ଗ୍ୟାସ୍ ସିଲିଣ୍ଡର ଫାଟି ୧୨ବଖରା ଜଳିଗଲା

ଗ୍ୟାସ୍ ସିଲିଣ୍ଡର ଫାଟି ୧୨ବଖରା ଜଳିଗଲା

#ଗ୍ୟାସ୍_ସିଲିଣ୍ଡର_ଫାଟି_୧୨_ବଖରା_ଜଳିଗଲା                  ପିପିଲି  🙁 ବିଜୟ କୁମାର ମହାପାତ୍ର ) ପିପିଲି ଥାନା ଦୁର୍ଗାଦାଶପୁର ଠଣଠଣା ଜେନାସାହି ରେ୍ନିକାଣ୍ଡ ଗଟି ୧୨ବଖରାଘର ଭସ୍ମିଭୂତ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ,  ରୋଷେଇ କରୁଥିବା ସମୟରେ ଗ୍ୟାସ୍ ସିଲିଣ୍ଡର ନିଆଁ ଲାଗି ଟାଙ୍କି ଫାଟିଯିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଏଥିରେ ୧୨ବଖରା ଘର ଜଳି ପୋଡି ପାଉଁସ ହୋଇଯାଇଛି । ପିପିଲିରୁ ଦମକଳ ପହଞ୍ଚି ନିଆଁ କୁ ଆୟତ୍ତ କରିଛି ।

Continue Reading
୧୪୪ ଧାରା ବଳରେ ପ୍ରଶାସନ ପକ୍ଷରୁ ସ୍ନାନ ଯାତ୍ରା ପ୍ରସ୍ତୁତି , ବଡ଼ଦାଣ୍ଡକୁ ଭକ୍ତଙ୍କୁ ନଛାଡିବା ପାଇଁ ତିଆରି ହୋଇଛି ବ୍ୟାରିକେଡ୍

୧୪୪ ଧାରା ବଳରେ ପ୍ରଶାସନ ପକ୍ଷରୁ ସ୍ନାନ ଯାତ୍ରା ପ୍ରସ୍ତୁତି , ବଡ଼ଦାଣ୍ଡକୁ ଭକ୍ତଙ୍କୁ ନଛାଡିବା ପାଇଁ ତିଆରି ହୋଇଛି ବ୍ୟାରିକେଡ୍

#୧୪୪_ଧାରା_ବଳରେ_ପ୍ରଶାସନ_ପକ୍ଷରୁ_ସ୍ନାନ_ଯାତ୍ରା_ପ୍ରସ୍ତୁତି           ପୁରୀ  : ( କମଳାକାନ୍ତ ମିଶ୍ର )   ୧୪୪ ଧାରା ବଳରେ ଆସନ୍ତା ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ବଡ଼ଦାଣ୍ଡକୁ ଭକ୍ତଙ୍କୁ ନଛାଡିବା ପାଇଁ ବିଭିନ୍ନ ସ୍ଥାନରେ ତିଆରି ହୋଇଛି ବ୍ୟାରିକେଡ୍ । ସେପଟେ ସ୍ନାନ ଓ ଅଣସର ନୀତି ପାଇଁ ଶ୍ରୀମନ୍ଦିରରେ ଦଇତାପତି ସେବାୟତ ପ୍ରବେଶ କରିଛନ୍ତିି । ଅନ୍ୟପକ୍ଷରେ ପ୍ରଶାସନର ଏଭଳି କଡ଼ା ଆଭିମୁଖ୍ୟକୁ ଦେଖି ଅଢ଼େଇ […]

Continue Reading
ଦାନଗୋହୀରରେ ବନ୍ଦେ ଉତ୍କଳ ଜନନୀ ସମୂହ ଗାନ

ଦାନଗୋହୀରରେ ବନ୍ଦେ ଉତ୍କଳ ଜନନୀ ସମୂହ ଗାନ

#ଦାନଗୋହୀରରେ_ବନ୍ଦେ_ଉତ୍କଳ_ଜନନୀ_ସମୂହ_ଗାନ       ପିପିଲି : କରୋନା ଯୋଦ୍ଧାଙ୍କୁ ଉତ୍ସାହିତ ଓ ସମ୍ମାନୀତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଯନାୟକ ଦେଇଥିବା ଆହ୍ବାନ କ୍ରମେ ଶନିବାର ଦିନ ପିପିଲି ନିକଟସ୍ଥ ଦାନଗୋହୀର ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି। ଶନିବାର ସନ୍ଧ୍ୟା ୫.୩୦ ମିନିଟ ସମୟରେ ଗ୍ରାମର ମହମ୍ମଦ ସାହେବ ଅଞ୍ଜାର ଅଲ୍ଲୀ ଓ ଅବ୍ଦୁଲ ରଉଫଙ୍କ ନେତ୍ତୃତ୍ବରେ ଗ୍ରାମବାସୀ ମାନେ ଏକତ୍ରୀତ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।ଏହାଦ୍ବାରା ଉତ୍କଳ ମାତାର ସନ୍ତାନ ମାନେ […]

Continue Reading
ପିପିଲିରେ ବନ୍ଦେ ଉତ୍କଳ ଜନନୀ

ପିପିଲିରେ ବନ୍ଦେ ଉତ୍କଳ ଜନନୀ 

#ପିପିଲିରେ_ବନ୍ଦେ_ଉତ୍କଳ_ଜନନୀ        ପିପିଲି   : ( ବିଜୟ କୁମାର ମହାପାତ୍ର)   କରୋନା ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଓ ସେମାନଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପିପିଲିବାସୀ ଶନିବାର ସଂନ୍ଧ୍ୟା ସାଢେ ୫ଟାରେ “ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ଼ ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିଛନ୍ତି । ପିପିଲି ପୁଲିସ ପକ୍ଷରୁ ନିଆରା ଢଙ୍ଗରେ “ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ପିପିଲି ଥାନା […]

Continue Reading
ଲିମିକା ବୁକ୍ ରେକର୍ଡଧାରୀ ଜାକିରଙ୍କୁ ରାସନକାର୍ଡ ପ୍ରଦାନ କଲେ ମହାରଥି

ଲିମିକା ବୁକ୍ ରେକର୍ଡଧାରୀ ଜାକିରଙ୍କୁ ରାସନକାର୍ଡ ପ୍ରଦାନ କଲେ ମହାରଥି

#ଲିମିକା_ବୁକ୍_ରେକର୍ଡଧାରୀ_ଜାକିରଙ୍କୁ_ରାସନକାର୍ଡ_ପ୍ରଦାନ                ପିପିଲି  :    ( ବିଜୟ କୁମାର ମହାପାତ୍ର ) ପିପିଲି ପାଇଁ ଗୌରବ ଆଣି ଥିବା ସେକ୍ ଜାକିର ଆଜି ରୋଗ ଶଯ୍ୟାରେ ପଡିଛନ୍ତି । ନିଜ ପରିବାର ପ୍ରତିପୋଷାଣ କରିବା ପାଇଁ ସେ ଅସମର୍ଥ । ସାନଭାଇ ,ବନ୍ଧୁବାନ୍ଧବ ମାନଙ୍କ ସାହାଯ୍ୟ ସହଯୋଗରେ ସେ ବହୁ କଷ୍ଟରେ ଚିକିତ୍ସା ହେଉଛନ୍ତି । ଅର୍ଥାଭାବ ଯୋଗୁଁ ଉନ୍ନତ ମାନର ଚିକିତ୍ସା ହୋଇପାରୁ ନଥିବା ପରିବାର ଲୋକେ କହୁଛନ୍ତି । ସବୁ ଭିତରେ ଦୈନିକ ଖର୍ଚ୍ଚରେ ପରିବାର […]

Continue Reading
ନିରାଡମ୍ବରରେ ସଂପନ୍ନ ହେଲା ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ

ନିରାଡମ୍ବରରେ ସଂପନ୍ନ ହେଲା ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ

#ନିରାଡମ୍ବରରେ_ସଂପନ୍ନ_ହେଲା_ପ୍ରଭୁ_ଶ୍ରୀବାଲୁଙ୍କେଶ୍ୱର_ଦେବଙ୍କ_ବିବାହ_ଉତ୍ସବ               ପିପିଲି :  ( ବିଜୟ କୁମାର ମହାପାତ୍ର ) ପିପିଲି କୋର୍ଟଛକ ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ କେବଳ ନୀତିକାନ୍ତି ସହ ଅତି ନିରାଡମ୍ବର ପୂର୍ଣ୍ଣ ଭାବରେ ବୁଧବାର ସଂପନ୍ନ ହୋଇଛି । ପ୍ରତ୍ୟୁଷରୁ ଠାକୁରଙ୍କ ମନ୍ଦିରରେ ସମସ୍ତ ପ୍ରକାର ଦେବନୀତି ସଂପନ୍ନ ହୋଇଥିଲା । ପୂର୍ବାହ୍ନ ୮ଟାରେ ଖଣ୍ଡିଆଗିରି ସ୍ଥିତ ପ୍ରଭୁ ଶ୍ରୀହୁଙ୍କେଶ୍ୱରଦେବଙ୍କ ପୀଠରେ ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ନିର୍ବନ୍ଧ କାର୍ଯ୍ୟ ବର […]

Continue Reading
କଳାବଜାରୀ ପାଇଁ ବଢୁଛି ଚୋରାମଦ ବ୍ୟବସାୟ

କଳାବଜାରୀ ପାଇଁ ବଢୁଛି ଚୋରାମଦ ବ୍ୟବସାୟ

#କଳାବଜାରୀ_ପାଇଁ_ବଢୁଛି_ଚୋରାମଦ_ବ୍ୟବସାୟ            ପିପିଲି  : ( ବିଜୟ କୁମାର ମହାପାତ୍ର )   ଶନିବାର ବିଳମ୍ବିତ ରାତିରେ ପିପିଲି ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସାତଶଙ୍ଖ ନିକଟରୁ ୨ପେଟି ବିଦେଶୀ ଚୋରାମଦ ସହ ଏକ ବାଇକ କୁ ପୋଲିସ ଜବତ କରିଛି । ତେବେ ପିପିଲି ଥାନା କେସ ନଂ୧୨୭/୨୦ରେ ଏକ ମାମଲା ରୁଜ କରାଯାଇ ଏଥିରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରି  କୋର୍ଟ ଚାଲଣ କରାଯାଇଛି ବୋଲି ପିପିଲି ଥାନା ଏଏସଆଇ ଶେଷଦେବ […]

Continue Reading
ଦୁର୍ଗାଦାଶପୁର ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟନ

ଦୁର୍ଗାଦାଶପୁର ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟନ

#ଦୁର୍ଗାଦାଶପୁର_ସେବା_ସମବାୟ_ସମିତିରେ_ଧାନମଣ୍ଡି_ଉଦଘାଟନ               ପିପିଲି : ( ବିଜୟ କୁମାର ମହାପାତ୍ର )   ପିପିଲି ବ୍ଲକ ଅଧିନସ୍ଥ ଦୁର୍ଗାଦାଶପୁର ସେବା ସମବାୟ ସମିତି ପକ୍ଷରୁ ଧାନମଣ୍ଡି ପଂଚାୟତ କାର୍ଯ୍ୟାଳୟଠାରେ ଶୁକ୍ରବାର ଉଦଘାଟନ କରାଯାଇ ଖୋଲାଯାଇଛି ।ଏହି ଧାନମଣ୍ଡିରେ ୨ଜଣ ଚାଷିଙ୍କ ଠାରୁ ୧୭୫କ୍ୱିଣ୍ଟାଲ୨୫ କେଜି ଧାନ କିଣା ଯାଇଥିବା ବେଳେ ଧାନ କ୍ୱିଣ୍ଟାଲ ପିଛା ୧୮୧୫ ଟଙ୍କା ସରକାରୀ ମୁଲ୍ୟ ଧାର୍ଯ୍ୟ ରହିଛି । ସମୁଦାୟ ୧୭୬ଜଣ ଚାଷୀଙ୍କ ଠାରୁ ୧୦୯୧ କ୍ୱିଣ୍ଟାଲ ଧାନ ନିର୍ଦ୍ଧାରିତ ସମୟ ସିମା […]

Continue Reading
ଭାଙ୍ଗିବାର ବର୍ଷେ ପରେ ବି ନିର୍ମାଣ ହେଉନି ବ୍ରିଜ୍‌

ଭାଙ୍ଗିବାର ବର୍ଷେ ପରେ ବି ନିର୍ମାଣ ହେଉନି ବ୍ରିଜ୍‌

#ଭାଙ୍ଗିବାର_ବର୍ଷେ_ପରେ_ବି-ନିର୍ମାଣ-ହେଉନି_ବ୍ରିଜ୍‌       ପିପିଲି  :  ( ବିଜୟ କୁମାର ମହାପାତ୍ର ) ପିପିଲି ବ୍ଲକ ଅଧିନସ୍ଥ ଗୋବିନ୍ଦପୁର ଗ୍ରାମ ପଂଚାୟତ ମୁଖ୍ୟରାସ୍ତାକୁ ଅତିକ୍ରମ କରୁଥିବା ଡେଲାଙ୍ଗ ଶାଖା କେନାଲ ଉପରେ ନିର୍ମିତ ବ୍ରିଜ୍ ଟି ଭାଙ୍ଗିବା ପ୍ରାୟ ଏକ ବର୍ଷ ବିତିଯାଇଥିଲେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ କୈାଣସି ନିର୍ମାଣ କାର୍ଯ୍ୟ ନକରିବା ନେଇ ସ୍ଥାନୀୟ ବାସିନ୍ଦା ପକ୍ଷରୁ ଆନ୍ଦୋଳନର ରୁପ ନେଇଛି ।ଏହି ବ୍ରିଜ୍ ଉପରେ ପ୍ରାୟ ୧୦ ଗୋଟି ଗ୍ରାମ ଚଳପ୍ରଚଳ ପାଇଁ ନିର୍ଭର କରୁଥିବା […]

Continue Reading
ପିପିଲିରେ ସନ୍ତ୍ରାସବାଦ ବିରୋଧି ଦିବସ ପାଳିତ

ପିପିଲିରେ ସନ୍ତ୍ରାସବାଦ ବିରୋଧି ଦିବସ ପାଳିତ

#ପିପିଲିରେ_ସନ୍ତ୍ରାସବାଦ_ବିରୋଧି_ଦିବସ_ପାଳିତ           ପିପିଲି  ( ବିଜୟ କୁମାର ମହାପାତ୍ର ) ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ସନ୍ତ୍ରାସବାଦ ବିରୋଧି ଦିବସ ପାଳନ କରାଯାଉଥିବା ବେଳେ ଏହି ଆନୁକୁଲ୍ୟରେ ପିପିଲି ଥାନା ପକ୍ଷରୁ ଥାନା ପରିସରରେ  ଆଇଆଇସି ଶରତ କୁମାର ସାହୁ ସମସ୍ତ କାର୍ଯ୍ୟରତ ଅଫିସର ଏବଂ କର୍ମଚାରୀ ମାନଙ୍କୁ ଏହି ସନ୍ତ୍ରାସବାଦ ବିରୋଧି ଦିବସ ଉପରେ ନିଜର ମନ୍ତବ୍ୟ ରଖି ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି । ଭାରତୀୟ ନାଗରିକ ଆମ ଦେଶରେ ଅହିଂସା ଏବଂ ସହନଶିଳତା ପରମ୍ପରା […]

Continue Reading