୫ନଂ କେନାଲ ପୋତି ଘରକୁୁ ବାଟ, ପାଣି ପାଇଁ ଚାଷୀ ହିନସ୍ତା

୫ନଂ କେନାଲ ପୋତି ଘରକୁୁ ବାଟ, ପାଣି ପାଇଁ ଚାଷୀ ହିନସ୍ତା

#ପାଣି_ପାଇଁ_ଚାଷୀ_ହିନସ୍ତା       କେନ୍ଦ୍ରାପଡା   : କେନ୍ଦ୍ରାପଡା ସହର ଉପକଂଣ୍ଠସ୍ଥ ମହିପାଳ ଠାରୁ କଜଳା ମଧ୍ୟଦେଇ ୫ନଂ-କ ଜାତୀୟ ରାଜପଥ ପର୍ଯ୍ୟନ୍ତ ୧୮୦୦ ମିଟର ଲମ୍ବ ରାସ୍ତା ପାର୍ଶ୍ୱରେ ଥିବା ୫ନଂ କେନାଲକୁ ଠାଏ ଠାଏ ପୋତା ଯାଇ ଥିବାରୁ ବିଲକୁ ପାଣି ଯିବାରେ ବାଧା ସୃଷ୍ଟି ହୋଇଛି । ଏହି ରାସ୍ତା କଡରେ ଓ କେନାଲ କଡରେ ଥିବା ଜମି କିଣି ଘର କରିଥିବା ଲୋକମାନେ ଯିବା ଆସିବା ପାଇଁ ୫ନଂ କେନାଲ କୁ ପୋତି ରାସ୍ତା\ କରିଛନ୍ତି […]

Continue Reading
ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଗୃହ ସର୍ବେକ୍ଷଣ

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଗୃହ ସର୍ବେକ୍ଷଣ

#ଆଶା_ଓ_ଅଙ୍ଗନବାଡି_କର୍ମୀଙ୍କ_ଗୃହ_ସର୍ବେକ୍ଷଣ               କେନ୍ଦ୍ରାପଡା : କେନ୍ଦ୍ରାପଡା ପୈାରାଂଚଳର ସମସ୍ତ ୱାର୍ଡରେ ଏକ ୭ଜଣିଆ ଟିମ୍ ଘରଘର ବୁଲି କରୋନାର ସ୍ଥିତି ଓ ସ୍ୱାସ୍ଥ୍ୟ ସଂପର୍କରେ ଅନୁଧ୍ୟାନ କରୁଥିବା ଜଣା ପଡିଛି । ଏହି ଟିମ୍ରେ ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ପୈାରସଂସ୍ଥା ସ୍ୱଚ୍ଛ ସାଥୀ, ୱାର୍ଡ ଅଧିକାରୀ, ଏ ଏଲ ଏଫ୍ ର ସଭାପତି ଓ ସଂପାଦକ , ଏଏନଏମ ପ୍ରମୁଖ ରହିଛନ୍ତି । କୋଭୀଡ-୧୯ର ସରକାର ନିୟମ ଅନୁଯାୟୀ ଥଣ୍ଡା, କାଶ, ଜ୍ୱର ସହିତ […]

Continue Reading
ପୁନଃ ନିର୍ମାଣ ହେବ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ

ପୁନଃ ନିର୍ମାଣ ହେବ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ

#ପୁନଃ_ନିର୍ମାଣ_ହେବ_ଉପଖଣ୍ଡ_ପୋଲିସ_କାର୍ଯ୍ୟାଳୟ          କେନ୍ଦ୍ରାପଡା :  କେନ୍ଦ୍ରାପଡା ଉପଖଣ୍ଡ ପୋଲିସ କାର୍ଯ୍ୟାଳୟର ପୁନଃ ନିର୍ମାଣ କରାଯିବ । ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ କାର୍ଯ୍ୟାଳୟ ଓ ତତ୍ ସଂଲଗ୍ନ ଅଧିକାରୀଙ୍କ ଆବାସିକ କାର୍ଯ୍ୟାଳୟ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ବହୁ ବର୍ଷ ହେଲା ଜିଲ୍ଲା କାର୍ଯ୍ୟାଳୟ ନିକଟରେ ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଖୋଲା ଯାଇଥିବା ବେଳେ ଆବାସିକ କାର୍ଯ୍ୟାଳୟ ଦୂରରେ ରହିଥିଲା । ତେବେ ଏହି କାର୍ଯାଳୟର ଗୃହ ଗୁଡିକୁ ନୂତନ ଶୈଳୀରେ ତିଆରି\ […]

Continue Reading
ମତ୍ସ୍ୟଚାଷୀଙ୍କୁ ଅଟୋ ରିକ୍ସା ପ୍ରଦାନ

ମତ୍ସ୍ୟଚାଷୀଙ୍କୁ ଅଟୋ ରିକ୍ସା ପ୍ରଦାନ

#ମତ୍ସ୍ୟଚାଷୀଙ୍କୁ_ଅଟୋ_ରିକ୍ସା_ପ୍ରଦାନ             କେନ୍ଦ୍ରାପଡା     :    ଜାତୀୟ ମତ୍ସ୍ୟଚାଷୀ ଦିବସ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସଫଳ ମତ୍ସ୍ୟଚାଷୀ ଗୋକୁଳାନନ୍ଦ ବେହେରାଙ୍କୁ ସମ୍ବର୍ନ୍ଧିତ କରାଯିବା ସହ ଅଟୋ ରିସ୍କା, ବରଫ ବାକ୍ସ ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଂପୃକ୍ତ ଚାଷୀଙ୍କୁ ୬୦% ରିହାତି ସୂତ୍ରରେ ଏହି ଉପକରଣ ପ୍ରଦାନ କରାଯାଇଥିଲା । ଉପକୂଳ ଅଂଚଳରେ ମତ୍ସ୍ୟଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀ ମାନଙ୍କୁ ପ୍ରୋତ୍ସାହନ […]

Continue Reading
ନର୍ସିଂହୋମ ଓ ଅଲଟ୍ରାସାଉଣ୍ଡ ମାଲିକଙ୍କୁ ଉପ ଜିଲ୍ଲାପାଳଙ୍କ ତାଗିଦ

ନର୍ସିଂହୋମ ଓ ଅଲଟ୍ରାସାଉଣ୍ଡ ମାଲିକଙ୍କୁ ଉପ ଜିଲ୍ଲାପାଳଙ୍କ ତାଗିଦ

#ନର୍ସିଂହୋମ_ଓ_ଅଲଟ୍ରାସାଉଣ୍ଡ_ମାଲିକଙ୍କୁ_ଉପ_ଜିଲ୍ଲାପାଳଙ୍କ_ତାଗିଦ          କେନ୍ଦ୍ରାପଡା :  କେନ୍ଦ୍ରାପଡା ସହରରେ ଥିବା କେତେକ ନର୍ସିଂହୋମ, ଅଲଟ୍ରାସାଉଣ୍ଡ ଏବଂ କ୍ଲିନିକ୍ରେ କରୋନା କଟକଣାକୁ କାର୍ଯ୍ୟକାରୀ କରାଯାଉ ନଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହାର ପ୍ରତିବାଦରେ ଘରୋଇ ନର୍ସିଂହୋମ ର ମାଲିକ ମାନେ ଗତକାଲି ସେମାନଙ୍କ ପ୍ରତିଷ୍ଠାନକୁ ବନ୍ଦ ରଖିବା ସହ ଶୁକ୍ରବାର ଉପ ଜିଲ୍ଲାପାଳ ଜେୟାତି ଶଙ୍କର ମହାପାତ୍ରଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଉପ ଜିଲ୍ଲାପାଳ […]

Continue Reading
ମାଡ ଖାଇ କେସ୍ ନେଲେ ଅଙ୍ଗନୱାଡି କର୍ମୀ

ମାଡ ଖାଇ କେସ୍ ନେଲେ ଅଙ୍ଗନୱାଡି କର୍ମୀ

#ମାଡ_ଖାଇ_କେସ୍_ନେଲେ_ଅଙ୍ଗନୱାଡି_କର୍ମୀ              କେନ୍ଦ୍ରାପଡା  : କେନ୍ଦ୍ରାପଡା ଜିଲ୍ଲା, ଡେରାବିଶ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମର କରୋନା ଯୋଦ୍ଧା ଅଙ୍ଗନୱାଡି କର୍ମୀଙ୍କୁ ମରଣାତ୍ମକ ଆକ୍ରମଣ ହେବାପରେ ଅଭିଯୁକ୍ତ ଜଣକ ଆଗତୁରା ଥାନାରେ ଏତଲା ଦେବାରୁ ସଂପୃକ୍ତ ଅଙ୍ଗନୱାଡି କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଥିବାର ଜଣା ପଡିଛି । ଘଟଡଣାରୁ ପ୍ରକାଶ ଯେ, ଡେରାବିଶ ବ୍ଲକ ବିଭୂତିପଡା ସେକ୍ଟରର ଗୁଡୁ,ଗୁଡି(ମିନି) ଅଙ୍ଗନୱାଡି କେନ୍ଦ୍ରରେ ଗୀତାଞ୍ଜଳୀ ପ୍ରଧାନ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟ କରନ୍ତି । ଗତ ୫ ତାରିଖ ଦିନ […]

Continue Reading
କେନ୍ଦ୍ରାପଡା ଡାକ୍ତରଖାନାରେ ଶିଶୁ ରୋଗୀ ମାନଙ୍କ ଦୟନୀୟ ଅବସ୍ଥା

କେନ୍ଦ୍ରାପଡା ଡାକ୍ତରଖାନାରେ ଶିଶୁ ରୋଗୀ ମାନଙ୍କ ଦୟନୀୟ ଅବସ୍ଥା

 #ଶିଶୁ_ରୋଗୀ_ମାନଙ୍କ_ଦୟନୀୟ_ଅବସ୍ଥା              କେନ୍ଦ୍ରାପଡା    : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଅସୁଥିବା ଶିଶୁ ରୋଗୀମାନେ ଅକଥନୀୟ ଦୁର୍ଦଶା ଭୋଗୁଥିବା ଦେଖିବାକୁ ମିଳୁଛି । ଦୈନିକ ନିଜର ପୀଡିତ ଶିଶୁଙ୍କୁ ନେଇ ଡାକ୍ତରଖାନାକୁ ଆସୁଥିବା ମା ମାନେ ୪ଘଣ୍ଟା ଭିତରେ ପିଲାମାନଙ୍କୁ ଡାକ୍ତରଙ୍କୁ ଦେଖାଇ ନପାରି ଖରାରେ ସିଜୁଥିବା ଦେଖିବାକୁ ମିଳିଛି । ଦୈନିକ ଶହ ଶହ ଶିଶୁ ରୋଗୀ କେନ୍ଦ୍ରାପଡା ମେଡିକାଲକୁ ଆସୁଥିବା ବେଳେ ସକାଳ ୮ଟାରୁ ୧୨ଟା ମଧ୍ୟରେ ଶିଶୁ ରୋଗୀ ମାନଙ୍କ […]

Continue Reading
ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀଙ୍କ ପ୍ରବଳ ଭିଡ

ଡାକ୍ତରଙ୍କୁ ଦେଖାଇବା ପାଇଁ ରୋଗୀଙ୍କ ପ୍ରବଳ ଭିଡ

#ଡାକ୍ତରଙ୍କୁ_ଦେଖାଇବା_ପାଇଁ_ରୋଗୀମାନଙ୍କ_ପ୍ରବଳ_ଭିଡ         କେନ୍ଦ୍ରାପଡା  : କେନ୍ଦ୍ରାପଡା ସହରସ୍ଥ ମେଡିକାଲ ରୋଡରେ ଥିବା ଏକ ବେସରକାରୀ ହସପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଭିଡ ଲାଗି ରହିବା ସହ ରୋଗୀ ମାନେ ସାମାଜିକ ଦୂରତା କୁ ଭୁଲି ଯାଇଥିବା ଲକ୍ଷ୍ୟ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଅଧିକାଂଶ ସମୟରେ ଡାକ୍ତରମାନେ ରହୁ ନଥିବାରୁ ରୋଗୀମାନେ ସାଧାରଣତଃ ନର୍ସିହୋମ ଓ ବେସରକାରୀ ହସପିଟାଲ ମୁହାଁ ହେଉଥିବାର ଲକ୍ଷ୍ୟ କରାଯାଇଛି । ତେବେ ଗୁରୁବାର ଦିନ ମେଡିକାଲ […]

Continue Reading
କାକଟ ଲକ୍ -ସାନ୍ତସାହି ବାଇପାସ ରାସ୍ତା ପାଲଟିଛି ମରଣ ଯନ୍ତା

କାକଟ ଲକ୍ -ସାନ୍ତସାହି ବାଇପାସ ରାସ୍ତା ପାଲଟିଛି ମରଣ ଯନ୍ତା

#କାକଟ_ଲକ୍_ସାନ୍ତସାହି_ବାଇପାସ_ରାସ୍ତା_ପାଲଟିଛି_ମରଣଯନ୍ତା        କେନ୍ଦ୍ରାପଡା   : କେନ୍ଦ୍ରାପଡା ସହରସ୍ଥ ସାନ୍ତସାହି ପୋଲ ଠାରୁ କାଟକ ଲକ ପର୍ଯ୍ୟନ୍ତ ଥିବା ଜଳ ସଂପଦ ବିଭାଗ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇ ଥିବାରୁ ଏହା ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ଦୈନିକ ହଜାର ହଜାର ସଂଖ୍ୟାର ବାଇକ, କାର, ବସ, ବାଲି ବୋଝେଇ ଟ୍ରକ ଏବଂ ମାତ୍ରାଧିକ ବୋଝେଇ ଥିବା ଟ୍ରକ ଗୁଡିକ ଏହି ବାଟରେ ଯାଇଥାନ୍ତି । ଏହି ରାସ୍ତାଟି କିଛିବର୍ଷ ତଳେ ପ୍ରାୟ ୨ କୋଟି ଟଙ୍କା […]

Continue Reading
ସପ୍ତାହକ ପରେ ରଥଯାତ୍ରା, ରଥ ଯାତ୍ରା ନେଇ ଅନିଶ୍ଚିତତା

ସପ୍ତାହକ ପରେ ରଥଯାତ୍ରା, ରଥ ଯାତ୍ରା ନେଇ ଅନିଶ୍ଚିତତା

#ସପ୍ତାହକ_ପରେ_ରଥଯାତ୍ରା,_ରଥ_ଯାତ୍ରା_ନେଇ_ଅନିଶ୍ଚିତତା          କେନ୍ଦ୍ରାପଡା  : ମହାମାରୀ କରୋନା ପାଇଁ ରଥଯାତ୍ରା ହେବ କି ନହେବ ସେନେଇ ଚର୍ଚ୍ଚା ଚାଲିଥିବା ବେଳେ ଗତ ଜୈ÷୍ୟଷ୍ଠ ପୂର୍ଣ୍ଣମା ଠାରୁ ରଥ ନିର୍ମାଣ କାର୍ଯ୍ୟ ଚାଲୁଅଛି । ଏଥିରେ ମୁଖ୍ୟ ୫ଖଣ୍ଡ ଦେବଦାରୁ ବଡ କାଠ ଅଭାବ ଯୋଗୁଁ ଏହି ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିଲା । ସେଥିରେ ପୁଣି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରୋନା ପାଇଁ ନିର୍ଦ୍ଧିଷ୍ଟ କଟକଣା ଓ ସଟ ଡାଉନ ଏବଂ ଲକଡାଉନ ପରି ପରିସ୍ଥିତି […]

Continue Reading