ଗୋଟିଏ ଗାଈ ଥରକେ ଜନ୍ମ ଦେଲା ୪ ବାଛୁରୀ

ଗୋଟିଏ ଗାଈ ଥରକେ ଜନ୍ମ ଦେଲା ୪ ବାଛୁରୀ

#ଗୋଟିଏ_ଗାଈ_ଥରକେ_ଜନ୍ମ_ଦେଲା_୪_ବାଛୁରୀ            କେନ୍ଦ୍ରାପଡ଼ା  :   କେନ୍ଦ୍ରାପଡା ଜିଲ୍ଲା ବଗଡା ପଂଚାୟତର କଚେରୀପଡା ଗ୍ରାମରେ ପ୍ରକୃତିର ବିଚିତ୍ରତା ଦେଖିବାକୁ ମିଳିଛି । ଗୋଟିଏ ଗାଈ ଥରକେ ୪ଟି ବାଛୁରୀ ଜନ୍ମ ଦେଇଥିବା ଘଟଣା ସ୍ଥାନୀୟ ଅଂଚଳରେ କୈାତୁହଳ ସୃଷ୍ଟି କରିଛି । କଚେରୀପଡା ଗ୍ରାମର ବେଣୁଧର ଓଝାଙ୍କର ଗାଈ ଏକାଥରକେ ତିନୋଟି ଅଣ୍ଡିରା ବାଛୁରୀ ଓ ଗୋଟିଏ ମାଈ ବାଛୁରୀ ଜନ୍ମ ଦେଇଥିବା ପ୍ରଚାର ହେବାପରେ ସ୍ଥାନୀୟ ଅଂଚଳ ବହୁଲୋକ ଘଟଣା ସ୍ଥଳରେ ରୁଣ୍ଡ ହୋଇଥିଲେ । ତେବେ […]

Continue Reading
ସୁରଟରୁ ଆସି ପଞ୍ଜିକରଣ ନକରି ଜିଲ୍ଲା କାର୍ଯ୍ୟାଳୟରେ ବୁଲୁଛନ୍ତି ପ୍ରବାସୀ

ସୁରଟରୁ ଆସି ପଞ୍ଜିକରଣ ନକରି ଜିଲ୍ଲା କାର୍ଯ୍ୟାଳୟରେ ବୁଲୁଛନ୍ତି ପ୍ରବାସୀ

#ଜିଲ୍ଲା_କାର୍ଯ୍ୟାଳୟରେ_ବୁଲୁଛନ୍ତି_ପ୍ରବାସୀ        କେନ୍ଦ୍ରାପଡା  : ଗୁଜୁରାଟର ସୁରଟରେ ରହି କାର୍ଯ୍ୟ କରୁଥିବା ମାର୍ଶାଘାଇ ବ୍ଲକର କଳାଗଡ ଯଦୁପୁର ଅଂଚଳର ୩ଜଣ ଯୁବକ ପଞ୍ଜିକରଣ କେନ୍ଦ୍ରକୁ ନଯାଇ ଜିଲ୍ଲା କାର୍ଯ୍ୟାଳୟ ନିକଟରେ ବୁଲୁଥିବା ଦେଖା ଯାଇଛି । କଳାଗଡ ଯଦୁପୁର ଅଂଚଳର ଦେବାଶିଷ ଦାସ, ପପୁ ସେଠୀ, ସୁଲଭ ସେଠୀ ଗୁଜୁରାଟରେ ରହି କାର୍ଯ୍ୟ କରୁଥିଲେ । ଗତକାଲି ସେମାନେ ଭୁବନେଶ୍ୱର ରେ ପହଁଚି ଏକ ଅଟୋ ଭଡା କରି କେନ୍ଦ୍ରାପଡାରେ ପହଁଚିବା ପରେ କେନ୍ଦ୍ରାପଡା କଲେଜ ପରିସରରେ ହୋଇଥିବା […]

Continue Reading
୫ନଂ କେନାଲ ପୋତି ଘରକୁୁ ବାଟ, ପାଣି ପାଇଁ ଚାଷୀ ହିନସ୍ତା

୫ନଂ କେନାଲ ପୋତି ଘରକୁୁ ବାଟ, ପାଣି ପାଇଁ ଚାଷୀ ହିନସ୍ତା

#ପାଣି_ପାଇଁ_ଚାଷୀ_ହିନସ୍ତା       କେନ୍ଦ୍ରାପଡା   : କେନ୍ଦ୍ରାପଡା ସହର ଉପକଂଣ୍ଠସ୍ଥ ମହିପାଳ ଠାରୁ କଜଳା ମଧ୍ୟଦେଇ ୫ନଂ-କ ଜାତୀୟ ରାଜପଥ ପର୍ଯ୍ୟନ୍ତ ୧୮୦୦ ମିଟର ଲମ୍ବ ରାସ୍ତା ପାର୍ଶ୍ୱରେ ଥିବା ୫ନଂ କେନାଲକୁ ଠାଏ ଠାଏ ପୋତା ଯାଇ ଥିବାରୁ ବିଲକୁ ପାଣି ଯିବାରେ ବାଧା ସୃଷ୍ଟି ହୋଇଛି । ଏହି ରାସ୍ତା କଡରେ ଓ କେନାଲ କଡରେ ଥିବା ଜମି କିଣି ଘର କରିଥିବା ଲୋକମାନେ ଯିବା ଆସିବା ପାଇଁ ୫ନଂ କେନାଲ କୁ ପୋତି ରାସ୍ତା\ କରିଛନ୍ତି […]

Continue Reading
ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଗୃହ ସର୍ବେକ୍ଷଣ

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଗୃହ ସର୍ବେକ୍ଷଣ

#ଆଶା_ଓ_ଅଙ୍ଗନବାଡି_କର୍ମୀଙ୍କ_ଗୃହ_ସର୍ବେକ୍ଷଣ               କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଂଚଳର ସମସ୍ତ ୱାର୍ଡରେ ଏକ ୭ଜଣିଆ ଟିମ୍ ଘରଘର ବୁଲି କରୋନାର ସ୍ଥିତି ଓ ସ୍ୱାସ୍ଥ୍ୟ ସଂପର୍କରେ ଅନୁଧ୍ୟାନ କରୁଥିବା ଜଣା ପଡିଛି । ଏହି ଟିମ୍ରେ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ପୈାରସଂସ୍ଥା ସ୍ୱଚ୍ଛ ସାଥୀ, ୱାର୍ଡ ଅଧିକାରୀ, ଏ ଏଲ ଏଫ୍ ର ସଭାପତି ଓ ସଂପାଦକ , ଏଏନଏମ ପ୍ରମୁଖ ରହିଛନ୍ତି । କୋଭୀଡ-୧୯ର ସରକାର ନିୟମ ଅନୁଯାୟୀ ଥଣ୍ଡା, କାଶ, ଜ୍ୱର ସହିତ […]

Continue Reading
ଗଣମାଧ୍ୟମ ପ୍ରତିନିଧିଙ୍କ ଦୁଃଖ ବୁଝିବ କିଏ ?

ଗଣମାଧ୍ୟମ ପ୍ରତିନିଧିଙ୍କ ଦୁଃଖ ବୁଝିବ କିଏ ?

#ଗଣମାଧ୍ୟମ_ପ୍ରତିନିଧିଙ୍କ_ଦୁଃଖ_ବୁଝିବ_କିଏ         ରାୟଗଡ଼ା    :  ( ଗୁରୁ ପ୍ରସାଦ ସାହୁ ) ସାରା ଓଡିଶା  କରୋନା ମହାମାରୀ ରେ ଆକ୍ରାନ୍ତ। ଏହି ଭୟଙ୍କର ରୋଗ  ଅନ୍ତ ହେବାର ନା ଧରୁନି, ଦିନକୁ ଦିନ ବଢି ଚାଲିଛି। ସରକାର ଏହି କରୋନା ରୋଗ ସହ ଲଢ଼ି ଦେବାଳିଆ ଅବସ୍ଥା ରେ ଗତି କରୁଛନ୍ତି।  ରାଜ୍ୟ ସରକାର ନୂତନ ନିଯୁକ୍ତି କୁ ୨ ବର୍ଷ ପାଇଁ ସ୍ଥଗିତ ରଖିଛନ୍ତି  ।ରାଜ୍ୟ  ସରକାର ବିଭିନ୍ନ ନିୟମ ପ୍ରଣୟନ କରିଛନ୍ତି, ଚକ ଅଖ ବନ୍ଦ, […]

Continue Reading
ପୁନଃ ନିର୍ମାଣ ହେବ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ

ପୁନଃ ନିର୍ମାଣ ହେବ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ

#ପୁନଃ_ନିର୍ମାଣ_ହେବ_ଉପଖଣ୍ଡ_ପୋଲିସ_କାର୍ଯ୍ୟାଳୟ          କେନ୍ଦ୍ରାପଡା :  କେନ୍ଦ୍ରାପଡା ଉପଖଣ୍ଡ ପୋଲିସ କାର୍ଯ୍ୟାଳୟର ପୁନଃ ନିର୍ମାଣ କରାଯିବ । ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ କାର୍ଯ୍ୟାଳୟ ଓ ତତ୍ ସଂଲଗ୍ନ ଅଧିକାରୀଙ୍କ ଆବାସିକ କାର୍ଯ୍ୟାଳୟ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ବହୁ ବର୍ଷ ହେଲା ଜିଲ୍ଲା କାର୍ଯ୍ୟାଳୟ ନିକଟରେ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଖୋଲା ଯାଇଥିବା ବେଳେ ଆବାସିକ କାର୍ଯ୍ୟାଳୟ ଦୂରରେ ରହିଥିଲା । ତେବେ ଏହି କାର୍ଯାଳୟର ଗୃହ ଗୁଡିକୁ ନୂତନ ଶୈଳୀରେ ତିଆରି\ […]

Continue Reading
ମତ୍ସ୍ୟଚାଷୀଙ୍କୁ ଅଟୋ ରିକ୍ସା ପ୍ରଦାନ

ମତ୍ସ୍ୟଚାଷୀଙ୍କୁ ଅଟୋ ରିକ୍ସା ପ୍ରଦାନ

#ମତ୍ସ୍ୟଚାଷୀଙ୍କୁ_ଅଟୋ_ରିକ୍ସା_ପ୍ରଦାନ             କେନ୍ଦ୍ରାପଡା     :    ଜାତୀୟ ମତ୍ସ୍ୟଚାଷୀ ଦିବସ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଫଳ ମତ୍ସ୍ୟଚାଷୀ ଗୋକୁଳାନନ୍ଦ ବେହେରାଙ୍କୁ ସମ୍ବର୍ନ୍ଧିତ କରାଯିବା ସହ ଅଟୋ ରିସ୍କା, ବରଫ ବାକ୍ସ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂପୃକ୍ତ ଚାଷୀଙ୍କୁ ୬୦% ରିହାତି ସୂତ୍ରରେ ଏହି ଉପକରଣ ପ୍ରଦାନ କରାଯାଇଥିଲା । ଉପକୂଳ ଅଂଚଳରେ ମତ୍ସ୍ୟଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀ ମାନଙ୍କୁ ପ୍ରୋତ୍ସାହନ […]

Continue Reading
ନର୍ସିଂହୋମ ଓ ଅଲଟ୍ରାସାଉଣ୍ଡ ମାଲିକଙ୍କୁ ଉପ ଜିଲ୍ଲାପାଳଙ୍କ ତାଗିଦ

ନର୍ସିଂହୋମ ଓ ଅଲଟ୍ରାସାଉଣ୍ଡ ମାଲିକଙ୍କୁ ଉପ ଜିଲ୍ଲାପାଳଙ୍କ ତାଗିଦ

#ନର୍ସିଂହୋମ_ଓ_ଅଲଟ୍ରାସାଉଣ୍ଡ_ମାଲିକଙ୍କୁ_ଉପ_ଜିଲ୍ଲାପାଳଙ୍କ_ତାଗିଦ          କେନ୍ଦ୍ରାପଡା :  କେନ୍ଦ୍ରାପଡା ସହରରେ ଥିବା କେତେକ ନର୍ସିଂହୋମ, ଅଲଟ୍ରାସାଉଣ୍ଡ ଏବଂ କ୍ଲିନିକ୍ରେ କରୋନା କଟକଣାକୁ କାର୍ଯ୍ୟକାରୀ କରାଯାଉ ନଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହାର ପ୍ରତିବାଦରେ ଘରୋଇ ନର୍ସିଂହୋମ ର ମାଲିକ ମାନେ ଗତକାଲି ସେମାନଙ୍କ ପ୍ରତିଷ୍ଠାନକୁ ବନ୍ଦ ରଖିବା ସହ ଶୁକ୍ରବାର ଉପ ଜିଲ୍ଲାପାଳ ଜେୟାତି ଶଙ୍କର ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଉପ ଜିଲ୍ଲାପାଳ […]

Continue Reading
ମାଡ ଖାଇ କେସ୍ ନେଲେ ଅଙ୍ଗନୱାଡି କର୍ମୀ

ମାଡ ଖାଇ କେସ୍ ନେଲେ ଅଙ୍ଗନୱାଡି କର୍ମୀ

#ମାଡ_ଖାଇ_କେସ୍_ନେଲେ_ଅଙ୍ଗନୱାଡି_କର୍ମୀ              କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା, ଡେରାବିଶ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମର କରୋନା ଯୋଦ୍ଧା ଅଙ୍ଗନୱାଡି କର୍ମୀଙ୍କୁ ମରଣାତ୍ମକ ଆକ୍ରମଣ ହେବାପରେ ଅଭିଯୁକ୍ତ ଜଣକ ଆଗତୁରା ଥାନାରେ ଏତଲା ଦେବାରୁ ସଂପୃକ୍ତ ଅଙ୍ଗନୱାଡି କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଥିବାର ଜଣା ପଡିଛି । ଘଟଡଣାରୁ ପ୍ରକାଶ ଯେ, ଡେରାବିଶ ବ୍ଲକ ବିଭୂତିପଡା ସେକ୍ଟରର ଗୁଡୁ,ଗୁଡି(ମିନି) ଅଙ୍ଗନୱାଡି କେନ୍ଦ୍ରରେ ଗୀତାଞ୍ଜଳୀ ପ୍ରଧାନ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରନ୍ତି । ଗତ ୫ ତାରିଖ ଦିନ […]

Continue Reading
କେନ୍ଦ୍ରାପଡା ଡାକ୍ତରଖାନାରେ ଶିଶୁ ରୋଗୀ ମାନଙ୍କ ଦୟନୀୟ ଅବସ୍ଥା

କେନ୍ଦ୍ରାପଡା ଡାକ୍ତରଖାନାରେ ଶିଶୁ ରୋଗୀ ମାନଙ୍କ ଦୟନୀୟ ଅବସ୍ଥା

 #ଶିଶୁ_ରୋଗୀ_ମାନଙ୍କ_ଦୟନୀୟ_ଅବସ୍ଥା              କେନ୍ଦ୍ରାପଡା    : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଅସୁଥିବା ଶିଶୁ ରୋଗୀମାନେ ଅକଥନୀୟ ଦୁର୍ଦଶା ଭୋଗୁଥିବା ଦେଖିବାକୁ ମିଳୁଛି । ଦୈନିକ ନିଜର ପୀଡିତ ଶିଶୁଙ୍କୁ ନେଇ ଡାକ୍ତରଖାନାକୁ ଆସୁଥିବା ମା ମାନେ ୪ଘଣ୍ଟା ଭିତରେ ପିଲାମାନଙ୍କୁ ଡାକ୍ତରଙ୍କୁ ଦେଖାଇ ନପାରି ଖରାରେ ସିଜୁଥିବା ଦେଖିବାକୁ ମିଳିଛି । ଦୈନିକ ଶହ ଶହ ଶିଶୁ ରୋଗୀ କେନ୍ଦ୍ରାପଡା ମେଡିକାଲକୁ ଆସୁଥିବା ବେଳେ ସକାଳ ୮ଟାରୁ ୧୨ଟା ମଧ୍ୟରେ ଶିଶୁ ରୋଗୀ ମାନଙ୍କ […]

Continue Reading