ଭାପୁର ପ୍ରେସ କ୍ଳବ ତରଫରୁ ୫୦୦୦ ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ଭାପୁର ପ୍ରେସ କ୍ଳବ ତରଫରୁ ୫୦୦୦ ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ଓଡିଶା ଜିଲ୍ଲା ନୟାଗଡ଼
#ଭାପୁର_ପ୍ରେସ-କ୍ଳବ_ତରଫରୁ_୫୦୦୦_ଟଙ୍କା-ମୁଖ୍ୟମନ୍ତ୍ରୀ_ରିଲିଫ_ପାଣ୍ଠିକୁ_ଦାନ        ନୟାଗଡ :  ମାରାତ୍ମକ କରୋନା ଭାଇରସ ର ସଂକ୍ରମଣ  ର ମୁକାବିଲା ପାଇଁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ସାହାଯ୍ୟ ର ହାତ ବଢାଉଛନ୍ତି l ବିଭିନ୍ନ ଅନୁଷ୍ଠାନ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି କୁ ଅର୍ଥ ପ୍ରଦାନ କରୁଛନ୍ତି l ଭାପୁର ପ୍ରେସ କ୍ଳବ ମଧ୍ୟ  ଏଦିଗରେ ଆଗେଇ ଆସିଛି  l l ଭାପୁର ପ୍ରେସ କ୍ଳବ  ପକ୍ଷରୁ ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ନୟାଗଡ  ତହସିଲଦାର ଙ୍କ ମାଧ୍ୟମ ରେ ୫୦୦୦ଟଙ୍କା ପ୍ରଦାନ କରା ଯାଇଛି । ଏହି ସମୟରେ ପ୍ରେସ କ୍ଳବ ର ସଭାପତି ରଞ୍ଜନ କୁମାର ମହାପାତ୍ର ଓ କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ବରାଦ, ଶିଶୁ କବି ଓ ବରିଷ୍ଠ ସାମ୍ବାଦିକ ଜୟ କୃଷ୍ଣ ବାରିକ ଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l