ଚାଷ ଜମିରେ ଶିବଲିଙ୍ଗ

ଚାଷ ଜମିରେ ଶିବଲିଙ୍ଗ

#ଚାଷ_ଜମିରେ_ଶିବଲିଙ୍ଗ           ପିପିଲି : ( ବିଜୟ କୁମାର ମହାପାତ୍ର ) ଚାଷ ଜମିରୁ ବାହାରିଲେ ଶିବ ଲିଙ୍ଗ। କଣାସ ବ୍ଲକ ସାହୁପଡା ଗ୍ରାମ ପଞ୍ଚାୟତ ଟଣମଣ ଗ୍ରାମରୁ ଉଦ୍ଧାର ହୋଇଛି ଏହି ଶିବଲିଙ୍ଗ। ଘଟଣାରୁ ପ୍ରକାଶ ଚାଷ ଜମିରେ ଜଣେ ବ୍ୟକ୍ତି ହଳ କରୁଥିବା ବେଳେ ଲଙ୍ଗଳରେ ପଥର ବାଜିବାରୁ  ସେ ମାଟି ଖୋଳି ଥିଲେ ।ମାଟି ଖୋଳିବାପରେ ସେ ଯାହା ଦେଖିଲେ ବିଶ୍ବାସ କରିପାରିଲେ ନାହିଁ। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଦେଖି ବାକୁ ପାଇଥିଲେ ପଥର […]

Continue Reading
ଶିଶୁରୋଗ ବିଶେଷଜ୍ଞଙ୍କ କ୍ଲିନିକ୍ ସିଲ୍

ଶିଶୁରୋଗ ବିଶେଷଜ୍ଞଙ୍କ କ୍ଲିନିକ୍ ସିଲ୍

#ଶିଶୁରୋଗ_ବିଶେଷଜ୍ଞଙ୍କ_କ୍ଲିନିକ୍_ସିଲ୍     କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଂଚଳର ଖଡିଅଙ୍ଗ ମେଡିକାଲ ରୋଡରେ ଥିବା ଜଣେ ଶିଶୁରୋଗ ବିଶେଷଜ୍ଞଙ୍କ ଘରୋଇ କ୍ଲିନିକ୍ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଏହା ସହ ସଂପୃକ୍ତ ବିଶେଷଜ୍ଞ ଡାକ୍ତରଙ୍କୁ ୧୪ ଦିନିଆ ଗୃହ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ଘଟଣା ମୁତାବକ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ କିଛିବର୍ଷ ପୂର୍ବେ କାର୍ଯ୍ୟ କରିଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଆନନ୍ଦ ଗୋପାଳ ମହାନ୍ତିଙ୍କର ଯାଜପୁର କୁ ବଦଳି […]

Continue Reading
ବିଶୋଧନ କରାଗଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ବିଶୋଧନ କରାଗଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

#ବିଶୋଧନ_କରାଗଲା_ଜିଲ୍ଲା_ମୁଖ୍ୟ_ଚିକିତ୍ସାଳୟ       କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ କରୋନା ସଂକ୍ରମଣକୁ ନଜିର ରେ ରଖି ମଙ୍ଗଳବାର ଦିନ ସାନିଟାଇଜ କରାଯାଇଛି । ସୂଚନା ଯୋଗ୍ୟ ଯେ, ଜିଲ୍ଲାରେ ମଙ୍ଗଳବାର ଦିନ ୧୦ଟି ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବଂ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ରୋଗୀ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁୁ ଆସି ଚିକିତ୍ସିତ ହେଉଥିବାରୁ ସଂକ୍ରମଣ ଅଶଙ୍କାରେ ସାନିଟାଇଜ କରା ଯାଇଥିଲା । କେନ୍ଦ୍ରାପଡା ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ […]

Continue Reading
ପ୍ରାଥମିକ ଶିକ୍ଷକଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି , ତଦନ୍ତ ଦାବି କଲେ ଗ୍ରାମବାସୀ

ପ୍ରାଥମିକ ଶିକ୍ଷକଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି , ତଦନ୍ତ ଦାବି କଲେ ଗ୍ରାମବାସୀ

#ପ୍ରାଥମିକ_ଶିକ୍ଷକଙ୍କ_କୋଟି_କୋଟି_ଟଙ୍କାର_ସମ୍ପତ୍ତି          କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ହାବୁଳଗଣ୍ଡ ପାଟଣା ପ୍ରାଥମିକ ବିଦ୍ୟାଳୟର ଜଣେ ସରକାରୀ ଶିକ୍ଷକଙ୍କର ଆୟ ବର୍ହିଭୂତ କୋଟି କୋଟି ଟଙ୍କାର ସମ୍ପତି ଥିବାରୁ ସ୍ଥାନୀୟ କେତେବ ବ୍ୟକ୍ତି ତଦନ୍ତ କରିବାକୁ ଦାବି କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଶିକ୍ଷକ ଜଣକ ଏକ ନିର୍ଦ୍ଦିଷ୍ଟ ପରିମାଣର ଦରମା ପାଉଥିବା ବେଳେ ବିଳାସ ପୂର୍ଣ୍ଣ ଜୀବନ ବିତାଇବା ସହ କୋଟି କୋଟି ଟଙ୍କା ଠୁଳ କରିବା ଘଟଣା ସାଧାରଣରେ ଚକିତ କରିଛି […]

Continue Reading
ଚିନ୍ତା ବଢାଉଛି ଗଞ୍ଜାମ , ମୁକାବିଲା ପାଇଁ ଗଲେ ୧୩୦ ଡାକ୍ତର, ୫ ଓଏଏସ ଅଧିକାରୀ

ଚିନ୍ତା ବଢାଉଛି ଗଞ୍ଜାମ , ମୁକାବିଲା ପାଇଁ ଗଲେ ୧୩୦ ଡାକ୍ତର, ୫ ଓଏଏସ ଅଧିକାରୀ

#ଚିନ୍ତା_ବଢାଉଛି_ଗଞ୍ଜାମ         ଭୁବନେଶ୍ୱର : ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବାବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେଉଛି । ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୩୫ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୫୮୮ ଥିବାବେଳେ ମୃତ୍ୟୁସଂଖ୍ୟା ୪୪ରେ ପହଞ୍ଚିଛି ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଜିଲ୍ଲାରେ […]

Continue Reading
ଆରଆଇ କାର୍ଯ୍ୟାଳୟର ନାକ ତଳେ ଚାଲି ଥିଲା ଅବୈଧ ବାଲି ଚୋରି

ଆରଆଇ କାର୍ଯ୍ୟାଳୟର ନାକ ତଳେ ଚାଲି ଥିଲା ଅବୈଧ ବାଲି ଚୋରି

#ଆରଆଇ_କାର୍ଯ୍ୟାଳୟର_ନାକ_ତଳେ_ଚାଲି_ଥିଲା_ଅବୈଧ_ବାଲି_ଚୋରି            ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ ନିମଖଣ୍ଡି ପେଣ୍ଠ ଆରଆଇ କାର୍ଯ୍ୟାଳୟରେ ନାକ ତଳେ ଚାଲି ଥିଲା ଅବୈଧ ବାଲି ଚୋରି । ଚାଷୀ ମାନଙ୍କ ଶସ୍ୟ ଅମଳ ନିମନ୍ତେ ସରକାରୀ ଅର୍ଥରେ ତିଆରି ହେଉଥିବା କଂକ୍ରିଟ ଖଳା ରେ ବାଲି ମାଫିଆ ମାନେ କରିଥିଲେ ଡିପୋ । ଆରଆଇଙ୍କ କାର୍ଯ୍ୟଳୟ ଠାରୁ ମାତ୍ର ୧କିଲୋମିଟର ଦୂରରେ ରହିଥିଲା ବାଲି ଡିପୋ କିନ୍ତୁ ଆରଆଇ ନିଜେ ଜାଣି ନ ଥିବା କହିବା […]

Continue Reading
ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ

ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ

#ଚଳଚ୍ଚିତ୍ର_ଅଭିନେତ୍ରୀ_ଜ୍ୟୋତ୍ସ୍ନା_ଦାସଙ୍କ_ବିୟୋଗ       ବ୍ରହ୍ମପୁର  :  ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସେଣ୍ଟ ଭିନସେଣ୍ଟସ କନଭେଣ୍ଟ ସ୍କୁଲର ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ଉଦର ସସମସ୍ୟାରେ ଅସୁସ୍ଥ ଥିଲେ। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ମଞ୍ଚ ନାଟକ, ଓଡ଼ିଆ ଚଳଚିତ୍ରରେ ଅଭିନୟ କରି ସେ ଚଳଚିତ୍ର ଜଗତରେ ବେଶ ଜଣାଶୁଣା କଳାକାର ଥିଲେ। “ସମୟ ” ” ଅଭିମାନ ” ” ସତୀ ଅନୁସୂୟା” ଉପେନ୍ଦ୍ର ଭଞ୍ଜ”, “ଫଟା କପାଳ” […]

Continue Reading
ଆଜିଠୁ ବ୍ରହ୍ମପୁର ସିଲ,ଜରୁରୀ ସ୍ଥଳେ ୧୦୦କଲ

ଆଜିଠୁ ବ୍ରହ୍ମପୁର ସିଲ,ଜରୁରୀ ସ୍ଥଳେ ୧୦୦କଲ

#ଆଜିଠୁ_ବ୍ରହ୍ମପୁର_ସିଲ,_ଜରୁରୀ_ସ୍ଥଳେ_୧୦୦କୁ_କଲ        ବ୍ରହ୍ମପୁର    :  ଆସନ୍ତା କାଲି ଅର୍ଥାତ ୧୪ ତାରିଖ ମଙ୍ଗଳ ବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ରହ୍ମପୁର ସହର କୁ ସିଲ କରିଦିଆଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ବି ଏମ ସି କମିସସନର ଚକ୍ରବର୍ତ୍ତୀ ସିଂ ରାଠୋର। ଏହି ସମୟରେ ବାହାର ଲୋକେ ବ୍ରହ୍ମପୁର ସହର କୁ ଓ ବ୍ରହ୍ମପୁର ଲୋକେ ସହର ବାହାର କୁ ଯାଇ ପାରିବେନି।କୋରୋନା ସଂକ୍ରମଣ  କୁରୋକିବା ପାଇଁ ବ୍ରହ୍ମପୁର ସହରର ସମସ୍ତ ପ୍ରବେଶ ପଥ କୁ […]

Continue Reading
ମୋ ସ୍ତ୍ରୀକୁ ଫେରାଇ ଦିଅ-ପ୍ରେମିକା ଘର ଆଗରେ ପ୍ରେମିକର ଧାରଣା

ମୋ ସ୍ତ୍ରୀକୁ ଫେରାଇ ଦିଅ-ପ୍ରେମିକା ଘର ଆଗରେ ପ୍ରେମିକର ଧାରଣା

#ପ୍ରେମିକା _ଘର_ଆଗରେ_ପ୍ରେମିକର_ଧାରଣା         କେନ୍ଦ୍ରାପଡା  :    ବର୍ତ୍ତମାନ ବାହାଘର ଋତୁ ଚାଲି ଥିବାରୁ ଝିଅର ବାହାଘର ପାଇଁ ପରିବାର ଲୋକେ ବରଘର ଦେଖିବା ସହ ସମସ୍ତ କାର୍ଯ୍ୟ ସାରି ଦେଇଥିଲେ । ଦୁଇ ଦିନ ପରେ ବାହାଘର ହୋଇଥାନ୍ତା । ଅଚାନକ ପଡିଶା ଘରର ଅସିତ ଦାସ ଝିଅ ଘର ଆଗରେ ଚେୟାର ପକାଇ ଧାରଣାରେ ବସି ରହିଛି । ଗୋଟିଏ ଜିଦ୍ ମୋ ସ୍ତ୍ରୀକୁ ଫେରାଇ ଦିଅ ମୁଁ ତାକୁ ବିବାହ କରିଛି । ଏଭଳି ଏକ […]

Continue Reading
ପରଲୋକରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜଲକ୍ଷ୍ମୀ

ପରଲୋକରେ ମୟୂରଭଞ୍ଜ ରାଜମାତା ଭାରତୀ ରାଜଲକ୍ଷ୍ମୀ

#ମୟୂରଭଞ୍ଜ_ରାଜମାତାଙ୍କ_ପରଲୋକ ବାରିପଦା : (ଆଶିଷ କୁମାର ଦେ)ବାରିପଦାର ବେଲଗଡ଼ିଆସ୍ଥିତ ରାଜପ୍ରାସାଦରେ ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜଲକ୍ଷ୍ମୀ ଭଞ୍ଜଦେଓଙ୍କର ପରଲୋକ ହୋଇଯାଇଛି। ରବିବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ରାଜମାତା ଶ୍ରୀମତୀ ଭାରତୀ ରାଜଲକ୍ଷ୍ମୀ ଭଞ୍ଜଦେଓ ଥିଲେ ନେପାଳ ନରେଶ ତ୍ରିଭୁବନ ବୀର ବିକ୍ରମ ଶାହଙ୍କ କନ୍ୟା। ୧୯୨୮ ମସିହା ଫେବ୍ରୁଆରୀ ମାସ ୧୭ ତାରିଖରେ ସେ ଜନ୍ମ ଗ୍ରହର କରିଥିଲେ। ୧୯୫୨ ମସିହାରେ […]

Continue Reading