କରୋନା ସଂକ୍ରମଣକୁ ରୋକିବା ପାଇଁ ଭାପୁର ମେଡିକାଲ ଓ ବଜାର ହେଲା ସାନିଟାଇଜ୍

କରୋନା ସଂକ୍ରମଣକୁ ରୋକିବା ପାଇଁ ଭାପୁର ମେଡିକାଲ ଓ ବଜାର ହେଲା ସାନିଟାଇଜ୍

ଓଡିଶା ଜିଲ୍ଲା ନୟାଗଡ଼
 #ଭାପୁର_ମେଡିକାଲ_ଓ_ବଜାର_ହେଲା_ସlନିଟାଇଜ        ଭାପୁର : (ଶ୍ରୀକାନ୍ତ କୁମାର ରାଉତ) : କରୋନା ସଂକ୍ରମଣ କୁ ରୋକିବା ପାଇଁ ଭାପୁର ଅଗ୍ନିଶମ ବିଭାଗ ଓ ମେଡିକାଲ  ତରଫରୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭାପୁର ବଜାର ଅଞ୍ଚଳକୁ ସାନିଟାଇଜ କରାଯାଇଛି l ଫାୟାର ଅଫିସର ସୁରେନ୍ଦ୍ର ନାଥ ଗଡ଼ପାଲ ଓ ତାଙ୍କ ଟିମ ମିଶି ଦମକଳ ଗାଡି ସାହାଯ୍ୟ ରେ ଭାପୁର ମେଡିକାଲ ର ପ୍ରତ୍ୟେକ ସ୍ଥାନ କୁ ଭଲ ଭାବରେ ସାନିଟାଇଜ କରିବା ସହିତ ଭାପୁର ବଜାର ଠାରୁ  ଫାୟାର ଷ୍ଟେସନ ଛକ ପର୍ଯ୍ୟନ୍ତ ସାନିଟାଇଜ କରାଯାଇଛି l