ଗୋ୧୯ ଜିଲ୍ଲାରୁ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

୧୯ ଜିଲ୍ଲାରୁ ସୁସ୍ଥ ହେଲେ ୪୦୧ କରୋନା ଆକ୍ରାନ୍ତ

ଓଡିଶା ବଡ ଖବର

#୧୯_ଜିଲ୍ଲାରୁ_ସୁସ୍ଥ_ହେଲେ_୪୦୧_କରୋନା_ଆକ୍ରାନ୍ତଭୁୁ            ଭୁବନେଶ୍ୱର  :  ରାଜ୍ୟର ୧୯ ଜିଲ୍ଲାରୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ୪୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାବତ୍ ମୋଟ୍ ୧୦ ହଜାର୮୭୭ଜଣ କରୋନା ପଜିଟିଭ୍ ସୁସ୍ଥ ହୋଇଛନ୍ତିି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି ।
ସୂଚନା ଅନୁଯାୟୀ ଗୁରୁବାର ଯାଜପୁର ଜିଲ୍ଲାରୁ ସର୍ବାଧିକ ୯୮ କରୋନା ପଜିଟିଭ ୍ସୁସ୍ଥ ହୋଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରୁ ୮୪ଜଣ, ସୁନ୍ଦରଗଡ଼ରୁ ୪୬ଜଣ, ଗଜପତିରୁ ୩୬ଜଣ, ଝାରସୁଗୁଡ଼ାରୁ ୩୦ଜଣ, କେନ୍ଦୁଝରରୁ ୧୭ଜଣ, ମାଲକାନଗିରିରୁ ୧୭ଜଣ, ଜଗତସିଂହପୁରରରୁ ୧୭ଜଣ, ଖୋର୍ଦ୍ଧାରୁ ୧୨ଜଣ, ଅନୁଗୁଳ ୮ଜଣ, ସୋନପୁରରୁ ୭ଜଣ, ବରଗଡ଼ରୁ ୬ଜଣ, ସମ୍ବଲପୁରରୁ ୫ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, ଢ଼େଙ୍କାନାଳଙ୍କୁ ୪ଜଣ, ଭଦ୍ରକ ଓ ବାଲେଶ୍ୱରରୁ ୩ଜଣ ଲେଖାଏଁ, କଟକରୁ ୨ଜଣ ଓ ପୁରୀରୁ ଜଣେ ଲେଖାଏଁ କୋଭିଡ ପଜିଟିଭ ସୁସ୍ଥ ହୋଇଛନ୍ତି ।