ଭୁବନେଶ୍ୱରରୁ ପୁଣି ୬ କରୋନା ପଜିଟିଭ୍

ଭୁବନେଶ୍ୱରରୁ ପୁଣି ୬ କରୋନା ପଜିଟିଭ୍

#ଭୁବନେଶ୍ୱରରୁ_ପୁଣି_୬_କରୋନା_ପଜିଟିଭ୍       ଭୁବନେଶ୍ୱର    :  ଭୁବନେଶ୍ୱରରୁ ପୁଣି ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଙ୍କ ମଧ୍ୟରେ ସ୍ଥାନୀୟ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ର ଜଣେ ଛାତ୍ରୀଙ୍କ ସମେତ ୪ ଜଣ କର୍ମଚାରୀ ଓ ଆପୋଲୋ ହସ୍ପିଟାଲର ଜଣେ କର୍ମଚାରୀ ରହିଛନ୍ତି । ସେହିପରି ଆଉ ଏକ ଲୋକାଲ ମାମଲା ରହିଛି । ଭୁବନେଶ୍ୱର ମହାନଗର ନିଗମ ଟୁଇଟ୍ କରି ଏହି ସୂଚନା ଦେଇଛି । ସୂଚନା ଅନୁସାରେ ଏମ୍ସର […]

Continue Reading
ଏମସ୍ ର ୪ ଡାକ୍ତର କରୋନା ପଜିଟିଭ୍

ଏମସ୍ ର ୪ ଡାକ୍ତର କରୋନା ପଜିଟିଭ୍

#ଏମସର_୪_ଡାକ୍ତର_କରୋନା_ପଜିଟିଭ୍           ଭୁବନେଶ୍ୱର :    ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ ସ)ରେ କାର୍ଯ୍ୟରତ ୪ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩ ଜଣ ସିନିଅର ଓ ଜଣେ ଜୁନିଅର ରେସିଡେଂଟ ଡାକ୍ତର ଅଛନ୍ତି । ଏମ୍ସ ର ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଡର୍ମାଟୋଲିଜି ବିଭାଗର ଜଣେ ଡାକ୍ତର, ଫାର୍ମାକୋଲୋଜି ବିଭାଗର ଜଣେ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । […]

Continue Reading
ସାବିତ୍ରୀ ରଥ ହାଇକୋର୍ଟ ବିଚାରପତି ନିଯୁକ୍ତ

ସାବିତ୍ରୀ ରଥ ହାଇକୋର୍ଟ ବିଚାରପତି ନିଯୁକ୍ତ

#ସାବିତ୍ରୀ_ରଥ_ହାଇକୋର୍ଟ_ବିଚାରପତି_ନିଯୁକ୍ତ          ଭୁବନେଶ୍ୱର  : ସୁଶ୍ରୀ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଛନ୍ତି । ଏ ନେଇ ମଙ୍ଗଳବାର ଦିନ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହା ଫଳରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୬ରେ ପହଂଚିଛି । ସୁଶ୍ରୀ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ କାର୍ଯ୍ୟ କରିବେ । ତାଙ୍କ […]

Continue Reading
ଭୁୁବନେଶ୍ୱରରୁ ଚାରି ଜଣ କରୋନା ଆକ୍ରାନ୍ତ

ଭୁୁବନେଶ୍ୱରରୁ ଚାରି ଜଣ କରୋନା ଆକ୍ରାନ୍ତ

#ଭୁୁବନେଶ୍ୱରରୁ_ଚାରି_କରୋନା_ଆକ୍ରାନ୍ତ            ଭୁବନେଶ୍ୱର  : ମଙ୍ଗଳବାର  ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ଭୁବନେଶ୍ୱରର ରହିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି । ମଙ୍ଗଳବାର ଚିହ୍ନଟ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଚନ୍ଦ୍ରଶେଖରପୁରର ଜଣେ ୨୮ ବର୍ଷୀୟ ଯୁବକ ରହିଛନ୍ତି । ସେ ହାଇଦ୍ରାବାଦରୁ ଫେରିଥିଲେ । ସେହିପରି ଡୁମଡୁମା ଅଂଚଳର ଜଣେ ୨୯ ବର୍ଷୀୟ ଯୁବକ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ସେ ଦିଲ୍ଲାରୁ ଫେରିଥିଲେ […]

Continue Reading
ଡମଣାରେ କରୋନା ପଜିଟିଭ୍ ଚିହ୍ନଟ

ଡମଣାରେ କରୋନା ପଜିଟିଭ୍ ଚିହ୍ନଟ

#ଡମଣାରେ_କରୋନା_ପଜିଟିଭ୍_ଚିହ୍ନଟ           ଭୁବନେଶ୍ୱର : ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତି ଭୁବନେଶ୍ୱର ଡମଣା ଅଂଚଳର ୨୫ ବର୍ଷୀୟ ଯୁବକ । ସେ ନିକଟରେ ମୁମ୍ବାଇରୁ ଫେରି ହୋମ୍ କ୍ୱାରେଂଟାଇନ୍ ରେ ଥିଲେ । ତାଙ୍କର କଂଟାକ୍ଟ ଟ୍ରେସିଂ ଜାରୀ ରହିଥିବା ବେଳେ ବର୍ତମାନ ସୁଦ୍ଧା ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କ୍ୱାରେଂଟାଇନ୍ ରେ ରଖାଯିବା ସହ ଆଖପାଖ ଅଂଚଳକୁ ସାନିଟାଇଜ୍ କରାଯାଇଛି […]

Continue Reading
କୋଭିଡ ମୁଖପାତ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ଅଢ଼େଇ କୋଟି

କୋଭିଡ ମୁଖପାତ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ଅଢ଼େଇ କୋଟି

#କୋଭିଡ_ମୁଖପାତ୍ର_ମୁଖ୍ୟମନ୍ତ୍ରୀଙ୍କ_ରିଲିଫ_ପାଣ୍ଠିକୁ_ଦାନ_କଲେ_ଅଢ଼େଇ_କୋଟି              ଭୁବନେଶ୍ୱର   : ଓଡ଼ିଶା କୌଶଳ ବିକାଶ କର୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରୋତୋ ବାଗଚୀ ଏବଂ ମେ।। ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁଶ୍ମିତା ବାଗଚୀ ରାଜ୍ୟର କୋଭିଡ଼-୧୯ ଲଢ଼େଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଜି ଲୋକସେବା ଭବନଠାରେ ଶ୍ରୀମତୀ ବାଗଚୀ ଓ ଶ୍ରୀ ବାଗଚୀ ଏହି ରାଶିର ଚେକ୍ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ବଲାଙ୍ଗୀର ଜିଲ୍ଲାରେ […]

Continue Reading
ସଟଡାଉନରେ ଦ୍ୱୈତ ନଗରୀରେ ଗଡ଼ିବନି ମୋ ବସ୍

ସଟଡାଉନରେ ଦ୍ୱୈତ ନଗରୀରେ ଗଡ଼ିବନି ମୋ ବସ୍

#ସଟଡାଉନରେ_ଦ୍ୱୈତ_ନଗରୀରେ_ଗଡ଼ିବନି_ମୋ_ବସ୍        ଭୁବନେଶ୍ୱର  : ସଟଡାଉନ ପାଇଁ ଦ୍ୱୈତ ନଗରୀରେ ମୋ ବସ୍ ପ୍ରତି ସପ୍ତାହର ଶନିବାର ଓ ରବିବାର ଦିନ ଚାଲିବ ନାହିଁ । କ୍ରୁଡ଼୍ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ନିୟମ କେବଳ ଜୁନ୍ ମାସ ପାଇଁ ଲାଗୁ ହୋଇଛି ।

Continue Reading
ଚର୍ଚ୍ଚାକୁ ଫେରିଲା ରାଜଧାନୀ, ଭୁବନେଶ୍ୱରରୁ ପୁଣି ୧୩ କରୋନା ପଜିଟିଭ୍ ଚିହ୍ନଟ

ଚର୍ଚ୍ଚାକୁ ଫେରିଲା ରାଜଧାନୀ, ଭୁବନେଶ୍ୱରରୁ ପୁଣି ୧୩ କରୋନା ପଜିଟିଭ୍ ଚିହ୍ନଟ

#ଭୁବନେଶ୍ୱରରୁ_ପୁଣି_୧୩_କରୋନା_ପଜିଟିଭ୍_ଚିହ୍ନଟ         ଭୁବନେଶ୍ୱର     :  ପୁଣି ରାଜଧାନୀ ଫେରିଲା ଚର୍ଚ୍ଚାକୁ । ଶୁକ୍ରବାର ଭୁବନେଶ୍ୱରରୁ ଆଉ ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ  ୭ଜଣ ସଙ୍ଗରୋଧରେ ରହିଥିବା ବେଳେ ୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣା ପଡିଛି। ସଂକ୍ରମିତଙ୍କ ମଧ୍ୟରେ  ୟୁନିଟ-୪ ଅଞ୍ଚଳରୁ ୨ଟି ସ୍ଥାନୀୟ ମାମଲା ଚିହ୍ନଟ ହୋଇଥିବା ବେଳେ ଡୁମୁଡୁମା, ସାଲିଆସାହି,  ଆଇଗିଣିଆ ଓ ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ସଂକ୍ରମିତ  ଚିହ୍ନଟ ହୋଇଛନ୍ତି ବୋଲି ଶୁକ୍ରବାର ଭୁବନେଶ୍ୱର […]

Continue Reading
ଲାଞ୍ଚ ନେଇ ବାଲିଅନ୍ତା ତହସିଲଦାର ଗିରଫ

ଲାଞ୍ଚ ନେଇ ବାଲିଅନ୍ତା ତହସିଲଦାର ଗିରଫ

#ଲାଞ୍ଚ_ନେଇ_ବାଲିଅନ୍ତା_ତହସିଲଦାର_ଗିରଫ                   ଭୁବନେଶ୍ୱର  : ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ ।ଜଣେ ବିଲଡରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ  ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ବାଲିଅନ୍ତା  ତହସିଲ ଅଫିସର ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ମଧ୍ୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଗିରଫ କରିଥିବା ଜଣାଯାଇଛି। ଏହାପରେ ଏହି ଦୁଇ ଅଭିଯୁକ୍ତଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚରା କରାଯାଇଛି। ତେବେ […]

Continue Reading
ପାତ୍ରପୁ୍ରେ ଦୁଇ କରୋନା ସନ୍ଦିଗ୍ଧ, ସଙ୍ଗରୋଧରେ ପୋଲିସ କର୍ମଚାରୀ

ଭୁବନେଶ୍ବରକୁ ଫେରିଲା କରୋନା,ସହରରେ ୪ କରୋନା ଆକ୍ରାନ୍ତ ଚିହ୍ନଟ

#ଭୁବନେଶ୍ବରକୁ_ଫେରିଲା_କରୋନା             ଭୁବନେଶ୍ୱର   : ରାଜଧାନୀକୁ ପୁଣି ଫେରିଲା କରୋନା । ଗୁରୁବାର ଭୁବନେଶ୍ୱରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବର ମହ‌ାନଗର ନିଗମର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଏହି ୪ ଜଣ ଚିହ୍ନଟ ହୋଇଛନ୍ତି। ବିଏମସି ପକ୍ଷରୁ ଟୁଇଟ୍ କରି କୁହାଯାଇଛି, ଏହି ୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଳିଙ୍ଗ ବିହାର ଅଞ୍ଚଳରୁ ଜଣେ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ଏହି ଆକ୍ରାନ୍ତ ଜଣକ ହୋମ କ୍ବାରେଣ୍ଟାଇନରେ ଥିଲେ ଏବଂ ସେ ପୂର୍ବରୁ […]

Continue Reading