ବାତ୍ୟାପାଇଁ ସ୍ଥାନାନ୍ତରିତ ଲୋକେ ଘରକୁ ଫେରିଲେ

ବାତ୍ୟାପାଇଁ ସ୍ଥାନାନ୍ତରିତ ଲୋକେ ଘରକୁ ଫେରିଲେ

#ବାତ୍ୟାପାଇଁ_ସ୍ଥାନାନ୍ତରିତ_ଲୋକେ_ଘରକୁ_ଫେରିଲେ            ପିପିଲି ( ବିଜୟ କୁମାର ମହାପାତ୍ର )ବାତ୍ୟା ଅମ୍ଫାନ ପିପିଲି ବ୍ଲକରେ ଆଂଶିକ ପ୍ରଭାବ ପାକାଇଛି  । ଅମ୍ଫାନ ବାତ୍ୟାକୁ  ସାମ୍ନା କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ବ୍ଲକରେ ସମସ୍ତ ପ୍ରସ୍ତୁତି କରାଯାଇଥିଲା ବୋଲି ବିଡିଓ ଗୈାରବମୟ ପ୍ରଧାନ କହିଛନ୍ତି । ବାତ୍ୟା ପୁର୍ବରୁ ବ୍ଲକର୨୫ଟି ପଂଚାୟତର ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ  ସରପଂଚ ମାନେ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ନିଜ ଗାଁ  ପଂଚାୟତରେ ଥିବା ବାତ୍ୟା ଆଶ୍ରୟ […]

Continue Reading
ରାଜ୍ୟ କରୋନା ଯୁଦ୍ଧକୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଦାନ

ରାଜ୍ୟ କରୋନା ଯୁଦ୍ଧକୁ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଦାନ

#ରାଜ୍ୟ_କରୋନା_ଯୁଦ୍ଧକୁ_ଭିନ୍ନକ୍ଷମ_ବ୍ୟକ୍ତିଙ୍କ_ଦାନ         ପିପିଲି  ( ବିଜୟ କୁମାର ମହାପାତ୍ର )  ବିଶ୍ୱ ମହାମାରୀ କରୋନା କୁ ନେଇ ସାରା ଦେଶ ଓ ରାଜ୍ୟ ଚିନ୍ତିତ ରହିଥିବା ବେଳେ ପିପିଲି ନିକଟସ୍ଥ ସିଉଳା ଗ୍ରାମର ୭୫ ବର୍ଷିୟ ଭିନ୍ନକ୍ଷମ ବ୍ୟକ୍ତି ଚକ୍ରଧର ସ୍ୱାଇଁ କରୋନା ଯୁଦ୍ଧରେ ନିଜକୁ ସାମିଲି କରିବାକୁ ଯାଇ ମୁଖ୍ୟମନ୍ତ୍ରୀ  ରିଲିଫ ପାଣ୍ଠିକୁ ସ୍ୱଳ୍ପ ସଂଚିତ ଅର୍ଥ ରୁ ପାଂଚଶହ ଟଙ୍କା ପ୍ରଦାନ କରିଛନ୍ତି ।ଏହି ସ୍ୱଳ୍ପ ସଂଚିତ ଅର୍ଥ ରିଲିଫ୍ ଫଣ୍ଡକୁ ଦାନ କରି ରାଜ୍ୟରେ […]

Continue Reading
ଲିମିକା ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ଜାକିର ଙ୍କୁ ସହାୟତା

ଲିମିକା ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିବା ଜାକିର ଙ୍କୁ ସହାୟତା

#ଲିମିକା_ବୁକ_ଅଫ_ରେକର୍ଡରେ_ସ୍ଥାନ_ପାଇଥିବା_ଜାକିରଙ୍କୁ_ସହାୟତା       ପିପିଲି   ( ବିଜୟ କୁମାର ମହାପାତ୍ର )  ପିପିଲି ପୈାରାଞ୍ଚଳ ଅଧିନରେ ଥିବା ସେକ୍ ଜାକିର ନିଜର ପ୍ରତିଭା ପଦର୍ଶନକରି  ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଓଡିଶା ପାଇଁ ଗୌରବ ଆଣିଥିଲେ । ସେକ ଜାକିର ଏବେ ଶାରୀରିକ ଅସୁସ୍ଥତା ଭିତରେ ଜୀବନ ଯାପନ କରୁଛନ୍ତି । ୩ମିନିଟ ୧୬ ସେକେଣ୍ଡରେ ୨୦୦ ପଇଡ ଭାଙ୍ଗି ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲେ । ଜାକିର ଅସୁସ୍ଥତା ଭିତରେ ଦୁର୍ଦ୍ଦିନରେ ବଞ୍ଚୁଥିବା ବେଳେ ଏହି […]

Continue Reading
ଚାଷୀମାନଙ୍କୁ ବିହନ ବିକ୍ରି କଲା ସମବାୟ ସମିତି

ଚାଷୀମାନଙ୍କୁ ବିହନ ବିକ୍ରି କଲା ସମବାୟ ସମିତି

#ଚାଷୀମାନଙ୍କୁ_ବିହନ_ବିକ୍ରି_କଲା_ସମବାୟ_ସମିତି          ପିପିଲି   : ( ବିଜୟ କୁମାର ମହାପାତ୍ର )  ପିପିଲି ବ୍ଲକର ତେଇସିପୁର ପଂଚାୟତ ଅଧିନସ୍ଥ ସମବାୟ ସମିତି ଦ୍ୱାରା ଖରିଫଧାନ ଚାଷ ପାଇଁ ଚାଷୀ ମାନଙ୍କୁ ସରକାରୀ ମୁଲ୍ୟରେ ଧାନ ବିହନ ବିକ୍ରି ଆରମ୍ଭ କରିଛି । ଏନେଇ ପୁର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥି ପିପିଲି ବ୍ଲକ ଅଧିନରେ ଥିବା ସମସ୍ତ ସମବାୟ ସମିତି ଗୁଡିକୁ ଖରିଫ୍ ଧାନଚାଷ ପାଇଁ ଚାଷୀ ମାନଙ୍କୁ ସରକାରୀ ମୁଲ୍ୟରେ ବିହନ ଯୋଗାଇ ଦେବା ପାଇଁ ନିଦ୍ଦେର୍ଶ ଦେଇଥିବା […]

Continue Reading
ଜିଲ୍ଲା ପରିଷଦ ସଭ୍ୟାଙ୍କ ଦ୍ୱାରା ସଂଗରୋଧ ଶିବିର ବିଶୋଧନ

ଜିଲ୍ଲା ପରିଷଦ ସଭ୍ୟାଙ୍କ ଦ୍ୱାରା ସଂଗରୋଧ ଶିବିର ବିଶୋଧନ

#ଜିଲ୍ଲା_ପରିଷଦ_ସଭ୍ୟାଙ୍କ_ଦ୍ୱାରା_ସଂଗରୋଧ_ଶିବିର_ବିଶୋଧନ          କେନ୍ଦ୍ରାପଡ   :  କେନ୍ଦ୍ରାପଡା ବ୍ଲକ କଳପଡା ପଂଚାୟତରେ ଥିବା ସଂଗରୋଧ ଶିବିର ରେ ସ୍ୱେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟ ଓ ସାନିଟାଇଜେସନ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦ୍ୱାରା କରାଯାଇଥିବା ଜଣାପଡିଛି । ରୋଗ କୁ ଘୃଣା କର, ରୋଗୀକୁ ନୁହେଁ ଏହି ବାର୍ତା ପ୍ରଚାର ପାଇଁ ଜିଲ୍ଲା ପରିଷଦ ସଭାୟ ଜୋତ୍ସାରାଣି ଜେନା ନିଜେ ସଂଗରୋଧ ଶିବିରକୁ ସାନିଟାଇଜ କରିଥିଲେ । ଏହି କେନ୍ଦ୍ର ପାଇଁ ନିଯୁକ୍ତ ଥିବା ଯୁବକ ଜଣକ ଗ୍ରାମର କିଛି […]

Continue Reading
ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ପିପିଲିରେ ଶ୍ରଦ୍ଧାଞ୍ଜଳି

ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ପିପିଲିରେ ଶ୍ରଦ୍ଧାଞ୍ଜଳି

#ପଦ୍ମଶ୍ରୀ_ଭବାନୀ_ଚରଣ_ପଟ୍ଟନାୟକଙ୍କୁ_ପିପିଲିରେ_ଶ୍ରଦ୍ଧାଞ୍ଜଳି                   ପିପିଲି   : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ଆଜି ପିପିଲିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍ୱର୍ଗତ ପଟ୍ଟନାୟକଙ୍କ ପାର୍ଥୀବ ପିପିଲି ଟୋଲଗେଟ ଛକ ଠାରେ ପହଂଚିବା ପରେ ସେଠାରେ ପିପିଲି ସାଂସ୍କୃତିକ ପରିଷଦର ଉପଦେଷ୍ଠା ଲେଫ୍‌ନାଣ୍ଟ ଜେନେରାଲ ନାରାୟଣ ମହାନ୍ତି , ମୁଖ୍ୟ ସଂପାଦକ ସମାଜସେବୀ ରମେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ସଂଯୋଜକ ଦୀନବନ୍ଧୁ ବେହୁରାଙ୍କ ସମେତ ପିପିଲି ଆଇଆଇସି ଶରତ କୁମାର ସାହୁ, ପୁରୀ ଜିଲା […]

Continue Reading
ସ୍ୱତନ୍ତ୍ର ବସରେ ୨୪ଜଣ ବିହାର ଓ ପଶ୍ଚିମବଙ୍ଗ ଗଲେ

ସ୍ୱତନ୍ତ୍ର ବସରେ ୨୪ଜଣ ବିହାର ଓ ପଶ୍ଚିମବଙ୍ଗ ଗଲେ

#ସ୍ୱତନ୍ତ୍ର_ବସରେ_୨୪_ଜଣ_ବିହାର_ଓ_ପଶ୍ଚିମବଙ୍ଗ_ଗଲେ     ପିପିଲି  : ( ବିଜୟ କୁମାର ମହାପାତ୍ର ) ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସରେ ୨୪ଜଣ ଶ୍ରମିକଙ୍କୁ ବିହାର ଓ ପଶ୍ଚିମବଙ୍ଗ କୁ ପିପିଲି ପୁଲିସ ସହେଯାଗରେ ପଠାଯାଇଛି ।  ସେମାନେ ନିଜ ଭିଟାମାଟିକୁ  ଚାଲିଚାଲି ଯିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ରହିଥିବା ବେଳେ ପିପିଲି ପୋଲିସର ପ୍ରଚେଷ୍ଟାରେ ଏକ ସ୍ୱତନ୍ତ୍ର ବସରେ ଯୋଗାଇ ଦିଆଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ଓ ପିପିଲି ପୁଲିସ ର ଜୟଜୟକାର କରି […]

Continue Reading
ଆଗେଇ ଚାଲିଛି ରଥ କାମ,୨୫ ତୁମ୍ବର ବିନ୍ଧ କାର୍ଯ୍ୟ ସରିଲା

ଆଗେଇ ଚାଲିଛି ରଥ କାମ,୨୫ ତୁମ୍ବର ବିନ୍ଧ କାର୍ଯ୍ୟ ସରିଲା

#୨୫_ତୁମ୍ବର_ବିନ୍ଧ_କାର୍ଯ୍ୟ_ସରିଲା           ପୁରୀ  :  ବିଶ୍ବ ପ୍ରସିଦ୍ଧ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥକାର୍ଯ୍ୟ ନିମନ୍ତେ ନିଷ୍ପତ୍ତି ନିଆଯିବାପରେ ରଥ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି।ବର୍ତ୍ତମାନ ସୁଦ୍ଧା ୨୫ ଟି ତୁମ୍ବର ବିନ୍ଧ କାର୍ଯ୍ୟ ସରିଛି । ତିନି ରଥର ଛଅଟି ଚକର ପହି ବିନ୍ଧ ସରି ଅର ସହିତ ପହି ସଂଯୋଗ କରାଯାଇ କଳସା କରାଯାଇଛି । ଗୁଜ , ଜଳଯନ୍ତ୍ର , କୁଡୁକା କାମ ଚାଲିଛି ।       ବୁଧବାର […]

Continue Reading
ଦୁଇ ଶିଶୁକନ୍ୟାଙ୍କୁ ସହାୟତାର ହାତ ବଢ଼ାଇଲା ସଂକଳ୍ପ

ଦୁଇ ଶିଶୁକନ୍ୟାଙ୍କୁ ସହାୟତାର ହାତ ବଢ଼ାଇଲା ସଂକଳ୍ପ

#ଦୁଇ_ଶିଶୁ_କନ୍ୟାଙ୍କୁ_ସହାୟତାର_ହାତ_ବଢ଼ାଇଲା_ସଂକଳ୍ପ          ପିପିଲି : ( ବିଜୟ କୁମାର ମହାପାତ୍ର ) ପିପିଲି ବ୍ଳକ କସରଦାରେ ଦୁଇ ନିରାଶ୍ରୟ ଶିଶୁକନ୍ୟାଙ୍କ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଅନୁଗୁଳର ସଂକଳ୍ପ ସୋସିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛି । ଦୁଇ ଝିଅଙ୍କ ପାଇଁ ଚାଉଳ ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ସହ ପାଠପଢ଼ା ପାଇଁ ଆବଶ୍ୟକୀୟ ଜିନିଷ ପଠାଇଛି ଟ୍ରଷ୍ଟ । ଯେଉଁଥିରେ ପଢ଼ାବହି, ଖାତା, କଲମ, ପେନସିଲ, ଡ୍ରଇଁ ଖାତା ଇତ୍ୟାଦି ରହିଛି […]

Continue Reading
ଜିଲ୍ଲାରେ ତେଇଶିପୁର ସମବାୟ ସମିତିରେ ମୁଗ ମଣ୍ଡି ଉଦଘାଟିତ

ଜିଲ୍ଲାରେ ତେଇଶିପୁର ସମବାୟ ସମିତିରେ ମୁଗ ମଣ୍ଡି ଉଦଘାଟିତ

 #ତେଇଶିପୁର_ସମବାୟ_ସମିତିରେ_ମୁଗ_ମଣ୍ଡି_ଉଦଘାଟିତ        ପିପିଲି : ( ବିଜୟ କୁମାର ମହାପାତ୍ର ) ପୁରୀ ଜିଲ୍ଲାରେ ପ୍ରଥମ କରି ପିପିଲି ବ୍ଳକ ଅନ୍ତର୍ଗତ ତେଇଶିପୁର ସମବାୟ ସମିତି ପରିସରରେ ସରକାରୀ ମୁଗ ମଣ୍ଡି ଶୁକ୍ରବାର ଉଦଘାଟିତ ହୋଇଯାଇଛି । ରାଜ୍ୟରେ କରୋନା ଯୋଗୁ ଲକ ଡାଉନ ଜାରି ରହିଛି । ସାମାଜିକ ଦୂରତା ରକ୍ଷା କରି ମଣ୍ଡି ଉଦଘାଟିତ ହୋଇଛି ।  ଲକ ଡାଉନ ଯୋଗୁ ମଣ୍ଡି ଖୋଲିବକି ନାହିଁ  ସନ୍ଦେହ ଘେରରେ ରହିଥିଲେ ଚାଷୀ […]

Continue Reading