ପୁନଃ ନିର୍ମାଣ ହେବ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ

ପୁନଃ ନିର୍ମାଣ ହେବ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ

ଓଡିଶା କେନ୍ଦ୍ରାପଡା ଜିଲ୍ଲା

#ପୁନଃ_ନିର୍ମାଣ_ହେବ_ଉପଖଣ୍ଡ_ପୋଲିସ_କାର୍ଯ୍ୟାଳୟ          କେନ୍ଦ୍ରାପଡା :  କେନ୍ଦ୍ରାପଡା ଉପଖଣ୍ଡ ପୋଲିସ କାର୍ଯ୍ୟାଳୟର ପୁନଃ ନିର୍ମାଣ କରାଯିବ । ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ
କାର୍ଯ୍ୟାଳୟ ଓ ତତ୍ ସଂଲଗ୍ନ ଅଧିକାରୀଙ୍କ ଆବାସିକ କାର୍ଯ୍ୟାଳୟ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ବହୁ ବର୍ଷ ହେଲା ଜିଲ୍ଲା କାର୍ଯ୍ୟାଳୟ ନିକଟରେ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଖୋଲା
ଯାଇଥିବା ବେଳେ ଆବାସିକ କାର୍ଯ୍ୟାଳୟ ଦୂରରେ ରହିଥିଲା । ତେବେ ଏହି କାର୍ଯାଳୟର ଗୃହ ଗୁଡିକୁ ନୂତନ ଶୈଳୀରେ ତିଆରି\ କରାଯିବା ପାଇଁ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିବା ଜଣା
ପଡିଛି ।