ଗାଁ ଦାଣ୍ଡରେ ଆଣ୍ଠୁଏ ନର୍ଦ୍ଦମା ପାଣିି

ଗାଁ ଦାଣ୍ଡରେ ଆଣ୍ଠୁଏ ନର୍ଦ୍ଦମା ପାଣିି

#ଗାଁ_ଦାଣ୍ଡରେ_ଆଣ୍ଠୁଏ_ନର୍ଦ୍ଦମା_ପାଣିି      କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଂଚଳର ପରିମଳ ସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ଅସରାଏ ବର୍ଷା ହେଲେ ଡ୍ରେନରୁ ପାଣି ଉଛୁଳି ଗାଁ ଦାଣ୍ଡ ଭାସୁଥିବା ୫ନଂ ୱାର୍ଡର ଗୋପ ଗାଁରେ ଦେଖିବାକୁ ମିଳିଛି । ଗୋପ ସ୍କୁଲ ଠାରୁ ଅଶୋକ ତ୍ରିପାଠୀଙ୍କ ଘର ପର୍ଯ୍ୟନ୍ତ ରାସ୍ତା ଉପରେ ଆଣ୍ଠୁଏ ନର୍ଦ୍ଦମା ପାଣି ଲହଡି ଭାଙ୍ଗୁ ଥିବାରୁ ଗ୍ରାମବାସୀ ମାନେ ଚଳପ୍ରଚଳ ରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁଳସୀ ମହିଳା କଲେଜ, ଗୋପ ମହାଦେବ […]

Continue Reading
ଖଣ୍ଡାଦେଖାଇ ୩ଲକ୍ଷ ଲୁଟ୍ ଅଭିଯୋଗ

ଖଣ୍ଡାଦେଖାଇ ୩ଲକ୍ଷ ଲୁଟ୍ ଅଭିଯୋଗ

#ଖଣ୍ଡାଦେଖାଇ_୩ଲକ୍ଷ_ଲୁଟ୍_ଅଭିଯୋଗ                 ପିପିଲି   : ( ବିଜୟ କୁମାର ମହାପାତ୍ର ) ଭୁବନେଶ୍ୱର ପୁରୀ ଜାତୀୟ ରାଜପଥ ୩୧୬ ନମ୍ବର ନିର୍ମଳାଛକ ନିକଟସ୍ଥ ମଧୁବନ ଢାବା ନିକଟରୁ ଏକ ତେଜରାତି ମସଲା କମ୍ପାନିର ଟାଟା ଏସି ଗାଡିରୁ ୩ଜଣ ଦୃର୍ବୁତ୍ତ ଖଣ୍ଡା ଦେଖାଇ ୩ଲକ୍ଷ ଟଙ୍କା ଲୁଟ କରି ନେଇଯାଇଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୁଚନାନୁଯାଇ ପୁରୀ ର ଏକ ତେଜରାତି ବିତରଣକାରୀ ସଂସ୍ଥା ପକ୍ଷରୁ ପିପିଲି ଓ ମଙ୍ଗଳପୁର ଅଂଚଳରେ ଥିବା ଗ୍ରୋସରୀ […]

Continue Reading
କଟକ ଏସସିବିରେ କୋଭିଡ଼ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ, ମାଗଣାରେ ଉପଲବ୍ଧ ହେବ ପ୍ଲାଜମା ଥେରାପି

କଟକ ଏସସିବିରେ କୋଭିଡ଼ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟିତ, ମାଗଣାରେ ଉପଲବ୍ଧ ହେବ ପ୍ଲାଜମା ଥେରାପି

#କଟକ_ଏସସିବିରେ_କୋଭିଡ଼_ପ୍ଲାଜମା_ବ୍ୟାଙ୍କ_ଉଦ୍ଘାଟିତ             ଭୁବନେଶ୍ୱର    :   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଗୁରୁତର କୋଭିଡ଼ ରୋଗୀଙ୍କ ଚିକିତ୍ସା ପାଇଁ କଟକ ଏସ.ସି.ବି ମେଡ଼ିକାଲ କଳେଜରେ କୋଭିଡ଼ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି । ଏହାଦ୍ୱାରା ପ୍ଲାଜମା ଥେରାପି ବ୍ୟବସ୍ଥା ଆରମ୍ଭ କରଥବବା ଦେଶର ସ୍ୱଳ୍ପ କେତେକ ରାଜ୍ୟ ମାନଙ୍କ କ୍ଳବ୍ରେ ଓଡ଼ିଶା ସାମିଲ ହୋଇପାରିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଏହି ବ୍ୟବସ୍ଥା ଗ୍ରହଣ କରିବାରେ ଓଡ଼ିଶା ହେଉଛି ଦେଶର ତୃତୀୟ […]

Continue Reading
ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ , ପାସ୍ ହାର ୯୧.୪୬%,ଭୁବନେଶ୍ୱର ରିଜିଅନରେ ୯୩.୨୦ % ଛାତ୍ରଛାତ୍ରୀ ପାସ୍

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ , ପାସ୍ ହାର ୯୧.୪୬%,ଭୁବନେଶ୍ୱର ରିଜିଅନରେ ୯୩.୨୦ % ଛାତ୍ରଛାତ୍ରୀ ପାସ୍

#ପ୍ରକାଶ_ପାଇଲା_ସିବିଏସଇ_ଦଶମ_ରେଜଲ୍ଟ       ଭୁବନେଶ୍ୱର    : ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ବର୍ଷର ପାସହାର ୯୧.୪୬ ପ୍ରତିଶତ ରହିଛି । ମୋଟ୧୭ ଲକ୍ଷ ୧୩ ହଜାର ୧୨୧ ଛାତ୍ରଛାତ୍ରୀ ପାସ ହୋଇଛନ୍ତି । ପୂର୍ବବର୍ଷ ଅପେକ୍ଷା ପାସ ହାର ୦.୩୬ ପ୍ରତିଶତ ଅଧିକ […]

Continue Reading
ଗୋ୧୯ ଜିଲ୍ଲାରୁ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

ଗୋଟିଏ ଦିନରେ ଭୁବନେଶ୍ୱରରୁ ରେକର୍ଡ ସଂଖ୍ୟକ ୯୦ ଜଣ କରୋନା ପଜିଟିଭ୍

#ଭୁବନେଶ୍ୱରରୁ_ରେକର୍ଡ_ସଂଖ୍ୟକ_୯୦_କରୋନା_ପଜିଟିଭ୍            ଭୁବନେଶ୍ୱର  : କରୋନା ଆକ୍ରାନ୍ତ ଚିହ୍ନଟରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର । ବୁଧବାର ଗୋଟିଏ ଦିନରେ ଭୁବନେଶ୍ୱରରୁ ରେକର୍ଡ ସଂଖ୍ୟକ ୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୯୦ ଟି ମାମଲା ମଧ୍ୟରୁ ୬୩ ଟି କ୍ୱାରେଂଟାଇନ୍ ମାମଲା ହାଇଥିବା ବେଳେ ୨୭ଟି ଲୋକାଲ କଂଟାକ୍ଟ କେସ୍ ରହିଛି । ଅନ୍ୟପକ୍ଷରେ ୨୪ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ଭୁବନେଶ୍ୱରର […]

Continue Reading
ରାଜ୍ୟରେ ଆଉ ତିନିି ଜଣଙ୍କର କରୋନାରେ ମୃତ୍ୟୁ

ରାଜ୍ୟରେ ଆଉ ତିନିି ଜଣଙ୍କର କରୋନାରେ ମୃତ୍ୟୁ

#ରାଜ୍ୟରେ_ଆଉ_ତିନିି ଜଣଙ୍କର_କରୋନାରେ_ମୃତ୍ୟୁ      ଭୁବନେଶ୍ୱର  : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୭ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ୨ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଭୁବନେଶ୍ୱରର […]

Continue Reading
ରାଜ୍ୟରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୪୮୯୮ କୁ ବୃଦ୍ଧି

ରାଜ୍ୟରେ ଆଉ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୧୪୮୯୮ କୁ ବୃଦ୍ଧି

#ଆଉ_୬୧୮_କରୋନା_ଆକ୍ରାନ୍ତ_ଚିହ୍ନଟ        ଭୁବନେଶ୍ୱର   :  ରାଜ୍ୟରେ ଆଜି ଆଉ ୬୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୪୮୯୮ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୬୧୮ ଜଣଙ୍କ ମଧ୍ୟରୁ ୪୧୧ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨୦୭ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ […]

Continue Reading
କେନ୍ଦୁଝର ଜିଲ୍ଲାରେ ୫ କରୋନା ପଜିଟିଭ ଚିହ୍ନଟ

କେନ୍ଦୁଝର ଜିଲ୍ଲାରେ ୫ କରୋନା ପଜିଟିଭ ଚିହ୍ନଟ

#କେନ୍ଦୁଝର_ଜିଲ୍ଲାରେ_୫_କରୋନା_ପଜିଟିଭ_ଚିହ୍ନଟ        କେନ୍ଦୁଝର  : କେନ୍ଦୁଝର ଜିଲ୍ଲାରେ ବୁଧବାର ଦିନ ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଟାଂ ମଧ୍ୟରେ ଆଜି ବୁଧବାର ସକାଳ ୯ ଟା ସୁଦ୍ଧା ଏହି ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନେ ସମସ୍ତେ ଆସ୍ଥାୟୀ ମେଡିକାଲ ସେଟଂର କ୍ୟୁରେଟାଂଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ […]

Continue Reading
   କୋଭିଡ କେୟାରରେ ପାନୀୟ ଜଳ ସମସ୍ୟା ଯୋଗୁଁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ   

କୋଭିଡ କେୟାରରେ ପାନୀୟ ଜଳ ସମସ୍ୟା ଯୋଗୁଁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ

#ରୋଗୀଙ୍କ_ମଧ୍ୟରେ_ଅସନ୍ତୋଷ           ବ୍ରହ୍ମପୁର  : କୋଭିଡ କେୟାର ସେଣ୍ଟର, ପାଲୁର ହିଲରେ ପାନୀୟ ଜଳଯୋଗାଣ କ୍ଷେତ୍ରରେ ବହୁ ସମସ୍ୟା ରହିଛି । ଆକ୍ବାଗାର୍ଡ ପାଖରେ ଘଣ୍ଟା ଘଣ୍ଟା ଛିଡାହେଲେ ମଧ୍ୟ ଗୋଟିଏ ବୋତଲ ପାଣି ମିଳୁନାହିଁ । ସମସ୍ତ ରୋଗୀ ଗରମ ପାଣି ପାଇଁ କାକୁଡି ମିନତୀ ହେଉଛନ୍ତି କିନ୍ତୁ ତାହା ବର୍ତ୍ତମାନ ସୁଦ୍ଧା ବ୍ୟବସ୍ଥା ହୋଇପାରିନାହିଁ । ସି ବ୍ଳକରେ ଗତକାଲି ଠାରୁ କରେଣ୍ଟ ରହୁନାହିଁ, ବାରମ୍ବାର ଟ୍ରିପ ହୋଇ ରାତି ଅନିଦ୍ରା ହେବାକୁ ରୋଗୀ ବାଧ୍ୟ […]

Continue Reading
ଚାଷ ଜମିରେ ଶିବଲିଙ୍ଗ

ଚାଷ ଜମିରେ ଶିବଲିଙ୍ଗ

#ଚାଷ_ଜମିରେ_ଶିବଲିଙ୍ଗ           ପିପିଲି : ( ବିଜୟ କୁମାର ମହାପାତ୍ର ) ଚାଷ ଜମିରୁ ବାହାରିଲେ ଶିବ ଲିଙ୍ଗ। କଣାସ ବ୍ଲକ ସାହୁପଡା ଗ୍ରାମ ପଞ୍ଚାୟତ ଟଣମଣ ଗ୍ରାମରୁ ଉଦ୍ଧାର ହୋଇଛି ଏହି ଶିବଲିଙ୍ଗ। ଘଟଣାରୁ ପ୍ରକାଶ ଚାଷ ଜମିରେ ଜଣେ ବ୍ୟକ୍ତି ହଳ କରୁଥିବା ବେଳେ ଲଙ୍ଗଳରେ ପଥର ବାଜିବାରୁ  ସେ ମାଟି ଖୋଳି ଥିଲେ ।ମାଟି ଖୋଳିବାପରେ ସେ ଯାହା ଦେଖିଲେ ବିଶ୍ବାସ କରିପାରିଲେ ନାହିଁ। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଦେଖି ବାକୁ ପାଇଥିଲେ ପଥର […]

Continue Reading