ଜିଲ୍ଲା ପରିଷଦ ସଭ୍ୟାଙ୍କ ଦ୍ୱାରା ସଂଗରୋଧ ଶିବିର ବିଶୋଧନ

ଜିଲ୍ଲା ପରିଷଦ ସଭ୍ୟାଙ୍କ ଦ୍ୱାରା ସଂଗରୋଧ ଶିବିର ବିଶୋଧନ

ଓଡିଶା ଜିଲ୍ଲା ପୁରୀ

#ଜିଲ୍ଲା_ପରିଷଦ_ସଭ୍ୟାଙ୍କ_ଦ୍ୱାରା_ସଂଗରୋଧ_ଶିବିର_ବିଶୋଧନ          କେନ୍ଦ୍ରାପଡ   :  କେନ୍ଦ୍ରାପଡା ବ୍ଲକ କଳପଡା ପଂଚାୟତରେ ଥିବା ସଂଗରୋଧ ଶିବିର ରେ ସ୍ୱେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟ ଓ ସାନିଟାଇଜେସନ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦ୍ୱାରା କରାଯାଇଥିବା ଜଣାପଡିଛି । ରୋଗ କୁ ଘୃଣା କର, ରୋଗୀକୁ ନୁହେଁ ଏହି ବାର୍ତା ପ୍ରଚାର ପାଇଁ ଜିଲ୍ଲା ପରିଷଦ ସଭାୟ ଜୋତ୍ସାରାଣି ଜେନା
ନିଜେ ସଂଗରୋଧ ଶିବିରକୁ ସାନିଟାଇଜ କରିଥିଲେ । ଏହି କେନ୍ଦ୍ର ପାଇଁ ନିଯୁକ୍ତ ଥିବା ଯୁବକ ଜଣକ ଗ୍ରାମର କିଛି ଲୋକଙ୍କର ଧମକ ଓ ସାମାଜିକ ବାସନ୍ଦକୁ ଭୟକରି ସଫେଇ କାମରୁ ନିବୃତ ରହିବା ପରେ ଖୋଦ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଜେନା ଏକ ଉଦାହରଣ ସୃଷ୍ଟି କରିବା ଓ ଲୋକ ମାନଙ୍କ ମନରୁ ଭାନ୍ତ ଧାରଣା ଦୂର କରିବା ନିମନ୍ତେ ସଂଗରୋଧ ଶିବିରରେ ଶୁକ୍ରବାର ନିଜେ ସଫେଇ ଓ ସାନିଟାଇଜ କରିବା ସହ ପ୍ରବାସୀ ମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ ।