କରୋନା ଉପରେ ସଚେତନ କରିବା ସହ ସହାୟତା ର ହାତ ବଢ଼ାଇଲେ ଯୁଗଳ କିଶୋର

କରୋନା ଉପରେ ସଚେତନ କରିବା ସହ ସହାୟତା ର ହାତ ବଢ଼ାଇଲେ ଯୁଗଳ କିଶୋର

#ସହାୟତାର_ହାତ_ବଢ଼ାଇଲେ_ଯୁଗଳ_କିଶୋର            ନୟାଗଡ :(ଶ୍ରୀକାନ୍ତ କୁମାର ରାଉତ ) କରୋନା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ନୟାଗଡ ଜିଲ୍ଲାର ଭାପୁର ବ୍ଲକ ଅଧିନସ୍ଥ କଇଁଫୁଲିଆ ଗ୍ରାମର କିଛି  ଲୋକଙ୍କୁ ସହାୟତାର ହାତ ବଢ଼ାଇବା ସହିତ ସଚେତନ ମଧ୍ୟ କରାଇଛନ୍ତି  ଭାପୁର  ବ୍ଲକ ଫତେଗଡ ଗ୍ରାମର ରାଜ୍ୟ  ବରିଷ୍ଠ  ନାଗରିକ ମହାସଙ୍ଘର ସାଧାରଣ ସହସମ୍ପାଦକ ଓ  ରୋଟାରି କ୍ଳବ ଭୁବନେଶ୍ୱରର ଡାଇରେକ୍ଟର  ଯୁଗଳ କିଶୋରେ ସାହୁ l ଶ୍ରୀ ସାହୁ […]

Continue Reading
କରୋନା ସଂକ୍ରମଣକୁ ରୋକିବା ପାଇଁ ଭାପୁର ମେଡିକାଲ ଓ ବଜାର ହେଲା ସାନିଟାଇଜ୍

କରୋନା ସଂକ୍ରମଣକୁ ରୋକିବା ପାଇଁ ଭାପୁର ମେଡିକାଲ ଓ ବଜାର ହେଲା ସାନିଟାଇଜ୍

 #ଭାପୁର_ମେଡିକାଲ_ଓ_ବଜାର_ହେଲା_ସlନିଟାଇଜ        ଭାପୁର : (ଶ୍ରୀକାନ୍ତ କୁମାର ରାଉତ) : କରୋନା ସଂକ୍ରମଣ କୁ ରୋକିବା ପାଇଁ ଭାପୁର ଅଗ୍ନିଶମ ବିଭାଗ ଓ ମେଡିକାଲ  ତରଫରୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭାପୁର ବଜାର ଅଞ୍ଚଳକୁ ସାନିଟାଇଜ କରାଯାଇଛି l ଫାୟାର ଅଫିସର ସୁରେନ୍ଦ୍ର ନାଥ ଗଡ଼ପାଲ ଓ ତାଙ୍କ ଟିମ ମିଶି ଦମକଳ ଗାଡି ସାହାଯ୍ୟ ରେ ଭାପୁର ମେଡିକାଲ ର ପ୍ରତ୍ୟେକ ସ୍ଥାନ କୁ ଭଲ ଭାବରେ ସାନିଟାଇଜ କରିବା […]

Continue Reading
ଭାପୁର ପ୍ରେସ କ୍ଳବ ତରଫରୁ ୫୦୦୦ ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ଭାପୁର ପ୍ରେସ କ୍ଳବ ତରଫରୁ ୫୦୦୦ ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

#ଭାପୁର_ପ୍ରେସ-କ୍ଳବ_ତରଫରୁ_୫୦୦୦_ଟଙ୍କା-ମୁଖ୍ୟମନ୍ତ୍ରୀ_ରିଲିଫ_ପାଣ୍ଠିକୁ_ଦାନ        ନୟାଗଡ :  ମାରାତ୍ମକ କରୋନା ଭାଇରସ ର ସଂକ୍ରମଣ  ର ମୁକାବିଲା ପାଇଁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ସାହାଯ୍ୟ ର ହାତ ବଢାଉଛନ୍ତି l ବିଭିନ୍ନ ଅନୁଷ୍ଠାନ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି କୁ ଅର୍ଥ ପ୍ରଦାନ କରୁଛନ୍ତି l ଭାପୁର ପ୍ରେସ କ୍ଳବ ମଧ୍ୟ  ଏଦିଗରେ ଆଗେଇ ଆସିଛି  l l ଭାପୁର ପ୍ରେସ କ୍ଳବ  ପକ୍ଷରୁ ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ନୟାଗଡ  ତହସିଲଦାର ଙ୍କ ମାଧ୍ୟମ […]

Continue Reading
ନୟାଗଡ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ କରୋନା ଭୁତାଣୁକୁ ରୋକିବାକୁ ପ୍ରାଥମିକତl ଦିଆଯିବ

ନୟାଗଡ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ କରୋନା ଭୁତାଣୁକୁ ରୋକିବାକୁ ପ୍ରାଥମିକତl ଦିଆଯିବ

#କରୋନା_ଭୁତାଣୁକୁ_ରୋକିବାକୁ_ପ୍ରାଥମିକତl_ଦିଆଯିବ      ନୟାଗଡ: (ଶ୍ରୀକାନ୍ତ କୁମାର ରାଉତ)  ନୟାଗଡ ଜିଲ୍ଲା ରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦେଖିବା ନିମନ୍ତେ ନୂତନ ଭାବେ ଯୋଗ ଦାନ କରିଛନ୍ତି  ପ୍ରତ୍ୟୁଷ ଦିବାକର l  ଦାୟିତ୍ୱ ଗ୍ରହଣ କରିବା ପରେ ଏସପିପ୍ରଥମେ ଓଡଗାଁ ଆଦର୍ଶ ଥାନା ଓ ଖଣ୍ଡପଡା ଥାନା ପରିଦର୍ଶନ କରିବା ସମୟରେ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ସହ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସାମ୍ପ୍ରତିକ ପରିସ୍ଥିତି ରେ କରୋନା  ଭୁତlଣୁର ସଂକ୍ରମଣ ନେଇ ସମସ୍ତ ପୋଲିସ ଅଧିକାରୀ […]

Continue Reading
ଭାପୁରରେ ଲକଡାଉନ ରାସ୍ତାଘାଟ ସବୁ ବନ୍ଦ

ଭାପୁରରେ ଲକଡାଉନ ରାସ୍ତାଘାଟ ସବୁ ବନ୍ଦ

  #ଭାପୁରରେ_ଲକଡାଉନ_ରାସ୍ତାଘାଟ_ସବୁ_ବନ୍ଦ        ଭାପୁର :   ( ଶ୍ରୀକାନ୍ତ କୁମାର ରାଉତ )  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ସାରା ଦେଶ ଓ ରାଜ୍ୟ ଲକଡାଉନ ହୋଇଛି । ଏହି ଲକଡାଉନକୁ ଭାପୁରରେ କଡାକଡି ଭାବେ ଲାଗୁ କରା ଯାଇଛି। ଏହାର ପ୍ରଭାବରେ ରାସ୍ତାଘାଟ ସବୁ ବନ୍ଦ ରହିଛି ।   ଭାପୁର ମୁଖ୍ୟ ରାସ୍ତା ତଥା ଭାପୁର ବଜାରର ମୁଖ୍ୟ ଛକ ଠାରେ   ଫତେଗଡ  ଥାନା ମୁଖ୍ୟ ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ […]

Continue Reading
ନୟାଗଡରେ କରୋନା ସନ୍ଦିଗ୍ଧ

ନୟାଗଡରେ କରୋନା ସନ୍ଦିଗ୍ଧ

#ନୟାଗଡରେ_କରୋନା_ସନ୍ଦିଗ୍ଧ      ନୟାଗଡ :  ସାରା ଦେଶରେ କେରାନାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ତେବେ ଓଡିଶାରେ ମଧ୍ୟ କରୋନା କାୟା ମେଲାଇବା ଆରମ୍ଭ କଲାଣି। ଗତ ଦୁଇ ଦିନ ତଳେ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟରେ ସମସ୍ତ ସନ୍ଦିଗ୍ଧ ସଂକ୍ରମିତଙ୍କ ଟେଷ୍ଟ୍ ନେଗେଟିଭ୍ ଆସିଥିବା କହିଥିବା ବେଳେ ଆଜି ନୟାଗଡ ଜିଲ୍ଲାରେ ଜଣେ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି। ନୟାଗଡର କରୋନା ସନ୍ଦିଗ୍ଧଙ୍କ ଘର ପତେଗଡ ଅଞ୍ଚଳରେ। ସେ କିଛିଦିନ ତଳେ ତାମିଲନାଡୁରୁ ଘରକୁ ଫେରିଥିଲେ। ତେବେ ଘରକୁ […]

Continue Reading

ନୟାଗଡ଼ରେ୫ ବର୍ଷରେ ୧୨ ଶହରୁ ଅଧିକ ଶିଶୁ ମୃତ

ନୟାଗଡ଼ : (ହୁସେନ ଖାଁ) ନୟାଗଡ଼ ଜିଲ୍ଲାରେ  ଶିଶୁ ମୃତ୍ୟୁ ହାର ଐକ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ସରକାରଙ୍କ ବ୍ୟାପକ ଯୋଜନା ସତ୍ତ୍ବେ ଶିଶୁ ମୃତ୍ୟୁକୁ ରୋକିବା ଦିଗରେ ବିଶେଷ ସୁଫଳ ପାରିନି। ଗତ ପାଞ୍ଚବର୍ଷ ତଳେ ଘଟୁଥିବା ନବଜାତକ ଶିଶୁ ମୃତ୍ୟୁଠାରୁ ଆରମ୍ଭ କରି ଜନ୍ମରୁ ପାଞ୍ଚ ବର୍ଷ ବୟସ ମଧ୍ୟରେ ଶିଶୁ ମୃତ୍ୟୁହାର ତୁଳନାରେ ବର୍ତ୍ତମାନ କମ୍ ମୃତ୍ୟୁ ଘଟୁଥିଲେ ମଧ୍ୟ ଏହା ଉତ୍ସାହଜନକ ନୁହେଁ। ଗତ ୫ ବର୍ଷ ମଧ୍ୟରେ ୧୨ଶହରୁ ଅଧିକ […]

Continue Reading

ରଥ କାଠ ପାଇଁ ନୟାଗଡ଼ରେ ପହଞ୍ଚିଲା ମହାପ୍ରଭୁଙ୍କ ଆଜ୍ଞାମାଳ

ପୁରୀ/ନୟାଗଡ଼ :  ଜୁନ୍‌ ୨୩ ତାରିଖରେ  ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରଥ କାଠ ଅନୁକୂଳ ପାଇଁ ନୟାଗଡ଼ରେ ପହଞ୍ଚିଛି ମହାପ୍ରଭୁଙ୍କ ଆଜ୍ଞାମାଳ। ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାରଣା ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ଧରି ନୟାଗଡ଼ ବନଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କ ସହ ମେକାପ ଓ ରଥ ଅମିନ ମଧ୍ୟ ଯାଇଛନ୍ତି। ଭକ୍ତିମୟ ପରିବେଶରେ ଆଜ୍ଞାମାଳକୁ ସ୍ୱାଗତ କରିଥିଲେ ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି। ଚଳିତ ବର୍ଷ ତିନି ରଥ ନିର୍ମାଣ ପାଇଁ […]

Continue Reading

୩ ପିଇଓଙ୍କୁ ନିଲମ୍ବିତ କଲେ ନୟାଗଡ଼ ଜିଲ୍ଲାପାଳ

ନୟାଗଡ଼ :  ( ହୁଶେନ ଖାଁ )ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅବହେଳା ପାଇଁ ନୟାଗଡ଼ ଜିଲ୍ଲାର ୩ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । ଏହି ତିନିଜଣ ହେଲେ ଭାପୁର ବ୍ଲକ ଗୋଳାପୋଖରୀ ପିଇଓ କୃଷ୍ଣଚନ୍ଦ୍ର ମଲ୍ଲିକ,ରଣପୁର ବ୍ଲକ କେରେଣ୍ଡାକାଣ୍ଡି ପିଇଓ ବିଜୟ ବେହେରା ଓ ରଣପୁର ବ୍ଲକ ବ୍ରଜରାଜପୁର ପିଇଓ ସୂର୍ଯ୍ୟମଣି ସ୍ୱାଇଁ । ତଦନ୍ତ ପରେ ସେମାନଙ୍କ ବିରୁଦ୍ଧରେ ପ୍ରମାଣ ଆଧାରରେ ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି […]

Continue Reading

ଦଶପଲ୍ଲାରେ ଲୋପ ପାଉଛି ସବୁଜ ବନାନୀ !

ଦଶପଲ୍ଲା : ( ହୁସେନ  ଖାଁ )ଯେଉଁ ସ୍ଥାନ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା, ତାହା ଆଜି ଧ୍ୱଂସ ପାଇବାକୁ ବସିଛି। ଲୋପ ପାଉଛି ସବୁଜ ବନାନୀ। ଫାର୍ମ ହାଉସ୍‌ ପାଇଁ ମୂଲ୍ୟବାନ ଶାଳ ଜଙ୍ଗଲ ଏବେ ଲୋପ ପାଇବ। ହେଲେ ସବୁଜାଣି ବନ ବିଭାଗ ଚୁପ୍ ହୋଇ ବସିଛି। ବନ ବିଭାଗ (ଟେରିଟୋରିଆଲ୍) ହେଉ କି ବନ୍ୟ ପ୍ରାଣୀ ବିଭାଗ ସବୁ ଦେଖି ନିରବଦ୍ରଷ୍ଟା ସାଜିଥିବା ବେଳେ ଦିନକୁ ଦିନ ଶହ ଶହ ସଂଖ୍ୟାରେ ଶାଳ […]

Continue Reading