ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେଲାନ୍ସ ଆରମ୍ଭ

ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେଲାନ୍ସ ଆରମ୍ଭ

#ଭୁବନେଶ୍ୱରରେ_ସେରୋଲୋଜିକାଲ_ସର୍ଭେଲାନ୍ସ_ଆରମ୍ଭ             ଭୁବନେଶ୍ୱର   : ଆରଏମଆରସି ଓ ବିଏମସିର ମିଳିତ ସହଯୋଗରେ ରାଜଧାନୀରେ ସେରୋଲୋଜିକାଲ ସର୍ଭେଲାନ୍ସ ଆରମ୍ଭ ହୋଇଛି । ୫ଟି କ୍ଲଷ୍ଟରରେ ଏହି ସର୍ଭେ କାର୍ଯ୍ୟ କରାଯାଉଛି ବୋଲି ଆରଏମଆରସି ନିର୍ଦ୍ଦେଶିକା ଡା ସଂଘମିତ୍ରା ପତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହିସର୍ଭେ କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ହେବ । ରୋଗ ପ୍ରତିରୋଧକ କମ୍ ଥିବା ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, ସାମ୍ବାଦିକ, ମ୍ୟୁନିସିପାଲ୍ କର୍ମଚାରୀ, ଡ୍ରାଇଭର, କଏଦୀ, ଦେକାନୀ, ବିମାନବନ୍ଦର କର୍ମଚାରୀ, ବସ୍ତି […]

Continue Reading
ଓଡିଶାରେ କରୋନା ରୋଗୀଙ୍କୁ ଦିଆଯିବ ପ୍ଲାଜମା ଥେରାପି

ଓଡିଶାରେ କରୋନା ରୋଗୀଙ୍କୁ ଦିଆଯିବ ପ୍ଲାଜମା ଥେରାପି

#ଓଡିଶାରେ_କରୋନା_ରୋଗୀଙ୍କୁ_ଦିଆଯିବ_ପ୍ଲାଜମା_ଥେରାପି            ଭୁବନେଶ୍ୱର     :  କରୋନା ରୋଗୀଙ୍କ ଲାଗି ଓଡିଶାରେ ପ୍ଲାଜମା ଥେରାପି ଆରମ୍ଭ ହେବ । ରାଜ୍ୟର ୪ ଟି ପ୍ରମୁଖ ହସ୍ପିଟାଲ କଟକର ଏସସିବି ଓ ଅଶ୍ୱିନୀ ହସ୍ପିଟାଲ ଏବଂ ଭୁବନେଶ୍ୱରର ସମ୍ ଓ କିମସ୍ ହସ୍ପିଟାଲରେ ଏହି ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ । ଗୁରୁବାର ଦିନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହା ସହ ଓଡିଶାରେ ପ୍ଲାଜମା […]

Continue Reading
ଭୁବନେଶ୍ୱରରୁ ପୁଣି ୧୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱରରୁ ପୁଣି ୧୩ କରୋନା ପଜିଟିଭ୍ ଚିହ୍ନଟ

#ଭୁବନେଶ୍ୱରରୁ_ପୁଣି_୧୩_କରୋନା_ପଜିଟିଭ୍_ଚିହ୍ନଟ           ଭୁବନେଶ୍ୱର    :  ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଦିନ ଆଉ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ଜଣ ହୋମ୍ କ୍ୱାରେଂଟାଇନରୁ ଚିହ୍ନଟ ଥିବା ବେଳେ ୫ଜଣ ଲୋକାଲ କେସ୍ ରହିଛନ୍ତି । ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୫କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗୋଟିଏ ଦିନରେ ଆଉ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଟ୍ୱିଟ୍ କରି […]

Continue Reading
ଭିଜିଟରସ୍ ଙ୍କ ପାଇଁ ଲୋକସେବା ଭବନ ମନା

ଭିଜିଟରସ୍ ଙ୍କ ପାଇଁ ଲୋକସେବା ଭବନ ମନା

#ଭିଜିଟରସଙ୍କ_ପାଇଁ_ଲୋକସେବା_ଭବନ_ମନା           ଭୁବନେଶ୍ୱର  : କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଆଗମନକାରୀଙ୍କ ପାଇଁ ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନ ଏବଂ ରାଜୀବ ଭବନକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି ।ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏପରି କଟକଣା ଜାରି କରିଛନ୍ତି । ଜୁଲାଇ ୩୧ ତାରିଖ ଯାଏଁ ଏହି କଟକଣା ଜାରି ରହିବ । ଏହା ସହିତ ପୂର୍ବରୁ ଜାରି ହୋଇଥିବା ପାସ୍ ଗୁଡ଼ିକ ଅଚଳ ହୋଇଯାଇଛି । କୌଣସି ବ୍ୟକ୍ତିଙ୍କର ଜରୁରୀ […]

Continue Reading
ଭୁବନେଶ୍ୱରରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରରୁ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

#ଭୁବନେଶ୍ୱରରୁ_ଆଉ_୬_କରୋନା_ଆକ୍ରାନ୍ତ_ଚିହ୍ନଟ         ଭୁବନେଶ୍ୱର     : ଭୁବନେଶ୍ୱରରୁ ମଙ୍ଗଳବାର ଦିନ ଆଉ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ହୋମ୍ କ୍ୱାରେଂଟାଇନ୍ ମାମଲା ହୋଇଥିବା ବେଳେ ଅନ୍ୟ ୫ ଟି ଲୋକାଲ କଂଟାକ୍ଟ କେସ୍ । ଅପରପକ୍ଷରେ ଗୋଟିଏ ଦିନରେ ଭୁବନେଶ୍ୱରରେ ୧୧ ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି ।ସୂଚନା ଅନୁଯାୟୀ ହୋମ କ୍ୱାରେଂଟାଇନ୍ ରେ ଥିବା ବ୍ୟକ୍ତିଜଣକ […]

Continue Reading
ଆଜିଠାରୁ କାଉଣ୍ଟରରେ ମିଳିବ ମଦ

ଆଜିଠାରୁ କାଉଣ୍ଟରରେ ମିଳିବ ମଦ

#ଆଜିଠାରୁ_କାଉଣ୍ଟରରେ_ମିଳିବ_ମଦ            ଭୁବନେଶ୍ୱର :    ବୁଧବାର ଠାରୁ ରାଜ୍ୟରେ ମଦ କାଉଣ୍ଟରରେ ବିଦେଶୀ ମଦ ଓ ବିୟର ମିଳିବ ।ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରହିବ ଏବଂ ଏହି ସମୟରେ ଗ୍ରାହକମାନେ ଦୋକାନ କାଉଂଟରରେ ଲାଇନରେ ଛିଡ଼ା ହୋଇ ମଦ କିଣିପାରିବେ । ଏହାଛଡ଼ା ପୂର୍ବଭଳି ହୋମ୍ ଡେଲିଭରି ବ୍ୟବସ୍ଥା ଜାରି […]

Continue Reading
କରୋନା ପାଇଁ ଯାଜପୁର ଜିଲ୍ଲାରେ ଲାଗୁହେଲା କଟକଣା

ଭୁବନେଶ୍ୱରରୁ ୨୫ କରୋନା ଆକ୍ରାନ୍ତ ଚିହ୍ନଟ , ୨୩ ଲୋକାଲ କେସ୍

#ଭୁବନେଶ୍ୱରରୁ_୨୫_କରୋନା_ଆକ୍ରାନ୍ତ_ଚିହ୍ନଟ             ଭୁବନେଶ୍ୱର  :  ଭୁବନେଶ୍ୱରରୁ ସୋମବାର ୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩ଟି ହେଉଛି ସ୍ଥାନୀୟ ମାମଲା । ୨ଜଣ ହୋମ କ୍ୱାରେଂଟାଇନ୍ ରୁ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପି ୩୧୪ରେ ପହଂଚିଛି ।ଅନ୍ୟପକ୍ଷରେ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି । […]

Continue Reading
ହସ୍ପିଟାଲ ପରିସରରେ ରହିବେ କର୍ମଚାରୀ , ବିଏମସିର ଗାଇଡ୍ ଲାଇନ୍ ଜାରି

ହସ୍ପିଟାଲ ପରିସରରେ ରହିବେ କର୍ମଚାରୀ , ବିଏମସିର ଗାଇଡ୍ ଲାଇନ୍ ଜାରି

 #ବିଏମସିର_ଗାଇଡ୍_ଲାଇନ୍_ଜାରି              ଭୁବନେଶ୍ୱର  :   ରାଜଧାନୀର ବସ୍ତି ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହାକୁ ରୋକିବା ପାଇଁ ବିଏମସି ପକ୍ଷରୁ ନୂତନ ମାର୍ଗଦର୍ଶିକା ପ୍ରସ୍ତୁତି କରାଯାଇଛି । ଘରୋଇ ହସ୍ପିଟାଲ ଏବଂ ନର୍ସିଂ ହୋମ୍ ଗୁଡ଼ିକରେ କାର୍ଯ୍ୟରତ ଥିବା ସ୍ୱାସ୍ଥ୍ୟସେବା କର୍ମଚାରୀ ମାନେ ଏହି ବସ୍ତି ମାନଙ୍କରେ ରହୁଛନ୍ତି । ସେମାନଙ୍କର ସମ୍ପୂର୍ଣ୍ଣ ତଥ୍ୟ ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କର କର୍ତୃପକ୍ଷ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି […]

Continue Reading
ଏସଟିଏଫ୍ ଜବତ କଲା ୧୨ କେଜିରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର

ଏସଟିଏଫ୍ ଜବତ କଲା ୧୨ କେଜିରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର

#ଏସଟିଏଫ୍_ଜବତ_କଲା_୧୨_କେଜିରୁ_ଉର୍ଦ୍ଧ୍ୱ_ବ୍ରାଉନ_ସୁଗାର          ଭୁବନେଶ୍ୱର : ଚଳିତ ବର୍ଷ ଏସଟିଏଫ୍ ୧୨ କେଜିରୁ ଉଦ୍ଧ୍ୱର୍ ବ୍ରାଉନ ସୁଗାର ଜବତ କରିଛି ବୋଲି ଡିଜିପି ପ୍ରକାଶ କରିଛନ୍ତି । ଅତୀତରେ ଏତେ ପରିମାଣରେ ବ୍ରାଉନସୁଗାର ଜବତ କରାଯାଇନାହିଁ । ରସୁଲଗଡ଼ ଅଂଚଳରୁ ୪ କେଜି ୪୮୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏ ସମ୍ପର୍କରେ ୩ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ କ୍ୱିକ୍ ଆକ୍ସନ ଟିମ୍ ଏବଂ ଜଟଣୀ ପୋଲିସ ଏହି ବ୍ରାଉନସୁଗାର କାରବାର ଅଭିଯୋଗରେ ଅନ୍ୟ […]

Continue Reading
ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ

ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ

#ରଥଯାତ୍ରା_ବନ୍ଦ_ନେଇ_ସୁପ୍ରିମକୋର୍ଟଙ୍କ_ରାୟ_ସ୍ୱାଗତଯୋଗ୍ୟ            ଭୁବନେଶ୍ୱର  : ସାଧାରଣ ଲୋକଙ୍କ ଜୀବନର ସୁରକ୍ଷା ଓ ଜନସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି କରୋନା ସଂକ୍ରମଣ ଜନିତ ସଂକଟ ସମୟରେ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟ ଆଜି ଯେଉଁ ରାୟ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ସ୍ୱାଗତଯୋଗ୍ୟ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି । ରାଜ୍ୟ ସରକାର ସର୍ବୋଚ୍ଚ ଅଦାଲତର ଏହି ରାୟକୁ ସମ୍ମାନ ଜଣାଇ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଏହାକୁ କାର୍ଯ୍ୟକାରୀ କରିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ […]

Continue Reading