଶିବଲିଙ୍ଗ           ପିପିଲି : ( ବିଜୟ କୁମାର ମହାପାତ୍ର ) ଚାଷ ଜମିରୁ ବାହାରିଲେ ଶିବ ଲିଙ୍ଗ। କଣାସ ବ୍ଲକ ସାହୁପଡା ଗ୍ରାମ ପଞ୍ଚାୟତ ଟଣମଣ ଗ୍ରାମରୁ ଉଦ୍ଧାର ହୋଇଛି ଏହି ଶିବଲିଙ୍ଗ। ଘଟଣାରୁ ପ୍ରକାଶ ଚାଷ ଜମିରେ ଜଣେ ବ୍ୟକ୍ତି ହଳ କରୁଥିବା ବେଳେ ଲଙ୍ଗଳରେ ପଥର ବାଜିବାରୁ  ସେ ମାଟି ଖୋଳି ଥିଲେ ।ମାଟି ଖୋଳିବାପରେ ସେ ଯାହା ଦେଖିଲେ ବିଶ୍ବାସ କରିପାରିଲେ ନାହିଁ। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଦେଖି ବାକୁ ପାଇଥିଲେ ପଥର […]

Continue Reading
ଶ୍ରୀ ମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂରତି,ସୁରକ୍ଷା ଦାୟୀତ୍ତ୍ବରେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ

ଶ୍ରୀ ମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂରତି,ସୁରକ୍ଷା ଦାୟୀତ୍ତ୍ବରେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ

#ଶ୍ରୀମନ୍ଦିର_ବାହୁଡ଼ିବେ_ଚତୁର୍ଦ୍ଧାମୂରତି            ପୁରୀ  : ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ନଅ ଦିନ ଧରି ଅବସ୍ଥାନ କରିବା ପରେ  ବୁଧବାର ଶ୍ରୀ ମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତି । ଅନୁଷ୍ଠିତ ହେବ ବାହୁଡ଼ା ଯାତ୍ରା । ସେନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବା ସହିତ ଜିଲ୍ଲାରେ ୧୪୪ ଧାରା ଜାରୀ କରାଯାଇଛି । ଏପରିକି କୌଣସି ଯାନବାହନ, ବସ୍, ଟ୍ରେନ୍ ଆଜି ରାତି ୧୦ଟା ଠାରୁ ପୁରୀକୁ ଆସିବ ନାହିଁ । ସୁରକ୍ଷା ଦାୟୀତ୍ୱରେ […]

Continue Reading
ଶେଷରେ ଜଗନ୍ନାଥଙ୍କ ଜୟ ହେଲା : ସିଂହଦ୍ୱାରରେ ଲାଗିଲା ତିନିରଥ, ଆଜି ଗଡିବ ନନ୍ଦିଘୋଷ

ଶେଷରେ ଜଗନ୍ନାଥଙ୍କ ଜୟ ହେଲା : ସିଂହଦ୍ୱାରରେ ଲାଗିଲା ତିନିରଥ, ଆଜି ଗଡିବ ନନ୍ଦିଘୋଷ

#ସିଂହଦ୍ୱାରରେ_ଲାଗିଲା_ତିନିରଥ,_ଆଜି_ଗଡିବ_ନନ୍ଦିଘୋଷ                 ପୁରୀ    :    ମହାପ୍ରଭୁ ମହାବାହୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଲାଗିଥିବା କଳ୍ପନା ଜଳ୍ପନାର ଶେଷ ହୋଇଛି । ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ବଡଦାଣ୍ଡରେ ଗଡିବ ନନ୍ଦିଘୋଷ । ଚାରିକୋଟି ଓଡିଆ ଓ ବିଶ୍ୱର ଥିବା କୋଟି କୋଟି ଭକ୍ତଙ୍କ ଗୁହାରୀ ଶୁଣିଛନ୍ତି ମହାପ୍ରଭୁ । ଆଜିଠାରୁ ବଡଦାଣ୍ଡକୁ ପୁଲିସ ସିଲ କରିଛି । ୫୦ପ୍ଲାଟୁନ୍ ପୁଲିସ ଫୋର୍ସ ବଡଦାଣ୍ଡର ଦୁଇପାଶ୍ୱର୍ରେ ଥିବା ସାହି ଗଳିକନ୍ଦିକି ମଧ୍ୟ ବ୍ୟାରିକେଡ ଦ୍ୱାରା ବନ୍ଦ କରିଛି । ସୋମବାର […]

Continue Reading
  ଶ୍ରୀ ଜୀଉ ମାନଙ୍କର ଘୋଷଯାତ୍ରା ପାଇଁ ପୁରୀ ସଟଡାଉନ

ଶ୍ରୀ ଜୀଉ ମାନଙ୍କର ଘୋଷଯାତ୍ରା ପାଇଁ ପୁରୀ ସଟଡାଉନ

#ଘୋଷଯାତ୍ରା_ପାଇଁ_ପୁରୀ_ସଟଡାଉନ                  ଭୁବନେଶ୍ୱର   :  ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରୀ ଜୀଉ ମାନଙ୍କର ଘୋଷଯାତ୍ରା ପାଇଁ ପୁରୀର ପ୍ରବେଶ ପଥକୁ ସିଲ୍ କରାଯାଇଛି । ଅତ୍ୟାବଶ୍ୟକ ଥିଲେ ପୁରୀ ସହର ଭିତରକୁ ଛଡ଼ା ଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହିତ କରାଯିବ । କୋଭିଡ଼ ଗାଇଡ଼ ଲାଇନକୁ ଅନୁସରଣ କରାଯିବ । ସୁପ୍ରିମ କୋର୍ଟର ଥିବା […]

Continue Reading
ଡେଲାଙ୍ଗରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର

ଡେଲାଙ୍ଗରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର

#ଡେଲାଙ୍ଗରେ_କରୋନା_ଯୋଦ୍ଧାଙ୍କୁ_ସମ୍ମାନିତ           ଡେଲାଙ୍ଗ   : ( ବିଜୟ କୁମାର ମହାପାତ୍ର )  ଡେଲାଙ୍ଗ ବ୍ଳକ ପରିସରରେ ବିଜୁ ପଟ୍ଟନାୟକ ସଭାଗୃହ ପରିସରରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଛି । ସମ୍ମାନିତ କାର୍ଯ୍ୟ ଆରମ୍ଭରୁ ବୀର ଯବାନ ମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।  ଅତିଥି ପରିଚୟ ସହ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ସମାଜର ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ । ଡେଲାଙ୍ଗର ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମିଡିଆ ପରିବାର […]

Continue Reading
ପରମ୍ପରା ସମ୍ମତ ଓ ଶାସ୍ତ୍ର ସମ୍ମତ ବିକଳ୍ପ ଗ୍ରହଣ କରାଯିବ : ଗଜପତି ମହାରାଜ

ପରମ୍ପରା ସମ୍ମତ ଓ ଶାସ୍ତ୍ର ସମ୍ମତ ବିକଳ୍ପ ଗ୍ରହଣ କରାଯିବ : ଗଜପତି ମହାରାଜ

#ପରମ୍ପରା_ସମ୍ମତ_ଓ_ଶାସ୍ତ୍ର_ସମ୍ମତ_ବିକଳ୍ପ_ଗ୍ରହଣ_କରାଯିବ           ପୁରୀ: ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ ଲାଗି ସୁପ୍ରିମକୋର୍ଟଙ୍କ ରାୟ ଏବଂ ଏହାକୁ ପାଳନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଏକ ପରମ୍ପରା ସମ୍ମତ ଓ ଶାସ୍ତ୍ର ସମ୍ମତ ବିକଳ୍ପ ଅନୁସନ୍ଧାନ କରାଯିବ ବୋଲି ଆଜି ପୁରୀର ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ସମିତିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ।   ମହାରାଜ କହିଛନ୍ତି ଯେ ,ଆଜି ସନ୍ଧ୍ୟାରେ ଛତିଶା ନିଯୋଗ ସହ […]

Continue Reading
ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ ସହ ପୁନର୍ବିଚାର ପାଇଁ ଶଙ୍କରାଚାର୍ଯ୍ୟଙ୍କ ପ୍ରସ୍ତାବ

ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ ସହ ପୁନର୍ବିଚାର ପାଇଁ ଶଙ୍କରାଚାର୍ଯ୍ୟଙ୍କ ପ୍ରସ୍ତାବ

#ସୁପ୍ରିମକୋର୍ଟଙ୍କ_ରାୟକୁ_ସ୍ବାଗତ_ସହ_ପୁନର୍ବିଚାର_ପାଇଁ_ଶଙ୍କରାଚାର୍ଯ୍ୟଙ୍କ_ପ୍ରସ୍ତାବ             ପୁରୀ: ପୁରୀ ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦ୍‌ଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଶୁକ୍ରବାର ଶଙ୍କରାଚାର୍ଯ୍ୟ ଏକ ବିବୃତି ଦେଇ କହିଛନ୍ତି, ବିଭୀଷିକା ସମୟରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ରାୟ ସ୍ବାଗତଯୋଗ୍ୟ। ତଥାପି ଅତ୍ୟାବଶ୍ୟକ ବ୍ୟକ୍ତିଙ୍କ ଦ୍ବାରା ଶାସ୍ତ୍ରସମ୍ମତ, ପରମ୍ପରାପ୍ରାପ୍ତ, ପୁନର୍ବିଚାର ଦ୍ବାରା ଦୂରଦର୍ଶିତାପୂର୍ଣ୍ଣ ନିଷ୍ପତ୍ତିକୁ ଅପେକ୍ଷା ରହିଛି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଏହାଦ୍ବାରା ରଥାରୁଢ଼ ଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ […]

Continue Reading
#ବିଧାୟକଙ୍କ_ଦ୍ୱାରା_ପିପିଲି_ବ୍ଲକରେ_ସମୀକ୍ଷା_ବୈଠକ

ବିଧାୟକଙ୍କ ଦ୍ୱାରା ପିପିଲି ବ୍ଲକରେ ସମୀକ୍ଷା ବୈଠକ

#ବିଧାୟକଙ୍କ_ଦ୍ୱାରା_ପିପିଲି_ବ୍ଲକରେ_ସମୀକ୍ଷା_ବୈଠକ          ପିପିଲି    ; ( ବିଜୟ କୁମାର ମହାପାତ୍ର ) ପିପିଲି ପଞ୍ଚାୟତ ସମିତି ସଭାଗୃହ ପରିସରରେ ବିଧାୟକ ପ୍ରଦୀପ ମହାରଥି ଙ୍କ ଅଧ୍ୟକ୍ଷତାରେ ବ୍ଲକର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ ,ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ,ବିଡିଓ ଗୈାରବମୟ ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ । ବିଧାୟକ ଶ୍ରୀ ମହାରଥୀଙ୍କ ସହିତ ବ୍ଲକର ବିଭାଗିୟ ଅଧିକାରୀମାନେ ମୁହଁରେ ମାକ୍ସ ପିନ୍ଧି,ସାମାଜିକ ଦୁରତା ବଜାୟ ରଖି ଏହି ସମିକ୍ଷା ବୈଠକରେ ଯୋଗ […]

Continue Reading