କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର

ମହାନଦୀର ଅଥଳ ଜଳରାଶିରେ ୫ ଶହ ବର୍ଷ ତଳର ପ୍ରାଚୀନ ଗୋପୀନାଥ ମନ୍ଦିର

#ଦୃଶ୍ୟମାନ_ହେଲା_ମନ୍ଦିରର_ଚୂଡ଼ା_ଓ_ଅଁଳା_ବେଢ଼ା               ନୟାଗଡ଼    :  ( ଶ୍ରୀକାନ୍ତ କୁମାର ରାଉତ ) ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳରେ ମହାନଦୀର ଅଥଳ ଜଳରାଶିରେ ପ୍ରାଚୀନ ମନ୍ଦିର ଦୃଶ୍ୟମାନ ହୋଇଛି । ଏହି ମନ୍ଦିରଟି ୫ ଶହ ବର୍ଷ ତଳର ପ୍ରାଚୀନ ଗୋପୀନାଥ ମନ୍ଦିର ବୋଲି ଜଣାପଡିଛି । ମନ୍ଦିରଟି ଗତ ୧୧ ବର୍ଷ ପୂର୍ବେ ଦେଖିବାକୁ ମିଳିଥିଲା । ଏବେ ପୁଣି ଗତ ୪ ଦିନ ହେବ ମନ୍ଦିରର ଚୂଡ଼ା ଓ ଅଁଳା ବେଢ଼ା ଦେଖିବାକୁ ମିଳିଛି । […]

Continue Reading

ନୟାଗଡ଼ ଜିଲ୍ଲାରେ ୪ କରୋନା ପଜିଟିଭ୍‌

#ନୟାଗଡ଼_ଜିଲ୍ଲାରେ_୪_କରୋନା_ପଜିଟିଭ୍                    ନୟାଗଡ଼    :    ( ହୁସେନ ଖାଁ ) ବୁଧବାର ନୟାଗଡ଼ ଜିଲ୍ଲାରେ  ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମଧ୍ୟଖଣ୍ଡ କ୍ବାରେଣ୍ଟାଇନ ସେଣ୍ଟରରୁ ୨ଜଣ, ଦଶପଲ୍ଲା କ୍ବାରେଣ୍ଟାଇନ ସେଣ୍ଟରରୁ ୧ ଓ ନୟାଗଡ଼ ବ୍ଲକ ଲେଙ୍କୁଡ଼ିପଡ଼ା କ୍ବାରେଣ୍ଟାଇନ ସେଣ୍ଟରରୁ ଜଣେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୪ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ  ୯୬ରେ ପହଞ୍ଚିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି  ଦଶପଲ୍ଲା […]

Continue Reading
ଭୂତ ଭୟରେ ଘରଦ୍ବାର ଛାଡ଼ି ପଳାଇଲେ ଲୋକ

ଭୂତ ଭୟରେ ଘରଦ୍ବାର ଛାଡ଼ି ପଳାଇଲେ ଲୋକ

#ଭୂତ_ଭୟରେ_ଘରଦ୍ବାର_ଛାଡ଼ି_ପଳାଇଲେ_ଲୋକ              ନୟାଗଡ : ( ହୁସେନ ଖାଁ ) ରାତି ହେଲେ ଭୂତ ଭୟ ମାଡି ଆସୁଛି । ରାତିରେ ଶୂନ୍ୟରୁ ପଡ଼ୁଛି ପଥର । ଢ଼ୋ ଢ଼ା କରି ପଥର ଘର ଅଗଣାରେ ପଡ଼ୁଛି । ପଥର ମାଡ଼ରେ ଆଜବେଷ୍ଟସ ଛାତ ଭାଙ୍ଗି ଯାଉଛି, ନଡ଼ା ଛପର ଘର କଣା ହୋଇ ଯାଉଛି । କବାଟ ଝରକାରୁ ଆସୁଛି କେଁ କାଁ ଶବ୍ଦ । ସଞ୍ଜ ନଇଁଲେ ଗାଁ ଲୋକ ଛାନିଆଁ । କେଇଦିନ […]

Continue Reading
ମୁଣ୍ଡ ଗୁଞି ରହିବାକୁ ମିଳୁନି ସାହାରା ଆବାସଖଣ୍ଡେ ପାଇଁ ଚାହିଁ ବସିଛନ୍ତି ଦୃଷ୍ଟିହୀନ ଜଗନ୍ନାଥ

ମୁଣ୍ଡ ଗୁଞି ରହିବାକୁ ମିଳୁନି ସାହାରା ଆବାସଖଣ୍ଡେ ପାଇଁ ଚାହିଁ ବସିଛନ୍ତି ଦୃଷ୍ଟିହୀନ ଜଗନ୍ନାଥ

#ମୁଣ୍ଡ_ଗୁଞି_ରହିବାକୁ_ମିଳୁନି_ସାହାରା         ଦଶପଲ୍ଲା : ( ଶ୍ରୀକାନ୍ତ କୁମାର ରାଉତ ) ମୁଣ୍ଡଗୁଞି ରହିବା ପାଇଁ ଚାଳରେ ନଡାଗଣ୍ଡେ ନାହିଁ କି କାନ୍ଥରେ ଝାଟିମାଟି କଣିକା ଖଣ୍ଡେ ବି ନାହିଁ । କେବଳ ଭତା ଓ ରାସନ ସାମଗ୍ରୀ ଗଣ୍ଡାକ ପାଇ ଭଙ୍ଗା ଦଦରା ଘର ମଧ୍ୟରେ ପଡିରହିଥିବା ଜଗନ୍ନାଥଙ୍କ ପାଇଁ ଆବାସ ଖଣ୍ଡିଏଏବେ ସାତସପନ ପାଲଟିଛି । ଦଶପଲ୍ଲା ବ୍ଲକ ସରିଗଣ୍ଡା ପଂଚାୟତର ନେଳିଗୁଡା ଗ୍ରାମରେ ବସବାସ କରୁଛନ୍ତି ଜଗନ୍ନାଥ ମହାପାତ୍ର । ପତ୍ନିଙ୍କ ମୃତ୍ୟୁ ପରେ […]

Continue Reading
କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ

କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ

#କରୋନା_ଯୋଦ୍ଧାଙ୍କୁ_ଧନ୍ୟବାଦ_ପତ୍ର_ପ୍ରଦାନ           ନୟାଗଡ   :  ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ର  ବିଜେପି ନେତ୍ରୀ ଇଂ ଅର୍ଚ୍ଚନା ଦାଶ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ବର୍ତ୍ତlରେ କରୋନା ପାଇଁ ୩ ସୂତ୍ରୀ ନିୟମକୁ ଅନୁସରଣ କରି  ନିଜର ଚେଷ୍ଟା ରେ ଘରେ ନିଜେ ଓ ମହିଳା କର୍ମୀଙ୍କ ସହଯୋଗ ରେ ଶହ ଶହ ମାସ୍କ ତିଆରି କରି ଅସହାୟ ଗରିବ ଲୋକଙ୍କ ପାଖରେ ପହଞ୍ଚାଇଥିଲେ । […]

Continue Reading
ଥାନା ଅଧିକାରୀ ବ୍ୟାଙ୍କରେ ପହଞ୍ଚି ସାମଜିକ ଦୂରତା ରକ୍ଷା ପାଈଁ କଲେ ଟୋକନ ବ୍ୟବସ୍ଥା

ଥାନା ଅଧିକାରୀ ବ୍ୟାଙ୍କରେ ପହଞ୍ଚି ସାମଜିକ ଦୂରତା ରକ୍ଷା ପାଈଁ କଲେ ଟୋକନ ବ୍ୟବସ୍ଥା

#ସାମଜିକ_ଦୂରତା_ରକ୍ଷା_ପାଈଁ_ହେଲା_ଟୋକନ_ବ୍ୟବସ୍ଥା         ନୟାଗଡ : (ଶ୍ରୀକାନ୍ତ କୁମାର ରାଉତ) : କରୋନା ପାଇଁ ବିଶେଷତଃ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉ ଥିବା ବେଳେ ଜନଧନ ଆକାଉଣ୍ଟକୁ ୫୦୦ ଟଙ୍କା ଏବଂ ଉଜ୍ବଳl ହିତାଧିକାରୀଙ୍କ ଆକାଉଣ୍ଟକୁ ଗ୍ୟାସ ବାବଦର ଅର୍ଥ ଆସୁଛି l ଯାହାକୁ ନେଇ କିଏ ଟଙ୍କା ଉଠାଇବା ପାଇଁ ତ ପୁଣି କିଏ ଖାତା ଚେକ କରିବା ପାଇଁ ବ୍ୟାଙ୍କ ସମ୍ମୁଖରେ ଭିଡ଼ ଜମାଉଛନ୍ତି l ଯାହାକୁ ନେଇ ବ୍ୟାଙ୍କ […]

Continue Reading
ବାଇଗୁଣିଆ ଗ୍ରାମ ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ବାଇଗୁଣିଆ ଗ୍ରାମବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

#ମୁଖ୍ୟମନ୍ତ୍ରୀଙ୍କ_ରିଲିଫ_ପାଣ୍ଠିକୁ_ଦାନ           ନୟାଗଡ  : (ଶ୍ରୀକାନ୍ତ କୁମାର ରାଉତ ) ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତ୍ରଗର୍ତ ବାଇଗୁଣିଆ ଗ୍ରାମ ବାସୀଙ୍କ ତରଫରୁ ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୧୧୬୨୧ ଟଙ୍କା ଭାପୁର ତହସିଲଦାର ସୁନୀତା ଜେନାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି l ଗ୍ରାମ ବାସୀଙ୍କ ତରଫରୁ ଉଦୟନାଥ ଲେଙ୍କା, ପବିତ୍ର ମୋହନ ଦାଶ, କାର୍ତ୍ତିକ ଚନ୍ଦ୍ର ଦଳାଇ, ଦିଲୀପ କୁମାର ମଳିକ, ଯୋଗୀ ନାଥ ମହାରଣା  ପ୍ରଭୃତି  ଗ୍ରାମ ବାସୀଙ୍କ ଠାରୁ କିଛି […]

Continue Reading
କରୋନା ଦାଉରୁ ରକ୍ଷା ପାଇବା ପାଇଁ ସମାଜସେବୀ ଙ୍କ ଦ୍ୱାରା ମାସ୍କ ବଣ୍ଟନ

କରୋନା ଦାଉରୁ ରକ୍ଷା ପାଇବା ପାଇଁ ସମାଜସେବୀ ଙ୍କ ଦ୍ୱାରା ମାସ୍କ ବଣ୍ଟନ

#କରୋନା_ଦାଉରୁ_ରକ୍ଷା_ପାଇବା_ପାଇଁ_ସମାଜସେବୀଙ୍କ_ଦ୍ୱାରା_ମାସ୍କ_ବଣ୍ଟନ        ନୟାଗଡ: (ଶ୍ରୀକାନ୍ତ କୁମାର ରାଉତ) ନୟାଗଡ ଜିଲ୍ଲା ଭାପୁର ବ୍ଲକ ଶାଳପଡା ପଞ୍ଚାୟତ ର ମlଣିବନ୍ଧ ଗ୍ରାମର ସମାଜସେବୀ ତଥା ପ୍ରକୃତି ପ୍ରେମୀ ରଘୁନାଥ ମହାପାତ୍ର ମଙ୍ଗଳବାର ଅପରାହ୍ନରେ ଗ୍ରାମରେ ମାସ୍କ ବଣ୍ଟନ କରିଛନ୍ତି । ସେ ଗ୍ରାମ ର ଲୋକମାନଙ୍କ ସହିତ ମହିଳା ବିକାଶ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟ ମାନଙ୍କୁ ମାସ୍କ ବଣ୍ଟନ କରିଥିଲେ l ଏଥି ସହିତ କରୋନା ମହାମାରୀ ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ସାମାଜିକ […]

Continue Reading
ସାନିଟାଇଜ କଲା ଦମକଳ ବାହିନୀ

ସାନିଟାଇଜ କଲା ଦମକଳ ବାହିନୀ

#ସାନିଟାଇଜ_କଲା_ଦମକଳ_ବାହିନୀ          ନୟାଗଡ (ଶ୍ରୀକାନ୍ତ କୁମାର ରାଉତ )  : କରୋନାକୁ ନେଇ ଚାରିଆଡେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଜନ ସାଧାରଣଙ୍କୁ ସ୍ବଛ ବାତାବରଣ ଓ ସୁସ୍ଥ ରଖିବା ପାଇଁ ିନ୍ନ ୃଞ୍ଚଳକୁ ସାନିଟାଇଜ କରା ଯାଉଛି । ଏପରି ସ୍ଥଳେ ନୟାଗଡ ଜିଲ୍ଲା ଭାପୁର ବ୍ଲକ ଦମକଳ ବାହିନୀ ପକ୍ଷରୁ କରୋନା  ପାଇଁ ଆଜି ପୁର୍ବାହ୍ଣ ଓ ମଧ୍ୟାହ୍ନ ରେ  ବାଇଗୁଣିଆ ବଜାର ଓ ବାଘୁଆପଲି ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପଞ୍ଚାୟତ […]

Continue Reading
ନିମାଣୀ ଜୟ ଶ୍ରୀ ରାମ ଫାଉଣ୍ଡେସନ ତରଫରୁ ମାସ୍କ ବଣ୍ଟନ

ନିମାଣୀ ଜୟ ଶ୍ରୀ ରାମ ଫାଉଣ୍ଡେସନ ତରଫରୁ ମାସ୍କ ବଣ୍ଟନ

#ନିମାଣୀ_ଜୟ_ଶ୍ରୀ-ରାମ_ଫାଉଣ୍ଡେସନ_ତରଫରୁ_ମାସ୍କ_ବଣ୍ଟନ         ନୟାଗଡ: (ଶ୍ରୀକାନ୍ତ କୁମାର ରାଉତ )       ଉଭୟ  ସରକାରଙ୍କ  ନିୟମ ଓ ନିର୍ଦ୍ଦେଶକୁ ଆଖି ଆଗରେ ରଖି  ନିମାଣୀ ଜୟ ଶ୍ରୀ ରାମ ଫାଉଣ୍ଡେସନ ଓଡିଶା ଜିଲ୍ଲା ଅଫିସରଙ୍କ  ସହ ଆଲୋଚନା କରି  ଭାପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହଯୋଗ କ୍ରମେ ସାମାଜିକ ଦୂରତା ରକ୍ଷାକରି ନିମାଣୀ ସ୍ୱାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ଠାରେ ଜନସଚେତନତା ଆଣିବା ଉଦେଶ୍ୟରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ  ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ, ଶିଶୁ […]

Continue Reading