ରେଳମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି, ଭୁବନେଶ୍ୱରରୁ ପାରାଦୀପ, ବାରିପଦା, କେନ୍ଦୁଝର ଓ ରାଉରକେଲାକୁ ରେଳ ଚଳାଇବା ପାଇଁ ଦାବି

ରେଳମନ୍ତ୍ରୀଙ୍କୁ ସମାଜବାଦୀ ପାର୍ଟିର ଚିଠି, ଭୁବନେଶ୍ୱରରୁ ପାରାଦୀପ, ବାରିପଦା, କେନ୍ଦୁଝର ଓ ରାଉରକେଲାକୁ ରେଳ ଚଳାଇବା ପାଇଁ ଦାବି

#ରେଳମନ୍ତ୍ରୀଙ୍କୁ_ସମାଜବାଦୀ_ପାର୍ଟିର_ଚିଠି      ଭୁବନେଶ୍ୱର  :  ଆସନ୍ତା ୮ ତାରିଖରୁ ରେଳବାଈ ପକ୍ଷରୁ ଓଡ଼ିଶାର ବିଭିନ୍ନ ସହରକୁ ପାଂଚ ଯୋଡ଼ା ଟ୍ରେନ୍ ଚଳାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । କେବଳ ଯେଉଁ ଯାତ୍ରୀମାନଙ୍କର ସଂରକ୍ଷିତ ଟିକେଟ୍ ଥିବ ସେହିମାନେ ହିଁ ଏହିସବୁ ଟ୍ରେନ୍ରେ ଯାତ୍ରା କରିପାରିବେ । ସେଥିମଧ୍ୟରୁ ଭୁବନେଶ୍ୱର-ବଲାଙ୍ଗୀର, ଭୁବନେଶ୍ୱର- କୋରାପୁଟ- ଭାୟା- ରାୟଗଡ଼ା ଓ ଅନୁଗୋଳ, ଭୁବନେଶ୍ୱର-ବ୍ରହ୍ମପୁର ଏବଂ ଭୁବନେଶ୍ୱର-ଭଦ୍ରକ ପ୍ରଭୃତି ଟ୍ରେନ୍ ଅନ୍ତର୍ଭୁକ୍ତ । ରାଜ୍ୟବାସୀଙ୍କର ସୁବିଧା ଦୃଷ୍ଟିରୁ (୧) ଭୁବନେଶ୍ୱର-ପାରାଦ୍ୱୀପ (୨) ଭୁବନେଶ୍ୱର-ବାରିପଦା […]

Continue Reading
ବିଶ୍ୱ ଦୁଗ୍ଧ ଦିବସରେ ଦାବୀ : ଦୁଗ୍ଧଚାଷୀଙ୍କୁ କ୍ଷତିପୂରଣ ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ବିଶ୍ୱ ଦୁଗ୍ଧ ଦିବସରେ ଦାବୀ : ଦୁଗ୍ଧଚାଷୀଙ୍କୁ କ୍ଷତିପୂରଣ ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

 #ଦୁଗ୍ଧଚାଷୀଙ୍କୁ_କ୍ଷତିପୂରଣ_ପ୍ୟାକେଜ_ପାଇଁ_ମୁଖ୍ୟମନ୍ତ୍ରୀଙ୍କୁ_ପତ୍ର     ଭୁବନେଶ୍ୱର  : ‘ବିଶ୍ୱ ଦୁଗ୍ଧ ଦିବସ’ ଜୁନ୍ ପହିଲାରେ କରୋନା ସଂକ୍ରମଣ କ୍ଷତିଗ୍ରସ୍ତ ଦୁଗ୍ଧଚାଷୀଙ୍କୁ କ୍ଷତିପୂରଣ ଦେବା ଓ ଗୋ-ଖାଦ୍ୟ ଦରକୁ ନିୟନ୍ତ୍ରିତ କରିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରିଛି । ମହାସଂଘର ଅଧ୍ୟକ୍ଷ ରବି ବେହେରାଙ୍କ ସମେତ ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡାଳୁଆ ପ୍ରମୁଖଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ଏକ ପତ୍ରରେ ଦର୍ଶାଯାଇଛି ଯେ ‘ଲକ୍ ଡାଉନ୍’ ସମୟରେ କୃଷିମନ୍ତ୍ରୀ ଡଃ ଅରୁଣ ସାହୁ ଚାଷୀମାନଙ୍କୁ ପ୍ରତିଶ୍ରୁତି […]

Continue Reading
ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ସ୍ୱାଭିମାନର ପ୍ରତୀକ :ଗାନ କରିବାକୁ ପ୍ରତ୍ୟେକ ଓଡ଼ିଆଙ୍କୁ ଆହ୍ୱାନ : ସମାଜବାଦୀ ପାର୍ଟି

ବନ୍ଦେ ଉତ୍କଳ ଜନନୀ ଓଡ଼ିଆ ସ୍ୱାଭିମାନର ପ୍ରତୀକ :ଗାନ କରିବାକୁ ପ୍ରତ୍ୟେକ ଓଡ଼ିଆଙ୍କୁ ଆହ୍ୱାନ : ସମାଜବାଦୀ ପାର୍ଟି

#ବନ୍ଦେ_ଉତ୍କଳ_ଜନନୀ_ଓଡ଼ିଆ_ସ୍ୱାଭିମାନର_ପ୍ରତୀକ         ଭୁବନେଶ୍ୱର    :  ସମଗ୍ର ବିଶ୍ୱ ଆଜି କରୋନା ସଂକ୍ରମଣରେ ସଂକ୍ରମିତ । ବିଶ୍ୱବାସୀଙ୍କ ସମେତ ଭାରତ ବର୍ଷର ଜନସାଧାରଣ ମଧ୍ୟ ଜୀବନକୁ ବାଜି ଲଗାଇ କରୋନା ବିରୁଦ୍ଧରେ ଯୁଦ୍ଧଂ ଦେଇ ଡାକରା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏହି ଯୁଦ୍ଧର ସମ୍ମୁଖ ଭାଗରେ ରହିଛି । ରାଜ୍ୟ ସରକାରଙ୍କ ତତ୍ପରତା, ରାଜ୍ୟର ହଜାର ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶା ଦିଦି, ଅଙ୍ଗନୱାଡ଼ି କର୍ମୀ, ଏବଂ ତୃଣମୂଳ ସ୍ତରର ଲୋକ ପ୍ରତିନିଧି ଯଥା- […]

Continue Reading
ଆଜି ୧୫୦ ଯାତ୍ରୀଙ୍କୁ ନେଇ ଚିକାଗୋରୁ ଭୁବନେଶ୍ବର ଆସିବ ବିମାନ

ଆଜି ୧୫୦ ଯାତ୍ରୀଙ୍କୁ ନେଇ ଚିକାଗୋରୁ ଭୁବନେଶ୍ବର ଆସିବ ବିମାନ

#ଆଜି_୩୦୦_ଯାତ୍ରୀଙ୍କୁ_ନେଇ_ଚିକାଗୋରୁ_ଭୁବନେଶ୍ବର_ଆସିବ_ବିମାନ            ଭୁବନେଶ୍ବର    :  ଓଡ଼ିଶାରେ ପ୍ରଥମ ଥର ପାଇଁ ଆମେରିକାରୁ ଆସିଥିବା ବିମାନ ଲ୍ୟାଣ୍ଡ କରିବ। ଆମେରିକାର ଚିକାଗୋରୁ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ଫ୍ଲାଇଟରେ ୧୫୦ ଜଣ ଓଡ଼ିଆ ଆସୁଛନ୍ତି। ଶନିବାର ୪.୩୦ ରେ ଏହା ଭୁବନେଶ୍ୱରରେ ପହଞ୍ଚିବ। ମିଳିଥିବା ସୂଚନା ଅନୁସାରେ ବିମାନରେ ସମୁଦାୟ ୩୦୦ ଯାତ୍ରୀ ଅଛନ୍ତି ଏବଂ ଏହା ପ୍ରଥମେ ନୂଆଦିଲ୍ଲୀରେ ଅବତରଣ କରିବ। ସେଠାରେ ୧୫୦ ଜଣ ଯାତ୍ରୀ ଓହ୍ଲାଇବେ। ବାକି ୧୫୦ ଲୋକ ଭୁବନେଶ୍ଵର ଆସିବେ। ଏହା […]

Continue Reading
ବିଏମସିର ନୂମ ମାର୍ଗଦର୍ଶିକା , ରାଜଧାନୀରେ ଖୋଲିବ ସେଲୁନ ଓ ଜଳଖିଆ ଦୋକାନ

ବିଏମସିର ନୂଆ ମାର୍ଗଦର୍ଶିକା , ରାଜଧାନୀରେ ଖୋଲିବ ସେଲୁନ ଓ ଜଳଖିଆ ଦୋକାନ

#ରାଜଧାନୀରେ_ଖୋଲିବ_ସେଲୁନ_ଓ_ଜଳଖିଆ_ଦୋକାନ     ଭୁବନେଶ୍ବର :  ରାଜଧାନୀରେ ଖୋଲିବ ସେଲୁନ ଓ ଜଳଖିଆ ଦୋକାନ । ଭୁନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ଲକଡାଉନ ୪.୦ରେ କେଉଁ କ୍ଷେତ୍ରକୁ କଟକଣା କୋହଳ କରାଯାଇଛି ଓ କେଉଁ କ୍ଷେତ୍ରରେ କଟକଣା ଜାରିରହିଛି  ତାହା ସ୍ପଷ୍ଟ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ  । ଏଥିରେ ବିମାନସେବା ଉପରେ ସମ୍ପୂର୍ଣ୍ଣ ରୂପେ କଟକଣା ବଳବତ୍ତର ରହିଥିବା ବେଳେ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ […]

Continue Reading
୬ ମାସର ଘରଭଡା ଛାଡ କର-ସମାଜବାଦୀପାର୍ଟି

୬ ମାସର ଘରଭଡା ଛାଡ କର-ସମାଜବାଦୀପାର୍ଟି

#୬ମାସର_ଘରଭଡା_ଛାଡ_କର                ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ବହୁ ଛୋଟ ଓ ମଧ୍ୟମ ଶିଳ୍ପ ସବୁ ବନ୍ଦ ହୋଇଗଲାଣି । ଦେଶରେ ତଥା ଆମ ରାଜ୍ୟରେ ହଜାର ହଜାର ଲୋକ ଜୀବିକା ହରେଇଲେଣି । ଏକ ଆକଳନ ଅନୁଯାୟୀ ସରକାରୀ ଓ ବେସରକାରୀ କ୍ଷେତ୍ରରେ କରୋନା ସଂକ୍ରମଣରେ ୧୨ କୋଟି ଲୋକ ବେରୋଜଗାର ହୋଇଛନ୍ତି ଏବଂ ଏହା ଆଗକୁ ଆହୁରୀ ବଢ଼ିବାର ଆଶଙ୍କା ଦେଖା ଦେଇଛି । କିନ୍ତୁ ଦୁଃଖର କଥା ଏହି ବିପତ୍ତି ବେଳେ ଘର […]

Continue Reading
ପେଟ୍ରୋଲ, ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି ବିରୋଧରେ ବିକ୍ଷୋଭ, ଶୁଳ୍କ ପ୍ରତ୍ୟାହାର ଦାବୀ

ପେଟ୍ରୋଲ, ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ବୃଦ୍ଧି ବିରୋଧରେ ବିକ୍ଷୋଭ, ଶୁଳ୍କ ପ୍ରତ୍ୟାହାର ଦାବୀ

#ପେଟ୍ରୋଲ_ଡିଜେଲ_ଉପରେ_ଉତ୍ପାଦନ_ଶୁଳ୍କ_ବୃଦ୍ଧି_ବିରୋଧରେ_ବିକ୍ଷୋଭ            ଭୁବନେଶ୍ୱର  : ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଲାଗୁ କରିଥିବା ଉତ୍ପାଦନ ଶୁଳ୍କ ଉପରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏକ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ବାଦୀ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ପ୍ରତିବାଦ କରିଥିଲେ । ସେଠାରେ ଦଳୀୟ କର୍ମମାନଙ୍କୁ ଉଦବୋଧନ ଦେଇସଭାପତି […]

Continue Reading
କଟକଣା ମୁକ୍ତ ହେବ ଅତ୍ୟାବଶ୍ୟକ ସଂସ୍ଥା: ପୋଲିସ୍ କମିଶନର

କଟକଣା ମୁକ୍ତ ହେବ ଅତ୍ୟାବଶ୍ୟକ ସଂସ୍ଥା: ପୋଲିସ୍ କମିଶନର

#କଟକଣା_ମୁକ୍ତ_ହେବେ_ଅତ୍ୟାବଶ୍ୟକ_ସଂସ୍ଥା            ଭୁବନେଶ୍ୱର  :  ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରୀ ରହିଥିବା ବେଳେ ଏଥିପାଇଁ ଲାଗୁ ହୋଇଥିବା କଟକଣା ସଂପର୍କରେ ସୂଚନା ଦେଇ ଭୁବନେଶ୍ୱର କଟକ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ସଂଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ସଂପୂର୍ଣ୍ଣ କଟକଣା ଲାଗୁ ହୋଇଛି । ତେବେ କୋଭିଡ-୧୯ ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଓ ବିଭାଗର ଅଧିକାରୀଙ୍କ ପାଇଁ କଟକଣା ଲାଗୁ ହେବନି । ସେହିପରି କଲ୍ ସେଂଟର ଭଳି ଆଇଟି […]

Continue Reading
ରାଜ୍ୟରେ ଦ୍ବିତୀୟ ମୁଣ୍ଡ ନେଲା କରୋନା

ରାଜ୍ୟରେ ଦ୍ବିତୀୟ ମୁଣ୍ଡ ନେଲା କରୋନା

#ରାଜ୍ୟରେ_ଦ୍ବିତୀୟ_ମୁଣ୍ଡ_ନେଲା_କରୋନା               ଭୁବନେଶ୍ୱର : ରାଜ୍ୟରେ ଦ୍ବିତୀୟ ମଉଣ୍ଡ ନେଲା କରୋନା। ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ର ଠିକ ମାସକ ପରେ କରୋନା ନେଇଛି ଦ୍ବିତୀୟ ମୁଣ୍ଡ । ଦ୍ବିତୀୟ ମୃତ୍ୟୁ ହୋଛି ରାଜଧାନୀ ଭୁବନେଶ୍ବରରୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ ରେ ମଳିଥିବାସୂଚନା ଏହା ଜଣାପଡିଛି। ସୂଚନା ଅନୁଯାୟୀ ମୃତକ ହେଉଛନ୍ତି ୭୭ ବର୍ଷୀୟ ବ୍ୟକ୍ତି ସେ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ତାଙ୍କର ମଧୁମେହ ସହ କିଡ଼ନୀ ଜନିତ […]

Continue Reading
ସନ୍ଧ୍ୟା ୭ଟା ପରେ ପଦାକୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ସନ୍ଧ୍ୟା ୭ଟା ପରେ ପଦାକୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ

#ସନ୍ଧ୍ୟା_୭ଟା_ପରେ_ପଦାକୁ_ବାହାରିଲେ_କଡ଼ା_କାର୍ଯ୍ୟାନୁଷ୍ଠାନ        ଭୁବନେଶ୍ୱର  : ଏଣିକି ସଂଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କେହି ପଦାକୁ ବାହାରି ପାରି‌ବେ ନାହିଁ। ରାଜଧାନୀକୁ ରେଡ୍‌ଜୋନରେ ଘୋଷିତ କରାଯିବା ପରେ ପ୍ରଶାସନ ପକ୍ଷରୁ  କଟକଣା କଡା କଡି କରାଯାଉଛି। ଏହି ସମୟରେ କେବଳ ଜରୁରୀକାଳୀନ କାର୍ଯ୍ୟ ଓ ମାଲ୍ ପରିବହନ ଜାରି ରହିବ। ସେହିପରି ଔଷଧ ଦୋକାନକୁ ବାଦ୍‌ ଦେଇ ସହରରେ ଅନ୍ୟ ସବୁ ଦୋକାନ ବନ୍ଦ ରହିବ। ନିୟମ ଖିଲାପ କଲେ, ଜରିମାନା ଆଦାୟ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ […]

Continue Reading