କରୋନା ସେଣ୍ଟରକୁ ଆସବାବପତ୍ର ଟ୍ରଲି ରେ ବୋହିଲେ ସରପଂଚ

କରୋନା ସେଣ୍ଟରକୁ ଆସବାବପତ୍ର ଟ୍ରଲି ରେ ବୋହିଲେ ସରପଂଚ

#କରୋନା_ସେଣ୍ଟରକୁ_ଆସବାବପତ୍ର_ଟ୍ରଲି_ରେ_ବୋହିଲେ_ସରପଂଚ       କେନ୍ଦ୍ରାପଡ଼ା    :   କୋଭିଡ-୧୯ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ, ସଂକ୍ରମିତଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ପଂଚାୟତରେ କୋଭିଡ କେୟାର ସେଣ୍ଟର ସ୍ଥାପନା କରାଯାଇଛି । ଏହି ସେଣ୍ଟର ଗୁଡିକରେ ଟି ଏମ ସିରେ ରହୁଥିବା ସଂକ୍ରମଣ ଲକ୍ଷଣ ଥିବା ବ୍ୟକ୍ତିମାନେ ପ୍ରାଥମିକ ଚିକିତ୍ସା ପାଇବେ । କେନ୍ଦ୍ରାପଡା ବ୍ଲକ ଅଧିନ ଗୁଲନଗର ପଂଚାୟତରେ ସ୍ଥାପନ କରାଯାଇ ଥିବା କେୟାର ସେଣ୍ଟରକୁ ସ୍ଥାନୀୟ ସରପଂଚ […]

Continue Reading
ପଂଚାୟତ ରାତ୍ର ଜଗୁଆଳୀଙ୍କୁ ୧୦ ବର୍ଷ ହେଲା ମିଳୁଛି ମାସିକ ୫୦୦ ଟଙ୍କା

ପଂଚାୟତ ରାତ୍ର ଜଗୁଆଳୀଙ୍କୁ ୧୦ ବର୍ଷ ହେଲା ମିଳୁଛି ମାସିକ ୫୦୦ ଟଙ୍କା

#୧୦_ବର୍ଷ_ହେଲା_ମିଳୁଛି_ମାସିକ_୫୦୦_ଟଙ୍କା         କେନ୍ଦ୍ରାପଡ଼ା  :    କେନ୍ଦ୍ରାପଡା ବ୍ଲକ ଅଧିନ କଂସାର ସାହସପୁର ପଂଚାୟତର ରାତ୍ର ଜଗୁଆଳୀ ଅଶୋକ କୁମାର ସେଠୀ(୪୬) ମାତ୍ର ମାସିକ ୫୦୦ ଟଙ୍କା ଦରମାରେ ପଂଚାୟତର ରାତ୍ର ଜଗୁଆଳୀ କାର୍ଯ୍ୟ କରୁ ଥିବାର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ୨୦୧୦ ମସିହାରେ ସରପଂଚ ଶ୍ରୀଯୁକ୍ତ ଜେନା ତତ୍କାଳୀନ ସରପଂଚ ଥିବାବେଳେ ଅଶୋକଙ୍କୁ ମାତ୍ର ୫୦୦ ଟଙ୍କା ଦରମାରେ ପଂଚାୟତର ରାତ୍ର ଜଗୁଆଳୀ ଭାବେ ନିଯୁକ୍ତି ଦେଇଥିଲେ । […]

Continue Reading
ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ସମେତ ରାଉରକେଲା ମହାନଗର ନଗମରେ ୧୪ ଦିନିଆ ଲକ୍ଡାଉନ୍

ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ସମେତ ରାଉରକେଲା ମହାନଗର ନଗମରେ ୧୪ ଦିନିଆ ଲକ୍ଡାଉନ୍

#୪_ଜିଲ୍ଲାରେ_ଜୁଲାଇ_୩୧_ଯାଏଁ_ଲକ୍_ଡାଉନ୍      ଭୁୁବନେଶ୍ୱର   : ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ସମେତ ରାଉରକେଲା ମହାନଗର ନଗମ ଅଂଚଳରେ ୧୪ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଆସନ୍ତାକାଲି (ଶୁକ୍ରବାର) ରାତି ୯ଟାରୁ ୩୧ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଏହି ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ଲକ୍ଡାଉନ୍ ବଳବତର ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ତେବେ ସାମଗ୍ରୀ ପରିବହନ ଓ ଆର୍ôଥକ ଗତିବିଧି ସମେତ ଅତ୍ୟାବଶ୍ୟକ […]

Continue Reading
୨୦ରୁ ରାଜ୍ୟରେ ଟେଲି ମେଡିସିନ୍ ସେବା

୨୦ରୁ ରାଜ୍ୟରେ ଟେଲି ମେଡିସିନ୍ ସେବା

#୨୦ରୁ_ରାଜ୍ୟରେ_ଟେଲି_ମେଡିସିନ୍_ସେବା     ଭୁୁବନେଶ୍ୱର  :  ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଟେଲି ମେଡିସିନ୍ ସେବା ଆରମ୍ଭ ହେବ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । କରୋନା ଯୋଗୁଁ ଅନ୍ୟ ରୋଗୀ ହସ୍ପିଟାଲ ଯାଇପାରୁନଥିବାରୁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିଛନ୍ତି । ବୈଠକର ନିଷ୍ପତି ଅନୁଯାୟୀ ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ୭ ମେଡିକାଲ କଲେଜରେ ଟେଲି ମେଡିସିନ୍ ସେବା ମିଳିବ । ରାଉରକେଲା ଆଇଜିଏଚ୍ , […]

Continue Reading
ଗୋ୧୯ ଜିଲ୍ଲାରୁ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

୧୯ ଜିଲ୍ଲାରୁ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

#୧୯_ଜିଲ୍ଲାରୁ_ସୁସ୍ଥ_ହେଲେ_୪୦୧_କରୋନା_ଆକ୍ରାନ୍ତଭୁୁ            ଭୁବନେଶ୍ୱର  :  ରାଜ୍ୟର ୧୯ ଜିଲ୍ଲାରୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ୪୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାବତ୍ ମୋଟ୍ ୧୦ ହଜାର୮୭୭ଜଣ କରୋନା ପଜିଟିଭ୍ ସୁସ୍ଥ ହୋଇଛନ୍ତିି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି । ସୂଚନା ଅନୁଯାୟୀ ଗୁରୁବାର ଯାଜପୁର ଜିଲ୍ଲାରୁ ସର୍ବାଧିକ ୯୮ କରୋନା ପଜିଟିଭ ୍ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରୁ ୮୪ଜଣ, […]

Continue Reading
ଭୁବନେଶ୍ୱରରୁ ପୁଣି ୬୦ କରୋନା ଆକ୍ରାନ୍ତ

ଭୁବନେଶ୍ୱରରୁ ପୁଣି ୬୦ କରୋନା ଆକ୍ରାନ୍ତ

#ଭୁବନେଶ୍ୱରରୁ_ପୁଣି_୬୦_କରୋନା_ଆକ୍ରାନ୍ତ           ଭୁୁବନେଶ୍ୱର  : ରାଜଧାନୀ ଭୁବନେଶ୍ୱରରରୁ ଗୁରୁବାର ପୁଣି ୬୦ଜଣ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୪୦ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୦ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଗୋଟିଏ ଦିନରେ ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି । ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୪୦ଜଣଙ୍କ ମଧ୍ୟରୁ ଚିନ୍ତାମଣିଶ୍ୱର ମନ୍ଦିର ନିକଟରୁ ୪୬ ଓ ୪୩ ବର୍ଷର […]

Continue Reading
ପରିବେଶର ସୁରକ୍ଷା ନିମନ୍ତେ ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ପୂର୍ବ ତଟ ରେଳପଥର ଅଗ୍ରଣୀ ଭୂମିକା

ପରିବେଶର ସୁରକ୍ଷା ନିମନ୍ତେ ସ୍କ୍ରାପ୍ ଅପସାରଣ କ୍ଷେତ୍ରରେ ପୂର୍ବ ତଟ ରେଳପଥର ଅଗ୍ରଣୀ ଭୂମିକା

#ପୂର୍ବ_ତଟ_ରେଳପଥର_ଅଗ୍ରଣୀ_ଭୂମିକା         ଭୁୁବନେଶ୍ୱର   :  ପୂର୍ବତଟ ରେଳପଥ ଯଥା ସମୟରେ ସ୍କ୍ରାପ ଅପସାରଣ କରିବାରେ ସକ୍ରିୟ ପଦକ୍ଷେପ ନେଇ ଆସିଛି । ଲକ୍ ଡାଉନ ଉଠି ଯିବା ପରେ ଜୁନ ୨୦୨୦ ରେ ପୂର୍ବ ତଟ ରେଳପଥ ଦ୍ୱାରା ସ୍କ୍ରାପ୍ ଅପସାରଣ ପ୍ରକ୍ରିୟା ଇ-ନିଲାମ ମାଧ୍ୟମରେ ପୁନଃ ଆରମ୍ଭ କରାଯାଇଛି । ପୂର୍ବ ତଟ ରେଳପଥ ଦ୍ୱାରା ସମସ୍ତ ଡିଭିଜନ ରେ ସମୁଦାୟ ୧୧ ଟି ଇ -ନିଲାମ ଅନୁଷ୍ଠିତ ହୋଇଯାଇଛି । ଜୁଲାଇରେ ମଧ୍ୟ ଆଜି ପର୍ଯ୍ୟନ୍ତ […]

Continue Reading
ବିଜେଡିର ନୂଆ ୩୬ ସାଧାରଣ ସମ୍ପାଦକ , ସମସ୍ତଙ୍କୁ ମିଳିଲା ଦାୟିତ୍ୱ

ବିଜେଡିର ନୂଆ ୩୬ ସାଧାରଣ ସମ୍ପାଦକ , ସମସ୍ତଙ୍କୁ ମିଳିଲା ଦାୟିତ୍ୱ

#ବିଜେଡିର_ନୂଆ_୩୬_ସାଧାରଣ_ସମ୍ପାଦକ      ଭୁୁବନେଶ୍ୱର  :  ବିଜେଡିରେ ୩୬ ଜଣ ସାଧାରଣ ସଂପାଦକ ନିଯୁକ୍ତି ଦେଇଛନ୍ତି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସେହି ୩୬ ଜଣଙ୍କୁ ସାଧାରଣ ସଂପାଦକଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । ଦଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସୁଶାନ୍ତ ସିଂହଙ୍କୁ ସଶକ୍ତ ଓଡିଶା ଦାୟିତ୍ୱ ଦିଆଯାଇଥିବା ବେଳେ ଚନ୍ଦ୍ର ସାରଥୀ ବେହେରା , ଗୀତାଂଜଳୀ ସେଠୀଙ୍କୁ ଅନୂସୂଚିତ ଜାତି ସଶକ୍ତିକରଣ ,ବିଶ୍ୱଜିତ ମହାନ୍ତି , ମନୋହର ରନ୍ଧାରୀଙ୍କୁ ସଶକ୍ତ ଓଡିଶା, ପୂର୍ଣ୍ଣ […]

Continue Reading
ରାଜ୍ୟରେ ଆଉ ଦୁଇ ମୁଣ୍ଡ ନେଲା କରୋନା

ରାଜ୍ୟରେ ଆଉ ଦୁଇ ମୁଣ୍ଡ ନେଲା କରୋନା

#ରାଜ୍ୟରେ_ଆଉ_ଦୁଇ_ମୁଣ୍ଡ_ନେଲା_କରୋନା      ଭୁବନେଶ୍ୱର  : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୨ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୯ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନେ ଉଭୟ ଗଂଜାମ ଜିଲ୍ଲାର । ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ […]

Continue Reading
#ରାଜ୍ୟରେ_ଆଉ_୪୯୪_କରୋନା_ଆକ୍ରାନ୍ତ_ଚିହ୍ନଟ 

ରାଜ୍ୟରେ ଆଉ ୪୯୪ କରୋନା ଆକ୍ରାନ୍ତ ଚିହ୍ନଟ

#ରାଜ୍ୟରେ_ଆଉ_୪୯୪_କରୋନା_ଆକ୍ରାନ୍ତ_ଚିହ୍ନଟ     ଭୁବନେଶ୍ୱର  :  ରାଜ୍ୟରେ ଆଜି ଆଉ ୪୯୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୫୩୯୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା ୪୯୪ ଜଣଙ୍କ ମଧ୍ୟରୁ ୩୨୨ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୧୭୨ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ […]

Continue Reading